ଦେଖନ୍ତୁ ଭିଡ଼ିଓ କେମିତିକା ଛାତ୍ରଛାତ୍ରୀଙ୍କୁ ପାନେ ଦେବା ପାଇଁ କ୍ଲାସ୍‌ରେ ମୋବାଇଲ୍‌ ଫୋନ୍‌ ଭାଙ୍ଗିଲେ ପ୍ରିନ୍‌ସିପାଲ୍‌

0 628

ଆଜିକାଲିର ଯୁଗ ମୋବାଇଲ ଯୁଗ ଯମାନା ଯେମିତି ହେଲାନୀ ପ୍ରତ୍ୟେକ ଛୋଟ ପିଲା ଠାରୁ ଆରମ୍ବ କରି ବୁଡା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ର ବ୍ୟବହାର କରିଆସୁଛନ୍ତି । ବାସ୍ତବରେ ମୋବାଇଲ ଆମକୁ ବହୁତ କିଛି ସାହାର୍ଯ୍ୟ କରିଥାଏ କିନ୍ତୁ ବେଳେ ବେଳେ ସେହି ମୋବାଇଲ ପାଇିଁ ମଣିଷ କାଙ୍ଗାଳ ହୋଇ ଯାଉଛି । ପିଲା ମାନେ କଲେଜ କିମ୍ବା ସ୍କୁଲ ଯିବା ସମୟରେ ମୋବାଇଲ ତ ବ୍ୟବହାର କରୁଛନ୍ତି ପୁଣି କ୍ଲାସ ରୁମରେ ମଧ୍ୟ ମୋବାଇଲ କୁ ରୁଦ୍ଧ ନ କରି ବାର୍ତ୍ତା ପେରଣ କରୁଛନ୍ତି ।
ବାସ୍ତବରେ ମୋବାଇଲ ଯୋଗୁଁ ପିଲାମାନଙ୍କର ଆଚରଣ ଦିନକୁ ଦିନ ଖରାପ ହେବକୁ ବସିଛି ।

ଆପଣ ମାନେ ଜାଣିଥିବେ କୌଣସି ଛାତ୍ର ଟିଏ ନାହିଁ ଯେଉଁ ମାନଙ୍କ ପାଖରେ ସ୍ମାଟ ଫୋନ ନାହିଁ ସେମାନେ କୁ ସାଥିରେ ଧରି କଲେଜ ଯାଉଛନ୍ତି । ପଡିବା ସମୟରେ ସେମାନେ ମୋବାଇଲ ବ୍ଯବହାର କରୁଛନ୍ତି । ତାଙ୍କର ଏହି ଆଚରଣ ତାଙ୍କୁ ଦିନେ ନା ଦିନେ ମହଙ୍ଗା ସାବସ୍ତ କରିବ ।

ଏମ୍‌ଇଏସ୍‌ ଚୈତନ୍ୟ ପିୟୁ କଲେଜ କ୍ଲାସ୍‌ରୁମ୍‌ରେ ମୋବାଇଲ୍‌ ଫୋନ୍‌ ନିଷିଦ୍ଧ କରିବା ଏବଂ କଲେଜ କର୍ତ୍ତୃପକ୍ଷମାନେ ଥରକୁ ଥର ନିବେଦନ କରିବା ସତ୍ତ୍ୱେ ପିଲାମାନେ ସେଲ୍‌ଫୋନ୍‌ ବ୍ୟବହାର ଚାଲୁ ରଖିଲେ। ମୋବାଇଲ୍‌ ବ୍ୟବହାର କରୁଥିବା ଅବସ୍ଥାରେ ଧରା ପଡ଼ିଲେ ତାହାକୁ ନଷ୍ଟ କରି ଦିଆଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଥିଲା ।

କ୍ଲାସ ଚାଲିଥିବା ସମୟରେ ଛାତ୍ର ମୋବାଇଲ ଚଲାଉଥିବା ସମୟରେ ପ୍ରିନସିପାଲ ସାର ଛାତ୍ର ର ମୋବାଇଲ ଆଣି ହାତୁଡି ରେ ଭାଙ୍ଗିଦେଲେ ।ଏମିତି ଏକ ଘଟଣା କର୍ଣ୍ଣାଟକର ଏକ କଲେଜରେ ଗୁରୁବାର ଦିନ ଅଧ୍ୟକ୍ଷ ଲେକ୍ଚର ଦେଉଥିବା ସମୟରେ କ୍ଲାସ ରୁମରେ ଜଣେ ଛାତ୍ର ମୋବାଇଲ ଚଲାଉଥିଲେ ।

ଆଗରୁ ବହୁତ ଥର ପିଲାମାନଙ୍କୁ ଏ ବାବଦରେ ସତର୍କ କରାଯାଇଛି ତଥାପି ଛାତ୍ର ମାନଙ୍କର ଏହି ଅଭ୍ୟାସ ବଦଳି ନାହିଁ । ତେଣୁ ଛାତ୍ର ମାନଙ୍କୁ ଚେତାବନୀ ସହିତ ପାନେ ଦେବା ପାଇିଁ ପ୍ରିନିସପାଲ ସାହେବ ମିଷ୍ଟର ଆର୍‌ଏମ୍‌ ଭଟ ହାତୁଡ଼ିରେ ମୋବାଇଲ କୁ ଭାଙ୍ଗି ଥିବାର ଘଟଣା ଏବେ ଗଣମାଧ୍ୟମରେ ପ୍ରକାଶ ପାଇଛି । କଲେଜ କର୍ତ୍ତୁପକ୍ଷ ଙ୍କର କହିବା ମୁତାବିକ୍ ଲେକ୍ଚର ସମୟରେ ପିଲାମାନେ ମୋବାଇଲରେ କଥା ବାର୍ତ୍ତା ହୋଇଥାନ୍ତି ।

ଗୁରୁବାର ଦିନ ଏମ୍‌ଇଏସ୍‌ ଚୈତନ୍ୟ ପିୟୁ ଙ୍କ ଫୋନ ଜାବତ କରାଯାଇଥିଲା ପରେ ପ୍ରିନସିପାଲ ସାର ସେହି କ୍ଲାସ ରୁମରେ ଛାତ୍ରୀ ମାନଙ୍କୁ ଏକଯୋଟ କରି ମୋବାଇଲ କୁ ହାତୁଡି ମାଧ୍ୟମରେ ଭାଙ୍ଗି ଚୁନା ଚୁନା କରିଦେଇଥିଲେ ।

ଆହୁରି ମଧ୍ୟ ଚେତାବନୀ ଦିଆଯାଇଛି କି ଯଦି ଏମିତି କୌଣସି ପିଲା ଲେକ୍ଚର ଦିଆଯାଉଥିବା ସମୟରେ ମୋବାଇଲ କୁ ରୁଦ୍ଦ ନ କରି ପୁଣି କଥାବାର୍ତ୍ତା କରୁଥିବାର ନଜର ଆସନ୍ତି ତେବେ ରା ପଡ଼ିଲେ ତାହାକୁ ନଷ୍ଟ କରି ଦିଆଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.