Loading...

ରାତି ରେ ସ୍ତ୍ରୀ ସହିତ କରନ୍ତୁ ଏପରି କାମ ଜୀବନ ସୁଖସୟ ହେବ ।

Loading...
0 387

ବର୍ତ୍ତମାନ ସମୟ ରେ ବହୁତ ଲୋକଙ୍କ ମୂଳ ଚିନ୍ତା ହେଉଛି । ସେମାନେ କେବେବି ଶାନ୍ତି ରେ ରହି ପାରୁନାହାନ୍ତି । ଯଦି ବି ସେମାନେ ଟିକିଏ ଶାନ୍ତି ରେ ରହିବା ପାଇଁ ଚେଷ୍ଟା ବି କରୁଛନ୍ତି ତେବେ ସେମାନଙ୍କ ଟ୍ରେସ ଓ ଟେନସନ ସେମାନଙ୍କ ପାଇଁ କାଳ ହୋଇଥାଏ ।

ତେବେ ଦୁନିଆ ରେ କାହାକୁ ବା ଦୁଖଃ କଷ୍ଟ ଆସେନି କିନ୍ତିୁ ଏହାର ବି ପ୍ରତିକାର ରହିଛି । ଆପଣ ଜାଣିଥିବେ ଆମ ଭାତତ ରେ ବିବାହ ହେଉଛି ଗୋଟିଏ ବହୁତ ବଡ କାର୍ଯ୍ଯ ବୋଲି ଆମେ ମାନିଥାଉ ।

ଏପରି ବେଳେ ପ୍ରତ୍ୟେକ ସ୍ତ୍ରୀ ତାର ସ୍ବାମୀ କୁ ବହୁତ ଭଲ ପାଇବା ସହିତ ତାର ସବୁ କଷ୍ଟ ରେ ହାତ ବଟାଇ ଥାଏ । କିନ୍ତୁ ସ୍ତ୍ରୀ କୁ ଗୋଟିଏ ସ୍ବାମୀ ସବୁ ଖୁସି ଦେଇ ପାରେ ନାହିଁ । ସେଇଥି ପାଇଁ କେବଳ ଆମେ ଆଜି ଆପଣଙ୍କ ସହିତ ଆଲୋଚନା କରିବା ପାଇଁ ଜାଉଛୁ କି ।

ଦିନ ସାରା ର ବ୍ୟସ୍ଥତା ଭିତରେ ଆପଣ ଯେଉଁ ସୁଖ ଆପଣ ଙ୍କ ସ୍ତ୍ରୀ ଙ୍କ ଦେଇ ପାରୁ ନାହାନ୍ତି । ତାହା ଆପଣ ରାତି ସମୟ ରେ ଦେଇ ପାରିବେ । ଆସନ୍ତୁ ଜାଣିବା କି କେଉଁ କେଉଁ କାର୍ଯ୍ଯ ରହିଛି ଯେଉଁ ଗୁଡିକ ରାତି ସମୟ ରେ ନିଜ ସ୍ତ୍ରୀ ସହିତ କରନ୍ତୁ ନିଜର ଜୀବନ ସୁଖ ମୟ ହେବା ସହିତ ଆପଣଙ୍କ ସ୍ତ୍ରୀ ବହୁତ ଖୁସି ହେବେ ।

ଆପଣଙ୍କ ପ୍ରତି ଭଲ ପାଇବା ବହୁତ ପରିଣାମ ରେ ବଢିବ । ଏପରି ଏକ ଗବେଶଣା ରୁ ଜଣା ଯାଇଛି କି ସ୍ବାମୀ ସ୍ତ୍ରୀ ଙ୍କ ବୈବାହିକ ଜୀବନ ରେ ଏପରି ମାନଶିକ ଚାପ ଓ ଚିଡ ଚିଡ ପଣ ରୁ ଲୋକ ମାନେ ଅନେକକ ସମୟ ରେ ଆତ୍ମହତ୍ୟା ଓ ଛାଡି ଯିବା ପରି କାର୍ଯ୍ଯ କରନ୍ତି । ଏପରି କ୍ଷେତ୍ରରେ ଆପଣ କେବେବି ହାର ମାନନ୍ତୁ ନାହିଁ ।

ପ୍ରଥମ ରେ ଆପଣ ନିଜ ସ୍ତ୍ର ଙ୍କ ସୁନ୍ଦରତା ଉପରେ କିଛି ବି ତାରିଫ କରିବା ଦରକାର ଏହାବି ସବୁଦିନ । ତେବେ ଆପଣ ତାଙ୍କୁ ବହୁତ ଭଲ ରେ ରଖି ପାରିବେ । ଦ୍ବତାୟ ରେ ରହିଛି ଆପଣ ଯେତେବେଳେ ସୋଉଛନ୍ତି ତେବେ ।

ସ୍ତ୍ରୀ କୁ ଆଲିଙ୍ଗନ କରି ସୁଅନ୍ତୁ । ଓ ଏପରି ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ଜାଗ୍ରତ ହୋଇଥାଏ । ଓ ଏପରି ବି ହୋଇପାରେ ବି ଶାରିରୀକ ମିଳନ ବି ହୋଇପାରେ ।ତୃତୀୟ ରେ ରହିଛି ଯେତେ ବ୍ୟସ୍ଥତା ରେ ବି ଥାନ୍ତୁ କିନ୍ତୁ ମଝିରେ ନିଜ ସ୍ତ୍ରୀ ଙ୍କୁ ବାହାର କୁ ବୁଲି ନେବା ଦରକାର ।

ଶେଷ ରେ ରହିଲା ଶାରିରୀକ ମିଳନ । ବୈବାହିତ ଜୀବନ ରେ ଏହା ହେବା ନିଆତି ଦରକାର ହୋଇଥାଏ । ନଚେତ ବିବାହର ମାନେ ହିଁ କିଛି ନଥାଏ ।

Loading...
Loading...