ଚରିତ୍ରହିନ ବା ଦୁଃଶ୍ଚରିତ୍ର ନାରୀର ଏହା ଅଟେ ଅସଲି ପରିଚୟ, ଜାଣନ୍ତୁ କଣ

ନାରୀ ବା ମହିଳା ଯେଉଁ ଭଳି ନିଜ ସ୍ବାମୀ ଓ ପରିବାରକୁ ନିଜର ଭଲ ଗୁଣ ଓ ସଂସ୍କାର ଦ୍ଵାରା ବଦଳାଇ ଦେଇଥାଏ ସେହିଭଳି ସେହି ନାରୀ ମଧ୍ୟ ସଂପୂର୍ଣ୍ଣ ଭାବରେ ଗୋଟିଏ ପରିବାରକୁ ନଷ୍ଟ ମଧ୍ୟ କରି ଦେଇ ପାରେ ଓ ନିଜର ସ୍ବାମୀ କୁ ତଳି ତଲାନ୍ତ କରି ଦେଇଥାଏ। ତେବେ ଏହାକୁ ନେଇ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଗୋଟିଏ ନଷ୍ଟ ଚରିତ୍ର ନାରୀ ଯୋଗୁଁ ପରିବାର ସଂପୂର୍ଣ୍ଣ ଭାବରେ ଧ୍ଵଂସ ହୋଇ ଯାଇଥାଏ। ଏହା ଦ୍ବାରା ଆପଣ ଙ୍କ ଉନ୍ନତି ମଧ୍ୟ ସମ୍ଭବ ପର ନୁହେଁ।ତେବେ ଯଦି ଆପଣଙ୍କ ସ୍ତ୍ରୀ ପାଖରେ ଓ କୌଣସି ମହିଳା ପାଖରେ ଏହି ସବୁ ଗୁଣ ଥାଏ ।

ତେବେ ଜାଣି ନିଅନ୍ତୁ ଯେ ଆପଣ ସମସ୍ୟା ରେ ରହିବାର କାରଣ ଏହା ଅଟେ। ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା ମହର୍ଷି ଚାଣକ୍ୟ ଙ୍କ ଅନୁସାରେ ସ୍ତ୍ରୀ ର ଏମିତି ଲକ୍ଷଣ ଯାହା ବରବାଦ ର କାରଣ ହୋଇଥାଏ।

୧- କଥା କଥା ରେ ଝଗଡ଼ା କରୁଥିବା ନାରୀ, ଯେଉଁ ନାରୀ କୌଣସି କଥାରେ ନିଜର ଶାଲିନତା କୁ ରକ୍ଷା ନକରି ବାରମ୍ବାର ଝଗଡ଼ା ମନ ବୃତ୍ତି ରଖି ଲଢେଇ କରିଥାଏ ସେଇ ନାରୀ ଭଲ ହୋଇନଥାଏ। ଏହିଭଳି ନାରୀ ପାଖରେ କୌଣସି କଥା ବୁଝିବାକୁ ସହନ ଶକ୍ତି ନଥାଏ।

୨- ବହୁରୂପୀ ଗୁଣ, ଯେଉଁ ନାରୀ ଆପଣଙ୍କୁ ଅସୁବିଧା ବା ଦୁଃଖ ସମୟରେ ସାହାଯ୍ୟ ନକରି ନିଜର ଅସଲି ରଙ୍ଗ ଦେଖାଇଥାଇ, ସେହି ଭଳି ନାରୀ ଦୁଷ୍ଟ ପ୍ରକୃତି ର ହୋଇଥାଏ। ଏମାନଙ୍କୁ ସ୍ବାମୀ ବା ପରିବାରର ସମସ୍ୟା ବା ଦୁଃଖ ଜଣା ପଡି ନଥାଏ।

୩- ଶ୍ବଶୁର ଘରେ ରାଣୀ ଭଳି ରହିବାକୁ ପସନ୍ଦ କରୁଥିବା ନାରୀ, ଏହିଭଳି ନାରୀ ଘରେ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ନାହି କିମ୍ବା ଆଦୌ କରନ୍ତି ନାହିଁ। ସବୁବେଳେ ଆରାମ କରିବାକୁ ଇଛା କରିଥାନ୍ତି। ସୌଖିନ ଭାବରେ ଜୀବନ ଯାପନ କରିବା ପାଇଁ ଏମାନେ ସବୁବେଳେ ଇଚ୍ଛା କରନ୍ତି। କୌଣସି ଦାୟିତ୍ୱ କିମ୍ବା କର୍ତ୍ତବ୍ୟ ପ୍ରତି ସଚେତନ ରହି ନଥାନ୍ତି।

୪- ଶାଶୁ ଶ୍ୱଶୁର କୁ ନିଜ ର ବାପା ମାଆ ଭଳି ଯତ୍ନ ନେଇ ନଥାନ୍ତି। ଚାଣକ୍ୟ ଙ୍କ ଅନୁସାରେ ଦୁଷ୍ଟ ଚରିତ୍ର ଲକ୍ଷଣ ର ନାରୀ ମାନେ ବିବାହ ପରେ ନିଜ ଶାଶୁ ଶ୍ବଶୁର ପ୍ରତି କଠୋର ମାନଭବା ପୋଷୋଣ କରିଥାନ୍ତି। ଏମାନେ ନିଜ ବାପା ମା ଙ୍କୁ ଭଲ ପାଆନ୍ତି ଓ ଯତ୍ନ କରନ୍ତି କିନ୍ତୁ ଶାଶୁ ଶ୍ବଶୁର ଙ୍କ ସେବା କରନ୍ତି ନାହିଁ କିମ୍ବା କୌଣସି ଚିନ୍ତା ସେମାନଙ୍କ ପାଇଁ ନଥାଏ।

୫- ଛୋଟ ଛୋଟ କଥାରେ ସ୍ବାମୀ ସହ ଲଢ଼େଇ, ଏହି ଭଳି ନାରୀ ମାନେ କେବେ ନିଜ ସ୍ବାମୀ କଥାରେ ସହମତ ପୋଷଣ କରି ପାରନ୍ତି ନାହିଁ ଓ ସବୁବେଳେ ଝଗଡ଼ା କରିବାକୁ ଇଛା କରନ୍ତି।l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।