ଚାକିରୀ ପାଇଁ ଚିନ୍ତିତ ଅଛନ୍ତି କି ?ଦେଖନ୍ତୁ ଚାକିରୀ ପାଇବାର କିଛି ଜରୁରୀ ଓ ସହଜ ଉପାୟ

ତୁଳସୀ ହେଉଛନ୍ତି ସାକ୍ଷତ ଦେବୀ। ମାତା ତୁଳସୀ ଙ୍କୁ ଯିଏ ସର୍ବଦା ପୂଜା କରୁଥାଏ ତା ଜୀବନରେ କେବେବି ଦୁଖଃ କଷ୍ଟ ରହି ନଥାଏ। ତେବେ ଆସନ୍ତୁ ଜାଣିବା ଯେ ତୁଳସୀ ପତ୍ର ର ମହତ୍ଵ କେତେ ଅଧିକ ଅଟେ। ପ୍ରଥମ ରେ ଯଦି ଆପଣଙ୍କ କାରବାର କିମ୍ବା ବ୍ୟବସାୟ ରେ କ୍ଷତି ଦେଖା ଦେଉଛି ଏବଂ କାରବାର ଭଲ ଚାଲୁନାହିଁ। ତେବେ ପ୍ରତି ଶୁକ୍ର ବାର ଦିନ ତୁଳସୀ ଗଛ ମୂଳରେ କ୍ଷୀର ଢାଲନ୍ତୁ।

ପ୍ରତି ଶୁକ୍ର ବାର ଦିନ ସକାଳୁ ଗାଧୋଇ କ୍ଷୀର ନେଇ ତୁଳସୀ ଙ୍କ ଉପରେ ଢାଳିଲେ ମାତା ତୁଳସୀ ପ୍ରସନ୍ନ ହୋଇଥାନ୍ତି। ଏବଂ ଏହା ଦ୍ବାରା ଆପଣ ଙ୍କ ବ୍ୟାବସାୟା ଓ କାରବାର ରେ ନିଶ୍ଚୟ ଶୁଭ ଫଳ ମିଳିବ।

ଦ୍ୱିତୀୟ ରେ ଜଦି ଆପଣ ଙ୍କ ଚାକିରୀ କ୍ଷେତ୍ର ରେ ଉନ୍ନତି ହେଉ ନାହିଁ ତେବେ ମାତା ତୁଳସୀ ଙ୍କୁ ପୂଜା କରନ୍ତୁ। ସୋମ ବାର ଦିନ ଏକ କପଡା ନେଇ ସେଥିରେ ସାତଟି ତୁଳସୀ ପତ୍ର ମଞ୍ଜି ନେଇ ବାନ୍ଧି ଦିଅନ୍ତୁ। ଏହା କୁ ନେଇ ଚାକିରୀ କ୍ଷେତ୍ର ରେ ବାନ୍ଧି ଦିଅନ୍ତୁ ଦେଖିବେ ଆପଣ ଙ୍କ ର ଚାକିରୀ କ୍ଷେତ୍ର ରେ ନିଶ୍ଚୟ ଉନ୍ନତି ଘଟିବ।

ତୃତୀୟ ରେ ତୁଳସୀ ପତ୍ର ପ୍ରଭୁ ନାରାୟଣ ଙ୍କ ର ଅତି ପ୍ରିୟ ହୋଇଥାଏ। ସେଥିପାଇଁ ପ୍ରଭୁ ନାରାୟଣ ଙ୍କୁ ତୁଳସୀ ପତ୍ରା ଚଢାଇଲେ ନାରାୟଣ ବହୁତ ପ୍ରସନ୍ନ ହୋଇଥାନ୍ତି। ଓ ଆପଣ ଙ୍କ ର ସବୁ ଇଚ୍ଛା କୁ ପୁରଣ କରିଥାନ୍ତି। ନାରାୟଣ ଙ୍କ ସହ ତୁଳସୀ ପତ୍ର ମଧ୍ୟ ଅନ୍ୟ ଦେବା ଦେବୀ ଙ୍କ ପାଖରେ ଲଗେଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଚତୁର୍ଥ ରେ ଯଦିଓ ତୁଳସି ପତ୍ର ସବୁ ଦେବା ଦେବୀଙ୍କ ର ପ୍ରିୟ ହୋଇଥାଏ ଓ ସବୁ ଦେବା ଦେବୀ ଙ୍କ ର ପୂଜା ରେ ଲାଗିଥାଏ। କିନ୍ତୁ ତୁଳସୀ ପତ୍ର କୁ କେବିବି ଭଗବାନ ଶିବ ଓ ପ୍ରଭୁ ଶ୍ରୀ ଗଣେଶ ଙ୍କ ପାଖରେ ଲଗା ଯାଏ ନାହିଁ। ଶିବ ଓ ଗଣେଶ ଙ୍କ ପାଖରେ ତୁଳସୀ ପତ୍ର ଲଗାଇବା ନିଷେଧ ଅଟେ। ତେଣୁ କେବେବି ଭଗବାନ ଶିବ ଓ ଗଣେଷ ଙ୍କ ପାଖରେ ତୁଳସୀ ପତ୍ର ଲଗାନ୍ତୁ ନାହିଁ।

ପଞ୍ଚମ ରେ ଯଦି ଆପଣ ଙ୍କ ଘରେ ଆପଣ ଙ୍କ ପିଲା କୁ ନଜର ଲାଗୁଥାଏ ତେବେ ସାତ ଟି ତୁଳସୀ ପତ୍ର ଓ ତା ସହ ଲଙ୍କା ନେଇ ପିଲା ର ଦେହ ର ସବୁ ଆଡେ ଝାଡ଼ି ଦେବା ଉଚିତ। ଏମିତି କଲେ ନଜର ଉତୁରି ଯିବ। ତେଣୁ ନଜର ଲାଗିଲେ ଏହି ଉପାୟ କରନ୍ତୁ।

ଷଷ୍ଠ ରେ ତୁଳସୀ ଗଛ କୁ ଘର ପାଖରେ ସଠିକ ଦିଗର ଲଗାନ୍ତୁ। ସର୍ବଦା ତୁଳସୀ ଗଛ କୁ ଘର ର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ। ଏହା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।