ଚରିତ୍ର ହୀନ ପୁରୁଷ ମାନଙ୍କ ର ଥାଏ ଏହି ଖାସ ଲକ୍ଷଣ ,ଜାଣନ୍ତୁ ଏହା କେଉଁ ଲକ୍ଷଣ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଚରିତ୍ର ହିନ ପୁରୁଷ ମାନଙ୍କ ପାଖରେ ଥାଏ ଏହି ସବୁ ଖାସ ଲକ୍ଷଣ। କିପରି ସେହି ଲୋକ ମାନଙ୍କୁ ଜାଣି ପାରିବେ ଅଶାନ୍ତୁ ଜାଣିବା ସେହି ବିଷୟରେ। ଚାଣକ୍ୟ ନୀତି ବିଷୟରେ ଆପଣ ସମସ୍ତେ ଜାଣିଥିବେ। ତାଙ୍କ ର ନୀତି ସବୁ କ୍ଷେତ୍ର ରେ ମଣିଷ ସମାଜ ର ମାର୍ଗ ଦର୍ଶନ କରିଥାଏ। ପ୍ରେମ ବିଷୟ ରେ ମଧ୍ୟ ଚାଣକ୍ୟ ବହୁତ କିଛି କଥା କହିଛନ୍ତି।

ଆଜି ର ସମୟ ରେ ଭଲ ପାଇବା ଓ ତାହା ଭାଙ୍ଗିବା ଏକ ସାଧାରଣ କଥା। ଆପଣ ଙ୍କ ଆଖ ପାଖ ରେ ଏମିତି ନିଶ୍ଚୟ କିଛି ଲୋକ ଥିବେ ଯୋଉ ମାନଙ୍କ ର ନିଶ୍ଚୟ ବ୍ରେକଅପ ହୋଇଥିବ। ଭଲ ପାଇବା ବର୍ଟାମାନ ପିଲା ଖେଳ ହେଇ ଯାଇଛି। ଆଜିର ସମୟ ରେ ଭଲ ପାଇବା ରେ ଆଉ ବିଶ୍ୱାସ ରହୁନାହିଁ।

ଏପରି ବହୁତ କମ ଲୋକ ଅଛନ୍ତି ଯୋଉ ମାନେ ବହୁତ ଦିନ ପ୍ରେମ ସମ୍ପର୍କ ରେ ରହି ପରସ୍ପର କୁ ବିବାହ କରଥାନ୍ତି। ସାତ ଜନ୍ମ ପାଇଁ ସାଙ୍ଗରେ ରହିବା କୁ କଥା ଦେଇ ଲୋକ ମାନେ ସାତ ଦିନ ମଧ୍ୟ ସାଙ୍ଗରେ ରହିବ କଷ୍ଟ ହେଇ ଯାଉଛି । ଆପଣ ଜାଣିଥିବେ ଯେ ପ୍ରେମ ଅନ୍ଧ ହୋଇଥାଏ। ଯାହାକୁ ପ୍ରେମ ହୋଇଥାଏ ତାହା ବିଷୟରେ ସବୁ ଭଲ ଗୁଡିକ ଆପଣଂକୁ ଦେଖା ଦେଇଥାଏ।

ପ୍ରେମ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଏପରି କିଛି କଥା କହିଛନ୍ତି ଯାହାକୁ ମାନିଲେ ଆପଣଙ୍କ ପ୍ରେମ ସମ୍ପର୍କ କେବେବି ଭାଙ୍ଗିବ ନାହିଁ। ଏହା ଛଡା ଚାଣକ୍ୟ ମଧ୍ୟ ଏପରି ପୁରୁଷ ମାନଙ୍କ ବିଷୟରେ କହିଛନ୍ତି ଯଉଁମାନେ କି ପ୍ରେମ କ୍ଷେତ୍ର ରେ ବହୁତ ଭଲ ହୋଇଥାନ୍ତି ସେମାନେ ସର୍ବଦା ପ୍ରେମ ରେ ସଫଳ ହୋଇଥାନ୍ତି। ତେବେ ଅଶାନ୍ତୁ ଜାଣିବା ସେହି ପରି ପୁରୁଷ ମାନକ ବିଷୟରେ।

ପ୍ରଥମ ରେ ହେଉଛି ପର ସ୍ତ୍ରୀ କୁ ଖରାପ ନଜର ରେ ନ ଦେଖିବା। ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯଦି କୌଣସି ପୁରୁଷ ପର ସ୍ତ୍ରୀ କୁ ଖରାପ ନଜର ରେ ନ ଦେଖେ। ତେବେ ଏହା ତାର ସର୍ଵତ୍ତମ ଗୁଣ ହୋଇଥାଏ। ଯୋଉ ପୁଋଷୁ ନିଜ ସ୍ତ୍ରୀ ଛଡା ଅନ୍ୟ କୌଣସି ସ୍ତ୍ରୀ ପ୍ରତି କାମ ଭାବନା ରଖି ନଥାଏ ଓ ସର୍ବଦା ଅନ୍ୟ ସ୍ତ୍ରୀ କୁ ସମ୍ମାନ ଦିଏ। ସେହି ପରି ପୁରୁଷ ମାନେ ସର୍ବଦା ପ୍ରେମ ରେ ସଫଳ ହୋଇଥାନ୍ତି।

ଦ୍ୱିତୀୟ ତେ ଶାରୀରିକ ସୁଖ। ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯୋଉ ପୁରୁଷ ନିଜର ସ୍ତ୍ରୀ କୁ ସବୁ ପ୍ରକାର ର ସୁଖ ଦେବା ସହ ଶାରୀରିକ ସୁଖ ଦେଇ ଥାଏ ତାଙ୍କ ସ୍ତ୍ରୀ ତାଙ୍କୁ କେବେବି ଛାଡି ଯାଇନଥାଏ। ସ୍ତ୍ରୀ କୁ ଫୁଲ ଭାବି ସ୍ପର୍ଷ କରୁଥିବା ପୁରୁଷ ମାନକ ର ପ୍ରେମ ସମ୍ପର୍କ ସର୍ବଦା ସଫଳ ହୋଇଥାଏ।

ତୃତୀୟ ରେ ହେଉଛି ନିଜର ପ୍ରେମିକା କିମ୍ବା ସ୍ତ୍ରୀ କୁ ସୁରକ୍ଷା ଦେବା। ଯେଉଁ ସ୍ତ୍ରୀ ନିଜର ସ୍ୱାମୀ ପାଖରେ ନିଜର ପିତା ର ଛାୟା କୁ ଦେଖିଥାଏ ସେ ସର୍ବଦା ନିଜର ସ୍ୱାମୀ କୁ ଭାପାଇଥାଏ। ତେଣୁ ସର୍ବଦା ସ୍ତ୍ରୀ ର ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.