କାରରୁ ଶୁଭୁଥିଲା ଚିତ୍କାର , ଯେବେ ଲୋକେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଆମ ଜାତୀୟ ରାଜପଥ ଉପରେ ଏକ କାର ଥୁଆ ହେଇଥିଲା। ତାହା ମଧ୍ୟରୁ ବିଭିନ୍ନ ପ୍ରକାର ର ଆବାଜ ବାହାରୁ ଥିଲା। ଲୋକମାନେ ପ୍ରଥମେ ଏହି ଶବ୍ଦ ମାନ ଶୁଣିବା ପରେ କହିଲେ କି ଏହା ଭିତରେ ପ୍ରକୃତରେ କଣ ଚାଲିଛି। ତା ପରେ କିଛି ଲୋକ ଏହାକୁ କାର ର ଭିତରେ ଥିବା ଲୋକଙ୍କ କିଛି ବ୍ୟକ୍ତିଗତ ମାମଲା ଭାବି ଛାଡି ଚାଲିଗଲେ ।

ମାତ୍ର କିଛି ସମୟ ପରେ ଏହା ଭିତରୁ ଆବାଜ ଆହୁରି ବଢ଼ି ଚାଲିଲା। ଏହା ଶୁଣି ସାରିବା ପରେ ଲୋକ ଯାଇ ସେଇ କାର କୁ ସନ୍ଧାନ କଲେ ଆଉ ତାହା ଭିତରୁ ଯାହା ପାଇଲେ ତାହା ବାହିତ ଆଶ୍ଚର୍ଯ୍ୟ ଜନକ ଥିଲା। ତ ଆସନ୍ତୁ ଜାଣିବା ତାହା ପ୍ରକୃତରେ କଣ ଥିଲା।

ଯେତେବେଳେ ଏକ ଢ଼ାବା ସାମ୍ନା ରେ କାର ଟି ଛିଡା ହେଇଥିଲା ଆଉ ସେଇ କାର ର ଡ୍ରାଇଭର ସେଇ ଢ଼ାବା ରେ ଖାଉଥିଲା। ସେ ଆସି ଦେଖିଲା କି ତା କାର ଆଗରେ ବହୁତ ସାରା ଲୋକ ଛିଡା ଜେଇଛନ୍ତି ଆଉ ଏହା ଦେଖି ସେ ସେହି ଲୋକ ମାନଙ୍କୁ ପଚାରିଲା କି ଆରେ ଭାଇ ମୋ କାର ଆଗରେ କାହିଁକି ଠିଆ ହେଇଛ । ତ ସେଇ ଲୋକମାନେ କହିଲେ କି ଆପଣଙ୍କ କାର ରୁ ଆବାଜ ବାହାରୁଛି ।

ମାତ୍ର ସେ କହିଲା କି ନା ମୋ କାର ଏକ ସାଧାରଣ କାର ଆଉ ଏଥିରେ କିଛି ନାହିଁ। ପରେ ସେହି କାର କୁ ଲୋକମାନେ ତଲାସ କଲେ ଆଉ କିଛି ଲୋକ ତା ଭିତରୁ କିଛି ବି ପାଇଲେ ନାହିଁ। ଆଉ ତା ପରେ ଗୋଟେ ଲୋକ ତାର ଇଞ୍ଜିନ ଆଡୁ ଶବ୍ଦ ଆସୁଥିବାର ଦେଖିଲା ଆଉ ତା ପରେ ସେ ଇଞ୍ଜିନ ର ବର୍ଣ୍ଣଲ କୁ ଖୋଲିବାକୁ ଯିବାରୁ ସେଠାରେ ଏକ ଅଜଗର ବାହାରିଲା ।

ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇଗଲେ ଆଉ କହିଲେ କି ଏହାକୁ ବାହାର କରିହେବ ନାହିଁ  । ପରେ ଢ଼ାବା ଵାଲା କହିଲା କି ସେ ଏକ ଅଫିସର ଙ୍କୁ ଜାଣିଛି ଯିଏ କି ସାପ ଧରନ୍ତି ଆଉସେ ଏହାର ସାହାଯ୍ୟ ନିଶ୍ଚୟ କରି ପାରିବେ ।

ଏହା ଶୁଣି ଲୋକମାନେ ଆନିମାଲ ରେସକ୍ୟୁ ଡିପାର୍ଟମେଣ୍ଟ କୁ କଲ କଲେ ଆଉ ଏଠାରେ ସରିତା ଦେବୀ ନାମକ ଜଣେ ମହିଳା କର୍ମଚାରୀ ଆସି ସାପ କୁ ବଞ୍ଚେଇ ଥିଲେ। ସେ ହାତ ରେ ଗ୍ଲୋବ ପିନ୍ଧି ସାପ କୁ ଏକା ଥରକେ ଧରି ତାକୁ ପ୍ଲାଷ୍ଟିକ ଡବା ରେ ରଖି ଦେଇଥିଲେ ଯାହା କି ଏକ ବହାଦୁରୀ ର କାମ ହେଇଥିଲା। ଏହି ଘଟଣା ପରେ ଲୋକ ମାନେ ତାଙ୍କ ବହାଦୁରୀ ର କାହାଣୀ ବି ଶୁଣେଇବାକୁ ଲାଗିଲେ ।

ଆପଣ ମାନଙ୍କୁ କହିବା କଥା ଏହାକି ଆପଣ ଯେଉଁଠି ବି ରହୁଛନ୍ତି ସୁରକ୍ଷିତ ରୁହନ୍ତୁ ଆଉ କିଛି ଜିନିଷ ବ୍ୟବହାର କରିବା ଆଗରୁ ଦେଖି ଚାହିଁ ବ୍ୟବହାର କରନ୍ତୁ। ଆଜି ର ଲିଖନ ଏତିକି ଥିଲା।ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।