Loading...

୯ ତାରିଖରୁ ୧୧ ଯାଏ ବର୍ଷା ଏବଂ ୧୧ ତାରିଖ ସକାଳେ ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

Loading...
0 188

ଦକ୍ଷିଣ ପୂର୍ବ ବୋଙ୍ଗପ ସାଗରରେ ସୃଷ୍ଟି ହୋଇଛି । ଏକ ବହୁତ ବଡ ଝଡ । ଏହା ସହିତ ଏକ ବଡ ବର୍ଷା ର ବାଦଲ ମାଡି ଆସୁଛି ଆମ ଓଡ଼ିଶା ଆଡକୁ । ଏହି ବର୍ଷା ପ୍ରାୟତଃ 5 ରୁ 7 ତ ଦିନ ଧରି ହେବାର ରହିଛି କିନ୍ତୁ ଏହା ସହିତ ଆପଣ ଏଥି ପାଇଁ ଆଶ୍ଚର୍ଯ୍ଯ ହେବେ କି ବର୍ଷା ସହିତ ମାଡି ଆସୁଛି ତିତିଲି ।

୧୦ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ ୧୧ ତାରିଖ ସକାଳେ ବାତ୍ୟା ତିତଲି ଉପକୂଳ ଛୁଇଁବା ସମ୍ଭାବନା ରହିଛି । କଣ ସୁଣି ଆଶ୍ଚର୍ୟ୍ଯ ହେଲେ କି ଆପଣ ଜାଣି ଥବେ 2012 ମସିହା ରେ ଫାଇଲିନ ନାମକ ଏକ ଝଡ ଆମ ଆମ ଆଡକୁ ଆସିଥିଲା । ସେହି ଥିରେ ଓଡ଼ିଶା ର ବହୁତ କିଛି କ୍ଷେତି ହୋଇଥିଲା ।

ପୁଣି ଥରେ ସେହି ପରି ଭାବେ ଆସୁଛି ଏକ ବଡ ଝଡ ଜାହାର ନାମ ତିତିଲି ରଖା ଯାଇଛି । ଏବେକା ସମୟ ରେ ଓଡ଼ିଶା ଠାରୁ 535 କିଲୋ ମିଟର ଦୂରରେ ରହିଥିଲା ବେଳେ ଏହି ବାତ୍ୟା ର ପ୍ରଭାବ ବହୁତ ଓଡ଼ିଶା ଉପରେ ପଡିବ ବୋଲି ଆମ ପାଣି ପାଗ ବିଭାଗ କହିଛନ୍ତି । ଆପଣଙ୍କୁ କହି ଦେଉଛୁ କି ଏହି ବାତ୍ୟା ଆସନ୍ତା 10 ତାରିଖ ଠୁ 12 ତାରିଖ ହେବାର ରହିଛି ଏହା ଛଡା ବହୁତ ଯୋରରେ ବର୍ଷା ହେବା ସହି ବଜ୍ର ପାତ ବି ହେବାର ସୂଚନା ମିଳିଛି ।

ଏପରି ଭାବେ ଏହି ବନ୍ୟା ର ଲହରୀ ସମସ୍ତଙ୍କ ଭିତରେ ରହିଥିବା ବେଳେ ଏବେ ଏହା ପାଇଁ ଆମ ରାଜ୍ୟ ସରକାର ସବୁ ପ୍ରକାରର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ସହିତ ଆବଶ୍ୟକ ଅନୁଯାଇ ସବୁ ପ୍ରକାରର ପ୍ରସ୍ତୁତି ସହିତ ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲା ପାଳ ଙ୍କୁ ସେ ସୂଚନ ଦେଇଛନ୍ତି କି ବହୁତ ସତର୍କ ରହିବା ପାଇଁ କହିଛନ୍ତି ।

ଏହି ସମୟ ରେ ସରକାରୀ ସ୍କୁଲ ଓ କଲେଜ ଛୁଟି ଦେବାର ରହିଛି । କିନ୍ତୁ ସରାକାରୀ କାର୍ଯ୍ଯାଳୟ ବିଷୟ ରେ କିଛି କୁହାଯାଇ ନାହିଁ । ଏ ନେଇ ବି ଆମ ରାଜ୍ୟ ସରକାର ରିଲିଫ କମିସନର ପ୍ରଭାତ ମିଶ୍ର କହିଛନ୍ତି କି ସେ ଓଡ଼ିଶା ପାଇଁ ସବୁ ପକ୍ଷ୍ଯ ରେ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ସମୟ ରେ ଏହା ଦକ୍ଷିଣ ଆନ୍ଧ୍ର ମୁହାଁ ହେବାରେ ଲାଗିବା ସହିତ ଆଗକୁ ଦେଖା ଜାଉ କି କିପରି ଭାବେ ଓଡ଼ିଶା ଉପରେ ପ୍ରଭାବ ପଡୁଛି ।ଏ

ହା ସହିତ ଏହା ବି ଜଣା ପଡିଛି କି 100 ରୁ 200 କିଲୋମିଟର ପ୍ରତି ଘଣ୍ଟା ବେଗ ରେ ଆସିବା ରେ ରହିଛି । ତେବେ ଆମେ ଆପଣଙ୍କୁ କହିବା ପାଇଁ ଜାଉଛୁ କି ଆପଣ ଏହି ସମୟରେ ଟିକିଏ ସତର୍କ ରୁହନ୍ତୁ । ଓ ଏହା ସହିତ ଘରେ ସବୁ କିଛି ସରଞାମ ରଖିବା ପାଇଁ ଆମେ ଆମ ତରଫ ରୁ କହୁଛୁ ।

Loading...
Loading...