Take a fresh look at your lifestyle.

ଛକା ବା କିନ୍ନର ମାନଙ୍କୁ ପୋଡିବା ସମୟ ରେ ____ ହୋଇଗଲା ତାଙ୍କର ସେହି ଜିନିଷ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

0 1,758

ପୃଥିବୀ ରେ ଏମିତି କିଛି ପ୍ରକାରର ଜାତି ରହିଛନ୍ତି । ଯେଉଁ ମାନଙ୍କୁ ମନୁଷ୍ୟ ମାନେ ଘୃଣା କରିଥାନ୍ତି । କିଛି ଏପରି ଜାତି ଯେଉଁ ମାନଙ୍କର କିଛି ବି ସମ୍ମାନ ରହିନ ଥାଏ । ତେବେ ଏମାନ ଙ୍କୁ ଆମ ଜାତି ରେ କିନ୍ନର ବା ଛକା ବୋଲି କହିଥାଉ । ପ୍ରାୟ ତ ଘରର ଲୋକ ମାନେ କୈଣସି ପିଲା କୁ କିନ୍ନର ବୋଲି ଦେଖିବା ପରେ ସେମାନେ ତାକୁ ଘରୁ କାଢି ଦିଅନ୍ତି ।

ସେମାନେ କହିବା ସ୍ବତେ ବି ନ ସୁଣି ସେମାନେ ଘରୁ ତଡି ଦିଅନ୍ତି । ତା ପରେ କିନ୍ନର ମାନେ ନିଜର ଆତ୍ମ ରକ୍ଷା କରି ସେମାନେ ସେଠାରୁ ପଳେଇ ଜାଇ ନିଜର ମାତା ପିତା ଙ୍କୁ ବି ଭୁଲି ଯାଅାନ୍ତି । ଓ ସେମାନେ ନିଜର ଘର ବାହାରେ ତିଆରି କରିବା ରେ ଲାଗିଯାଆନ୍ତି । ଓ ସମୟ ବେଳେ ସେହି କିନ୍ନର ମାନେ ବି ନିଜର ଜିବନ କୁ ବାଜି ରେ ଲଗେଇ ଆମକୁ ବଞ୍ଚାଇଥାନ୍ତି ।

ଆଜିକାଲି ସମୟ ରେ ସେମାନେ ଜାଗା ଜାଗା ରେ ମାଗି ମନ୍ଦିର ଓ ଗରିବ ମାନଙ୍କୁ ଦେଇଥାନ୍ତି । ତେବେ ଆଜି ଆମେ ଏହି କିନ୍ନର ବା ଛକା ମାନଙ୍କ ବିଷୟ ରେ କଥା ହେବା ପାଇଁ ଜାଉଛୁ । କି ଏହି ମାନେ ମଲା ବେଳେ ଏମାନଙ୍କ ସହତ କଣ ହେଇଥାଏ । ଏକ ରେ ଏମାନେ ମରିବା ପରେ ଏମାନଙ୍କ ମା ଓ ବାପା ମଧ୍ୟ ଦେଖିବା ପାଇଁ ଆସି ନଥାନ୍ତି ।

ତେବେ ସେ ରହୁଥିବା କିନ୍ନର ମାନଙ୍କ ଗୋଷ୍ଠୀ ରେ ସେହି ଗୋଷ୍ଠୀ ର ଲୋକ ଆସି ସେମାନଙ୍କ ସବକୁ ସତ୍କାର କରିଥାନ୍ତି । ତେବେ ଏହା ମଧ୍ୟ ଆପଣ ଙ୍କ ବହୁତ ଜାଣିବା କଥା କି କିନ୍ନର ମାନଙ୍କ ସତ୍କାର ସବୁବେଳେ ଗୋପନ ରଖାଯାଏ । ଓ ଏମାନଙ୍କ ସବ କୁ କେବେ ପୋଡାଯାଏ ନାହିଁ । ତେବେ କିଛି ଜତିସ ଶାସ୍ତ୍ର ଙ୍କ କହିବା ଅନୁଯାୟୀ କେବେ ଯଦି କୈଣସି କିନ୍ନର ଙ୍କୁ ପୋଡାଯାଏ ତ ସେମାନେ ଆକାର ବଦଳାନ୍ତି ।ତେବେ ତାଙ୍କୁ ପୋଡିବା ଦ୍ବରା ତାଙ୍କର ଗୋଡ ହଠାତ ଛିଡା ହୋଇଯାଏ ।

ଏହାର ସଂପୂର୍ଣ୍ଣ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଆପଣ ମାନେ ଏହା ମଧ୍ୟ ସଂପୂର୍ଣ୍ଣ ଭାବରେ ଜାଣି ନଥିବେ  କି କେବେ ଗୋଟିଏ କିନ୍ନର ମରିବା ପରେ ତାଙ୍କର ଜାତି ଦୁଃଖ ପ୍ରକାଶ କରେ ନାହିଁ କାରଣ ଏମାନେ ଭାବନ୍ତି କି ସେମାନଙଅକୁ ଗୋଟିଏ ବଡ ପାପ ରୁ ମୁକ୍ତି ମିଳିଗଲା କିନ୍ନର ମାନେ ମରିବା ପାଇଁ ସବୁ ବେଳେ ଚାହିଁ ବା ତାଙ୍କର ସ୍ବଭାଗ୍ୟ ହୋଇଥାଏ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ ।

Leave A Reply

Your email address will not be published.