ରାଶି ଫଳ – Nua Katha https://nuakatha.in The Value Of Truth Wed, 08 Jul 2020 15:27:38 +0000 en-US hourly 1 https://wordpress.org/?v=5.4.2 https://nuakatha.in/wp-content/uploads/2019/09/Fav-100x100.png ରାଶି ଫଳ – Nua Katha https://nuakatha.in 32 32 150949335 ଆଜି ୦୯ ଜୁଲାଇ , ଗୁରୁବାର । ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ https://nuakatha.in/aaji-9-july-gurubara-aajia-ra/ https://nuakatha.in/aaji-9-july-gurubara-aajia-ra/#respond Wed, 08 Jul 2020 15:27:38 +0000 https://nuakatha.in/?p=31810

ଆଜି ହେଉଛି ଜୁଲାଇ ମାସ ୮ ତାରିଖ ୨୦୨୦ ଆଷାଢ଼ ମାସ ର ୨୫ ଦିନ କୃଷ୍ଣ ତୃତୀୟା । ଆଜ ର ସୂର୍ଯ୍ୟୋଦୟ ସମୟ ୫ ଟା ୮ ସୂର୍ଯ୍ୟାସ୍ତ ସମୟ ୬ ଟା ୨୯ ଅଟେ । ଆଜି ର ରାହୁ କାଳ ୧୧.୪୯ ରୁ ୧.୨୯ ଅଟେ । ଗୁଲିକା କାଳ ୧୦.୯ ରୁ ୧୧.୪୯ ଓ ଜମଗଣ୍ଡ ୬.୪୮ ରୁ ୮.୨୮ ଅଟେ । ଆସନ୍ତୁ ଜାଣିବା ଆଜି ର ରାଶିଫଳ […]

The post ଆଜି ୦୯ ଜୁଲାଇ , ଗୁରୁବାର । ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>

ଆଜି ହେଉଛି ଜୁଲାଇ ମାସ ୮ ତାରିଖ ୨୦୨୦ ଆଷାଢ଼ ମାସ ର ୨୫ ଦିନ କୃଷ୍ଣ ତୃତୀୟା । ଆଜ ର ସୂର୍ଯ୍ୟୋଦୟ ସମୟ ୫ ଟା ୮ ସୂର୍ଯ୍ୟାସ୍ତ ସମୟ ୬ ଟା ୨୯ ଅଟେ । ଆଜି ର ରାହୁ କାଳ ୧୧.୪୯ ରୁ ୧.୨୯ ଅଟେ । ଗୁଲିକା କାଳ ୧୦.୯ ରୁ ୧୧.୪୯ ଓ ଜମଗଣ୍ଡ ୬.୪୮ ରୁ ୮.୨୮ ଅଟେ । ଆସନ୍ତୁ ଜାଣିବା ଆଜି ର ରାଶିଫଳ ବିଷୟ ରେ । ଆଜିର ଦିନ ଟି ଆପଣ ଙ୍କ କେମିତି କଟିବ ଓ କଣ କହୁଚି ଆପଣ ଙ୍କ ର ରାଶିଫଳ ଆସନ୍ତୁ ଜାଣିବା ।

ମେଷ ରାଶି – ଲକ୍ଷ ପ୍ରାପ୍ତି , ସମ୍ମାନ ପ୍ରାପ୍ତି , ସଫଳତା , ସୁଖ , ପାରିବାରିକ ଶାନ୍ତି , କାର୍ଯ୍ୟ କ୍ଷେତ୍ର ରେ ସଫଳତା , ଉପହାର ପ୍ରାପ୍ତି , ଘରୋଇ ସୁଖ ଶାନ୍ତି ପ୍ରାପ୍ତି ଏହା ସହିତ ଆପଣ ଙ୍କୁ ଜମି ବିକ୍ରୟ ରେ ମଧ୍ୟ ଲାଭ ମିଳିବ ଏହା ସହିତ ଆହୁରି ମଧ୍ୟ ସାମାଜିକ ଲୋକ ସମ୍ମାନ ପ୍ରାପ୍ତି ହେବ ।

ବୃଷ ରାଶି – ଅର୍ଥ ହାନି ଜନିତ ଭୟ ଲାଗି ରହିବ । ଅପୃତକର୍ ଦେୟ ଲାଗି ରହିବ । ମାନସିକ ଅଶାନ୍ତି , ଶୟନ ରେ ଅସୁବିଧା , କାର୍ଯ୍ୟ କ୍ଷେତ୍ର ରେ ସମସ୍ୟା , ଆଳସ୍ୟ , ସମ୍ମାନ ହାନି ଇତ୍ୟାଦି ର ସମ୍ଭାବନା ରହିଛି ।

ମିଥୁନ ରାଶି – ଶତ୍ରୁ ବୃଦ୍ଧି , ଅର୍ଥହୀନ , ଭୟ ସ୍ବାସ୍ଥ୍ୟ ରେ ଅବଣ୍ଣତି , କଳହ, ଚିନ୍ତା, କାର୍ଯ୍ୟ କ୍ଷେତ୍ର ରେ ସମସ୍ୟା , ଆର୍ଥିକ ସମସ୍ୟା ଇତ୍ୟାଦି ର ସମ୍ଭାବନା ରହିଛି ।

କର୍କଟ ରାଶି – ଅର୍ଥ ଲାଭ , ଶୁଖାଦ୍ୟ , ଶୁବସ୍ତ୍ର ପ୍ରାପ୍ତି , ଆନନ୍ଦ ଦାୟକ ଭ୍ରମଣ , ବିଘ୍ନ ନାସ ଓ ସର୍ବ କ୍ଷେତ୍ର ରେ ସଫଳତା , ଇତ୍ୟାଦି ର ସମ୍ଭାବନା ରହିଛି ।

ସିଂହ ରାଶି – ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ । ଅର୍ଥ ଲାଭ , ଉତ୍ତମ ସ୍ୱାସ୍ଥ୍ୟ , ପାରିବାରିକ ଶାନ୍ତି , ସୁ ସଂଗତ ପ୍ରାପ୍ତି , ଶୁଭ ଫଳ ପ୍ରାପ୍ତି ଇତ୍ୟାଦି ର ସମ୍ଭାବନା ରହିଛି ।

କନ୍ୟା ରାଶି – ସ୍ଵାସ୍ଥ୍ୟ ହାନୀ , ଦୁଃଖ , ସର୍ବ କ୍ଷେତ୍ର ରେ ବିଘ୍ନ , ପାଚନ ଜନିତ ରୋଗ , ଅନାବ୍ୟକ ଭ୍ରମଣ , ଅର୍ଥ ହାନି , ସମ୍ମାନ ହାନି , ଦାରିଦ୍ର୍ୟ , ପ୍ରେମ ରେ ଅସଫଳତା , ଆଦି ଲାଗି ରହିବ ।

ତୁଳା ରାଶି – ଭୟ , ଚିନ୍ତା , ଅର୍ଥହୀନ , ପରିବାରକ ଅଶାନ୍ତି , ସନ୍ଦେହ ଆଦି ର ଯୋଗ ରହିଛି । କଳହ ଠାରୁ ଦୂରେଇ ରୁହନ୍ତୁ । ମତଭେଦ ରୁ ଦୂରେଇ ରୁହନ୍ତୁ ।

ବିଛା ରାଶି – ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ । ଅର୍ଥ ଲାଭ , ବନ୍ଧୁତା ସ୍ଥାପନ , ବନ୍ଧୁ ଙ୍କ ଠାରୁ ଧନ ପ୍ରାପ୍ତି ର ଯୋଗ ରହିଛି । ଏହି ଦିନ ଶିକ୍ଷା ପରୀକ୍ଷା ଓ ଭ୍ରମଣ ପାଇଁ ଭଲ ଅଟେ ।

ଧନୁ ରାଶି – ଅର୍ଥ ହାନି , ବିଘ୍ନ , କଳହ ସମ୍ମାନ ନଷ୍ଟ , ଅନାବ୍ୟସକ୍ ଵେୟ , ଡିପ୍ରେଶନ ଆଦି ର ସମ୍ଭାବନା ରହିଛି ।

ମକର ରାଶି – ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ , ଅର୍ଥ ଓ ସମ୍ପତି ଲାଭ , ଭଗ୍ୟଦୟ ର ସମ୍ଭାବନା ରହିଛି , ଶୁଖଦ୍ୟ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି । ବୈବାହିକ ଜୀବନ ରେ ଶାନ୍ତି , ବନ୍ଧୁ ମିଳନ , ମାନସିକ ଶାନ୍ତି ଓ ସମ୍ମାନ ପ୍ରାପ୍ତି ର ସମ୍ଭାବନା ରହିଛି ।

କୁମ୍ଭ ରାଶି – ବନ୍ଧୁ ବାନ୍ଧବ ଙ୍କ ସହ ମନ ମଳିନ ହୋଇ ପାରେ । ବିପରୀତ ଲିଙ୍ଗ ବ୍ୟକ୍ତି ମାନଙ୍କ ସହ ମନ ମାଲିନ୍ୟ ହୋଇ ପାରେ । ନିର୍ଭଶୀଳତା , ଅର୍ଥହୀନ , ଦେୟ , ଦୁର୍ଘଟଣା ର ସମ୍ଭାବନା ରହିଛି।

ମୀନ ରାଶି – ପ୍ରଭାବ ଶାଳୀ ବନ୍ଧୁ ମାନଙ୍କ ସହ ସମ୍ବଧ ବଢିବ । ସ୍ବାସ୍ଥ୍ୟ ରେ ଉନ୍ନତି , ଅର୍ଥ ଲାଭ , ବିବାହ ଯୋଗ , ସୁଖ ଶାନ୍ତି ପ୍ରାପ୍ତି ର ଯୋଗ ରହିଛି ।

ତେବେ ଏହା ଥିଲା ଆଜିର ର ରାଶିଫଳ । ଭଗବାନ କୃପା ରୁ ଆପଣ ଙ୍କ ଦିନ ଟି ମଙ୍ଗଳମୟ ହେଉ ।

The post ଆଜି ୦୯ ଜୁଲାଇ , ଗୁରୁବାର । ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>
https://nuakatha.in/aaji-9-july-gurubara-aajia-ra/feed/ 0 31810
ଶ୍ରାବଣ ମାସର ଆରମ୍ଭରୁ – ଏହି ୪ଟି ରାଶିର ଭାଗ୍ୟ ଖୋଲିଜିବ | ଜଲଦି ଦେଖନ୍ତୁ https://nuakatha.in/sra-ba-na-masa-ra-aaram-bha-ru-ehi/ https://nuakatha.in/sra-ba-na-masa-ra-aaram-bha-ru-ehi/#respond Wed, 08 Jul 2020 03:29:57 +0000 https://nuakatha.in/?p=31743

ଆପଣମାନେ ଜାଣିଥିବେ ଏହି ସୋମବାର ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଏହି ରାଶି ଗୁଡିକରେ ହବ ଧନର ବର୍ଷା । ମହାଦେବ ଙ୍କ କୃପା ବର୍ଶିବାକୁ ଯାଉଛି ଏହି ରାଶି ମାନଙ୍କ ଉପରେ । ଯତୀଶ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କର ଭାଗ୍ୟ ୨୦୨୦ ଠାରୁ ୨୦୨୫ ପର୍ଯ୍ୟନ୍ତ ସବୁଠାରୁ ଉଚ୍ଚରେ ରହିବ । ଏହି ରାଶି […]

The post ଶ୍ରାବଣ ମାସର ଆରମ୍ଭରୁ – ଏହି ୪ଟି ରାଶିର ଭାଗ୍ୟ ଖୋଲିଜିବ | ଜଲଦି ଦେଖନ୍ତୁ appeared first on Nua Katha.

]]>

ଆପଣମାନେ ଜାଣିଥିବେ ଏହି ସୋମବାର ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଏହି ରାଶି ଗୁଡିକରେ ହବ ଧନର ବର୍ଷା । ମହାଦେବ ଙ୍କ କୃପା ବର୍ଶିବାକୁ ଯାଉଛି ଏହି ରାଶି ମାନଙ୍କ ଉପରେ । ଯତୀଶ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କର ଭାଗ୍ୟ ୨୦୨୦ ଠାରୁ ୨୦୨୫ ପର୍ଯ୍ୟନ୍ତ ସବୁଠାରୁ ଉଚ୍ଚରେ ରହିବ । ଏହି ରାଶି ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମହାଦେବ ଙ୍କ ର ବିଶେଷ କୃପା ହେବାକୁ ଯାଉଚି ।

ଏହି ରାଶି ମାନଙ୍କର ବହୁତ୍ ଶୁଭ ଜଗ ରହିଛି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ଯେଉଁମାନଙ୍କ ଭାଗ୍ୟ ଏହି ୫ ବର୍ଷ ରେ ଉଦୟ ହବାକୁ ଯାଉଚି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହି ରାଶି ମାନଙ୍କ ର ଭାଗ୍ୟ ବଦଳିବାକୁ ଯାଉଚି ।

ଏହି ରାଶି ମାନଙ୍କ ଉପରେ ବର୍ଶିବ ମହାଦେବ ଙ୍କ କୃପା ଏବଂ ଏମାନଙ୍କ ଉପରେ ହବ ଧନ ର ବର୍ଷା । ଆପଣ ମାନେ ଜାଣିଥିବେ ଯେ ଶ୍ରାବଣ ମାସ ହେଉଛି ଶିବ ଙ୍କ ର ମାସ । ତେବେ ଆସନ୍ତୁ ଜାଣି ନବା କେଉଁ ରାଶି ମାନଙ୍କ ଉପରେ ମହାଦେବ ଙ୍କ କୃପା ଦୃଷ୍ଟି ରହିବ ।

ପ୍ରଥମେ ରହିଛି ସିଂହ ରାଶି । ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହବ । ଆପଣ ଯାହା ଚାହିଁବେ ତାହା ପାଇବେ ।ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କର ଉନ୍ନତି ହବାର ଅଛି । ଆପଣଙ୍କର ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରବଳ ମାତ୍ରା ରେ ଲାଭ ହବାର ଅଛି । କିନ୍ତୁ ଏଥିପାଇଁ ଟିକେ ଆପଣଙ୍କୁ ଧାର୍ଯ୍ୟ ରଖିବାକୁ ପଡିବ ଏବଂ ଆପଣ ସମସ୍ତ କାର୍ଯ୍ୟ କୁ ଭାବି ଚିନ୍ତି କି କରିବା ଦରକାର । ଏପରି କରିବା ଦ୍ବାରା ଆପଣଙ୍କର କୌଣସି କାର୍ଯ୍ୟରେ କ୍ଷତି ହବ ନାହିଁ ।

ଦ୍ଵିତୀୟ ରାଶି ଟି ହେଉଛି ତୁଳା ରାଶି । ଆପଣଙ୍କ ରାଶି ରେ ପଦ ଉନ୍ନତି ର ସମ୍ଭାବନା ରହିଛି । ଏହାଛଡା ଆପଣ ଯଦି ଟିକେ କଷ୍ଟ କରିବେ ତେବେ ଆପଣଙ୍କୁ ବହୁତ୍ ମାତ୍ରାରେ ସଫଳତା ପ୍ରାପ୍ତି ହବ । ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ୍ ଆନନ୍ଦ ଦାୟକ ହେବ ଆପଣଙ୍କୁ କେବଳ ଟିକେ ଧର୍ଯ୍ୟ ରଖିବାକୁ ହବ ।

ଯଦି ପରିବାର ରେ କିଛି ଅସୁବିଧା ଚାଲିଛି ତାହା ଧୀରେ ଧୀରେ କମିବାରେ ଲାଗିବ । ଯାହା ଫଳରେ ଆପଣଙ୍କର ପରିବାର ସୁଖ ଶାନ୍ତି ରେ ରହିବ । ପରିବାର୍ ରେ କୌଣସି କଳହ ରହିବ ନାହିଁ । ଏହାଛଡା ବ୍ୟାପାର ବାଣିଜ୍ୟ ରେ ଖୁବ୍ ଲାଭ ହବାକୁ ଯାଉଛି ।

ତୃତୀୟ ରାଶି ହେଉଛି କୁମ୍ଭ ରାଶି । ଆପଣଙ୍କ ଘର ପରିବାର ରେ ସୁଖ ଶାନ୍ତି ର ବାତାବରଣ ଖେଳି ଯିବ । ତା ସହିତ ବଡ଼ ମାନଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହବ ଯାହା ଦ୍ଵାରା ଆପଣଙ୍କର ଅଟକି ଥିବା ସମସ୍ତ କାର୍ଯ୍ୟ ପୁରାଣ ହବ ।

ସେଥିପାଇଁ ଆପଣ ମାନେ ବଡ଼ ଗୁରୁଜନ ମାନଙ୍କୁ ଅଣଦେଖା କରିବେ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ଅସୀମ କୃପା ବଦଳରେ ଆପଣଙ୍କ ଭାଗ୍ୟ ବଦଳିବରେ ଲାଗିବ । ଫଳରେ ଆପଣ ବହୁ ମାତ୍ରା ରେ ସଫଳତା ର ଅଧିକାରୀ ହେବେ । ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ରହିଛି ତେବେ ତାହା ମଧ୍ୟ ଦୂରେଇ ଯିବ ।

ଚତୁର୍ଥ ରାଶି ହେଉଛି ବିଛା ରାଶି । ଯଦି ଆପଣଙ୍କର କୌଣସି କାମ ଅଟକି ରହିଛି ତେବେ ତାହା ପୂରଣ ହୋଇଯିବ । ଆପଣ ସବୁ ଦିଗରୁ ଉନ୍ନତି ଲାଭ କରିବେ । ଆପଣଙ୍କ ପରିବର ରେ ଥିବା ସମସ୍ତ କଳହ ଦୂର ହୋଇଯିବ । ଫଳରେ ଆପଣ ଏକ ଶାନ୍ତି ର ଜୀବନ ବଞ୍ଚିବେ । ଆପଣ ନୂଆ ବନ୍ଧୁ ମାନଙ୍କ ସହ ଦେଖା ହୋଇ ପାରନ୍ତି । ପ୍ରତ୍ୟେକ କାମକୁ ଟିକେ ଦେଖି ଚାହିଁ କରିବା ଦରକାର । ଆପଣଙ୍କର ଧନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଶ୍ରାବଣ ମାସର ଆରମ୍ଭରୁ – ଏହି ୪ଟି ରାଶିର ଭାଗ୍ୟ ଖୋଲିଜିବ | ଜଲଦି ଦେଖନ୍ତୁ appeared first on Nua Katha.

]]>
https://nuakatha.in/sra-ba-na-masa-ra-aaram-bha-ru-ehi/feed/ 0 31743
ଜୁଲାଇ ମାସରେ ଏହି ରାଶିକୁ ମିଳିବ ସବୁଠାରୁ ବଡ ଧନ ଭଣ୍ଡାର, ସବୁ ସଙ୍କଟ ହେଵ ଦୂର https://nuakatha.in/july-ma-sare-ehi-ra-shi-ku-mi-li-ba/ https://nuakatha.in/july-ma-sare-ehi-ra-shi-ku-mi-li-ba/#respond Tue, 07 Jul 2020 18:04:53 +0000 https://nuakatha.in/?p=31694

ଆମେ ସମସ୍ତେ ଜାଣିଛୁ ଯେ ଗ୍ରହ ମାନଙ୍କ ଚଳନ ଲାଗି ଆମ ଜୀବନରେ ପରିବର୍ତ୍ତନ ଆସିଥାଏ।ଏହି କାରଣ ରୁ ଆମ ଜୀବନରେ ସୁଖ ଓ ଦୁଃଖ ରେ ଆଗମନ ହୋଇଥାଏ।ଆପଣମାନେ ଜାଣନ୍ତି କି ଶନି ଦେବଙ୍କୁ ନ୍ୟାୟାଧୀଶ କୁହାଯାଏ। ସେ ଖରାପ କାମ କରୁଥିବା ଲୋକଙ୍କୁ ଉଚିତ ସମୟରେ ଦଣ୍ଡ ଦେଇଥାନ୍ତି। ଯାହା ଉପରେ ଶନି ଦେବ କ୍ରୋଧିତ ହୁଅନ୍ତି ତାହାର ନାଶ ହେବା ନିଶ୍ଚିତ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ ହେତୁ […]

The post ଜୁଲାଇ ମାସରେ ଏହି ରାଶିକୁ ମିଳିବ ସବୁଠାରୁ ବଡ ଧନ ଭଣ୍ଡାର, ସବୁ ସଙ୍କଟ ହେଵ ଦୂର appeared first on Nua Katha.

]]>

ଆମେ ସମସ୍ତେ ଜାଣିଛୁ ଯେ ଗ୍ରହ ମାନଙ୍କ ଚଳନ ଲାଗି ଆମ ଜୀବନରେ ପରିବର୍ତ୍ତନ ଆସିଥାଏ।ଏହି କାରଣ ରୁ ଆମ ଜୀବନରେ ସୁଖ ଓ ଦୁଃଖ ରେ ଆଗମନ ହୋଇଥାଏ।ଆପଣମାନେ ଜାଣନ୍ତି କି ଶନି ଦେବଙ୍କୁ ନ୍ୟାୟାଧୀଶ କୁହାଯାଏ। ସେ ଖରାପ କାମ କରୁଥିବା ଲୋକଙ୍କୁ ଉଚିତ ସମୟରେ ଦଣ୍ଡ ଦେଇଥାନ୍ତି। ଯାହା ଉପରେ ଶନି ଦେବ କ୍ରୋଧିତ ହୁଅନ୍ତି ତାହାର ନାଶ ହେବା ନିଶ୍ଚିତ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ ହେତୁ ଆଜି ରାତ୍ରି ପରଠୁ ଶନି ଦେବ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ଜାହାର ପ୍ରଭାବ ମାତ୍ର ଗୋଟିଏ ରାଶି ଉପରେ ସବୁଠାରୁ ଅଧିକ ପଡ଼ିବ। ବ୍ୟକ୍ତି ଜୀବନରେ ଯାହା ବି ସୁଖ ଓ ଦୁଃଖ ଆସିଥାଏ ତାହା ସବୁ ଶନି ଦେବଙ୍କ ମହାଦଶା ର ପ୍ରଭାଵ। କେବେକେବେ ଦେଖାଯାଏ କି ଅତ୍ୟନ୍ତ କଠିନ କାର୍ଯ୍ୟ ଅତ୍ୟନ୍ତ ସହଜରେ ହୋଇଯାଏ ।

କିନ୍ତୁ କେବେକେବେ ଅତ୍ୟନ୍ତ ସହଜ କାର୍ଯ୍ୟ ଅତ୍ୟନ୍ତ ପରିଶ୍ରମ କଲେ ମଧ୍ୟ ହୋଇନଥାଏ । ଏହା ସବୁ ଶନି ଦେବଙ୍କର ମହାଦଶା ଯାଗୁଁ ହୋଇଥାଏ।
ଏହି ମାସରେ ଶନି ଦେବ ଧନୁ ରାଶି କୁ ଛାଡି ମକର ରାଶି ରେ ବସିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ମନ୍ଥର ଗତିରେ ଚାଲୁଥିବା ଗ୍ରହ ଅଟନ୍ତି।ଶନି ଗୋଟିଏ ରାଶିରେ ପାଖାପାଖି ଅଢେ଼ଇ ବର୍ଷ ରାହିଥାନ୍ତି।

ଶନିଙ୍କ ଗୋଟାଏ ଗ୍ରହରୁ ଅନ୍ୟ ଗ୍ରହକୁ ଯିବାଦ୍ୱାର ଅନ୍ୟ ଗ୍ରହଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଥାଏ।ଏହା ପୂର୍ବରୁ ଶନି ୨୦୧୭ ମସିହାରେ ଧନୁ ରାଶିକୁ ଆସିଥିଲେ।ମକର ରାଶି ପରେ ଶନି ୭ ଜାନୁଆରୀ ୨୦୨୩ ରେ କୁମ୍ଭ ରାଶି ରେ ପ୍ରବେଶ କରିବେ।

ଦୀର୍ଘ ୨୩ ବର୍ଷ ପରେ ଶନି ମକର ରାଶିରେ ଆସିଛନ୍ତି। ଶନି ଦେବଙ୍କ ରାଶି ବଦଳେଇବା ଦ୍ୱାରା କାହା ଉପରେ ଶନି ଦଶା ଅସିଯାଏ ତ ପୁଣି କାହା ଉପରୁ ଶନି ଦଶା ଖସି ଜାଏ। ଏହିଥର ଶନି ଦେବଙ୍କ ରାଶି ମହାପରିବର୍ତ୍ତନ ଦ୍ୱାରା ଗୋଟାଏ ରାଶି ଉପରେ ବହୁତ ଖରାପ ପ୍ରଭାଵ ପଡ଼ିବ।ଏହି ରାଶିର ଲୋକମାନେ ବହୁତ କଷ୍ଟ ପାଇବା ସହ ଅତ୍ୟନ୍ତ କ୍ଷତି ମଧ୍ୟ ସହିବେ। ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢିଯିବ ।

ଏହି ରାଶିର ଲୋକଙ୍କୁ ଏବେ ବହୁତ ସାବଧାନ ରହିବାକୁ ପଡ଼ିବ। ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ଚାକିରୀ ରେ ଅନେକ ସମସ୍ୟା ସହିବାକୁ ପଡ଼ିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶତ୍ରୁ ହଇରାଣ କରି ପାରନ୍ତି।ବେପାରୀ ମାନଙ୍କ ପାଇଁ ମଧ୍ୟ ବହୁତ କଷ୍ଟ ରହିଛି। ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ଶନି ମହାଦାସା ର ପ୍ରଭାବ ପଡିବାର ସମ୍ଭାବନା ରହିଛି।

ଶନି ମକର ରାଶିରେ ପ୍ରବେଶ କଲେ କୁମ୍ଭ ରାଶି ଉପରେ ଶନି ମହାଦଶା ର ପ୍ରଥମ ଚରଣ ଆରମ୍ଭ ହେବ। ଯାହା ଫଳରେ ମକର ରାଶି ଉପରେ ଏହି ମହାଦଶା ର ଦିତୀୟ ଚରଣ ପଡ଼ିବ।ସେହିଠାରେ ଧନୁ ରାଶି ଉପରେ ଶନି ମହାଦଶା ର ଦିତୀୟ ଚରଣ ରହିବ।

ଶନି ଦେବଙ୍କ ରାଶି ବଦଳେଇବା ଦ୍ୱାରା ବୃଷ ରାଶିରୁ ଏହି ଦଶା ଛାଡି ଯିବ। ଏହା ସହିତ ବୃଷ ଓ କନ୍ୟା ରାଶି ଲୋକଙ୍କୁ ଏହି ଦଶା ରୁ ମୁକ୍ତି ମିଳିଯିବ। ମିଥୁନ ଓ ତୁଳା ରାଶି ଉପରେ ଏହି ଦଶା ଆରମ୍ଭ ହୋଇଯିବ। କୁହାଯାଏ କି ଏହି ଦଶା ରୁ ମୁକ୍ତି ପାଇଥିବା ରାଶି ମାନେ ଲାଭ ରେ ରହିବେ।କିନ୍ତୁ ଏହା ମଧ୍ୟ ନିର୍ଭର କରିଥାଏ ଯେ ଏହି ରାଶି ସହିତ ଶନି ଦେବଙ୍କର କିପରି ସମ୍ବନ୍ଧ ରହିଛି।

ଧନୁ ରାଶି ର ସ୍ୱାମୀ ଗ୍ରହ ବୃହସ୍ପତି ଅଟନ୍ତି ଏବଂ ମିଥୁନ ରାଶିର ସ୍ୱାମୀ ଗ୍ରହ ବୁଧ ଅଟନ୍ତି। ଏବଂ ଏହି ଦୁଇ ଗ୍ରହ ସହିତ ଶନି ଦେବଙ୍କ କୌଣସି ଭଲ ସମ୍ବନ୍ଧ ନାହିଁ। ଏହି କାରଣରୁ ଏହି ମହା ଦଶା ରୁ ମୁକ୍ତି ପାଇଥିବା ଧନୁ ରାଶି ପାଇଁ ଏହା ଲାଭଦାୟକ ରହିବ ନାହିଁ।  ଶନି ଙ୍କ ମହାଦଶା ମିଥୁନ ରାଶି ପାଇଁ ଅଧିକ ଲାଭଦାୟକ ହୋଇ ପାରିବ ନାହିଁ।ଏହି କାରଣରୁ ଏହି ରାଶି ମାନଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଜୁଲାଇ ମାସରେ ଏହି ରାଶିକୁ ମିଳିବ ସବୁଠାରୁ ବଡ ଧନ ଭଣ୍ଡାର, ସବୁ ସଙ୍କଟ ହେଵ ଦୂର appeared first on Nua Katha.

]]>
https://nuakatha.in/july-ma-sare-ehi-ra-shi-ku-mi-li-ba/feed/ 0 31694
ଆଜି ୦୮ ଜୁଲାଇ , ବୁଧୁବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ https://nuakatha.in/aaji-8-july-bu-dhu-bara-aaji-ra-ra-shi/ https://nuakatha.in/aaji-8-july-bu-dhu-bara-aaji-ra-ra-shi/#respond Tue, 07 Jul 2020 17:43:24 +0000 https://nuakatha.in/?p=31678

ଆଜି ୦୮ ଜୁଲାଇ , ବୁଧୁବାର 2020 ମସିହା । ଆଷାଢ଼ ମାସ ର 20 ଦିନ । ଶୁକ୍ଳ ପକ୍ଷ ତ୍ରୟୋଦଶୀ , ସୂର୍ଯ୍ୟ ଉଦୟ ସମୟ ହେଉଛି 5.7 ସମୟ । ସୂର୍ଯ୍ୟାସ୍ତ ସମୟ 6.29 ଅଟେ । ଆଜିର ରାହୁ କାଳ 10.8 ରୁ 11.48 ଅଟେ । ଜମାଗଣ୍ଡ 3.8 ରୁ 4.49 ଅଟେ । ତେବେ ଆସନ୍ତୁ ଜାଣିବା ଆଜି ର ରାଶି ଫଳ ବିଷୟ ରେ । 1- […]

The post ଆଜି ୦୮ ଜୁଲାଇ , ବୁଧୁବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>

ଆଜି ୦୮ ଜୁଲାଇ , ବୁଧୁବାର 2020 ମସିହା । ଆଷାଢ଼ ମାସ ର 20 ଦିନ । ଶୁକ୍ଳ ପକ୍ଷ ତ୍ରୟୋଦଶୀ , ସୂର୍ଯ୍ୟ ଉଦୟ ସମୟ ହେଉଛି 5.7 ସମୟ । ସୂର୍ଯ୍ୟାସ୍ତ ସମୟ 6.29 ଅଟେ । ଆଜିର ରାହୁ କାଳ 10.8 ରୁ 11.48 ଅଟେ । ଜମାଗଣ୍ଡ 3.8 ରୁ 4.49 ଅଟେ । ତେବେ ଆସନ୍ତୁ ଜାଣିବା ଆଜି ର ରାଶି ଫଳ ବିଷୟ ରେ ।

1- ମେଷ ରାଶି

ଶତ୍ରୁ ବୃଦ୍ଧି , ଅର୍ଥ ହାନି , ଭୟ । ସ୍ବାସ୍ଥ୍ୟ ରେ ଅବନ୍ନତି । କଳହ , ଚିନ୍ତା କାର୍ଯ୍ୟ କ୍ଷେତ୍ର ରେ ସମସ୍ୟା ଆର୍ଥିକ ସମସ୍ୟା ର ସମ୍ଭାବନା ରହିଛି ।

2- ବୃଷ ରାଶି

ଅର୍ଥ ଲାଭ , ସୁଖାଦ୍ୟ , ସୁବସ୍ତ୍ର ପ୍ରାପ୍ତି । ଯାନ ବହନ ମିଳିବ । ଖୁସି ରେ ପରିବହନ କରିବେ । ବିଘ୍ନ ନାସ ଓ ସର୍ବ କ୍ଷେତ୍ର ରେ ସଫଳତା ଇତ୍ୟାଦି ର ସମ୍ଭାବନା ରହିଛି ।

3- ମିଥୁନ ରାଶି 

ଅର୍ଥ ଲାଭ , ଉତ୍ତମ ସ୍ୱାସ୍ଥ୍ୟ , ପାରିବାରିକ ଶାନ୍ତି , ସୁସଙ୍ଗ ପ୍ରାପ୍ତି , ମାନସିକ ଶାନ୍ତି ଇତ୍ୟାଦି ର ସମ୍ଭାବନା ରହିଛି । ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ ।

4- କର୍କଟ ରାଶି

ସ୍ଵାସ୍ଥ୍ୟ ହାନୀ , ଦୁଃଖ , ସର୍ବ କ୍ଷେତ୍ର ରେ ବିଘ୍ନ , ପାଚନ ଜନିତ ରୋଗ , ଅନାବଶ୍ୟକ ଭ୍ରମଣ , ଅର୍ଥ ହାନୀ , ଦାରିଦ୍ର୍ୟ , ସମ୍ମାନ ହାନି ର ସମ୍ଭାବନା ରହିଛି ।

5- ସିଂହ ରାଶି

ଏହି ଦିନ ଶିକ୍ଷା , ପରୀକ୍ଷା ଭ୍ରମଣ ପାଇଁ ଭଲ ରହିଛି । ଭୟ , ଚିନ୍ତା , ଅର୍ଥହୀନ , ପାରିବାରିକ ସମସ୍ୟା , ରୋଗ , ସନ୍ଦେହ ଇତ୍ୟାଦି ର ସମ୍ଭାବନା ରହିଛି ।

6- କନ୍ୟା ରାଶି

ସଫଳତା ପ୍ରାପ୍ତି , ଅର୍ଥ ଲାଭ , ବନ୍ଧୁତା ସ୍ଥାପନ , ବନ୍ଧୁକ ଠାରୁ ଧନ ପ୍ରାପ୍ତି ଇତ୍ୟାଦି ର ସମ୍ଭାବନା ରହିଛି । ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ ।

7- ତୁଳା ରାଶି 

ଅର୍ଥ ହାନି , ବିଘ୍ନ , ସମ୍ମାନ ନଷ୍ଟ , ଅନାବଶ୍ୟକ ଦେୟ , ଦୀପ୍ରେଶନ୍ ଇତ୍ୟାଦି ର ସମ୍ଭାବନା ରହିଛି ।

8- ବିଛା ରାଶି

ଉତ୍ତମ ସ୍ୱାସ୍ଥ୍ୟ , ଧନ ପ୍ରାପ୍ତି , ଭାଗ୍ୟୋଦୟ ସୁଖଦ୍ୟ ପ୍ରାପ୍ତି , ବୈବାହିକ ଜୀବନ ରେ ଶାନ୍ତି , ବନ୍ଧୁ ମିଳନ, ମାନସିକ ଶାନ୍ତି , ବନ୍ଧୁ ମିଳନ ଇତ୍ୟାଦି ର ସମ୍ଭାବନା ରହିଛି । ନୂତନ କାର୍ଯ୍ୟ ଆରମ୍ଭ କରିବେ । ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ ।

9- ଧନୁ ରାଶି 

ନିର୍ଭର୍ଶିଲତା , ଈର୍ଷା , ହାନି , ଦେୟ , ଦୁର୍ଘଟଣା ଇତ୍ୟାଦି ର ସମ୍ଭାବନା ରହିଛି । ବନ୍ଧୁ ବାନ୍ଧବ ଙ୍କ ସହ ମନ ମଳିନ ହୋଇ ପାରେ । ବିପରୀତ ଲିଙ୍ଗ ବ୍ୟକ୍ତି ଙ୍କ ସହ ମାନମଲିନ୍ୟ ହୋଇ ପାରେ ।

10 – ମକର ରାଶି 

ସର୍ବ ସୁଖ ପ୍ରାପ୍ତି , ଧନ ଲାଭ , ସମ୍ପତି ଲାଭ , ସ୍ଵାସ୍ଥ୍ୟ ରେ ଉନ୍ନତି , ବିବାହ ଯୋଗ ର ଯୋଗ ରହିଛି । ପ୍ରଭାବଶାଳୀ ବନ୍ଧୁ ମାନଙ୍କ ସହିତ ସମ୍ପର୍କ ବଢିବ ।

11- କୁମ୍ଭ ରାଶି 

ଲକ୍ଷ ପ୍ରାପ୍ତି , ସମ୍ମାନ ପ୍ରାପ୍ତି , ସଫଳତା , ପାରିବାରିକ ଶାନ୍ତି କାର୍ଯ୍ୟ କ୍ଷେତ୍ର ରେ ସଫଳତା ମିଳିବ । ଉପହାର ପ୍ରାପ୍ତି , ସମ୍ପତି ବୃଦ୍ଧି , ବ୍ୟବସାୟ ରେ ଉନ୍ନତି , ବନ୍ଧୁ ମିଳନ ଇତ୍ୟାଦି ର ସମ୍ଭାବନା ରହିଛି । ନୂଆ ବନ୍ଧୁ ମାନଙ୍କ ସହିତ ସଂଯୋଗ ହେବ । ଲୋକ ସମ୍ପର୍କ ବୃଦ୍ଧି ହେବ । ସାମାଜିକ ମାନସମ୍ମାନ ପ୍ରାପ୍ତି ହେବ ।

12- ମୀନ ରାଶି 

ମାନସିକ ଅଶାନ୍ତି , ଶୟନ ରେ ଅସୁବିଧା , କାର୍ଯ୍ୟ କ୍ଷେତ୍ର ରେ ସମସ୍ୟା , ଆଳସ୍ୟ , ସମ୍ମାନ ହାନି , ଇତ୍ୟାଦି ର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଆଜି ୦୮ ଜୁଲାଇ , ବୁଧୁବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>
https://nuakatha.in/aaji-8-july-bu-dhu-bara-aaji-ra-ra-shi/feed/ 0 31678
ଶାଶୁ ଶଶୁର ଙ୍କୁ ଅଧିକ ଖୁସିରେ ରଖିଥାନ୍ତି ! ଏହି ୪ଟି ରାଶିର ଝିଅ ମାନେ https://nuakatha.in/sha-su-sha-ru-ku-adhi-ka-khu-si-re-ra/ https://nuakatha.in/sha-su-sha-ru-ku-adhi-ka-khu-si-re-ra/#respond Mon, 06 Jul 2020 14:39:07 +0000 https://nuakatha.in/?p=31573

ପ୍ରତ୍ୟେକ ଲୋକ ଭାବି ଥାଆନ୍ତି ପୁଅ ହେଲେ ଖୁସି ରେ କଥା । କିନ୍ତୁ ଝିଅ ମାନେ ମଧ୍ୟ ମାତା ପିତା ଙ୍କ ର ଖୁବ୍ ଧ୍ୟାନ ରଖି ଥାଆନ୍ତି । ଆଜିକା ଯୁଗ ରେ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି ଗୁଣ ରେ କମ ନୁହନ୍ତି । ପୁରୁଷ ମାନେ ବରବାରୀ ଝିଅ ମାନେ ମଧ୍ୟ ସମାଜ ରେ ଖୁବ୍ ପ୍ରତିଷ୍ଠିତ ହୋଇ ଥାଆନ୍ତି । ତେବେ ଆଜି ଆମେ ଏମିତି ରାଶି […]

The post ଶାଶୁ ଶଶୁର ଙ୍କୁ ଅଧିକ ଖୁସିରେ ରଖିଥାନ୍ତି ! ଏହି ୪ଟି ରାଶିର ଝିଅ ମାନେ appeared first on Nua Katha.

]]>

ପ୍ରତ୍ୟେକ ଲୋକ ଭାବି ଥାଆନ୍ତି ପୁଅ ହେଲେ ଖୁସି ରେ କଥା । କିନ୍ତୁ ଝିଅ ମାନେ ମଧ୍ୟ ମାତା ପିତା ଙ୍କ ର ଖୁବ୍ ଧ୍ୟାନ ରଖି ଥାଆନ୍ତି । ଆଜିକା ଯୁଗ ରେ ଝିଅ ମାନେ ପୁଅ ମାନଙ୍କ ଠାରୁ କୌଣସି ଗୁଣ ରେ କମ ନୁହନ୍ତି । ପୁରୁଷ ମାନେ ବରବାରୀ ଝିଅ ମାନେ ମଧ୍ୟ ସମାଜ ରେ ଖୁବ୍ ପ୍ରତିଷ୍ଠିତ ହୋଇ ଥାଆନ୍ତି । ତେବେ ଆଜି ଆମେ ଏମିତି ରାଶି ର ଝିଅ ମାନଂକ ବିଷୟ ରେ ଜାଣିବା ଯିଏ ନିଜ ମାତା ପିତା ଙ୍କୁ ଖୁବ୍ ଖୁସି ରେ ରଖି ଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ ।

1- ମେଷ ରାଶି , ଏହି ରାଶି ର ଝିଅ ମାନେ ନିଜ ମାତା ପିତା ଙ୍କୁ ଭଗବାନ ବୋଲି ମାନି ଥାଆନ୍ତି । ଏହି ରାଶି ର ଝିଅ ମାନଂକ ପାଇଁ ସବୁ ଜିନିଷ ଗୋଟିଏ ପଟେ ଓ ମାତା ପିତା ଅନ୍ୟ ଏକ ପଟେ ଅଟନ୍ତି । ଏହି ରାଶି ର ଝିଅ ମାନେ ମାତା ପିତା ଙ୍କୁ ବହୁତ୍ ଗୁରୁତ୍ବ ଦେଇ ଥାଆନ୍ତି । ମାତା ପିତା ଆଉ ଘର ର ସବୁ ଦାୟିତ୍ଵ ପୂରଣ କରିବା ପାଇଁ ସେ ଚେଷ୍ଟା କରନ୍ତି । ଏବଂ ଏହି ରାଶି ର ଝିଅ ମାନଂକ ପାଇଁ ମାତା ପିତା ସବୁ କିଛି ଅଟନ୍ତି ।

2- ମିଥୁନ ରାଶି , ଏହି ରାଶି ର ଝିଅ ମାନେ ନିଜ ମାତା ପିତା ଙ୍କୁ ବହୁତ୍ ସ୍ନେହ କରି ଥାଆନ୍ତି । ସେମାନେ ଏମିତି କିଛି କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କ ପିତା ମାତା କିମ୍ବା ପରିବାର ର ସମ୍ମାନ ରେ ଆଞ୍ଚ ଆସିବ । ସେମାନେ ମାତା ପିତା ଦେଇଥିବା ସମ୍ମାନ କୁ କେବେ ବି ଭୁଲନ୍ତି ନାହିଁ ।

3- ସିଂହ ରାଶି , ସିଂହ ରାଶି ର ଝିଅ ମାନେ ନିଜ ମାତା ପିତା ଙ୍କ ର ଖୁବ୍ କେୟାର କରି ଥାଆନ୍ତି ଓ ତାଙ୍କ ର ସେବା ମଧ୍ୟ କରି ଥାଆନ୍ତି । ଏହି ରାଶି ର ଝିଅ ମାନେ ମାତା ପିତା ଙ୍କ ଉପର କୁ କୌଣସି ଆଞ୍ଚ ଆସିବା ପାଇଁ ଦିଅନ୍ତି ନାହିଁ । ପିତା ମାତା ଙ୍କ ର ଦୁଃଖ ଏମାନେ ସହି ପାରନ୍ତି ନାହିଁ । ଜୀବନ ସାରା ଏହି ରାଶି ର ଝିଅ ମାନେ ମାତା ପିତା ଙ୍କ ର ନିକଟ ତର ହୋଇ ରହିବା କୁ ପସନ୍ଦ କରନ୍ତି ।

4- ଧନୁ ରାଶି , ଏହି ରାଶି ର ଝିଅ ମାନେ ନିଜ ମାତା ପିତା ଙ୍କୁ ଅନେକ ଧାର୍ମିକ ସ୍ଥାନ ରେ ବୁଲାଇବା ପାଇଁ ପସନ୍ଦ କରନ୍ତି । ଧନୁ ରାଶି ର ଝିଅ ମାନେ ପୁଅ ମାନଙ୍କ ଅପେକ୍ଷା ନିଜ ମାତା ପିତା ଙ୍କୁ ଅଧିକ ଗୁରୁତ୍ବ ଦେଇ ଥାଆନ୍ତି । ଏମାନେ ଯେକୋୖଣସି କାର୍ଯ୍ୟ କରନ୍ତି ମାତା ପିତା ଙ୍କ ପର୍ମିଶିନ ନେଇ କରନ୍ତି । ପିତା ମାତା ଙ୍କ ଆଶୀର୍ବାଦ ଏମାନଙ୍କ ଉପରେ ସର୍ବଦା ରହି ଥାଏ ।

ତେବେ ଏହି ରାଶି ର ଝିଅ ମାନେ ମାତା ପିତା ଙ୍କୁ ବହୁତ୍ ପଶନ୍ଦ କରନ୍ତି ଓ ବହୁତ ଭଲ ପାଇ ଥାଆନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଶାଶୁ ଶଶୁର ଙ୍କୁ ଅଧିକ ଖୁସିରେ ରଖିଥାନ୍ତି ! ଏହି ୪ଟି ରାଶିର ଝିଅ ମାନେ appeared first on Nua Katha.

]]>
https://nuakatha.in/sha-su-sha-ru-ku-adhi-ka-khu-si-re-ra/feed/ 0 31573
ଆଜି 07 ଜୁଲାଇ , ମଙ୍ଗଳବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ https://nuakatha.in/aaji-07-july-man-gal-bar-aaji-ra/ https://nuakatha.in/aaji-07-july-man-gal-bar-aaji-ra/#respond Mon, 06 Jul 2020 14:31:51 +0000 https://nuakatha.in/?p=31570

ଆଜି ହେଉଛି ଜୁଲାଇ ମାସ ୦୭ ମଙ୍ଗଳବାର ଯେପରି ଆମେ ଜାଣିଛେ ଯେ ବେଳେ ବେଳେ ଆମର ଏମିତି କିଛି ହୋଇଥଏ ଯେ ଜଣେ ଧନୀ ମଣିଷ ଟେ ଗରିବ ହୋଇଯାଏ ଆଉ ଖାଇବାକୁ ପାଏ ନାହିଁ ଆଉ ଯିଏ ଦିନ ରେ ଦି ଉଳି ଖାଇବାକୁ ପାଏ ନାହିଁ କିନ୍ତୁ ସେ ରାତାରାତି ଧନୀ ହୋଇଯାଏ ଆଉ ଅପାର ଧନ ଉପାର୍ଜନ କରେ l ଏ ସବୁ ଭାଗ୍ୟ ଅନୁସାରେ ହୋଇଥଏ ବୋଲି କୁହା ଯାଇଥାଏ, […]

The post ଆଜି 07 ଜୁଲାଇ , ମଙ୍ଗଳବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>

ଆଜି ହେଉଛି ଜୁଲାଇ ମାସ ୦୭ ମଙ୍ଗଳବାର ଯେପରି ଆମେ ଜାଣିଛେ ଯେ ବେଳେ ବେଳେ ଆମର ଏମିତି କିଛି ହୋଇଥଏ ଯେ ଜଣେ ଧନୀ ମଣିଷ ଟେ ଗରିବ ହୋଇଯାଏ ଆଉ ଖାଇବାକୁ ପାଏ ନାହିଁ ଆଉ ଯିଏ ଦିନ ରେ ଦି ଉଳି ଖାଇବାକୁ ପାଏ ନାହିଁ କିନ୍ତୁ ସେ ରାତାରାତି ଧନୀ ହୋଇଯାଏ ଆଉ ଅପାର ଧନ ଉପାର୍ଜନ କରେ l ଏ ସବୁ ଭାଗ୍ୟ ଅନୁସାରେ ହୋଇଥଏ ବୋଲି କୁହା ଯାଇଥାଏ, ଯେ ଯାହାର ଭାଗ୍ୟ ରେ ଯାହା ଲେଖା ଅଛି ତାହା ସମସ୍ତେ ଭୋଗ କରିଥାନ୍ତି l

ପ୍ରଥମେ ଜାଣିବା ମେଷ ରାଶି ବିଷୟରେ କର୍ମ ଭାବରେ ଶନି ସହ ଚନ୍ଦ୍ର ଜଗରୁ କର୍ମ କ୍ଷେତ୍ର ପ୍ରଶସ୍ତ ରହିବ । ବନ୍ଧୁ ମାନଙ୍କ ପରାମର୍ଶ କ୍ରମେ ମୋନରଞ୍ଜନ ଉପକରଣ ଓ ଭୋଗବିଳାସ ସମ୍ପର୍କିତ ତଥ୍ୟ ପ୍ରତି ଆକର୍ଷିତ ହେବେ । ଭୋଜି କର୍ମ , ଗାଡିମଟର କିଣା ବିକା କ୍ଷେତ୍ରରେ ସମସ୍ୟା ଉପୁଜି ପରେ ।

ବର୍ତମାନ ଜାଣିବା ବୃଷ ରାଶି ବିଷୟରେ , ନିକଟ ସମ୍ପର୍କୀୟ ଙ୍କ ର ସାହାଯ୍ୟ ଏବଂ ସହଜଗ ପାଇ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ପଦାର୍ଥ ନଷ୍ଟ ହୋଇଯାଇ ପରେ ତେଣୁ ଲଘୁ କ୍ରୋଧ ଦେଖାଯାଇ ପରେ । କୌଣସି ଦୂର ବନ୍ଧୁ ଙ୍କ ସହ ଦେଖା ହବା ଦ୍ୱାରା ଆପଣଙ୍କ କାମ ଅଟକି ଯାଇ ପରେ କିଛି ସମୟ ପାଇଁ ।

ବର୍ତମାନ ଆସନ୍ତୁ ଜାଣିବା ମିଥୁନ ରାଶି ବିଷୟରେ । ବୃହସ୍ପତି ଙ୍କ ଶୁଭ ହସ୍ତ ରୁ ଅଟକି ରହିଥିବା କାର୍ଯ୍ୟ କୁ କରି ସଫଳ କରିବାକୁ ଚେଷ୍ଟା କରିବେ । ପରିବାର ଭିତରେ ଛଟ ଛଟ କଥା କୁ ନେଇ କଳହ ହବାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ନୂତନ ବନ୍ଧୁ କରିବାକୁ ଚେଷ୍ଟା କଲେ ଉପକୃତ ହେବେ ।

ବର୍ତମାନ ଆସନ୍ତୁ ଜାଣିବା କର୍କଟ ରାଶି ବିଷୟରେ । ମଙ୍ଗଳ ଗ୍ରହର ଭାଗ୍ୟ ସ୍ତର ହେତୁ କର୍ମ କ୍ଷେତ୍ର ରେ ଦକ୍ଷତା ବୃଦ୍ଧି ପାଇବ ଏବଂ ଅସମ୍ଭବ ମନେ ହେଉଥିବା କାମକୁ ସମ୍ଭବ କରି ପାରିବେ । ଗୃହପୋଜଗି ଜମିଜମା ଏବଂ ମୂଲ୍ୟବାନ ଦ୍ରବ୍ୟ କିଣିବାକୁ ମନ ବଳାଇ ପାରିବେ । ଯାନ୍ତ୍ରିକ ଉପକରଣ କିଣିବା ପାଇଁ ମଧ୍ୟ ମନ ବଳାଇ ପାରିବେ । ଶିଳ୍ପ , ବାଣିଜ୍ୟ , ବ୍ୟବସାୟ , ପରିବହନ ,ସଭା , ସମିତି , ଆଇନ୍ ଏବଂ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ ।

ବର୍ତମାନ ଆସନ୍ତୁ ଜାଣିବା ସିଂହ ରାଶି ବିଷୟରେ । ଆଜି କିଛି ଖବର ଆପଣଙ୍କୁ ଅସ୍ଥିର କରିପାରେ । ଆତ୍ମୀୟ ମାନେ ଆପଣଙ୍କ ବିଷୟରେ କୌଣସି କାରଣ ବଶତଃ ସମାଲଚନା କରିପାରନ୍ତି । ଯାତ୍ରା ସମୟରେ ସତର୍କ ନ ରହିଲେ ଜିନିଷ ହଜିଯାଇ ପରେ ।

ବର୍ତମାନ ଆସନ୍ତୁ ଜାଣିବା କନ୍ୟା ରାଶି ବିଷୟରେ । ମଙ୍ଗଳ ଙ୍କ ଦୃଷ୍ଟି ତୃତୀୟ ଅଷ୍ଟମାଧି ପତି ଜଗୁ କଳହ ର ଆଶଙ୍କା ରହିବ । କର୍ମ କ୍ଷେତ୍ରରେ ଅନ୍ୟ ମାନଙ୍କ କଥାକୁ ସହଜ ଏବଂ ସରଳ ଭାବରେ ଗ୍ରହଣ କରିପାରିବେ ନାହିଁ । ବାରିବାର ବର୍ଗ ଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଠିକ୍ ରହିବ ନାହିଁ ।

ବର୍ତମାନ ଆସନ୍ତୁ ଜାଣିବା ତୁଳା ରାଶି ବିଷୟରେ । ସବୁ ଥାଇ ମଧ୍ୟ ତୁଳା ଆଜି କିଛି ନଥିବା ଭଳି ଅନୁଭବ କରିବେ । ଅତୀତ ର କଥାକୁ ମନେ ପକାଇ ଦୁଃଖ ଅନୁଭବ କରିବେ । ବାଣିଜ୍ୟ ଏବଂ ବ୍ୟବସାୟ ଲାଭ ଦାୟକ ହେବ । କୌଣସି ସାଧାରଣ କଥା କୁ କେନ୍ଦ୍ର କରି ମଧ୍ୟାହ୍ନ ରେ ଚିନ୍ତିତ ରହି ପାରନ୍ତି ।

ବର୍ତମାନ ଆସନ୍ତୁ ଜାଣିବା ବିଛା ରାଶି ବିଷୟରେ । ଆଜି ପ୍ରତ୍ୟେକ କାମ ବ୍ୟୟ ବହୁଳ ହେବ କିନ୍ତୁ ସଫଳତା ପାଇବେ । ପ୍ରଶାସନ , ପରିବହନ , ବାଣିଜ୍ୟ , ବ୍ୟବସାୟ ଏବଂ ନିର୍ମାଣ କ୍ଷେତ୍ରରେ ଲକ୍ଷ ହାସଲ କରିବେ । କର୍ମ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ହାଲୁକା ଭାବରେ ଗ୍ରହଣ କଲେ ଅସୁବିଧାରେ ପଡିବେ ନାହିଁ ।

ବର୍ତମାନ ଆସନ୍ତୁ ଜାଣିବା ଧନୁ ରାଶି ବିଷୟରେ । ପାପ ଗ୍ରହ ଯୁକ୍ତ ବୃହସ୍ପତି ଙ୍କ ଯୋଗୁ ସାଧାରଣ ଭୁଲ୍ ରୁ କଳହ ର ସୃଷ୍ଟି ହୋଇପାରେ । ବନ୍ଧୁ ଙ୍କ ସଦ୍ ଭାବ ଏବଂ ସହ କର୍ମୀ ମାନଙ୍କ ସହଯୋଗ କର୍ମ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ନିଜ ଲୋକ ମାନଙ୍କୁ ସନ୍ଦେହ କରିପାରନ୍ତି ।

ବର୍ତମାନ ଆସନ୍ତୁ ଜାଣିବା ମକର ରାଶି ବିଷୟରେ । ଆର୍ଥିକ ଅନଟନ କୁ କିଛି ମାତ୍ରା ରେ ସଙ୍କୁଚିତ କରି ପାରନ୍ତି । ଆକସ୍ମିକ ଭାବରେ ବନ୍ଧୁ ଙ୍କ ଲାଭ ପାଇ ପାରନ୍ତି । ଶିକ୍ଷା , ପରୀକ୍ଷା , ଶିଳ୍ପ ବ୍ୟବସାୟ ଏବଂ ଗୋବେଷଣା ପ୍ରଶାସନିକ କ୍ଷେତ୍ର ରେ ଉନ୍ନତି ଘଟିବ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ଚିନ୍ତିତ ରହିପରନ୍ତି ।

ବର୍ତମାନ ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ । ପରିବାର ର ସହଯୋଗ ପାଇ କେତେକ କାର୍ଯ୍ୟ ହାସଲ କରିବେ । ଆଜିର ପ୍ରତ୍ୟେକ କାର୍ଯ୍ୟ ବାଣିଜ୍ୟ , ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଭଲ । କୌଣସି ଚୁକ୍ତି ପତ୍ର ପାଇଁ ଟଣା ଓଟରା ଲାଗିପାରେ ।

ବର୍ତମାନ ଆସନ୍ତୁ ଜାଣିବା ମୀନ ରାଶି ବିଷୟରେ । ଦୀର୍ଘ ଦିନରୁ ମନରେ ବସା ବାନ୍ଧିଥିବା ନୂତନ ଯଜନା କରିବା ସକାଶେ ମନ ବଲାଇବେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ ନଚେତ୍ ପରେ ଅନୁତାପ କରିବାକୁ ପଡିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଆଜି 07 ଜୁଲାଇ , ମଙ୍ଗଳବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>
https://nuakatha.in/aaji-07-july-man-gal-bar-aaji-ra/feed/ 0 31570
ଆଜି ରାତି ଠାରୁ ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ ଆପଣଙ୍କ ଙ୍କ ରାଶି ଥିଲେ ନିଶ୍ଚୟ ଦେଖନ୍ତୁ https://nuakatha.in/aaji-ra-ti-tha-ru-ba-da-li-ji-ba/ https://nuakatha.in/aaji-ra-ti-tha-ru-ba-da-li-ji-ba/#respond Mon, 06 Jul 2020 13:55:36 +0000 https://nuakatha.in/?p=31567

ଯେପରି ଆମେ ଜାଣିଛେ ଯେ ବେଳେ ବେଳେ ଆମର ଏମିତି କିଛି ହୋଇଥଏ ଯେ ଜଣେ ଧନୀ ମଣିଷ ଟେ ଗରିବ ହୋଇଯାଏ ଆଉ ଖାଇବାକୁ ପାଏ ନାହିଁ ଆଉ ଯିଏ ଦିନ ରେ ଦି ଉଳି ଖାଇବାକୁ ପାଏ ନାହିଁ କିନ୍ତୁ ସେ ରାତାରାତି ଧନୀ ହୋଇଯାଏ ଆଉ ଅପାର ଧନ ଉପାର୍ଜନ କରେ l ଏ ସବୁ ଭାଗ୍ୟ ଅନୁସାରେ ହୋଇଥଏ ବୋଲି କୁହା ଯାଇଥାଏ, ଯେ ଯାହାର ଭାଗ୍ୟ ରେ ଯାହା ଲେଖା […]

The post ଆଜି ରାତି ଠାରୁ ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ ଆପଣଙ୍କ ଙ୍କ ରାଶି ଥିଲେ ନିଶ୍ଚୟ ଦେଖନ୍ତୁ appeared first on Nua Katha.

]]>

ଯେପରି ଆମେ ଜାଣିଛେ ଯେ ବେଳେ ବେଳେ ଆମର ଏମିତି କିଛି ହୋଇଥଏ ଯେ ଜଣେ ଧନୀ ମଣିଷ ଟେ ଗରିବ ହୋଇଯାଏ ଆଉ ଖାଇବାକୁ ପାଏ ନାହିଁ ଆଉ ଯିଏ ଦିନ ରେ ଦି ଉଳି ଖାଇବାକୁ ପାଏ ନାହିଁ କିନ୍ତୁ ସେ ରାତାରାତି ଧନୀ ହୋଇଯାଏ ଆଉ ଅପାର ଧନ ଉପାର୍ଜନ କରେ l ଏ ସବୁ ଭାଗ୍ୟ ଅନୁସାରେ ହୋଇଥଏ ବୋଲି କୁହା ଯାଇଥାଏ, ଯେ ଯାହାର ଭାଗ୍ୟ ରେ ଯାହା ଲେଖା ଅଛି ତାହା ସମସ୍ତେ ଭୋଗ କରିଥାନ୍ତି lକିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ତଥା ନକ୍ଷତ୍ର ମାନଙ୍କର ପରିବର୍ତନ ଯୋଗୁ ବିଭିନ୍ନ ରାଶି ମାନଙ୍କର କର୍ମ ତଥା ଭାଗ୍ୟ ଉପରେ ପ୍ରଭାବ ପଡେ l

ଏହି ପ୍ରଭାବ କେତେବେଳେ ଶୁଭ ତୋ କେତେବେଳେ ଖରାପ ପ୍ରଭାବ ପଡିଥାଏ l ଏହି ପରି ହେବl ଜଗୁ ମଣିଷ ସବୁ କିଛି ଭୋଗି ଥାଆନ୍ତି lଆଜି ଠାରୁ ଦୁଇଟି ଗ୍ରହ ମାନଙ୍କର ପରିବର୍ତନ ହେଉଛି l

ଆଜି ସୂର୍ଯ୍ୟ ସିଂହ ରାଶିରୁ ଆସି ମେଷ ରାଶି କୁ ପଶୁଛି l ଆଉ ଶନି ଗ୍ରହର ରାଶିର ମଧ୍ୟ୍ୟ ପରିବର୍ତନ ହେଉଛି l ଏହି ସବୁ ପରିବର୍ତ୍ତନ ଯଗୁଁ ବହୁତ ଗୁଡିଏ ରାଶି ର ଭାଗ୍ୟ ଉଜ୍ୱଳ ହେବ l ତେବେ ଚାଲନ୍ତୁ କଉଁ ସବୁ ରାଶି ଗୁଡିକ ର ଭାଗ୍ୟ ପରିବର୍ତନ ହେଉଛି l

1-ସିଂହ ରାଶି :-ଏହି ରାଶି ରେ ବହୁତ ବଡ ପରିବର୍ତନ ହେବ, ଏହି ରାଶି ଭଗବାନ ଶନିଦେବଙ୍କର ଅତି ପ୍ରିୟ ରାଶି ଅଟେ l ଏହି ରାଶିର ବ୍ୟକ୍ତି ଙ୍କର ହାତ ଛାଡ଼ନ୍ତି ନାହିଁ l ଏହି ରାଶି ର ଢାଲ ହୋଇ ଏହି ରାଶି ମାନଙ୍କୁ ସାହାଯ୍ୟ କରନ୍ତି ପ୍ରତ୍ୟେକ ବିପଦ ସମୟ ରେ l ଏହି ରାଶିରେ ଅନେକ ସୁବିଧା ମିଳିବ l ଏହି ରାଶିର ବ୍ୟକ୍ତି ଯଦି ଚାକିରୀ ଖଜୁ ଥିବେ ତାହାଲେ ସହଜରେ ମିଳିଯିବ l ଧନ ଧନ୍ୟ ରେ ଘର ପୁରୀ ଉଠିବ l

2-କୁମ୍ଭ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କର ବନ୍ଧୁ ମିଳନ ଯୋଗ ରହିଛି l ଦାମ୍ପତ୍ୟ ଜୀବନ ଅତି ଘନିଷ୍ଠ ହେବ l ଧନ ର ଅଭାବ ରହିବ ନାହିଁ l ସମାଜରେ ମାନ ସମ୍ମାନ ବଢିବ l ଯଦି ଆପଣ ପଢୁଥିବେ ତାହାଲେ ଆପଣ ଉଚ୍ଚ ଫଳ ପ୍ରାପ୍ତି ହେବ l ଏହି ରାଶିର ବ୍ୟକ୍ତି ଙ୍କୁ ଘରେ ବହୁତ ସ୍ନେହ ମମତା ପ୍ରୀତି ବଢିବ l ସେମାନଙ୍କୁ ବିପଦ ପଡିବ ନାହିଁ l ଆପଣଙ୍କ ପ୍ରେମ ସମ୍ପର୍କ ବଢିବ l

3-ତୁଳା ରାଶି :-ଏହି ରାଶିର ବ୍ୟକ୍ତି ମାନେ କେବେବି ଧନର ଅଭାବ ଭଗିବେ ନାହିଁ l ଏହି ରାଶି ର ଲୋକଙ୍କୁ ସମାଜରେ ସମ୍ମାନ ବଢିବ l ଚାକିରୀ ରେ ପଦ ଉନ୍ନତି ହେବ l ଏହି ସବୁ ରାଶି ଗୁଡିକ ଉପରେ ଅଧିକ ପ୍ରଭାବ ପଡିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଆଜି ରାତି ଠାରୁ ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ ଆପଣଙ୍କ ଙ୍କ ରାଶି ଥିଲେ ନିଶ୍ଚୟ ଦେଖନ୍ତୁ appeared first on Nua Katha.

]]>
https://nuakatha.in/aaji-ra-ti-tha-ru-ba-da-li-ji-ba/feed/ 0 31567
ଜୁଲାଇ ମାସରେ ଏହି 4 ଟି ରାଶିର ଭାଗ୍ୟ ହେଲା ମଜବୁତ୍। ଶ୍ରିହରି ଙ୍କ କୃପାରୁ ମିଳିବ ସଫଳତା https://nuakatha.in/julai-ma-sa-re-ehi-4-ti-ra-shi-ra/ https://nuakatha.in/julai-ma-sa-re-ehi-4-ti-ra-shi-ra/#respond Sun, 05 Jul 2020 14:22:12 +0000 https://nuakatha.in/?p=31478

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ଗ୍ରହ ମାନଙ୍କର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଏବଂ ଏହା ସହିତ ପ୍ରତିଦିନ ଗ୍ରହ ମାନଙ୍କ ଭିତରେ ହେଉଥିବା ପରିବର୍ତ୍ତନ କାରଣରୁ ମଣିଷ ଜୀବନରେ ମଧ୍ୟ ଏହାର ପରିବର୍ତ୍ତନର ସ୍ଥିତି ଦେଖିବାକୁ ମିଳିଥାଏ।ତେବେ ଭଗବାନ ଶ୍ରିହାରି ଙ୍କ କୃପାରୁ କିଛି ପରିବର୍ତ୍ତନ ଏହି ମାସରୁ ହେବାକୁ ଯାଉଛି ଯାହା ଆପଣଙ୍କ ଉପରେ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ସବୁ ଗ୍ରହ ନକ୍ଷତ୍ର ମାନଙ୍କର ଲଗାତାର ପରିବର୍ତ୍ତନ କାରଣରୁ […]

The post ଜୁଲାଇ ମାସରେ ଏହି 4 ଟି ରାଶିର ଭାଗ୍ୟ ହେଲା ମଜବୁତ୍। ଶ୍ରିହରି ଙ୍କ କୃପାରୁ ମିଳିବ ସଫଳତା appeared first on Nua Katha.

]]>

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ଗ୍ରହ ମାନଙ୍କର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଏବଂ ଏହା ସହିତ ପ୍ରତିଦିନ ଗ୍ରହ ମାନଙ୍କ ଭିତରେ ହେଉଥିବା ପରିବର୍ତ୍ତନ କାରଣରୁ ମଣିଷ ଜୀବନରେ ମଧ୍ୟ ଏହାର ପରିବର୍ତ୍ତନର ସ୍ଥିତି ଦେଖିବାକୁ ମିଳିଥାଏ।ତେବେ ଭଗବାନ ଶ୍ରିହାରି ଙ୍କ କୃପାରୁ କିଛି ପରିବର୍ତ୍ତନ ଏହି ମାସରୁ ହେବାକୁ ଯାଉଛି ଯାହା ଆପଣଙ୍କ ଉପରେ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

ତେବେ ଆସନ୍ତୁ ଜାଣିବା ଏହି ସବୁ ଗ୍ରହ ନକ୍ଷତ୍ର ମାନଙ୍କର ଲଗାତାର ପରିବର୍ତ୍ତନ କାରଣରୁ ମଣିଷର ସ୍ଥିତି ଉପରେ ପଡୁଥିବା ପ୍ରଭାବ କାରଣରୁ କେଉଁ ସବୁ ରାଶି ମାନେ ଏଥିରେ ଲାଭବାନ ହେବାକୁ ଯାଉଛନ୍ତି ଏବଂ ସେମାନଙ୍କ ଜୀବନ ରେ ସଫଳତା ମିଳିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି 4 ଟି ରାଶି ମାନଙ୍କ ବିଷୟରେ।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହେବେ। ନିଜ ର ସଫଳତା ର ନିକଟତର ହେବେ। ପରିଶ୍ରମ କାରଣରୁ ସମସ୍ତ ପ୍ରକାରର କଠିନ ପରିସ୍ଥିତି କୁ ମଧ୍ୟ ମୁକାବିଲା କରିବା ପାଇଁ ସକ୍ଷମ ହେବେ।

ସିଂହ- ଏହି ରାଶିର ଲୋକେ ମଧ୍ୟ ନିଜକୁ କର୍ମ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ସହିତ ତାଙ୍କର ପ୍ରତିଟି ପଦକ୍ଷେପ ରେ ସେମାନେ ଏକ ଦୃଢ଼ ଓ ବଳିଷ୍ଠ ବ୍ୟକ୍ତିତ୍ବ ର ପ୍ରମାଣ ଦେବେ। ନିଜକୁ ସମସ୍ତ ପ୍ରକାର ଅସୁବିଧା ରୁ ସେ ବାହାର କରି ବିଜୟ ହେବା ପାଇଁ ସକ୍ଷମ ହୋଇ ପାରିବେ ଏବଂ ତା ସହିତ ନିଜର ବ୍ୟକ୍ତିଗତ ଜୀବନ ରେ ମଧ୍ୟ କୃତକାର୍ଯ୍ୟ ହେବେ।

କନ୍ୟା– କନ୍ୟା ରାଶି ଉପରେ ମଧ୍ୟ ଏବେ ଏକ ବହୁତ୍ ବଡ଼ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିବ। ଆୟ ଉପାର୍ଜନ ବଢିବା ସହିତ ଧନ ସମ୍ପତି ବୃଦ୍ଧି ହେବ। ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇ ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବା ସହିତ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଲିବ।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜକୁ ସଫଳ ଗାମୀ କରିବାରେ ସଫଳ ହେବେ ଏବଂ ନିଜକୁ କର୍ମ କ୍ଷେତ୍ରରେ ପ୍ରତିଷ୍ଠିତ ମଧ୍ୟ କରି ପାରିବେ। କର୍ମ କ୍ଷେତ୍ରରେ ସଫଳତା ସହିତ ଜୀବନରେ ଅନେକ ପ୍ରକାରର ସମସ୍ୟା ଓ ଚିନ୍ତାକୁ ଦୂରେଇ ଅନେକ ସଫଳତା ହାସଲ କରିବେ।

ଭଗବାନ ଶ୍ରିହରୀ ଙ୍କ କୃପାରୁ ଆପଣଙ୍କ ର କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ। ଧନ ଆଗମନର ସୂଚନା ମିଳୁଛି। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଏବଂ ଯଦି ଆପଣ ଛାତ୍ର ହୋଇଥିବେ ତେବେ ଆପଣଙ୍କୁ ପଢ଼ିବା ରେ ମନ ଅଧିକ ଲାଗିବ।

ଅନ୍ୟ ରାଶି ମାନଙ୍କ ପାଇଁ ସାମାନ୍ୟ ପରିବର୍ତ୍ତନ ରହିବ। ସେମାନେ ମଧ୍ୟ ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ କିଛି ମାତ୍ରା ରେ ସାବଧାନତା ଅବଲମ୍ବନ କରିବା ପାଇଁ ପଡ଼ିବ। ନିଜର ପରିଶ୍ରମ ଉପରେ ଆପଣଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ଆପଣଙ୍କ ସଫଳତା ପାଇଁ ସମସ୍ତ ପ୍ରକାରର ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତୁ ଓ ନିଜକୁ କର୍ମ କ୍ଷେତ୍ରରେ ସଂପୂର୍ଣ୍ଣ ଭାବରେ ନିୟୋଜିତ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଜୁଲାଇ ମାସରେ ଏହି 4 ଟି ରାଶିର ଭାଗ୍ୟ ହେଲା ମଜବୁତ୍। ଶ୍ରିହରି ଙ୍କ କୃପାରୁ ମିଳିବ ସଫଳତା appeared first on Nua Katha.

]]>
https://nuakatha.in/julai-ma-sa-re-ehi-4-ti-ra-shi-ra/feed/ 0 31478
ଜୁଲାଇ ମାସରେ ଏହି 7ଟି ରାଶିରେ ( ଧନର ବର୍ଷା ) ମତ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଛି https://nuakatha.in/july-ma-sa-re-ehi-7-ti-ra-shi-ra-lo-ka/ https://nuakatha.in/july-ma-sa-re-ehi-7-ti-ra-shi-ra-lo-ka/#respond Sun, 05 Jul 2020 11:46:31 +0000 https://nuakatha.in/?p=31431

ଆପଣ ମାନେ ଜାଣିଛନ୍ତି କି ଜୁଲାଇ ମାସର ଆରମ୍ଭ ହୋଇ ସାରିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜୁଲାଇ ମାସରେ କିଛି ରାଶି ର ଭାଗ୍ୟ ବଦଳି ବା ପାଇଁ ଯାଉଚି । ମାତା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ଦୃଷ୍ଟି ସେହି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଚି। ଏହି ରାଶି ମାନଙ୍କ ଜାତକ ରେ ମାଲାମାଲ୍ ହେବା ର ଯୋଗ ବନୁଛି । ଏମାନଙ୍କ ର ଧନ ସମ୍ବଢ଼ିୟ ସମସ୍ୟା ଦୂର ହେବାକୁ […]

The post ଜୁଲାଇ ମାସରେ ଏହି 7ଟି ରାଶିରେ ( ଧନର ବର୍ଷା ) ମତ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଛି appeared first on Nua Katha.

]]>

ଆପଣ ମାନେ ଜାଣିଛନ୍ତି କି ଜୁଲାଇ ମାସର ଆରମ୍ଭ ହୋଇ ସାରିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜୁଲାଇ ମାସରେ କିଛି ରାଶି ର ଭାଗ୍ୟ ବଦଳି ବା ପାଇଁ ଯାଉଚି । ମାତା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ଦୃଷ୍ଟି ସେହି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଚି। ଏହି ରାଶି ମାନଙ୍କ ଜାତକ ରେ ମାଲାମାଲ୍ ହେବା ର ଯୋଗ ବନୁଛି । ଏମାନଙ୍କ ର ଧନ ସମ୍ବଢ଼ିୟ ସମସ୍ୟା ଦୂର ହେବାକୁ ଯାଉଛି ଏବଂ ଏମାନଙ୍କ ରାଶି ରେ ଧନ ଯୋଗ ର ସୁଯୋଗ ରହିଛି ।
ପ୍ରତ୍ୟେକ ମାସ , ପ୍ରତ୍ୟେକ ବର୍ଷ , ପ୍ରତ୍ୟେକ ଦିନ ରାଶି ମାନଙ୍କ ରେ ଗ୍ରହ ର ପରିବର୍ତନ ହୁଏ ।

ଯାହା ଦ୍ଵାରା ଏହାର ସିଧା ପ୍ରଭାବ ରାଶି ମାନଙ୍କ ଉପରେ ପଡ଼ି ଥାଏ । ଜୁଲାଇ ମାସ ରେ ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ କିଛି ରାଶି ମାନଙ୍କ ଉପରେ ପଡ଼ି ବା ପାଇଁ ଯାଉଚି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ।

ଏହି ରାଶି ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ କୃପା ରୁ ପ୍ରତିଷ୍ଠା ଓ ପରାକ୍ରମ ଦେଖିବାକୁ ମିଳିବ । ଆପଣ କୌଣସି ଦିନ ଦୁଃଖୀ କୁ ସାହାର୍ଯ୍ୟ କରି ପାରନ୍ତି । ଆପଣ କୌଣସି ଦିନ ଦୁଃଖୀ ଙ୍କୁ ସାହାର୍ଯ୍ୟ କରିବେ। ପୁରୁଣା ବନ୍ଧୁ ମାନଙ୍କ ସହିତ ସମୟ ବ୍ୟତୀତ କରିବେ । ଆର୍ଥିକ ଉନ୍ନତି ହେବାର ଯୋଗ ବନୁଚୀ । ଆପଣଙ୍କ ସଫଳତା ରେ ନୂଆ ମାର୍ଗ ମିଳିବ । ଉପରସ୍ଥ କର୍ମଚାରୀ ଙ୍କ ପୁରା ସହିଯୋଗ ମିଳିବ ।

ଆପଣ ଙ୍କୁ ଆପଣଙ୍କ ପରିଶ୍ରମ ର ଫଳ ଏହି ମାସ ରେ ମିଳିବ । ଆପଣ ଙ୍କ ର ଅଟକି ଯାଇଥିବା କାର୍ଯ୍ୟ ଏହି ମାସ ରେ ପୁରଣ ହେବ । କୌଣସି ନୂଆ କାର୍ଯ୍ୟ କରିବାର ଯୋଜନା କରି ପାରନ୍ତି । ବୈବାହିକ ଜୀବନ ସୁଖମୟ ରହିବ । ମନରେ କୌଣସି ନୂଆ କାର୍ଯ୍ୟ କରିବାର ଯୋଜନା ଆସିପାରେ ଯେଉଁ ରେ ଆପଣ ସଫଳ ହେବେ ।

ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଘର ପରିବାର ର ସଦସ୍ୟ ମାନଙ୍କ ମଧ୍ୟ ରେ ଆପଶ ବୁଝା ମନା ଠିକ୍ ରହିବ । ପ୍ରେମ ଜୀବନ ଭଲ ରହିବ । ଏହି ରାଶି ମାନଙ୍କ ର ପ୍ରେମ ବିବାହ କରିବାର ଯୋଗ ବନୁଛି । ଚାଲନ୍ତୁ ଜାଣିବା ସେହି ଭାଗ୍ୟ ଶାଳୀ ରାଶି ଗୁଡିକ କଣ କଣ ଅଟେ ।

୧- ପ୍ରଥମେ ରହିଛି ବୃଷ ରାଶି

୨- ଦ୍ଵିତୀୟ ରେ ମିଥୁନ ରାଶି

୩- ତୃତୀୟ ରେ ରହିଛି ତୁଳା ରାଶି

୪- ଚତୁର୍ଥ ରେ ରହିଛି ସିଂହ ରାଶି

୫- ପଞ୍ଚମ ରେ ରହିଛି କୁମ୍ଭ ରାଶି

୬- ଷଷ୍ଠ ରେ ରହିଛି କନ୍ୟା ରାଶି

୭- ସପ୍ତମ ରେ ରହିଛି ମକର ରାଶି

ଏହି ସବୁ ସାତ ରି ରାଶି ଅଟେ ଯେଉଁ ମାନଙ୍କ ର ଭାଗ୍ୟ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଜୁଲାଇ ମାସ ରେ ବଦଳିବା ପାଇଁ ଯାଉଚି।ତେବେ ଏମାନଙ୍କ ମଧ୍ୟ ରୁ ଯଦି ଆପଣ ଙ୍କ ର କୌଣସି ବି ରାଶି ଅଟେ ତେବେ ଆମ କୁ କମେଣ୍ଟ ରେ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଜୁଲାଇ ମାସରେ ଏହି 7ଟି ରାଶିରେ ( ଧନର ବର୍ଷା ) ମତ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଛି appeared first on Nua Katha.

]]>
https://nuakatha.in/july-ma-sa-re-ehi-7-ti-ra-shi-ra-lo-ka/feed/ 0 31431
ଆଜି ୦୫ ଜୁଲାଇ , ରବିବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ https://nuakatha.in/aaji-ra-ra-shi-pha-la-jaanantu/ https://nuakatha.in/aaji-ra-ra-shi-pha-la-jaanantu/#respond Sat, 04 Jul 2020 15:01:10 +0000 https://nuakatha.in/?p=31370

1- ମେଷ ରାଶି , ସାମାଜିକ କ୍ଷେତ୍ର ରେ ମିଳନ ରହିବ । ସମ୍ମାନ ରକ୍ଷା ହେବ । ବ୍ୟବସାୟ ରେ ସଫଳତା ପାଇବେ । ଭାତ୍ରୁ ବିବାଦ ଓ ଜାଗା ର ସମସ୍ୟା ଥିଲେ ସେସବୁ ସମାଧାନ ହେବ । ଅନେକ ଦିନ ରୁ ରହିଥିବା କାର୍ଯ୍ୟ ସଫଳ ହେବ । ପରିବାର ରେ ଶାନ୍ତି ଲାଗି ରହିବ । ଉଚ୍ଚ ସ୍ତରୀୟ ରାଜନୈତିକ ବ୍ୟକ୍ତି ସହିତ ସମ୍ପର୍କ ରଖି ସମ୍ମାନ ପାଇବେ । କୌଣସି […]

The post ଆଜି ୦୫ ଜୁଲାଇ , ରବିବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>

1- ମେଷ ରାଶି , ସାମାଜିକ କ୍ଷେତ୍ର ରେ ମିଳନ ରହିବ । ସମ୍ମାନ ରକ୍ଷା ହେବ । ବ୍ୟବସାୟ ରେ ସଫଳତା ପାଇବେ । ଭାତ୍ରୁ ବିବାଦ ଓ ଜାଗା ର ସମସ୍ୟା ଥିଲେ ସେସବୁ ସମାଧାନ ହେବ । ଅନେକ ଦିନ ରୁ ରହିଥିବା କାର୍ଯ୍ୟ ସଫଳ ହେବ । ପରିବାର ରେ ଶାନ୍ତି ଲାଗି ରହିବ । ଉଚ୍ଚ ସ୍ତରୀୟ ରାଜନୈତିକ ବ୍ୟକ୍ତି ସହିତ ସମ୍ପର୍କ ରଖି ସମ୍ମାନ ପାଇବେ । କୌଣସି କାର୍ଯ୍ୟ ପାଇଁ ଚିନ୍ତିତ ରହି ପାରନ୍ତି। ପାରିବାରିକ ଜୀବନ ରେ ହୁଏତ ଅଶାନ୍ତି ଲାଗି ପାରେ । ଡମ୍ପଦ୍ୟ ଜୀବନ ରେ ଆଶାଜନକ ଫଳ ପ୍ରାପ୍ତି ହେବ ।

2- ବୃଷ ରାଶି , ସନ୍ତାନ ରେ ଉନ୍ନତି ଖୁସି ହେବେ । ବନ୍ଧୁ ମାନଙ୍କ ଠାରୁ ସହୋଯୋଗ ମିଳିବ । ରାଜନୀତି ରେ ଫଳ ପ୍ରାପ୍ତି ହେବ । ରାଜକୀୟ ମାମଲା ରେ ସଫଳ ହେବା ପରେ ଆର୍ଥିକ ସମସ୍ୟା ଦୂର ହୋଇ ଯିବ ।

ବ୍ୟବସାୟ ରେ ଉନ୍ନତି ମିଳିବ । ସବୁ କାର୍ଯ୍ୟ ରେ ପ୍ରଶଂସିତ ହେବେ । ଉତ୍ତରାଧିକାରୀ ଯୋଗୁ ସମ୍ପତି ମିଳିବା ର ଯୋଗ ଅଛି । ଭ୍ରାତୃ ବିବାଦ , ଧନ ସଂପତ୍ତି ର ଅନେକ ଦିନ ରେ ବିବାଦ ଦୁର ହେବ । କାର୍ଯ୍ୟ ପୁରଣ ରେ ବିଳମ୍ବ ହେବ । ଅଧ୍ୟୟନ ପ୍ରତି ବିତୃଷ୍ନା ଲଭ୍ ବଢ଼ି ପାରେ ।

3- ମିଥୁନ ରାଶି , ସମ୍ପତି ସମ୍ବଧିତ ଶୁଭ ସମାଚାର ମିଳିବ । ନିଜର କ୍ଷମତା ଅଧିକାର ବଳ ରେ ଭଲ କାର୍ଯ୍ୟ ରେ ନିୟୋଜିତ ହେବେ । ଗୁରୁ ଜନ ମାନଙ୍କ ର ଆଶୀର୍ବାଦ ପାଇଁ ଆନନ୍ଦିତ ହେବେ। ନିଜର ଚତୁରତା ଯୋଗୁ ସବୁଠୁ ସମ୍ମାନ ପାଇବେ । ପାରିବାରିକ ସମସ୍ୟା ର ସମାଧାନ ହୋଇ ସୁଖ ଶାନ୍ତି ରେ ଜୀବନ ବିତିବ । ସମସ୍ତ ବିପରୀତ ସମସ୍ୟା ରୁ ମୁକ୍ତି ମିଳିବ । ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ର ଅଭିଳାଷ ରହିବ ।

4- କର୍କଟ ରାଶି, ଶାରିରୀକ ଓ ମାନସିକ ସ୍ଥିରତା ଦେଖା ଯିବ । ପରିବାରକ କ୍ଷେତ୍ର ରେ ଶାନ୍ତି ମିଳିବ । ବନ୍ଧୁ ମିଳନ ଯୋଗ ରହିଛି। ନିଜ ଲୋକ ଠାରୁ ସହାୟତା ପାଇବେ । ପାରିବାରିକ ଜୀବନ ରେ ଶାନ୍ତି ମିଳିବ । ଶତ୍ରୁ ବିରୋଧୀ ମାନେ ପରାସ୍ତ ହେବେ । ଆର୍ଥିକ ସ୍ତର ରେ ଉନ୍ନତି ହେବ । ସବୁଥି ଜୟ ଜୟ କାର ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିବେ ।

5- ସିଂହ ରାଶି , ସମାଜ ପାଇଁ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ଆପଣ ନିଜ ଅପେକ୍ଷା ଅନ୍ୟ ବିଷୟରେ ବେଶି ଚିନ୍ତା କରିବେ। ଯାହା ଆପଣଙ୍କୁ ସଫଳତା ଆଡ଼କୁ ନେଇ ଯିବ। ଆପଣ ଙ୍କ ଶତ୍ରୁ ମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଙ୍କ ର ଅହିତ କରି ପାରିବେ ନାହିଁ । କର୍ମ କ୍ଷେତ୍ର ରେ ଜଗି ରଖି କଥା ବାର୍ତ୍ତା କରିଲେ ଲାଭ ମିଳିବ । ସଫଳ ହୋଇ ଚଳ ପ୍ରଚଳ କରିଲେ ଭଲ।

6- କନ୍ୟା ରାଶି , ସରକାରୀ କ୍ଷେତ୍ର ରେ ମାନ କୀର୍ତ୍ତି ହାସଲ କରିବେ । ନୂତନ ଦ୍ରବ୍ୟ କ୍ରୟ ବିକ୍ରୟ କରି ଆସାଧିତ ଲାଭ ପାଇବେ । ଧାର୍ଯ୍ୟ ଓ ସାହସ ଦ୍ଵାରା ସଫଳତା ମିଳିବ । ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କାର୍ଯ୍ୟ ରେ ସଫଳତା ମିଳିବ । ଯାହାର ବେଶୀ ଉପକାର କରିଥିବେ ତାଙ୍କ ଠାରୁ ବେଶୀ ଆଘାତ ପାଇବେ ।

7- ତୁଳା ରାଶି , ସମାହିକ ଗତି ବିଧି ରେ ସଫଳତା ମିଳିବ । ମାନସିକ ଚିନ୍ତା ରୁ ମୁକ୍ତି ମିଳିବ । ଆର୍ଥିକ ମାମଲା ରେ ସ୍ଥାଇତ୍ଵ ଆସିବ । ବିଦ୍ୟାର୍ଥୀ ମାନେ ନିଜ ଉଦ୍ଦେଶ୍ୟ କୁ ସଫଳ କରିବା ରେ ସକ୍ଷମ ହେବ । ଚାକିରି ରେ ସଫଳତା ମିଳିବ ।

8- ବିଛା ରାଶି , ଶାରିରୀକ ସୁଷ୍ଠାତା ସହ ମାନସିକ ଶାନ୍ତି ମିଳିବ । କୌଣସି ମହତ୍ୱପୂର୍ଣ୍ଣ ସୂଚନା ପାଇ ପାରିବେ । ବ୍ୟବସାୟ ରେ ଲାଭ ପାଇବାର ଯୋଗ ଅଛି । ପାରିବାରିକ ଶାନ୍ତି ଲାଗି ରହିବ । ଲେଖନ କଲା ଆଦି କାର୍ଯ୍ୟ ରେ ଜଡିତ ବ୍ୟକ୍ତି ଙ୍କ ର ସଫଳତା ହେବ । ବନ୍ଧୁ ମିତ୍ର ଙ୍କ ଆଗମନ ଫଳ ରେ ଶୁଭ ସମାଚାର ପ୍ରାପ୍ତି ହେବ । କୌଣସି ରୁଚକ ଓ ଜ୍ଞାନ ସମ୍ବଧୂତ କାର୍ଯ୍ୟ ରେ ମନ ବଳେଇବେ ।

9- ଧନୁ ରାଶି , ଭାଗୀ ଦାରୀ ଙ୍କ ସହିତ ଲାଗି ରହି ଥିବା ବିବାଦ ରୁ ମୁକ୍ତି ମିଳିବ । ବ୍ୟାପାର କାରବାର ରେ ବହୁତ୍ ଲାଭ ହେବ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ଗୁରୁଜନ ଙ୍କ ଠାରୁ ଆଶୀର୍ବାଦ ମିଳିବ । ନିଜର ଚତୁରତା ହେତୁ ବିପରୀତ ସମସ୍ୟା ରୁ ମୁକ୍ତି ପାଇବେ । ଲୋକ ମାନଙ୍କ ପ୍ରତି ସହୋଜଗ ଭାବନା ଦ୍ଵାରା ଆପଣ ଙ୍କୁ ସଫଳତା ମିଳିବ । ଆପଣ ପରିବାର କୁ ନେଇ ଚିନ୍ତିତ ରହିବେ ।

10- ମକର ରାଶି , ସବୁ କାର୍ଯ୍ୟ ର ନିୟନ୍ତ୍ରଣ ଶୁଭ ଦିଗ ରେ ହେବ। ଯୋଜନା ବଧ କାର୍ଯ୍ୟ ରେ ସଫଳତା ପାଇବ । ଜୀବନ ଅତ୍ୟନ୍ତ ସରସ୍ ଓ ସୁନ୍ଦର ହେବ । କର୍ମ କ୍ଷେତ୍ର ରେ ସଫଳତା ମିଳିବ । ଶିକ୍ଷକ ମାନଙ୍କୁ ଖୁସି ମିଳିବ । ନୂଆ ସ୍ଥାନ କୁ ଗମନ କରିବେ । କାର୍ଯ୍ୟ କ୍ଷେତ୍ର ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ଚାକିରି ଏବଂ ବ୍ୟବସାୟୀ ଦୁଇ ଟି ସ୍ଥିତି ଆପଣ ଙ୍କ ପାଇଁ ଭଲ ରହି ଅଛି ।

11- କୁମ୍ଭ ରାଶି , ନୈତିକିତ ଦୃଷ୍ଟି ରୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଗୃହ ସମସ୍ୟା ଜଡିତ ହେଲେ ମଧ୍ୟ ଅନ୍ୟ କାର୍ଯ୍ୟ ରେ ସଫଳତା ମିଳିବ । ପ୍ରତ୍ୟେକ କାର୍ଯ୍ୟ କୁ ସଫଳତା ସହ କରିବେ ।ଚାକିରି କ୍ଷେତ୍ର ରେ ଅଗ୍ରଣୀ ହେବେ। ପରିବାର ରେ ସୁଖ ଶାନ୍ତି ରହିବ । ସମାଜ ପାଇଁ ଭଲ କାର୍ଯ୍ୟ କରିବେ ।

12- ମୀନ ରାଶି , ସାମ୍ବାଦିକ ମାନଙ୍କ ର ପଦୋନ୍ନତି ହେବ । କୌଣସି ଇଲେକ୍ଟ୍ରୋନିକ ଜିନିଷ କିଣି ପାରନ୍ତି । ଅଚାନକ ଭାବେ ଧନ ପ୍ରାପ୍ତି ହେବ । ଉଚ୍ଛାଧିକରି ପ୍ରସନ୍ନ ହେବେ । ଆୟ ଦୁଇ ଗୁଣ ହେବ । ସମାଜ ରେ ପ୍ରତିଷ୍ଠା ଲାଭ କରିବେ । ବିରୋଧୀ ମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରି ପାରିବେ ନାହିଁ । ଛାତ୍ର ଛାତ୍ରୀ ମାନେ ସଫଳତା ହାସଲ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

The post ଆଜି ୦୫ ଜୁଲାଇ , ରବିବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ appeared first on Nua Katha.

]]>
https://nuakatha.in/aaji-ra-ra-shi-pha-la-jaanantu/feed/ 0 31370