Loading...

କୋଟି କୋଟି ହୃଦୟ ରେ ରାଜ କରୁଥିବା ଏହି ସେଲିବ୍ରେଟି ଏବେ ଗର୍ଭବତୀ ହୋଇ ସାରିଛନ୍ତି । ଜାଣନ୍ତୁ

Loading...
0 351

ଆମ ଭାରତ ଦେଶ କେତେ ଅଜବ ନା । ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଭାରତ ଦେଶ ରେ ଯେତେ ଲୋକ ନିଜ ନିଜକୁ ଭଲ ପାଇ ନଥାନ୍ତି ତା ଠାରୁ ବି ବହୁତ ଅଧିକ ଲୋକ ଖେଳ କୁ ପ୍ରେମ କରନ୍ତି ଓ ଏହା ପରେ ବି ଯଦି କେହି ଜଣେ ଝିଅ ପୁଣି ନିଜ ଫେବରେଟ ଖେଳ ରେ ପ୍ରଦର୍ଶନ କରିଥାଏ ତ ସେବି ବହୁତ ଭଲ ତ ତାଙ୍କୁ ଆହୁରି ବି ଖୁସି ମିଳିଥାଏ ।

ଯେପରି କି ମାନି ନିଅନ୍ତୁ କି ଆପଣଙ୍କ ଫେବରେଟ ଖେଳ ହେଉଛି କ୍ରିକେଟ ଓ ଆପଣଙ୍କ ଫେବରେଟ ଖେଳାଳି ହେଉଛନ୍ତି ବିରାଟ ଯଦି ସେ ସେହି ଖେଳ ରେ ବହୁତ ଭଲ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କୁ ବି ସେତିକି ଖୁସି ଲାଗିବ ଯେତିକି ଖୁସି ବାରାଟ କୁ ଲାଗିଛି । କିନ୍ତୁ ଏପରି ବେଳେ ଯଦି ସେହି ଖେଳାଳି ବହୁତ ଖରାପ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କୁ ବି ବହୁତ ଖରାପ ଲାଗିବ ।

ବାସ ଏହି କଥା ନେଇ ଆମେ ଆପଣଙ୍କୁ ଗୋଟିଏ ଏପରି କଥା କହିବା ପାଇଁ ଯାଉଛୁ କି ଆପଣ ସୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯାଇ ପାରେ । କାରଣ ସେ ଏପରି ଜଣେ ସେଲିବ୍ରେଟି କି ତାଙ୍କର ଫେନ ପ୍ରାୟ ତ ସମସ୍ତେ ହୋଇଥାନ୍ତି ଓ ଏପରି କି ତାଙ୍କୁ ଟିକିଏ ଖେଳ ରେ ଦେଖିବା ପାଇଁ ବହୁତ ଆତୁର ହୋଇ ଥାନ୍ତି । ତେବେ ଆସନ୍ତୁ ଜାଣିବା କି କଣ ରହିଛି ଏହା ପଛରେ ମାମଲା ।

ଆଜ୍ଞା କଥା କଣ କି ଆମେ ଯେଉଁ ସେଲିବ୍ରେଟି ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ । ସେ ଆଉ କେହି ନୁହଁନ୍ତି ଆପଣଙ୍କ ଜଣା ସୁଣା ଟେନିସ ଖେଳାଳି ସାନିଆ ମିର୍ଜା କଣ ଆପଣ ବହୁତ ଆଶ୍ଚର୍ଯ୍ଯ ହେଲେ କି । ମୋଟେ ରୁ ବି ଆଶ୍ଚର୍ଯ୍ଯ ହେବାର କଥା ନାହିଁ । ତେବେ ବର୍ତ୍ତମାନ ସମୟ ରେ ସାନିଆ ଓ ତା ଙ୍କ ସ୍ବାମୀ ସହିଦ ମଲ୍ଲୀକ ଙ୍କ ବିଷୟ ରେ ସମସ୍ତେ କଥା ହେଉଥିଲେ ।

କି ସାନିଆ କୁ ବିବାହ କରିବାର ବହୁତ ଦିନ ହେଲାଣି କିନ୍ତୁ ଏବେ ପର୍ଯ୍ଯନ୍ତ ସେମାନଙ୍କର ଗୋଟିଏ ବି ପିଲା ହେବାର ନାହିଁ । ତେବେ ଏହା ଭିତରେ କଣ ରହିଛି ରହସ୍ଯ କିନ୍ତୁ ଏବେ ସେହି ମାନଙ୍କ ପାଇଁ ଗୋଟିଏ ଖୁସିି ଖବର ନେଇ ଆସିଛୁ କି ଏବେ ସାନିଆ ଗର୍ଭବତୀ ରହିଛନ୍ତି ବୋଲି ଜଣା ପଡିଛି । ଏପରି କଥା ସୁଣି ଆପଣ ଆଶ୍ଚର୍ଯ୍ଯ ମୋଟେ ବି ହଅନ୍ତୁ ନାହିଁ ।

ଏହି ଖବର ଏପରି ଆସି ନାହିଁ ବରଂ ସାନିଆ ନିଜେ ତାଙ୍କ ଇନଷ୍ଚା ଗ୍ରାମ ରେ ଫୋଷ୍ଟ କରି ଜଣାଇଛନ୍ତି । ଆପଣ ଜାଣିବା ପାଇଁ ଆମେ କହି ଦେଉଛୁ କି ସାହିଦ କହିଛନ୍ତି କି ତାଙ୍କୁ ପୁଅ ନୁହେଁ ବରଂ ଗୋଟିଏ ଝିଅ ଦରକାର ବୋଲି । ଓ ସେ ଯଦି ଗୋଟିଏ ଝିଅ ପାଆନ୍ତି ତେବେ ସେ ବହୁତ ଖୁସି ହେବେ ବୋଲି କହଛନ୍ତି ।

Loading...
Loading...