ଚନ୍ଦ୍ର ଗ୍ରହଣ ଲାଗିବା ପରେ ସ୍ୱାମୀ ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ଏହି 5-ଟି କାମ ନଚେତ୍ ଯାହା ହବ ଭାବି ନଥିବେ

ଏପରୀ କିଛି କାର୍ଯ୍ୟ ରହିଛି ଯାହା କି ଚନ୍ଦ୍ର ଗ୍ରହଣ ପରେ ସାତ ଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ କେବେବି କରିବା ଉଚିତ ନୁହଁ। ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ କଣ ଅଟେ।ପ୍ରଥମ କଥା ହେଉଛି ଝଗଡା କରିବା। ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଥାଏ। ସର୍ବଦା ଅଶାନ୍ତି ଲାଗି ରହୁଥାଏ ତେବେ ଚନ୍ଦ୍ର ଗ୍ରହଣ ର ଠିକ ସାତ ଦିନ ପର୍ଯ୍ୟନ୍ତ ଜମା ବି ଝଗଡା ଲାଗନ୍ତୁ ନାହିଁ।

ଯଦି ଏପରି କରନ୍ତି ତେବେ ଏହା ସ୍ୱାମୀ ସ୍ତ୍ରୀ ସମ୍ପର୍କ ରେ ବହୁତ ତିକ୍ତତା ଆଣିଥାଏ। ତେଣୁ ଏହା ଧ୍ୟାନ ରଖିବା ଉଚିତ ଯେ ଯେପରି ଚନ୍ଦ୍ର ଗ୍ରହଣ ର ସାତ ଦିନ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଯେପରି ଜମା ବି ଝଗଡା ନ ଲାଗନ୍ତି।

ଦ୍ୱିତୀୟ ରେ ହେଉଛି ଅଳିଆ ଆବର୍ଜନା। ଘରେ ଅଳିଆ ଆବର୍ଜନା ଏଣେ ତେଣେ ପକାଇଲେ ଘର ରେ ନାକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦୂରତା ବଢିଥାଏ। ତେଣୁ ଘର ର ଅଳିଆ ଆବର୍ଜନା କୁ କେବେବି ଏଣେ ତେଣେ ପକାଇବା ଉଚିତ ନୁହଁ।

ମୂଖ୍ୟତଃ ଏହା ଧ୍ୟାନ ରଖିବା ଉଚିତ ଯେ ଯେପରି ଚନ୍ଦ୍ର ଗ୍ରହଣ ପରେ ସାତ ଦିନ ପର୍ଯ୍ୟନ୍ତ ଯେପରି ଏହି ଭୁଲ ଜମା ବି କରନ୍ତୁ ନାହିଁ। ଚନ୍ଦ୍ର ଗ୍ରହଣ ର ସାତ ଦିନ ପର୍ଯ୍ୟନ୍ତ ଘର କୁ ଭଲ କି ସୋଫା ଓ ପରିଷ୍କାର ରଖନ୍ତୁ। ନଚେତ ସ୍ୱାମୀ ସ୍ତ୍ରୀ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି।

ତୃତୀୟ ରେ ହଉଛି ଅଇଁଠା ବାସନ। ଖାଦ୍ୟ ଖାଇ ସାରିବା ପରେ ଅଇଁଠା ବାସନ ନିଶ୍ଚୟ ଭାବରେ ଧୋଇବା ଉଚିତ। କିନ୍ତୁ କିଛି ସ୍ତ୍ରୀ ଲୋକ ଖାଇସାରିବା ପରେ ଅଇଁଠା ବାସନ କୁ ସେଇଠି ପକାଇ ଦେଇଥାନ୍ତି।

ଯାହା କି ବହୁତ ଖରାପ ଅଭ୍ୟାସ ଅଟେ। ଏହା ଦ୍ବାରା ଘର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ। ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ର ସମ୍ପର୍କ ମଧ୍ୟ ଖରାପ ହୋଇଥାଏ। ତେଣୁ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ଅଇଁଠା ବାସନ ଧୋଇଦେବା ଉଚିତ।

ଚତୁର୍ଥ ରେ ହେଉଛି ଘର ର ସ୍ତ୍ରୀ ଲୋକ ମାନେ ସକାଳୁ ଶୀଘ୍ର ଉଠିବ ଦରକାର। ସ୍ତ୍ରୀ ଲୋକମାନେ ସକାଳୁ ବିଳମ୍ବରେ ଉଠିଲେ ମାତା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି। ଯାହା ଫଳରେ ଘରେ ଧନ ର ଅଭାବ ଦେଖା ଦେଇଥାଏ। ତେଣୁ ସ୍ତ୍ରୀ ଲୋକ ମାନେ ଜଲଦି ଉଠିବ ଦରକାର। ଯଦି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଉଠି ପାରୁନାହାନ୍ତି ତେବେ ଚେଷ୍ଟା କରନ୍ତୁ ଆପଣ ଙ୍କ ର ସ୍ୱାମୀ କାର୍ଯ୍ୟ କ୍ଷେତ୍ର କୁ ଯିବା ପୂର୍ବରୁ ଉଠିବାକୁ। ଏପରି ଚନ୍ଦ୍ର ଗ୍ରହଣ ର ସତ ଦିନ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ।

ପଞ୍ଚମରେ କେବେବି ଘରୁ ବହାରିକି ଗୋଲ ବେଳେ ଅଧୁଆ ଲିଗ ପିନ୍ଧି ଯାଆନ୍ତୁ ନାହିଁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ରେ ଫାଟ ସୃଷ୍ଟି ହୋଇଥାଏ। ତେଣୁ ଏପରି ଭୁଲ କେବେବି କରିବା ଉଚିତ ନୁହଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।