ରାଜ୍ୟ – Nua Katha https://nuakatha.in The Value Of Truth Mon, 06 Jul 2020 05:04:12 +0000 en-US hourly 1 https://wordpress.org/?v=5.4.2 https://nuakatha.in/wp-content/uploads/2019/09/Fav-100x100.png ରାଜ୍ୟ – Nua Katha https://nuakatha.in 32 32 150949335 ପୁଣି ବଙ୍ଗପସାଗର ରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ୬ ଓ ୭ ତାରିଖ ଏହି ସବୁ ଜିଲ୍ଲା ରେ ପ୍ରବଳ ବର୍ଷିବ । ଜାଣନ୍ତୁ କଣ କହିଲେ ପାଣିପାଗ ବିଶେଷଜ୍ଞ https://nuakatha.in/puni-ba-n-ga-pa-sa-ga-ra-re/ https://nuakatha.in/puni-ba-n-ga-pa-sa-ga-ra-re/#respond Mon, 06 Jul 2020 05:04:12 +0000 https://nuakatha.in/?p=31492

ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ଆଜିର ବଡ଼ ଖବର ବିଷୟରେ। ଵର୍ତମାନ ସମୟ ରେ ସବୁଠାରୁ ବଡ଼ ଖବର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ବଙ୍ଗୋପ ସାଗର ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେଲା। ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ଅଧିକାଂଶ ଅଂଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ଵ ବର୍ତୀ […]

The post ପୁଣି ବଙ୍ଗପସାଗର ରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ୬ ଓ ୭ ତାରିଖ ଏହି ସବୁ ଜିଲ୍ଲା ରେ ପ୍ରବଳ ବର୍ଷିବ । ଜାଣନ୍ତୁ କଣ କହିଲେ ପାଣିପାଗ ବିଶେଷଜ୍ଞ appeared first on Nua Katha.

]]>

ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ଆଜିର ବଡ଼ ଖବର ବିଷୟରେ। ଵର୍ତମାନ ସମୟ ରେ ସବୁଠାରୁ ବଡ଼ ଖବର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ବଙ୍ଗୋପ ସାଗର ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେଲା। ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ଅଧିକାଂଶ ଅଂଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ଵ ବର୍ତୀ ଉତ୍ତର ପଶ୍ଚିମ ବଙ୍ଗୋ ପସାଗର ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି ଏହାର ପ୍ରଭାବ ରେ ଆସନ୍ତା ଦୁଇ ଦିନ ରାଜ୍ୟବରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆସନ୍ତା କାଲି ଅନୁଗୁଳ, ଢେଙ୍କାନାଳ ,ସମ୍ବଲପୁର, କେଉଁଝର ଓ ଦେବଗଡ଼ ଆଦି ୫ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଜୋନ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସେହିପରି କଟକ, ଯାଜପୁର, କେନ୍ଦ୍ରାପଡା, ମୟୁରଭଞ୍ଜ ସୋନପୁର ଓ ଜଗତସିଂହପୁର ଜିଲ୍ଲା ର ଗୋଟିଏ କିମ୍ବା ୨ ଟି ସ୍ଥାନରେ ପ୍ରବଳ ବର୍ଷା ହେବ।ଅନ୍ୟ ଜିଲ୍ଲା ରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ରୁ ଆରମ୍ଭ କରି ଏହା ସମଗ୍ର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଉପକୁଳୀୟ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି।

ସେହିପରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ମୌସୁମୀ ପ୍ରଭାବ ରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବ ବୋଲି ରାଜ୍ୟର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ର ନିର୍ଦ୍ଦେଶକ ପୂର୍ବାନୁମାନ କରି କହିଛନ୍ତି। ମୌସୁମୀ ଏବେ ସ୍ୱାଭାବିକ ହେଉଥିବା ରୁ ବର୍ଷା ହେବ ବୋଲି ସେ କହିଛନ୍ତି।

ଆସନ୍ତା କାଲି ଉତ୍ତର ପୂର୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରା ଯାଇଛି।ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ ଓ କେନ୍ଦ୍ରାପଡା ଆଦି ଜିଲ୍ଲା ମାନଙ୍କ ରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଵର୍ତମାନ ସମୟ ରେ ସବୁଠାରୁ ବଡ଼ ଖବର ହେଉଛି କି ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ରେ ଏକ ବଡ଼ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି।ଯାହା ଫଳରେ ରାଜ୍ୟ ରେ ଅଧିକାଂଶ ସ୍ଥାନ ରେ ପ୍ରବଳ ବର୍ଷା ସହିତ ବଜ୍ରପାତ ର ଆଶଙ୍କା ରହିଛି।

ଏବଂ କେତେକ ଜିଲ୍ଲା କୁ ୟେଲୋ ସଂକେତ ଜାରି କରା ଯାଇଛି ଏବଂ ସେହି ଜିଲ୍ଲା ଗୋଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଓ କେଉଁଝର ଆଦି ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ର ଆଶଙ୍କା ରହିଛି।ଏହା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ମଧ୍ୟ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ପୁଣି ବଙ୍ଗପସାଗର ରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ୬ ଓ ୭ ତାରିଖ ଏହି ସବୁ ଜିଲ୍ଲା ରେ ପ୍ରବଳ ବର୍ଷିବ । ଜାଣନ୍ତୁ କଣ କହିଲେ ପାଣିପାଗ ବିଶେଷଜ୍ଞ appeared first on Nua Katha.

]]>
https://nuakatha.in/puni-ba-n-ga-pa-sa-ga-ra-re/feed/ 0 31492
ପ୍ରଧାନ ମନ୍ତ୍ରୀ ମୋଦି ଙ୍କର କଡା ଆଦେଶ। ଆଜି ଠାରୁ ସମସ୍ତଙ୍କୁ ମିଳିବ ଏହି ସୁବିଧା ନିଶ୍ଚୟ ଜାଣି ରଖନ୍ତୁ https://nuakatha.in/pra-dha-na-man-tri-nka-ra-ka-da/ https://nuakatha.in/pra-dha-na-man-tri-nka-ra-ka-da/#respond Thu, 02 Jul 2020 11:40:13 +0000 https://nuakatha.in/?p=31050

ଜୁଲାଇ ପହିଲା ରୁ ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ବିଏମସି ଠାରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଏନେନେଶ୍ ଓ ଏସେ ଏଫ୍ ଏସ ହିତାଧିକାରୀ ମାନଙ୍କୁ ୨ ମାସ ର ଖାଦ୍ୟ ସାମଗ୍ରୀ ବଣ୍ଟନ କରା ଯିବ । ଏକ ଲକ୍ଷ ଏକ ହଜାର ୩୮୫ ପରିବାର କୁ ଦୋକାନ ଜରିଆ ରେ ରାସନ୍ ସାମଗ୍ରୀ ବଣ୍ଟନ କରିବା ପାଇଁ ୧୦୮ ଟି ସ୍କୁଲ୍ ଓ କଲେଜ୍ ଚିହ୍ନଟ କରାଯାଇଛି । କୋଭିଦ୍ ନିୟମ କୁ […]

The post ପ୍ରଧାନ ମନ୍ତ୍ରୀ ମୋଦି ଙ୍କର କଡା ଆଦେଶ। ଆଜି ଠାରୁ ସମସ୍ତଙ୍କୁ ମିଳିବ ଏହି ସୁବିଧା ନିଶ୍ଚୟ ଜାଣି ରଖନ୍ତୁ appeared first on Nua Katha.

]]>

ଜୁଲାଇ ପହିଲା ରୁ ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ବିଏମସି ଠାରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଏନେନେଶ୍ ଓ ଏସେ ଏଫ୍ ଏସ ହିତାଧିକାରୀ ମାନଙ୍କୁ ୨ ମାସ ର ଖାଦ୍ୟ ସାମଗ୍ରୀ ବଣ୍ଟନ କରା ଯିବ । ଏକ ଲକ୍ଷ ଏକ ହଜାର ୩୮୫ ପରିବାର କୁ ଦୋକାନ ଜରିଆ ରେ ରାସନ୍ ସାମଗ୍ରୀ ବଣ୍ଟନ କରିବା ପାଇଁ ୧୦୮ ଟି ସ୍କୁଲ୍ ଓ କଲେଜ୍ ଚିହ୍ନଟ କରାଯାଇଛି । କୋଭିଦ୍ ନିୟମ କୁ ପାଳନ କରି କିପରି ଭାବେ ହିତାଧିକାରୀ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ ସେଥିା ପାଇଁ ରିତେଲାର ମାନଙ୍କ ସହ ଯୋଗ ଯୋଗ କରିଛନ୍ତି ଭୁବେଶ୍ଵର ଅତିରିକ୍ତ ଜିଲ୍ଲାପାଳ ।

ତେବେ ପ୍ରତ୍ୟେକ ସୁଲଭ ଦୋକାନୀ ସକାଳ ୮ ଟା ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ । ଵାଓ ମାଟ୍ରିକ ଦ୍ଵାରା ହିତାଧିକାରୀ ମାନଙ୍କ ଆଧାର କାର୍ଡ ଓ ହାତ ଆଙ୍ଗୁଠି ଚିହ୍ନ ଯାଞ୍ଚ୍ କରି ରାସନ୍ ସାମଗ୍ରୀ ପ୍ରଦାନ କରିବେ ।

ଏହା ସହିତ କୌଣସି ହିତାଧିକାରୀ ଖାତା ଜରିଆ ରେ ରାସନ୍ ସାମଗ୍ରୀ ଚାହିଁଲେ ମଧ୍ୟ ତାଙ୍କୁ ଯୋଗାଇ ଦିଆଯିବ । ରୋଗୀ ଓ ବୟସ୍କ ଲୋକ ମାନଙ୍କ ଘରେ ରାସନ୍ ସାମଗ୍ରୀ ପହଞ୍ଚାଇ ବା ପାଇଁ ରିଟେଲ ବ୍ୟବସ୍ଥା କରିଛି ।

ତେବେ ରାସନ୍ ସାମଗ୍ରୀ ନେବାକୁ ଆସୁଥିବା ହିତାଧିକାରୀ ମାନଙ୍କ ମଧ୍ୟ ରେ ଅନୁନ୍ୟ ଦୁଇ ମିଟର ଦୂରତା ରହିବ ସେଥି ପାଇଁ ରିଟେଲ ପ୍ରଚାର ପତ୍ର ଲଗାଇବେ । ଏହା ସହିତ ହାତ ଧୋଇବା ପାଇଁ ପାଣି, ସାବୁନ୍ , ସନିତୈଜାର୍ ଯୋଗାଇ ଦିଆଯିବ।

ଦ୍ଵିତୀୟ ଖବର ଟି ହେଉଛି ଓଡ଼ିଶା କୁ ଫେରି କ୍ୱରେଣ୍ଟାଇନ କୁ ପ୍ରୋତ୍ସାହନ କରିଥିବା ପ୍ରବାସୀ ମାନଙ୍କୁ 2000 ଟଙ୍କା ଲେଖାଏଁ ପ୍ରଦାନ କରା ଯାଉଚି । ବର୍ତ୍ତମାନ ସୁଦ୍ଧା ଏବାବଦ୍ ରେ 58 କୋଟି 48 ଲକ୍ଷ 38 ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ସମସ୍ତ ଅର୍ଥ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିରୁ କରା ଯାଉଚି । ଦେଶ ରେ ବିଭିନ୍ନ ରାଜ୍ୟ ରେ ରହିଥିବା ଓଡ଼ିଆ ଭାଇ ଭଉଣୀ ଦୈନିକ ଓଡ଼ିଶା କୁ ଫେରୁଛନ୍ତି ।

ତୃତୀୟ ଖବର ଟି ରାଜ୍ୟ ରେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନ ରେ ବର୍ଷା ହେଉଛି । ତେବେ ଆସନ୍ତା କିଛି ଘଣ୍ଟା ରେ ରାଜ୍ୟ ରେ ପ୍ରବଳ ବର୍ଷା ସହ ବିଜୁଳୀ ଘଡ଼ ଘଡି ହେବ ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା 29 ତାରିଖ ରେ ରାୟଗଡ଼ା , ଗଜପତି , ଗଞ୍ଜାମ , କନ୍ଧମାଳ , ବୌଦ୍ଧ , କେଉଁଝର ଆଦି ଜିଲ୍ଲା ମାନଙ୍କ ରେ ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ରହିଛି  ।

ତେଣୁ ଆଞ୍ଚଳିକ ପାଣି ପାଗ ବିଭାଗ ୟିଲ୍ଲୋ ୱର୍ଣି ଉକ୍ତ ଜିଲ୍ଲା ମାନଙ୍କ ରେ କରିଚି । ବଜ୍ରପାତ ପାଇଁ ଉପକୂଳ ଜିଲ୍ଲା ଗୁଡିକ ବୌଦ୍ଧ , କନ୍ଧମାଳ , କେଉଁଝର , ବଲାଙ୍ଗୀର , ସୋନ ପୁର୍ ଆଦି ଜିଲ୍ଲା କୁ ୟେଲୋ ୱର୍ଣିନଂ ଜାରି କରିଛନ୍ତି । 29 ଓ 30 ତାରିଖ ରେ ବଜ୍ରପାତ କୁ ନେଇ ଦେବଗଡ଼ , ମୟୂରଭଞ୍ଜ , ସୁନ୍ଦରଗଡ଼ , ଅନୁଗୁଲି, ଢେଙ୍କାନାଳ , ରାୟଗଡ଼ା , କନ୍ଧମାଳ , କଳାହାଣ୍ଡି , ବଲାଙ୍ଗୀର , ଝାରସୁଗୁଡ଼ା , ରେ ବଜ୍ରପାତ ର ସମ୍ଭାବନା କୁ ନେଇ ୟେଲୋ ୱର୍ଣୀଙ୍ଗ ଜାରି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ପ୍ରଧାନ ମନ୍ତ୍ରୀ ମୋଦି ଙ୍କର କଡା ଆଦେଶ। ଆଜି ଠାରୁ ସମସ୍ତଙ୍କୁ ମିଳିବ ଏହି ସୁବିଧା ନିଶ୍ଚୟ ଜାଣି ରଖନ୍ତୁ appeared first on Nua Katha.

]]>
https://nuakatha.in/pra-dha-na-man-tri-nka-ra-ka-da/feed/ 0 31050
ଓଡ଼ିଶା ସରକାର +୨ ପିଲା ମାନଙ୍କର ପରୀକ୍ଷା ବାତିଲ କଲେ। ଜାଣନ୍ତୁ କେବେ ପ୍ରକାଶ ପାଇବା ରେଜଲ୍ଟ ଏବଂ କାହାକୁ କିପରି ମାର୍କ ମିଳିବ https://nuakatha.in/odi-sha-sara-kara-nka-2-pi-la-nka-pain/ https://nuakatha.in/odi-sha-sara-kara-nka-2-pi-la-nka-pain/#respond Wed, 01 Jul 2020 10:06:52 +0000 https://nuakatha.in/?p=30897

ଓଡ଼ିଶାର CHSE ବୋର୍ଡ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଆସିଲା ବଡ଼ ଖବର। ବାତିଲ ହେଲା ଯୁକ୍ତ ଦୁଇ ର ବାକି ଥିବା ସମସ୍ତ ପରୀକ୍ଷା।ପରୀକ୍ଷା ପାଇଁ ଅନିଶ୍ଚିତତା ଭିତରେ ରହିଥିବା ଓଡ଼ିଶାର ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏବେ ଏହାକୁ ନେଇ ସନ୍ଦେହ ଘେରରେ ରହିଥିଲେ ଯେ ପ୍ରକୃତରେ ଦ୍ୱାଦଶ ଶ୍ରେଣୀ ର ବାକି ଥିବା ଗୋଟିଏ, ଦୁଇଟି ବିଷୟର ପରୀକ୍ଷା ପାଇଁ ଫାଇନାଲ ଡେଟ୍ କେବେ ବାହାରିବ ଓ ଏହି ପରୀକ୍ଷା […]

The post ଓଡ଼ିଶା ସରକାର +୨ ପିଲା ମାନଙ୍କର ପରୀକ୍ଷା ବାତିଲ କଲେ। ଜାଣନ୍ତୁ କେବେ ପ୍ରକାଶ ପାଇବା ରେଜଲ୍ଟ ଏବଂ କାହାକୁ କିପରି ମାର୍କ ମିଳିବ appeared first on Nua Katha.

]]>

ଓଡ଼ିଶାର CHSE ବୋର୍ଡ ଯୁକ୍ତ ଦୁଇ ପିଲା ମାନଙ୍କ ପାଇଁ ଆସିଲା ବଡ଼ ଖବର। ବାତିଲ ହେଲା ଯୁକ୍ତ ଦୁଇ ର ବାକି ଥିବା ସମସ୍ତ ପରୀକ୍ଷା।ପରୀକ୍ଷା ପାଇଁ ଅନିଶ୍ଚିତତା ଭିତରେ ରହିଥିବା ଓଡ଼ିଶାର ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏବେ ଏହାକୁ ନେଇ ସନ୍ଦେହ ଘେରରେ ରହିଥିଲେ ଯେ ପ୍ରକୃତରେ ଦ୍ୱାଦଶ ଶ୍ରେଣୀ ର ବାକି ଥିବା ଗୋଟିଏ, ଦୁଇଟି ବିଷୟର ପରୀକ୍ଷା ପାଇଁ ଫାଇନାଲ ଡେଟ୍ କେବେ ବାହାରିବ ଓ ଏହି ପରୀକ୍ଷା ନିମନ୍ତେ ସଠିକ୍ ସୂଚନା କେବେ ମିଳିବ ଓ ପରୀକ୍ଷା ହେବ କି ନାହିଁ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ବାବଦରେ ସୂଚନା ଦେଇ ଛନ୍ତି ଯେ ଓଡ଼ିଶାର ସମସ୍ତ ବାକି ଥିବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ବାତିଲ ହେବ।ଓଡ଼ିଶାରେ ଇଁରାଜୀ ମିଡିଆମ୍ ର ପିଲା ମାନଙ୍କ ପରୀକ୍ଷା କୁ କେନ୍ଦ୍ର ରୁ ବାତିଲ କରାଯିବା ପରେ ଓଡ଼ିଶାରେ ଏଥିପାଇଁ କଣ ପଦକ୍ଷେପ ନିଆଯିବ ତାକୁ ନେଇ ପରାମର୍ଶ କରିଥିଲେ।

ଓଡ଼ିଶା ର ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ସମୀର ଦାସ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ଆଲୋଚନା କରିବା ପରେ ସଠିକ୍ ନିଷ୍ପତ୍ତି ନେଇ ବହୁତ୍ ଜଲଦି ଏହି ବିଷୟରେ ପିଲା ମାନଙ୍କୁ ସୂଚନା ଦେଇ ପାରନ୍ତି ବୋଲି ଯାହା ଅନୁମାନ କରା ଯାଉ ଥିଲା।ଏବେ ଏହାର ଅନ୍ତ ଘଟିଛି।

ବାକି ଥିବା ସମସ୍ତ ବିଭାଗ ର ପରୀକ୍ଷା ବକୁ ସରକାର ବାତିଲ କରି ଦେଇଛନ୍ତି।ତେବେ ରାଜ୍ୟରେ କରନା ସ୍ଥିତି କୁ ନଜରରେ ରଖି ସରକାର ଏଥିପ୍ରତି ଧ୍ୟାନ ଦେବା ସହ କିଭଳି ଭାବରେ ପିଲା ମାନଙ୍କର ବାକି ଥିବା ଗୋଟିଏ ଦୁଇଟି ବିଷୟର ପରୀକ୍ଷା କୁ କିଭଳି ଭାବରେ ସୂଚାରୁ ରୁପେ କରି ପାରିବେ ସେଥି ପ୍ରତି ସୂଚନା ଦେବେ ବୋଲି ଜଣା ପଡ଼ିଛି।

କିଛି ଦିନ ତଳେ ପରୀକ୍ଷା ବାବଦରେ ଉଛ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ ଯେ ଦ୍ୱାଦଶ ଶ୍ରେଣୀର ବାକି ଥିବା ପରୀକ୍ଷା କୁ କରାଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ କିପରି ଭାବରେ ପିଲାମାନେ ସୁରକ୍ଷିତ ଭାବରେ ପରୀକ୍ଷା ଦେଇ ପାରିବେ ତାହାକୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ସଚେତନତା କୁ ପ୍ରାଧାନ୍ୟ ଦେଇ କରାଯିବ।

ମୂଲ୍ୟାୟନ ପ୍ରକ୍ରିୟା-

ଯଦି ମୂଲ୍ୟାୟନ କଥା କହିବା ତେବେ,ଯେଉଁ ପିଲା ମାନେ 5 ଟି ବିଷୟରେ ପରୀକ୍ଷା ଦେଇଛନ୍ତି ସେମାନଙ୍କ ଭଲ ହୋଇଥିବା 3 ଟି ବିଷୟର ମାର୍କ ଅନୁସାରେ ଏହି ସବୁ ବାକି ଥିବା ବିଷୟ ର ମାର୍କ ଦିଆଯିବ। ସେଇଭଳି 4 ଟି ବିଷୟ ସରିଥିବା ପିଲା ମାନଙ୍କ ର ଭଲ ହୋଇଥିବା 2 ଟି ବିଷୟର ମାର୍କ ଆଭାରେଜ୍ ରେ ବାକି ଥିବା ବିଷୟର ମାର୍କ ଦିଆଯିବ।

କେବଳ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବାକୁ ଥିବା ବେଳେ ଏବେ ଏହା ମଧ୍ୟ ବାତିଲ ହୋଇ ଯାଇଛି। ତେବେ ଜାଣି ରଖିଥାନ୍ତୁ ଦଶମ ଶ୍ରେଣୀର ପରୀକ୍ଷା ଫଳ ଜୁଲାଇ ୩୧ ରେ ପ୍ରକାଶ ପାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଓଡ଼ିଶା ସରକାର +୨ ପିଲା ମାନଙ୍କର ପରୀକ୍ଷା ବାତିଲ କଲେ। ଜାଣନ୍ତୁ କେବେ ପ୍ରକାଶ ପାଇବା ରେଜଲ୍ଟ ଏବଂ କାହାକୁ କିପରି ମାର୍କ ମିଳିବ appeared first on Nua Katha.

]]>
https://nuakatha.in/odi-sha-sara-kara-nka-2-pi-la-nka-pain/feed/ 0 30897
UNLOCK ୨.୦। ଜୁଲାଇ ୧ରୁ ଜାରି ହେଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ କେଉଁ ସବୁ ନିୟମ ଉପରେ କୋହଳ କରାଯାଇଛି https://nuakatha.in/un-lock-july-1-ru-ja-ri-he-la/ https://nuakatha.in/un-lock-july-1-ru-ja-ri-he-la/#respond Wed, 01 Jul 2020 05:45:57 +0000 https://nuakatha.in/?p=30864

ଜୁଲାଇ ୧ ତାରିଖ ପାଖରୁ ଦେଶରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ନୂଆ ନିୟମ।କେନ୍ଦ୍ର ସରକାର ଙ୍କ ତରଫରୁ ଲାଗୁ ହେଲା ଅନ୍ ଲକ୍ ୨.୦। ଏଥିପାଇଁ କେନ୍ଦ୍ର ତରଫରୁ ଜାରି କରାଯାଇଛି ଗାଇଡ ଲାଇନ୍।ଦେଶରେ କରନା ସଂକ୍ରମଣ ସ୍ଥିତି କୁ ଆଖି ଆଗରେ ରଖି ଓ ଏହାର ଭୟାବହତା କୁ ଦୃଷ୍ଟିରେ ରଖି ସରକାର ପୁଣି ଏହି ନିୟମ କୁ ଲାଗୁ କରିଛନ୍ତି ଓ […]

The post UNLOCK ୨.୦। ଜୁଲାଇ ୧ରୁ ଜାରି ହେଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ କେଉଁ ସବୁ ନିୟମ ଉପରେ କୋହଳ କରାଯାଇଛି appeared first on Nua Katha.

]]>

ଜୁଲାଇ ୧ ତାରିଖ ପାଖରୁ ଦେଶରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ନୂଆ ନିୟମ।କେନ୍ଦ୍ର ସରକାର ଙ୍କ ତରଫରୁ ଲାଗୁ ହେଲା ଅନ୍ ଲକ୍ ୨.୦। ଏଥିପାଇଁ କେନ୍ଦ୍ର ତରଫରୁ ଜାରି କରାଯାଇଛି ଗାଇଡ ଲାଇନ୍।ଦେଶରେ କରନା ସଂକ୍ରମଣ ସ୍ଥିତି କୁ ଆଖି ଆଗରେ ରଖି ଓ ଏହାର ଭୟାବହତା କୁ ଦୃଷ୍ଟିରେ ରଖି ସରକାର ପୁଣି ଏହି ନିୟମ କୁ ଲାଗୁ କରିଛନ୍ତି ଓ ଏହାକୁ କଡ଼ା କଡ଼ି ଭାବରେ ପାଳନ କରିବାକୁ ଅଧିକାରୀ ମାନଙ୍କୁ ତଦାରଖ ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ତେବେ ଆସନ୍ତୁ ଜାଣିବା ଏହି ଅନ୍ ଲକ୍ ୨.୦ ରେ କଣ ରହିଛି ନିୟମ ଏବଂ କଣ ନିୟମ ଗୁଡ଼ିକରେ କୋହଳ କରିଛନ୍ତି ସରକାର।

1- ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ଖୋଲିପାରିବ ନାହିଁ।

2- ହେଲେ ପରୀକ୍ଷା ଓ ମୂଲ୍ୟାୟନ ହୋଇପାରିବ।

3- ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ।

4 – ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ସବୁ ବନ୍ଦ ରହିବ।

5 – ରେସ୍ତୁରାଁ ଖୋଲା ରହିବ। ହେଲେ ପୂର୍ବଭଳି ସେଠାରେ ଖାଇହେବ ନାହିଁ। ଖାଦ୍ୟ ପାର୍ସଲ ନିଆଯାଇ ପାରିବ।

6 – ରାତ୍ରୀକାଳୀନ କର୍ଫ୍ୟୁ ସୀମା ରାତି ୧୦ଟାରୁ ଭୋର ୫ଟା ଯାଏ ବଳବତ୍ତର ରହିବ।

7- ଜୁଲାଇ ୧୫ ପାଖରୁ କୋଭିଡ ନିୟମ ମାନି ଚାଲିବ ତାମିଲ କେନ୍ଦ୍ର।

8 – ସାରା ଦେଶରେ ରାଜ୍ୟ ଭିତରେ ଓ ଅନ୍ତରାଜ୍ୟ ଭିତରେ ପରିବହନ ପାଇଁ ଅନୁମତି ର ଆବଶ୍ୟକତା ନାହିଁ।

9 – ସର୍ବସାଧାରଣ ରେ ପାନ, ଗୁଟଖା, ଛେପ, ଖଙ୍କାର ଆଦି ପକାଇବା ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

10 – ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ। କାଲିଠୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

୫୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା। ସେଗୁଡିକ ହେଲା:- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା।

1 – ଜୁଲାଇ ୩୧ ଯାଏ ଧାର୍ମୀକ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା।

2 – ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ।

3 – ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ।

4 – ରେଷ୍ଟୁରାଣ୍ଟ ଖୋଲା ରହିବ। ହେଲେ ସେଠାରେ ଖାଇହେବ ନାହିଁ।  ଖାଦ୍ୟ ପାର୍ସଲ ନିଆଯାଇ ପାରିବ।

5 – ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ।

6 – ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ।

7 – ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ।

8 – ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ। ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ।

9 – ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ।

10 – ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ।କାର୍ଯ୍ୟାଳୟରେ କଟକଣା ଉଲ୍ଲଂଘନ ହେଲେ ଅଧିକାରୀ ଦାୟୀ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post UNLOCK ୨.୦। ଜୁଲାଇ ୧ରୁ ଜାରି ହେଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ କେଉଁ ସବୁ ନିୟମ ଉପରେ କୋହଳ କରାଯାଇଛି appeared first on Nua Katha.

]]>
https://nuakatha.in/un-lock-july-1-ru-ja-ri-he-la/feed/ 0 30864
ସ୍କୁଲ ରେ ପଢ଼ୁଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର। ଏହି ତାରିଖରେ ପ୍ରକାଶ ପାଇବ ରେଜଲ୍ଟ , ସ୍କୁଲ ରେ ଆପଣଙ୍କ ପିଲା ପଢୁଥିଲେ ନିଶ୍ଚୟ ଦେଖନ୍ତୁ https://nuakatha.in/skul-re-pa-dhu-thi-ba-pi-la-nka-pain/ https://nuakatha.in/skul-re-pa-dhu-thi-ba-pi-la-nka-pain/#respond Tue, 30 Jun 2020 14:19:36 +0000 https://nuakatha.in/?p=30805

ଆଜି ଆମେ ଜାଣିବା 2020 ର ମାଟ୍ରିକ ପରୀକ୍ଷା ଫଳ କେବେ ପ୍ରକାଶିତ ହେବ । ତେବେ ବର୍ତ୍ତମାନ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଏବେ ଏକ ବହୁତ୍ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଯେମିତି କି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ କରନା ଭାଇରସ ର ସିଜୀନି ଚାଲିଛି । ଏହି କରନା ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ଦେଶ ରେ ଲକ୍ ଡାଉନ୍ ଜାରି କରା ଯାଇଛି। ଏହି ଲକ୍ […]

The post ସ୍କୁଲ ରେ ପଢ଼ୁଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର। ଏହି ତାରିଖରେ ପ୍ରକାଶ ପାଇବ ରେଜଲ୍ଟ , ସ୍କୁଲ ରେ ଆପଣଙ୍କ ପିଲା ପଢୁଥିଲେ ନିଶ୍ଚୟ ଦେଖନ୍ତୁ appeared first on Nua Katha.

]]>

ଆଜି ଆମେ ଜାଣିବା 2020 ର ମାଟ୍ରିକ ପରୀକ୍ଷା ଫଳ କେବେ ପ୍ରକାଶିତ ହେବ । ତେବେ ବର୍ତ୍ତମାନ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଏବେ ଏକ ବହୁତ୍ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଯେମିତି କି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ କରନା ଭାଇରସ ର ସିଜୀନି ଚାଲିଛି । ଏହି କରନା ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ଦେଶ ରେ ଲକ୍ ଡାଉନ୍ ଜାରି କରା ଯାଇଛି। ଏହି ଲକ୍ ଡାଉନ୍ ପାଇଁ ଦେଶ ର ତଥା ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ମାନ ବନ୍ଦ୍ ରହୁଚି ।

ତେବେ ସ୍କୁଲ୍ ଓ ଗଣ ଶିକ୍ଷା ପରିଷଦ ର ନିର୍ଦ୍ଦେଶ ରେ ଏହି ଲକ୍ ଡାଉନ୍ ସମୟ ରେ ମାଟ୍ରିକ ପରୀକ୍ଷା ରେ ରେଜଲ୍ଟ ବାହାରି ବା ଖାତା ର ମୂଲ୍ୟାୟନ କରା ଯାଇଛି ।

ତେବେ ରାଜ୍ୟ ରେ ସାଢେ଼ 5 ଲକ୍ଷ ରୁ ଅଧିକ ପିଲା ମାନେ ମାଟ୍ରିକ ପରୀକ୍ଷା ଦେଇ ଥିଲେ ଯେଉଁ ମାନଙ୍କ ର ଖାତା ର ମୂଲ୍ୟାୟନ କରାଯାଉ ଅଛି । ତେବେ କଣ ରହିଛି ଅପଡେଟ ଚାଲନ୍ତୁ ସମ୍ପୂର୍ଣ ଭାବେ ଜାଣି ନେବା ।

ତେବେ ଦେଖନ୍ତୁ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଏବେ କହିଛନ୍ତି ଯେ ଜୁଲାଇ ଶେଷ ସୁଧା ଯାହା କି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇ ଯିବ। ତେବେ ଆପଣ ମାନେ ଯେମିତି ଜାଣିଥିବେ କରନା ମହାମାରୀ ଯୋଗୁ ଯାହା କି ଖାତା ଦେଖା ଗୁଡ଼ିକୁ ବନ୍ଦ୍ କରି ଦିଆ ଯାଇଛି। ଓ ବର୍ତ୍ତମାନ ପୁଣି ଥରେ ଖାତା ଦେଖା ଆରମ୍ଭ ହୋଇ ଯାଇଛି । ଏହି ମାସ ଶେଷ ସୁଦ୍ଧା ଯାହା କୁ ଏହି ମାସ 30 ତାରିଖ ସୁଦ୍ଧା ଦଶମ ଶ୍ରେଣୀ ର ସବୁ ଖାତା ଦେଖା ଶେଷ ହୋଇ ଯିବ ।

ଯାହାକି ଜୁଲାଇ ମାସ ଶେଷ ସୁଦ୍ଧା ଆପଣ ଙ୍କ ମାଟ୍ରିକ ପରୀକ୍ଷା ର ର ଫଳ ବାହାରି ଯିବ । ଚଳିତ ବର୍ଷ ଯାହା କି ଏହି ବର୍ଷ ସାଢେ଼ 5 ଲକ୍ଷ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଥିଲେ । ସେହି ସାଢ଼େ 5 ଲକ୍ଷ ପିଲାଙ୍କ ର ରେଜଲ୍ଟ ବାହାରି ବା ପାଇଁ ଯାଉଚି । ତ ଯଦି ଆପଣ ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ଜାଣିଛନ୍ତି ଯେ ଇଣ୍ଡିଆ ଓ ଓଡ଼ିଶା ରେଜଲ୍ଟ ଡ଼ଟ୍ ଏନସିସି ଡ଼ଟ୍ କମ୍ ରେ ଦେଖି ପାରିବେ ।

ଏହି ୱେସାଇଟ ରେ ରେଜଲ୍ଟ ଦେଖି ପାରିବେ । ଏହି ରେଜଲ୍ଟ କିପରି ବାହାର କରିବେ ଏହା ର ପ୍ରୋଷିଯୋର୍ ମଧ୍ୟ କହିଦେବି । ତେବେ ଯାହା କି ଆପଣ ଜାଣି ପାରୁଥୁବେ ଯେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ବା ଦଶମ ପରୀକ୍ଷା ର ରେଜଲ୍ଟ ଟି ପ୍ରକାଶ ପାଇବ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଡେଟ୍ ଆସି ନାହିଁ  ।

ଯାହା କି କନଫର୍ମ ଡେଟ୍ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ପାଇଁ କି ଏହି ଡେଟ୍ ରେ ରେଜଲ୍ଟ ଟି ପ୍ରକାଶ ପାଇବ । ତେବେ ରେଜଲ୍ଟ ପ୍ରକାଶ ପାଇବାର ସଠିକ୍ ଡେଟ୍ ଆସିଲେ ଓ କିପରି ଆପଣ ଏହାକୁ ଦେଖୁ ପାରିବେ ଏହାର ସମ୍ପୂର୍ଣ ଖବର ମୁଁ ଆପଣ ଙ୍କୁ କହିଦେବି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।

The post ସ୍କୁଲ ରେ ପଢ଼ୁଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର। ଏହି ତାରିଖରେ ପ୍ରକାଶ ପାଇବ ରେଜଲ୍ଟ , ସ୍କୁଲ ରେ ଆପଣଙ୍କ ପିଲା ପଢୁଥିଲେ ନିଶ୍ଚୟ ଦେଖନ୍ତୁ appeared first on Nua Katha.

]]>
https://nuakatha.in/skul-re-pa-dhu-thi-ba-pi-la-nka-pain/feed/ 0 30805
ଓଡିଶା ପାଇଁ ଖୁସି ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ମେଡ଼ିସିନ ‘ରେମଡେସିଭିର୍’, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ, ଜାଣନ୍ତୁ କେତେ ରହିଛି ଏହାର ଦାମ….. https://nuakatha.in/odi-sha-pain-khu-si-kha-bar-o-di-sha-rte/ https://nuakatha.in/odi-sha-pain-khu-si-kha-bar-o-di-sha-rte/#respond Mon, 29 Jun 2020 12:46:54 +0000 https://nuakatha.in/?p=30681

ବିଶ୍ୱରେ ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିବl ବେଳେ କିଛି କିଛି ଦେଶ ଗୁଡିକରେ ସାନ୍ତ୍ୱନା ମୂଳକ ଭାବେ କିଛି ଆଶାନୁରୂପ ସୃଷ୍ଟି ହେଉଛି l କରୋନା କବଳରୁ ମୁକ୍ତି ପାଇବା ପାଇଁ ସମସ୍ତ ଦେଶ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖି ଛନ୍ତି l ଗତ କିଛି ମାସ ହେଲା ଲୋକ ମାନେ ଲହୁ ଲୁହାଣ ହୋଇ ସାରିଲେଣି l ସାମାଜିକ ଦୂରତା ରକ୍ଷା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଲାଣି l […]

The post ଓଡିଶା ପାଇଁ ଖୁସି ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ମେଡ଼ିସିନ ‘ରେମଡେସିଭିର୍’, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ, ଜାଣନ୍ତୁ କେତେ ରହିଛି ଏହାର ଦାମ….. appeared first on Nua Katha.

]]>

ବିଶ୍ୱରେ ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିବl ବେଳେ କିଛି କିଛି ଦେଶ ଗୁଡିକରେ ସାନ୍ତ୍ୱନା ମୂଳକ ଭାବେ କିଛି ଆଶାନୁରୂପ ସୃଷ୍ଟି ହେଉଛି l କରୋନା କବଳରୁ ମୁକ୍ତି ପାଇବା ପାଇଁ ସମସ୍ତ ଦେଶ ବିଭିନ୍ନ ଉପାୟରେ ପ୍ରୟାସ ଜାରି ରଖି ଛନ୍ତି l ଗତ କିଛି ମାସ ହେଲା ଲୋକ ମାନେ ଲହୁ ଲୁହାଣ ହୋଇ ସାରିଲେଣି l ସାମାଜିକ ଦୂରତା ରକ୍ଷା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଲାଣି l ହେଲେ ଜୀବନ ବଂଚିବା ପାଇଁ ଏହା ମାନିବାକୁ ପଡିବ l ନହେଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ l

ଗତ କିଛି ଦିନ ପୂର୍ବରୁ ଏକ ଫାଂବିଫ୍ଲୁ ବ୍ରାଣ୍ଡର ଏକ ମେଡ଼ିସିନ ଆସିଥିଲା ଯାହାର ନାଁ ଥିଲା ଫାଂବିପୀରବିର l ତେବେ ଏହି ମେଡ଼ିସିନ କିଛି ମାତ୍ରାରେ ସଫଳ ହୋଇଛି ବୋଲି କୁହା ଯାଉଛି l ଏହି ମେଡ଼ିସିନକୁ ବିଭିନ୍ନ କରୋନା ରୋଗୀଙ୍କ ଠାରେ ପରୀକ୍ଷା କରାଯାଉଛି l

ତେବେ ଏହା କେତେ ମାତ୍ରାରେ ସଫଳତା ମଧ୍ୟ ପାଇଛି l ସୂଚନା କ୍ରମେ ଜଣା ଯାଉଛି ଯେ ଏବେ ଆଉ ଏକ କରୋନା ମେଡ଼ିସିନ ଆସି ଓଡିଶାରେ ପହଂଚିଲାଣି l ଯାହାର ନାଁ “ରେମଡ଼େସିଭିର “l ଏହି ମେଡ଼ିସିନ ହାଇଦ୍ରାବାଦ ସ୍ଥିତ ହେଟେରୋ କ୍ଲିନିକ ର କୋଭି -4 ର ସଂସ୍କରଣ ଅଟେ l

ତେବେ ଓଡିଶା ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି ଯେ ଏହି ମେଡ଼ିସିନ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଅଧୀନରେ ଥିବl ରୋଗୀଙ୍କୁ ଦିଆଯିବ ବୋଲି l ତେବେ ଏହି ମେଡ଼ିସିନ ଏବେ ଓଡ଼ିଶl ପାଇଁ ଅଶାର ଆଲୋକ ସାଜିଛି l କିଛି ଲୋକଙ୍କ ମନରେ ହସ ଫୁଟାଇ ପାରିଛି l

ତେବେ ବାକି ରହିଲା ଭେକସିନ କେଉଁ ଦିନ ପଦାର୍ପଣ ହେବ l ଯାହା କି କରୋନା ଭୁତାଣୁ ପାଇଁ ଅମୋଘ ଅସ୍ତ୍ର ଭଳି କାମ କରି ପାରିବ l ଏଥି ପାଇଁ ହୁଏତ ଆଉ କିଛି ଦିନ ଅଧିକ ସମୟ ଲାଗିପାରେ l ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ l ଏପଟେ କରୋନା କୁ ନେଇ ଲାଗୁ ହୋଇ ଥିବl କଟକଣା କୋହଳ ହୋଇ ଛି l

କିଛି ମାତ୍ରାରେ ରେଳ ସେବା ଓ ବସ ସେବା ଓ ହୋଟେଲ ମଧ୍ୟ ଖୋଲି ଗଲାଣି l ତେବେ ସପ୍ତାହରେ 2 ଦିନ ସଟ ଡ଼ାଉନ ବ୍ୟବସ୍ଥା ମଧ୍ୟ ରଖା ଯାଇଛି l ପରିସ୍ଥିତି ସୁଧାର ହେଲେ ଏହା ମଧ୍ୟ ପର୍ଯ୍ୟାୟ କ୍ରମେ ପରିବର୍ତନ ହୋଇ ଯିବ ବୋଲି ସୂଚନା ଦିଆ ଯାଇଛି l

ଆଶାନୁରୂପ ଭାବେ କହିବାକୁ ଗଲେ ସେପ୍ଟେମ୍ବର କିମ୍ବା ଅକଟୋବର ମାସରେ ଏହି ପରିସ୍ଥିତି ସାଧରଣ ହୋଇ ଯାଇ ପାରିବ l ଓଡିଶା ସରକାର ଙ୍କ ଅନୁମତି କ୍ରମେ ଏହାର ଦାମ ନିର୍ଧାରଣ କରାଯିବ ବୋଲି କମ୍ପାନୀ କତୃପକ୍ଷ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଓଡିଶା ପାଇଁ ଖୁସି ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ମେଡ଼ିସିନ ‘ରେମଡେସିଭିର୍’, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ, ଜାଣନ୍ତୁ କେତେ ରହିଛି ଏହାର ଦାମ….. appeared first on Nua Katha.

]]>
https://nuakatha.in/odi-sha-pain-khu-si-kha-bar-o-di-sha-rte/feed/ 0 30681
ଓଡିଶା ସରକାର ଛାତ୍ର ଛାତ୍ରୀ ଙ୍କ ପାଇଁ ଆଣିଲେ ନୂଆ ଯୋଜନା । ଆପଣ ଙ୍କ ପିଲା ସ୍କୁଲ ଯାଉଥିଲେ ନିଶ୍ଚୟ ପୋଷ୍ଟ ଟିକୁ ପଢନ୍ତୁ https://nuakatha.in/odi-sha-sara-kar-chha-tra-chha-tri/ https://nuakatha.in/odi-sha-sara-kar-chha-tra-chha-tri/#respond Mon, 29 Jun 2020 10:57:44 +0000 https://nuakatha.in/?p=30642

କରନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଏଯାବତ୍ ଓଡ଼ିଶା ର ସରକାର ତାଙ୍କର ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବିହିତ ଆଗୁଆ ପଦକ୍ଷେପ ପାଇଁ ସବୁବେଳେ କଠିନ ପରିସ୍ଥିତିର ସାମ୍ନା କରିବାରେ ସଫଳ ହୋଇଛନ୍ତି। କୌଣସି କ୍ଷେତ୍ରରେ ମୁକାବିଲା କରିବା ପାଇଁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ତତ୍ପର ରହିଥାନ୍ତି।କରନା ସଂକ୍ରମଣ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ଯାହା ଦେଶ ଓ ପ୍ରଦେଶ ମାନଙ୍କ ପାଇଁ […]

The post ଓଡିଶା ସରକାର ଛାତ୍ର ଛାତ୍ରୀ ଙ୍କ ପାଇଁ ଆଣିଲେ ନୂଆ ଯୋଜନା । ଆପଣ ଙ୍କ ପିଲା ସ୍କୁଲ ଯାଉଥିଲେ ନିଶ୍ଚୟ ପୋଷ୍ଟ ଟିକୁ ପଢନ୍ତୁ appeared first on Nua Katha.

]]>

କରନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଏଯାବତ୍ ଓଡ଼ିଶା ର ସରକାର ତାଙ୍କର ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବିହିତ ଆଗୁଆ ପଦକ୍ଷେପ ପାଇଁ ସବୁବେଳେ କଠିନ ପରିସ୍ଥିତିର ସାମ୍ନା କରିବାରେ ସଫଳ ହୋଇଛନ୍ତି। କୌଣସି କ୍ଷେତ୍ରରେ ମୁକାବିଲା କରିବା ପାଇଁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଦା ସର୍ବଦା ତତ୍ପର ରହିଥାନ୍ତି।କରନା ସଂକ୍ରମଣ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ଯାହା ଦେଶ ଓ ପ୍ରଦେଶ ମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ପାରିବ ।

ଲୋକଙ୍କୁ ଏହି ସମୟରେ ସହାୟତା କରି ପାରିବ।ତେବେ ଗରିବ ଓ ରାସନ୍ କାର୍ଡ ଧାରୀ ମାନଙ୍କୁ ଅନେକ ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

ଏବେ ପୁଣି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ କୁ ଟଙ୍କା ଯିବ,ଯଦି ଆପଣଙ୍କ ପିଲା ବିଦ୍ୟାଳୟ ଯାଉଛନ୍ତି। ତେବେ ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏବେ ଏବେ କୃଷି , ଶିଳ୍ପ, ଜୀବନ ଜୀବିକା ଓ ଅନ୍ୟାନ୍ୟ ଗ୍ରୁପ୍ ମାନଙ୍କ କ୍ଷେତ୍ରରେ ଆଦର୍ଶ ନୀତି ଆପନେଇ ଅଛନ୍ତି।

ଏହା ପରେ ସେ ସ୍କୁଲ ରେ ପଢୁଥିବା ପିଲା ମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଥାଏ ପ୍ରତ୍ୟେକ ପିଲା ପାଇଁ, ତାହାକୁ ଏବେ ସେ ଅଭିଭାବକ ମାନଙ୍କ ଆକାଉଣ୍ଟ୍ କୁ ପଠାଇବେ।

ତେଣୁ ଆପଣ ଯଥାଶୀଘ୍ର ନିଜର ବ୍ୟାଙ୍କ ଡିଟେଲସ ସ୍କୁଲରେ ଯାଇ ଦାଖଲ କରନ୍ତୁ ଓ ନିଜ ଆକାଉଣ୍ଟ୍ ରେ ଏହି ଟଙ୍କା କୁ ପାଆନ୍ତୁ। ଏହା ସହିତ ବ୍ୟାଙ୍କ ଆଇ. ଏଫ. ସି କୋଡ଼ ଦେବାକୁ ମଧ୍ୟ ଭୁଲ ନ୍ତୁ ନାହିଁ।ଏଥିପାଇଁ ରାଜ୍ୟ ମଧ୍ୟାହ୍ନ ଭୋଜନ ର ନୋଡ଼ାଲ ଅଫିସର ଶ୍ରୀଯୁକ୍ତ ଗଙ୍ଗାଧର ସାହୁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ।

ବ୍ଲକ୍ ମାନଙ୍କ ପାଖରୁ ବ୍ଲକ୍ ଶିକ୍ଷା ଅଧିକାରୀ ମାନଙ୍କ ପାଖରୁ ସ୍କୁଲ୍ ଓ ଅଭିଭାବକ ମାନଙ୍କର ପାଖରୁ ବ୍ୟାଙ୍କ୍ ଏ ସଂପୂର୍ଣ୍ଣ ତଥ୍ୟର ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ୪୭୯ ଟଙ୍କା ୯୬ ପଇସା ଓ ସେହିପରି ଉଚ୍ଚ ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ୭୧୭ ଟଙ୍କା ୧୬ ପଇସା ପାଇବେ।

ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହି ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟ ରେ ପାଇବେ।ଏହା ସମ୍ପୂର୍ଣ୍ଣ ଭାବରେ ୯୦ ଦିନର ମଧ୍ୟାହ୍ନ ଭୋଜନ ର ଟଙ୍କା ଅଟେ। ଯାହା ସରକାର ସେହି ପିଲା ମାନଙ୍କର ଅଭିଭାବକ ମାନଙ୍କୁ ଦେବାକୁ ଯାଉଛନ୍ତି।ଏହା ମାର୍ଚ୍ଚ ୧୪ ରୁ ଜୁନ ୧୬ ପର୍ଯ୍ୟନ୍ତ ୩ ମାସର ମଧ୍ୟାହ୍ନ ଭୋଜନ ଟଙ୍କା ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।

The post ଓଡିଶା ସରକାର ଛାତ୍ର ଛାତ୍ରୀ ଙ୍କ ପାଇଁ ଆଣିଲେ ନୂଆ ଯୋଜନା । ଆପଣ ଙ୍କ ପିଲା ସ୍କୁଲ ଯାଉଥିଲେ ନିଶ୍ଚୟ ପୋଷ୍ଟ ଟିକୁ ପଢନ୍ତୁ appeared first on Nua Katha.

]]>
https://nuakatha.in/odi-sha-sara-kar-chha-tra-chha-tri/feed/ 0 30642
ଓଡିଶା ରେ ଆସିଲା ବଡ ନିଯୁକ୍ତି ! ଓଡିଶାର ସବୁ ଜିଲ୍ଲାର ଉଭୟ ମହିଳା ଏବଂ ପୁରୁଷ ଆବେଦନ କରି ପାରିବେ https://nuakatha.in/odi-sha-re-aasil-a-ba-da-ni-juk-ti/ https://nuakatha.in/odi-sha-re-aasil-a-ba-da-ni-juk-ti/#respond Mon, 29 Jun 2020 07:25:01 +0000 https://nuakatha.in/?p=30616

ଓଡ଼ିଶା ସରକାରଙ୍କ ତରଫରୁ ସୃଷ୍ଟି ହେଲା ଆଉ ଏକ ନିଯୁକ୍ତି ସୁଯୋଗ। ନିଯୁକ୍ତି ଟି ରହିଛି କଟକ ଜିଲ୍ଲାରେ। ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସ୍ ଅଥରିଟି(OSLSA) ତରଫ ରୁ ନିଯୁକ୍ତି ଟି ବାହାରିଛି। ପୋଷ୍ଟ ସଂଖ୍ୟା ଗୋଟିଏ। ପଦବୀ ର ନାମ ଡାଟା ଏଣ୍ଟ୍ରି ଅପରେଟର। ପର୍ଥିଙ୍କ ବୟସ ବତିଶ୍ ବର୍ଷ ଭିତରେ ହେଇଥିବା ଆବଶ୍ୟକ।ଏଥିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିବା ସହ ପି ଜି ଡି ସି ଏ କମ୍ପୁଟର […]

The post ଓଡିଶା ରେ ଆସିଲା ବଡ ନିଯୁକ୍ତି ! ଓଡିଶାର ସବୁ ଜିଲ୍ଲାର ଉଭୟ ମହିଳା ଏବଂ ପୁରୁଷ ଆବେଦନ କରି ପାରିବେ appeared first on Nua Katha.

]]>

ଓଡ଼ିଶା ସରକାରଙ୍କ ତରଫରୁ ସୃଷ୍ଟି ହେଲା ଆଉ ଏକ ନିଯୁକ୍ତି ସୁଯୋଗ। ନିଯୁକ୍ତି ଟି ରହିଛି କଟକ ଜିଲ୍ଲାରେ। ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସ୍ ଅଥରିଟି(OSLSA) ତରଫ ରୁ ନିଯୁକ୍ତି ଟି ବାହାରିଛି। ପୋଷ୍ଟ ସଂଖ୍ୟା ଗୋଟିଏ। ପଦବୀ ର ନାମ ଡାଟା ଏଣ୍ଟ୍ରି ଅପରେଟର। ପର୍ଥିଙ୍କ ବୟସ ବତିଶ୍ ବର୍ଷ ଭିତରେ ହେଇଥିବା ଆବଶ୍ୟକ।ଏଥିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିବା ସହ ପି ଜି ଡି ସି ଏ କମ୍ପୁଟର କୋର୍ସ୍ କରିଥିବା ଆବଶ୍ୟକ। ଏଥିରେ ଓଡ଼ିଶା ର ଉଭୟ ପୁରୁଷ ଓ ମହିଳା ଆବେଦନ କରି ପାରିବେ।

ତେବେ ଏହି ପଦବୀ ରେ ଆବେଦନ କରିବା ପାଇଁ ଓ ଏଥିରେ ଚାକିରି କରିବା ପାଇଁ ଆପଣଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। କେବଳ ସାକ୍ଷାତକାର ମାଧ୍ୟମରେ ଆପଣଙ୍କୁ ଚୟନ କରାଯିବ।ଏହାର ଆବେଦନ ପାଇଁ ଶେଷ ତାରିଖ ରହିଛି ଜୁନ୍ ତିରିଶି ତାରିଖ ରେ।

ସକାଳ ଦଶଟା ପୂର୍ବରୁ ପ୍ରବେଶ କରିବାକୁ ନିୟମ ରହିଛି। ଏଥି ପାଇଁ ଆବଶ୍ୟକ ଥିବା ପ୍ରମାଣ ପତ୍ର ଗୁଡ଼ିକ ହେଲା ଦଶମ ଶ୍ରେଣୀ ର ସାର୍ଟିଫିକେଟ , କମ୍ପ୍ୟୁଟର ସାର୍ଟିଫିକେଟ, ବର୍ତ୍ତମାନ ର ତିନି କପି ପାସ୍ ପୋର୍ଟ ସାଇଜ଼ ଫଟୋ ଏବଂ ଜାତି ଗତ ପ୍ରମାଣ ପତ୍ର। ପ୍ରକୃତ ପ୍ରମାଣ ପତ୍ର ସହ ଜେରକ୍ସ ମଧ୍ୟ ନେବା ଆବଶ୍ୟକ।

ଷ୍ଟେଟ୍ ଲିଗାଲ ସର୍ଭିସ୍ କାର୍ଯ୍ୟାଳୟ (State Legal Service Authority) ତରଫ ରୁ ଆସିଲା ନିଯୁକ୍ତି ର ସୁଯୋଗ। ଯାହାକି ଏହି କୋରୋନ ସମୟ ରେ ନିଶ୍ଚୟ ଖୁସି ର ଖବର ଅଗଣିତ ଛାତ୍ର ଛାତ୍ରୀ ମାନକ ପାଇଁ। ଏହାକୁ ଦଶମ ପାସ୍ ପିଲା ମାନେ ଆବେଦନ କରି ପାରିବେ ଏବଂ ପଦବୀ ସଂଖ୍ୟା ମୋଟ୍ ଗୋଟିଏ।

ଏଥିରେ ଉଭୟ ପୁରୁଷ ଓ ମହିଳା ମାନେ ଆବେଦନ କରି ପାରିବେ। ନିଯୁକ୍ତି ଟି ଆସିଛି ଓଡ଼ିଶା ସରକାର ଙ୍କ ତରଫରୁ। ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଓ ଏଥି ପାଇଁ ଆବେଦନ କରିବା ପାଇଁ କଣ ନିୟମ ରହିଛି ବିବରଣୀ ସମ୍ବନ୍ଧ ରେ।

ପଦବୀ ନାମ– ଡାଟା ଏଣ୍ଟ୍ରି ଅପରେଟର।

ପଦବୀ ସଂଖ୍ୟା- ଗୋଟିଏ ପଦବୀ ରହିଛି।

ଶିକ୍ଷା ଗତ ଯୋଗ୍ୟତା– ଦଶମ ପାସ୍ ହେବା ନିହାତି ଆବଶ୍ୟକ ଏବଂ କମ୍ପ୍ୟୁଟର ରେ PGDCA କରି ଥିବା ଆବଶ୍ୟକ। ଏବଂ ଏହି କୋର୍ସ୍ ରେ ଆପଣଙ୍କର ସାର୍ଟିଫିକେଟ ମଧ୍ୟ ରହିଥିବା ଆବଶ୍ୟକ।

ବୟସ ସୀମା– ଏହି ପଦବୀ ପାଇଁ ସର୍ବାଧିକ ବୟସ ବତିଶି ହେବା ଆବଶ୍ୟକ।

ଦରମା– କାର୍ଯ୍ୟ ଅନୁସାରେ ଧାର୍ଯ୍ୟ ହେବ।

ଜୁନ୍ ତିରିଶି ତାରିଖ ରେ ଦିନ ଦଶଟା ପୂର୍ବରୁ କଟକ କର୍ଯ୍ୟଳୟ ରେ ପାର୍ଥି ନିଜର ସମସ୍ତ ଶିକ୍ଷା ଗତ ପ୍ରମାଣ ପତ୍ର ସହ ଜେରକ୍ସ କପି ଓ ତିନି କପି ବର୍ତ୍ତମାନର ଫୋଟୋ ସହିତ ଦାଖଲ କରିବେ ସାକ୍ଷାତକାର ସମୟରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଓଡିଶା ରେ ଆସିଲା ବଡ ନିଯୁକ୍ତି ! ଓଡିଶାର ସବୁ ଜିଲ୍ଲାର ଉଭୟ ମହିଳା ଏବଂ ପୁରୁଷ ଆବେଦନ କରି ପାରିବେ appeared first on Nua Katha.

]]>
https://nuakatha.in/odi-sha-re-aasil-a-ba-da-ni-juk-ti/feed/ 0 30616
୩୨ କୋଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ! ସାରା ଦେଶରେ ଏହି ଦିନ ଖୋଲିବ ସ୍କୁଲ https://nuakatha.in/sara-de-sha-re-ehia/ https://nuakatha.in/sara-de-sha-re-ehia/#comments Thu, 18 Jun 2020 05:09:09 +0000 https://nuakatha.in/?p=29956

ଦେଶରେ କରୋନା ମହା ମାରୀ ପାଇଁ ବ୍ୟାପାର ବାଣିଜ୍ୟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ବହୁ ଅବଗତି ହେବାର ଦେଖା ଯାଉଛି l ଦୀର୍ଘ ମାର୍ଚ୍ଚ ମାସରୁ କରୋନା ମହାମାରୀ ପାଇଁ ଦେଶରେ ଚାରିଆଡେ ଲକ ଡ଼lଉନ ପରେ ଲକ ଡା ଉ ନ ବଢ଼ି ଚାଲିଛି l ଯାହା ଲୋକ ମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି l ମାର୍ଚ୍ଚ ମାସରୁ ଆରମ୍ଭ କରି ଜୁନ ମାସରେ ପହଂଚିଲାଣି l ହେଲେ ସର୍ବବ୍ୟାପି […]

The post ୩୨ କୋଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ! ସାରା ଦେଶରେ ଏହି ଦିନ ଖୋଲିବ ସ୍କୁଲ appeared first on Nua Katha.

]]>

ଦେଶରେ କରୋନା ମହା ମାରୀ ପାଇଁ ବ୍ୟାପାର ବାଣିଜ୍ୟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ମଧ୍ୟ ବହୁ ଅବଗତି ହେବାର ଦେଖା ଯାଉଛି l ଦୀର୍ଘ ମାର୍ଚ୍ଚ ମାସରୁ କରୋନା ମହାମାରୀ ପାଇଁ ଦେଶରେ ଚାରିଆଡେ ଲକ ଡ଼lଉନ ପରେ ଲକ ଡା ଉ ନ ବଢ଼ି ଚାଲିଛି l ଯାହା ଲୋକ ମାନଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି l ମାର୍ଚ୍ଚ ମାସରୁ ଆରମ୍ଭ କରି ଜୁନ ମାସରେ ପହଂଚିଲାଣି l ହେଲେ ସର୍ବବ୍ୟାପି କରୋନା ପାଇଁ କୌଣସି ଶିକ୍ଷା ଅନୁଷ୍ଠାନ ଖୋଲା ଯାଇ ପାରୁ ନାହିଁ l ଏହା ଛଡା ଅନ୍ୟାନ୍ୟ ଶପିଂ ମହଲ ଓ ହୋଟେଲ ମଧ୍ୟ ଖୋଲି ପାରୁ ନାହିଁ l

ବର୍ତମାନ ପ୍ରଶ୍ନ ଉଠୁଛି ଯେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ କଣ ପ୍ରଭାବ ରହିବ l ମେ ମାସରେ ପ୍ରକାଶ ପାଇଥିଲା ଯେ ସମସ୍ତ ସ୍କୁଲ ଜୁନ ମାସରେ 17 ତାରିଖ ରେ ଖୋଲା ଯିବ l ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇ ଥିଲା l

କିନ୍ତୁ ଏଵେ ଜଣା ଯାଉଛି ଏହି ମାସରେ ସ୍କୁଲ ଖୋଲିବାର ଆଶା ହି ନାହିଁ l ତେବେ ଦେଶର ଶିକ୍ଷା ବ୍ୟବସ୍ଥା ଏବେ ପ୍ରଶ୍ନ ବାଚୀ ହୋଇ ଉଠିଛି ଯେ ପ୍ରକୃତରେ କେବେ ଖୋଲିବ ସମସ୍ତ ଶିକ୍ଷା ଅନୁଷ୍ଠାନ l ମଝିରେ ମଝିରେ ମାନବ ସମ୍ବଳ ଦାଇତ୍ୱ ରେ ଥିବା ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆ କହୁ ଛନ୍ତି ଯେ କରୋନା ମହା ମାରୀ ପାଇଁ ଏହାର ନିଷ୍ପତି ନିଆଯାଇ ପାରୁନାହିଁ l

ପିଲାମାନଙ୍କ ଭବିଷ୍ୟତ କଣ ହେବ ଏ ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ସ୍କୁଲ ଖୋଲିବାକୁ ନେଇ ଆଉ ଏକ ତଥ୍ୟ ପ୍ରକାଶ ପାଇଛି l ଯେଉଁଥିରେ ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଆଲୋଚନା ହୋଇ ଏକ ସମୟର ଆକଳନ କରାଯାଇଛି l

ତେବେ ମାନବ ସଂସାଧନ ମନ୍ତ୍ରୀ ରମେଶ ପୋଖରିଆଲ ଏ ବିଷୟରେ କହିଛନ୍ତି ଯେ ଦେଶର ସମସ୍ତ ସ୍କୁଲ ଜୁନ ଓ ଜୁଲାଇରେ ଖୋଲି ପାରିବ ନାହିଁ ବରଂ ଏହା ଅଗଷ୍ଟ ମାସରେ ଖୋଲା ଯାଇ ପାରେ ବୋଲି ସେ ସୂଚନା ଦେଇଛନ୍ତି l ସ୍କୁଲ ଖୋଲିବା ପରେ ସାମାଜିକ ଦୂରତା ଓ ସମସ୍ତ ନିୟମକୁ ମାନି ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି l ଏହା ଛାତ୍ରଛାତ୍ରୀ ମାନଙ୍କ ମନରେ କ୍ଷୀଣ ଆଶା ସଂଚାର କରିଛି l

ତେଣୁ ଛାତ୍ର ଛାତ୍ରୀ ମାନେ ଚିନ୍ତାରେ ଅଛନ୍ତି ଯେ ଶିକ୍ଷା ରେ ବିଳମ୍ବ ହେତୁ ପାଠ୍ୟକ୍ରମ କେମିତି ସରିବ l ସିଲାବସ ରେ କିଛି ପରିବର୍ତନ ଆସିବ କି ନାହିଁ l ବାରମ୍ବାର ଛାତ୍ରଛାତ୍ରୀ ମାନେ ନିରାଶ ହୋଇ ଏବେ ଗୋଟେ ପ୍ରକାରର ଚୂଡାନ୍ତରେ ପହଂଚି ଛନ୍ତି ବୋଲି ଅନୁମାନ କରାଯାଉଛି ଏବଂ ଏହି ଖବର ପ୍ରକାଶ ପରେ ଛାତ୍ରଛାତ୍ରୀ ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ୩୨ କୋଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ! ସାରା ଦେଶରେ ଏହି ଦିନ ଖୋଲିବ ସ୍କୁଲ appeared first on Nua Katha.

]]>
https://nuakatha.in/sara-de-sha-re-ehia/feed/ 1 29956
କାଳିଆ ଯୋଜନା କୁ ନେଇ ଆସିଲା ବଡ ଅପଡେଟ ! କାଳିଆ ଯୋଜନା ର ଦ୍ଵିତୀୟ ଓ ତୃତୀୟ କିସ୍ତି ଟଙ୍କା କେବେ ମିଳିବ ଜାଣନ୍ତୁ ? https://nuakatha.in/kalia-yo-ja-na-ku/ https://nuakatha.in/kalia-yo-ja-na-ku/#respond Thu, 18 Jun 2020 03:16:48 +0000 https://nuakatha.in/?p=29933

ଆପଣ ମାନଙ୍କ ପାଇଁ ପୁଣି ଏକ ଖୁସି ଖବର। ଯଦି ଆପଣ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ ଅଟନ୍ତି ତେବେ ଆପଣଙ୍କୁ ଆପଣଙ୍କ ବକେୟା କିସ୍ତି ର ଟଙ୍କା ମିଳିବାକୁ ଯାଉଛି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ। ଯଥା ଶୀଘ୍ର ଏହାର ଲାଭ ଉଠାଇବା ପାଇଁ ଆପଣ ନିକଟସ୍ଥ ବ୍ଲକ୍ କିମ୍ବା ପଞ୍ଚାୟତ କୁ ଯାଇକି ଦେଖି ନିଅନ୍ତୁ ଯେ ଆପଣଙ୍କ ନାମ ମିଳିବାକୁ ଥିବା ତାଲିକାରେ ଅନ୍ତର୍ଭୁକ୍ତ ଅଛି କି ନାହିଁ।ଏବେ କରନା […]

The post କାଳିଆ ଯୋଜନା କୁ ନେଇ ଆସିଲା ବଡ ଅପଡେଟ ! କାଳିଆ ଯୋଜନା ର ଦ୍ଵିତୀୟ ଓ ତୃତୀୟ କିସ୍ତି ଟଙ୍କା କେବେ ମିଳିବ ଜାଣନ୍ତୁ ? appeared first on Nua Katha.

]]>

ଆପଣ ମାନଙ୍କ ପାଇଁ ପୁଣି ଏକ ଖୁସି ଖବର। ଯଦି ଆପଣ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ ଅଟନ୍ତି ତେବେ ଆପଣଙ୍କୁ ଆପଣଙ୍କ ବକେୟା କିସ୍ତି ର ଟଙ୍କା ମିଳିବାକୁ ଯାଉଛି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ। ଯଥା ଶୀଘ୍ର ଏହାର ଲାଭ ଉଠାଇବା ପାଇଁ ଆପଣ ନିକଟସ୍ଥ ବ୍ଲକ୍ କିମ୍ବା ପଞ୍ଚାୟତ କୁ ଯାଇକି ଦେଖି ନିଅନ୍ତୁ ଯେ ଆପଣଙ୍କ ନାମ ମିଳିବାକୁ ଥିବା ତାଲିକାରେ ଅନ୍ତର୍ଭୁକ୍ତ ଅଛି କି ନାହିଁ।ଏବେ କରନା ସଂକ୍ରମଣ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି  ।

ଯାହା ଦେଶ ଓ ପ୍ରଦେଶ ମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ପାରିବ ଓ ଲୋକଙ୍କୁ ଏହି ସମୟରେ ସହାୟତା କରି ପାରିବ।ତେବେ ସେହି ଦୃଷ୍ଟିରୁ
ଏବେ ଏବେ କୃଷି , ଶିଳ୍ପ, ଜୀବନ ଜୀବିକା ମାନଙ୍କ କ୍ଷେତ୍ରରେ ଆଦର୍ଶ ନୀତି ଆପନେଇ ଅଛନ୍ତି।

ଆସନ୍ତୁ ଜାଣିବା ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା କାଳିଆ ଓ କିଶାନ ନିଧି ଯୋଜନାର କିସ୍ତି ଟଙ୍କା ସହିତ ଅନ୍ୟ ମୁଖ୍ୟ ଖବର ବିଷୟରେ।ତେବେ ଯେଉଁ ମାନଙ୍କର କାଳିଆ ଯୋଜନାରେ କିମ୍ବା ପି ଏମ୍ କିଶାନ୍ ଯୋଜନା ରେ ନାମ ରହିଛି ସେମାନେ ୧୦୦୦୦ ପର୍ଯ୍ୟନ୍ତ ଟଙ୍କା ପାଇ ପାରିବେ ଓ କୃଷି କ୍ଷେତ୍ରରେ ଏସବୁ କୁ ନୀୟଯିତ କରି ପାରିବେ।

ତେବେ ଏମାନେ ବିଭିନ୍ନ ପ୍ରକାରର କୃଷି କାର୍ଯ୍ୟରେ ଏହି ଟଙ୍କା କୁ ଉପଯୋଗ କରି ପାରିବେ। ଆପଣ ଏହାକୁ ସମ୍ପୂର୍ଣ୍ଣ ମାଗଣା ରେ ପାଇ ପାରୁଛନ୍ତି। କିନ୍ତୁ ଏବେ ଯେଉଁ ଯୋଜନା କରା ଯାଇଛି ସେଥିରେ ଆପଣ ନିଶ୍ଚିତ ଭାବରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ଏବଂ ଏହାକୁ ନିର୍ଦ୍ଦିଷ୍ଟ ସମୟରେ ପୈଠ କରିବାକୁ ପଡ଼ିବ।

ଯଦି ଏହାକୁ ସର୍ତ୍ତ ଅନୁସାରେ ଆପଣ ଠିକ୍ ସମୟରେ ପୈଠ କରିବେ ତେବେ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ ନାହିଁ। ଏବଂ ପରବର୍ତ୍ତୀ ସମୟରେ ଅଧିକ ସୁବିଧା ମଧ୍ୟ ମିଳି ପାରିବ।

ରାସନ୍ କାର୍ଡ ରେ ମିଳୁଥିବା ଏହି ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫ୍ଏସି) ଅନୁଯାୟୀ ପ୍ରତି ମାସରେ ପାଞ୍ଚ କିଲୋଗ୍ରାମ ଶସ୍ତା ରାସନ ମିଳିବ। ଏହା ସହିତ କେନ୍ଦ୍ର ସରକାରଙ୍କ ଅନୁଯାୟୀ ଦେଶରେ ୮୦ କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି, ଯେଉଁମାନେ ଏହାର ଅଧୀନରେ ଅଛନ୍ତି ଓ ଏହାର ସାହାଯ୍ୟ ପାଇ ପାରିଛନ୍ତି।

ଆପଣଙ୍କୁ ଅତି ମୌଳିକ ଆବଶ୍ୟକତା ଯୋଗାଇ ଦିଆଯିବା ସହିତ ଆପଣଙ୍କୁ ୩ ମାସର ଗ୍ୟାସ୍ ସିଲିଣ୍ଡର୍, ରାସନ୍ ସାମଗ୍ରୀ ଓ ଲେବର କାର୍ଡ ଥିବା ଲୋକ ମାନଙ୍କୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।

The post କାଳିଆ ଯୋଜନା କୁ ନେଇ ଆସିଲା ବଡ ଅପଡେଟ ! କାଳିଆ ଯୋଜନା ର ଦ୍ଵିତୀୟ ଓ ତୃତୀୟ କିସ୍ତି ଟଙ୍କା କେବେ ମିଳିବ ଜାଣନ୍ତୁ ? appeared first on Nua Katha.

]]>
https://nuakatha.in/kalia-yo-ja-na-ku/feed/ 0 29933