Loading...

ଏହି Bollywood କଳାକାରମାନେ ନିଜ ଆଖି ଆଗରେ ଦେଖିଛନ୍ତି ନିଜ ସନ୍ତାନଙ୍କ ଦୁଃଖଦ ମୃତ୍ୟୁ

Loading...

ଫ୍ରେଣ୍ଡସ ଆପଣ ମାନଙ୍କୁ ଆମେ ଆଜି ଏମିତି ଏକ ଚକିତ କରିବା ଭଳି ଘଟଣା ସମ୍ପର୍କରେ କହିବା ଯାହା ଶୁଣିବା ପରେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ଆପଣ ମାନେ ଗୋଟିଏ କଥା ଭାବନ୍ତୁ ଯଦି କୌଣସି ନିଜ ଲୋକ ଆପଣ ରହିଥିବା ସ୍ବତେ ଆପଣ ଙ୍କୁ ଛାଡି ଏ ଦୁନିଆରୁ ଚାଲିଯାଏ ତେବେ ଏପରି ଘଟଣା ଆପଣଙ୍କୁ ନିଶ୍ଚିତ ଆଘାତ ଦେଇଥିବ । ମନୁଷ୍ୟର ଜନ୍ମ ରହିଛି ଏବଂ ମରଣ ରହିଛି ଏହା ଚିରନ୍ତନ ସତ୍ୟ ଏଥି୍ରେ କୌଣସି ସନ୍ଦେହଃ ନାହିଁ .କିନ୍ତୁ ମରଣ ଏମିତି ସମୟରେ ହୋଇଥାଏ ଯାହା ଫଳରେ ଆପଣଙ୍କୁ ଏହି ନିମୟ ପ୍ରତି ତଥା ଏହି ପରମ୍ପରା ପ୍ରତି ଘୃଣା ଆସିଯାଏ ।

କେହି ଆପଣଙ୍କର ନିଜ ଲୋକ ପୁଣି ବୟସରେ ସାନ ସିଏ ଯଦି କୌଣସି ରୋଗର କାରଣରୁ ମୃତ୍ୟୁ ହୋଇଯାଏ ତେବେ କେବେ କଳ୍ପନା କରିଛନ୍ତି କଣ ହେବ । ଆଜି ଆମେ କିଛି ବଲିଉଡ୍ କଳାକାର ମାନଙ୍କ ର ସେହି ଅଭୁଲା ଦୁଖଃର କାହାଣୀ ସମ୍ପର୍କରେ କହିବା ଯେଉଁ ଦୁଖଃରେ କଳାକାର ମାନେ ନିଜେ ଆଖି ସାମ୍ମନାରେ ନିଜ ସନ୍ତାନ ମାନଙ୍କର ମୃତ୍ୟୁ ଦେଖିଛନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

1. ଗୋବିନ୍ଦା ।

ଆପଣ ଜାଣିଥିବେ ନବେ ଦଶକର ଲୋକପ୍ରିୟତା ଅଭିନେତା ଗୋବିନ୍ଦା । ଗୋବିନ୍ଦା କୁ ବଲିଉଡ୍ର ଜଣେ ପ୍ରସିଦ୍ଧ ଅଭିନେତା ରୂପେ ଚୟନ କରାଯାଏ ତାଙ୍କର ଫୋଫାମେନ୍ସ ସାରା ଭାରତ ବର୍ଷରେ ଇତିହାସ ସୃଷ୍ଟି କରିଥିଲା । ଆପଣ ଜାଣନ୍ତି ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ କ୍ୟାରିୟରେ ନିଜର 4 ବର୍ଷର ଝିଅ କୁ ହରାଇଥିଲେ । ତାଙ୍କର ଝି୍ଅ ତାରିଖ ପୂର୍ବରୁ ଜନ୍ମ ହୋଇଥି୍ଲା ଯାହା ଫଳରେ ମୃତ୍ୟୁ ହୋଇଥିଲା । ସେସମୟରେ ଗୋବିନ୍ଦା ବହୁତ ଲୋକପ୍ରିୟତା ମଧ୍ୟରେ ଥିଲେ ।

2 . କାଜଲ ଦେବଗନ ।

ଆପଣ ଜାଣିଥିବେ ବଲିଉଡ୍ ର ସବୁଠୁ ସୁନ୍ଦରୀ ନାୟିକା ହେଉଛୁ କାଜଲ । କାଜଲଙ୍କୁ ସେ ସମୟର ବହୁତ ସୁନ୍ଦର ଏବଂ ଲୋକପ୍ରିୟତା ଅଭିନେତ୍ରୀ ବୋଲି ମାନାଯାଉଥିଲା । କାଜଲଙ୍କର 2011 ରେ ଗର୍ଭଧାରଣା କରିଥିଳେ କିନ୍ତୁ କୌଣସି କାରଣରୁ ତାଙ୍କର ଗର୍ଭପାତ ହୋଇଥିଲା । ପରେ ତାଙ୍କର ଅପରେସନ ହେବାକୁ ପଡିଥିଲା ।

3. ଅମୀର ଖାନ୍ ।

ଅମୀର ଖାନ୍ ବଲିଉଡ୍ ରେ ବହୁତ ଆଗୁଆ ନମ୍ବରେ ଅଛନ୍ତି । ତାଙ୍କର ପ୍ରତିଭାକୁ ନେଇ ବହୁତ ଚର୍ଚ୍ଚା ହୋଇଥାଏ ବିଶେଷ କରି ତାଙ୍କର ସେହି ଅଲିଭା ଫିଲ୍ମ ରାଜା ହିନ୍ଦୁସ୍ତାନୀ ଏବଂ ମୋହନ ଫିଲ୍ମ ରେ ।

ଆପଣ ଜାଣନ୍ତି ଏବେ ଅମୀର 3 ଟି ସନ୍ତାର ପିତା ଅଟନ୍ତି କିନ୍ତୁ ଦୁଖର ବିଷୟ ତାଙ୍କର ଆଉ ଗୋଟିଏ ସନ୍ତାନର ମୃତ୍ୟୁ ହୋଇଯାଇଛି ।ତାଙ୍କର ସ୍ତ୍ରୀ ଚର୍ତୁଥ ଥର ଗର୍ଭଧାରଣ କରିଥିବା ସମୟରେ କୌଣସି କାରଣରୁ ତାଙ୍କର ଗର୍ଭନଷ୍ଟ ହୋଇଥିଲା ଯାହା ଅମୀର ଖାନ ଙ୍କୁ ବହୁତ କଷ୍ଟ ଦେଇଥିଲା ।

4 . ପ୍ରକାଶ ରାଜ

ପ୍ରକାଶ ରାଜ୍ ହେଉଛନ୍ତି ବଲିଉଡ୍ ଜଗତର ଜଣେ ସୁନ୍ଦର ତଥା ପ୍ରତିଭାଶୀଳି ଅଭିନେତା । ତାଙ୍କୁ ବହୁତ ସୁପରହିଟ୍ ଫିଲ୍ମରେ ନଜର ଆସିଥିବାର ଦେଖାଯାଏ । ତାଙ୍କୁ ବଲିଉଡ୍ ର ପ୍ରସିଦ୍ଧ ଅଭିନାତା ରୂପେ ବାଛାଯାଇଛି । ପ୍ରକାଶ ତାଙ୍କ ବ୍ୟକ୍ତିଗତ ଜୀବନରେ ଗୋଟିଏ ବଡ ଧରଣର ଦୁଖଃକୁ ସାମ୍ମନା କରିଥିଲେ

ତାଙ୍କର ପାଞ୍ଚ ବର୍ଷର ଗୋଟିଏ ପୁଅ ଛାତ ଉପରେ ଗୁଡି ଉଡାଉଥିବା ସମୟରେ ମୃତ୍ୟୁ ହୋଇଥିଲା । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...