Take a fresh look at your lifestyle.

ବିରାଟ କୋଇଲି ଙ୍କ ଗୋଟିଏ ଦିନ ର ଖାଇବା ଖର୍ଚ୍ଚ ଜାଣି ଆଶ୍ଚର୍ଯ୍ୟ ହେବେନି ତ ।

0 411

ଆପଣ ଆମ ଭାରତୀୟ କ୍ରିକେଟ ଦଳ ର ସବୁଠୁ ବଡ ଖେଳାଳି ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । କିଛି ବର୍ଷ ହେଲା ତାଙ୍କର ପଦର୍ଷନ ବହୁତ ଭଲ ରହିଥିବା ବେଳେ ଗତ IPL ସେ ବହୁତ ଖରାପ ପଦର୍ଶନ କରିଥିଲେ । କିନ୍ତୁ ତାଙ୍କର ୱାନ୍ ଡେ ଓ ଇଂଣ୍ଟର ନେସନାଲ୍ ରେ ଟି ଟ୍ବେଣ୍ଟି ଖେଳ ରେ ସେ ବହୁତ ଆଗରେ ରହିଥିବା ବେଳେ । ଭାରତ କୁ ବହୁତ ଥର ସେ ଟ୍ରଫି ଆଣିବାରେ ସାହାଯ୍ଯ କରିଛନ୍ତି । ତେବେ ଏପରି କ୍ଷେତ୍ରରେ ସେ ଏପରି କେମିତି ପାରଙ୍ଗମ ହୋଇ ପାରିଛନ୍ତି ତାହା ନେଇ ବହୁତ ଗୁଡିଏ ପ୍ରଶ୍ନ ଆମ ମନରେ ଉଙ୍କି ମାରେ । ତେବେ ଆପଣ ମାନେ ବହୁତ ଥର ଇଂଣ୍ଟର ନେଟ୍ ରେ ଦେଖିଥିବେ କି ବିରାଟ କିପରି ଡାଇଟ୍ କରନ୍ତି , ଜିମ୍ ରେ କିପରି କସରତ କରନ୍ତି ଓ ଏପରି କଣ ଖାଇବା କଣ କଣ ଖାଆନ୍ତି ।

ଯାହା ଫଳ ରେ ସେ ଏପରି ଭାବରେ ଆଗକୁ ଆଗକୁ ବଢି ଚାଲିଛନ୍ତି । ତାଙ୍କ ପରି ଦମଦାର ଓ ବହୁତ ଭଲ ବଡି ହିଁ ତାଙ୍କୁ ଆଗକୁ ନେଇ ପାରୁଛି। ତେବେ କଣ ଆପଣ ଜାଣିଛନ୍ତି କି ବିରାଟ କୋଇଲି କଣ କଣ ଖାଆନ୍ତି ଓ ତାଙ୍କର ପ୍ରତ୍ୟେକ ଦିନ ର ଖାଇବା ଖର୍ଚ୍ଚ ର ଦାମ୍ କେତେ । ତେବେ ଆସନ୍ତୁ ଜାଣିବା । ଜଦି ଆମେ ବିରାଟ କୋଇଲି ଙ୍କର ସକାଳ ର ଜଳଖିଆ କଥା କହିବା ତେବେ ସେ ସକାଳୁ କେବଳ ସିଝା ଅଣ୍ଡା ଓ ଏପରି କିଛି ଅଲଗା ଅଲଗା ଆଇଟମ୍ ର ଖାଦ୍ଯ ସେ ଖାଇଥାନ୍ତି ଜାହାର ଖର୍ଚ୍ଚ ପ୍ରାୟ 15000 ହଜାର ଟଙ୍କା । ଓ ସେ ଦୁଇ ପରରେ ଲଞ୍ଚ ବି କରିଥାନ୍ତି ।

ଓ ଏଥିରେ ସେ ବହୁତ ଗୁଡାଏ ଆଇଟମ୍ ଖାଇବା ସହିତ ଖାସ୍ କରି ମାଛ ତରକାରୀ ତାଙ୍କର ପ୍ରିୟ ଅଟେ ଓ ଏହା ସହିତ ସେ ତାରି ଡିନ୍ନର ସମୟ ରେ ସେ ପାଳଙ୍ଗ ସାଗ ରୁଟି ଓ ଏପରି ବୂହୁତ କିଛି ଖାଇହବା ଖାଇଥାନ୍ତି । ଓ ଆପଣ ଏହା ଜାଣି ଆଶ୍ଚର୍ଯ୍ଯ ହେବେ କି ବିରାଟ୍ ଙ୍କୁ ଇଂଣ୍ଡିଆ ର ପାଣି ସୁଟ୍ କରେ ନାହିଁ । ତେବେ ତେଣୁ ତାଙ୍କ ପାଇଁ ବିଦେଶ ରୁ ପାଣି ମଗାଯାିଥାଏ ଓ ସେ ସେଇଥିରେ ହିଁ ବ୍ୟବହାର କରିବା ସହିତ ପିଇଥାନ୍ତି । ତେବେ ବିରାଟ ଙ୍କର ପ୍ରତ୍ୟେକ ଦିନ ର ଖର୍ଚ୍ଚ ପ୍ରାୟ 50000 ହଜାର ଟଙ୍କାରୁ ଉର୍ଦ୍ଧ ଅଟେ । ତେଣୁ ଦେଖା ଗଲେ ସେ ଆଜି ଯେଉଁ ସ୍ଥାନ ରେ ରହିଛନ୍ତି ତାହା ହୁଏତ କୈଣସି ସାଧାରଣ ବ୍ୟକ୍ତି ଙ୍କ ମାମଲା ରେ ସମ୍ଭବର ପର ନୁହେଁ । ଏହା ସହିତ ସେ ନିଜ ସରୀରର ବହୁତ ଜତ୍ନ ରଖୁଥିବାର ଜଣାପଡିଛି ।

Leave A Reply

Your email address will not be published.