Take a fresh look at your lifestyle.

ନିଜର ଭାଇ କୁ ବିବାହ କରିବା ପାଇଁ ଚାହୁଁ ଥିଲା ଏହି ଭଉଣୀ । ଜାଣନ୍ତୁ କଣ ଥିଲା ଏହା ପଛର କାରଣ ।

0 1,329

ବିବାହ ଆମେ ମାନେ ନିଜ ଜୀବନ ରେ ବହୁତ କିଛି ଭୁଲ୍ କରିଥାଉ କିନ୍ତୁ କିଛି ଏପରି ଭୁଲ୍ ରହିଥାଏ କି ଯେଗିୁଡିକର ଖେମା ମିଳିବା ବହୁତ ଅସମ୍ଭବ ଅଟେ । ଓ କିଛି ଏପରି ମଧ୍ଯ ଭୁଲ୍ ରହିଛି କି ଆମେ ସେପରି ଭୁଲ୍ କରିବା ପୂର୍ବରୁ ବହୁତ ଥର ଭାବିବା ଉଚିତ୍ । କିଛି ଏପରି କଥାର ରହସ୍ଯ କୁ ନେଇ ଆମେ ଆଜି ଆପଣଙ୍କୁ କହିବୁ ଗୋଟିଏ ଏପରି ରହସ୍ଯ କି ଜାହା କୁ ସୁଣି ଆପଣ ବହୁତ ଆଶ୍ଟର୍ଯ୍ଯ ହୋଇଯିବେ ।

କେବେ ଆପଣ ଦେଖିଛନ୍ତି କି କୈଣସି ଭାଇ ନିଜର ଭଉଣୀ କୁ ବିବାହ କରିବା ର କଣ ଝଟକା ଲାଗିଲା ନା । ମୁଁ ଜାଣିଛି କି ଆପଣ କେବେ ବି ଜାଣି ନଥିବେ କି ଏପରି କେବେ ହେୁଛି ବୋଲି କିନ୍ତୁ ଆଜି କ୍ଷେତ୍ରରେ ଏହା ହେବା କୈଣସି ଅସମ୍ଭବ ନୁହେଁ । ଆମେ ଜାଣିଛୁ ମାଳିକାରେ ଲେଖାହୋଇଛି କି କଳି ଯୁଗ ର ସେଷ ଅବସ୍ଥାରେ ମଣିଷ କଣ କଣ କରିବ ସେ ନିଜେ ଜାଣି ପାରିବ ନାହିଁ । ତେବେ ସେ କଥା ଛାଡନ୍ତୁ । କିଛି ଏପରି କାର୍ଯ୍ଯ ହୋଇଛି ଉତ୍ତର ପ୍ରଦେଶ ର ମୁରାଦାବାଦ ଜିଲ୍ଳା ରେ ଏଠାରେ ଗୋଟିଏ ଜୁବତୀ ପ୍ରେମ ରେ ପାଗଳ ହୋଇ ନିଜ ଜୀବନ କୁ ନଷ୍ଟ କରିଦେଇଛି ।

କଥା କଣ କି ଆଜ୍ଞା ଏହି ଯୁବତୀ ଜମଙ୍କ ପ୍ରେମ ରେ ପାଗଳ ହୋଇ ଗୋଟିଏ ଜୁବକ ଙ୍କ ସହ 6 ବର୍ଷ ଧରି ସାରିକ ସଂମ୍ପର୍କ ରଖିଥିଲେ ଓ ସେ ଲୋକ ମାନଙ୍କ ଆଗରେ କହୁଥିଲେ କି ସେ ତାଙ୍କର ଭାଇ ବୋଲି । ଆଗ କାଳ ରେ ଥିଲା କି ଇସ୍ଲାମ୍ ଧର୍ମ ରେ ରହିଛି କି ଗୋଟିଏ ପୁରୁଷ ଚାହିଁଲେ କୈଣସି ବି ମହିଳାଙ୍କୁ ବିବାହ କରି ପାରିବ ।

କିନ୍ତୁ ଏହା ଆଗ କାଳ ରେ ଥିବା ବେଳେ ଏହା ଏବେକା ସମୟ ରେ ବି ସ,ତ ରେ ପରିଣତ ହୋଇଛି । ପ୍ରଥମେ ଜୁବକ ଜଣଙ୍କ ନିଜର ଭଉଣୀ କହି ଘରକୁ ଆସୁଥିଲେ ଓ ପରେ ଧିରେ ଧିରେ ଫୁସୁଲାଇ ନିଜ ଆଡକୁ ଆକର୍ସିତ କରାଇଲେ ଓ ପରେ ସାରିକ ସଂମ୍ପର୍କ ମଧ୍ଯ ରଖିଥିଲେ ।

ତାଙ୍କ ସହ ସଂସାର କରିବେ ବୋଲି ସେ କହିଥିଲେ କିନ୍ତୁ । ପରେ ଚାଡି ଚାଲିଯିବା କଥା କହିବା ପରେ ସେ ଫସିଯାିଥିଲେ । ଏବେ ସେ ପୋଲିସ୍ ଙ୍କୁ ଜାକିଥିଲେ ଧରା ପକାିଦେଇଛନ୍ତି । ତେଣୁ ଆପଣ କୁହନ୍ତୁ କି ଏଠାରେ ଲାଭ କାହାର ।

Leave A Reply

Your email address will not be published.