Loading...

ପୁଣି ଆସୁଛି ପ୍ରଳୟଙ୍କରୀ ବର୍ଷା 12 ଟି ଜିଲ୍ଲା ସହିତ 10 ଦିନ ରୁ ଅଧିକ ବର୍ଷିବ ବୋଲି ସୂଚନା ମିଳିଛି । ସେୟାର କରି ସମସ୍ତ କୁ ଜଣାନ୍ତୁ

0 187

ପୁଣି ମାଡି ଆସୁଛି ପ୍ରଳୟଙ୍କରୀ ବର୍ଷା ଆସନ୍ତା ସପ୍ତାହରୁ ବହୁତ ଯୋରରେ ବର୍ଷିବ ବୋଲି ସୂଚନା ଦେଇଛନ୍ତି ପାଣି ପାଗ ନିଗମ । ଏହି କ୍ଷେତ୍ରରେ ଏପରି କି 12 ଟି ଜିଲ୍ଲା ସହିତ ବହୁତ ସ୍ଥାନ ମାନଙ୍କରେ ଏହି ବର୍ଷା ର ପ୍ରଭାବ ପଡିବ ବୋଲି ଜଣା ପଡିଛି । ଦକ୍ଷିଣ ଓ ପଶ୍ଚିମ ମୈଷିମୀ ବାୟୁ କାରଣ ରୁ ଏହି ବର୍ଷା ହେବାର ବହୁତ ସମ୍ଭାବନା ରହିଛି ।

ଏହି କ୍ଷେତ୍ରରେ ଏହି ବର୍ଷା ର ପ୍ରଭାବ କେବଳ ଦକ୍ଷିଣ ଓଡିଶା ଉପରେ ନୁହେଁ ବରଂ ପୂରା ଓଡିଶା ଉପରେ ରହିବ ବୋଲି ଜଣା ପଡିଛି । ତେବେ ପାଣି ପାଗ ନିଗମ ଅନୁସାରେ ଏହି ବର୍ଷା ଆସନ୍ତା 24 ଘଣ୍ଟା ମଧ୍ୟ ରେ ଆରମ୍ଭ ହେବାର ସମ୍ଭାବନା ରହିଛି ।  ଏହା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ପ୍ରାୟତଃ 5 ରୁ 7 ତ ଦିନ ଧରି ହେବାର ସମ୍ଭାବନା ରହିଥିବାରୁ ଏହିଥି ପାଇଁ ପ୍ରତ୍ୟେକ ଜିଲ୍ଲା ରେ ଏହାର ଏଲଟ କରାଯାଇଛି । ଓ ଏଇଥି ରୁ ସଂମ୍ପୂର୍ଣ୍ଣ ରଖ୍ୟ ପାଇଁ ପୂରା ବ୍ୟବସ୍ଥା କରାଯାଇଛି ।

ତେବେ ଏପରି ପରିସ୍ଥିତି ରେ ଏହି ବର୍ଷା ରେ ଅତ୍ୟାଧୀକ ବିଜୁଳୀ ମାରିବାର ବି ସମ୍ଭାବନା ବହୁତ ପରିମାଣ ରେ ରହିଥିବାରୁ ଆପଣଙ୍କୁ ଜଣାଇ ଦିଆଯାଉଛି କି ଏହି ବର୍ଷା ରେ ଆପଣ ସାବଧାନତାର ସହିତ ବାହାର କୁ ବାହାରନ୍ତୁ । ତେବେ ଏପରି ଏହି ସମୟ ରେ ମତ୍ସ୍ୟ ଜୀହବି ମାନଙ୍କୁ ବି ସମୁଦ୍ର କୁ ଛାଡିବା ପାଇଁ ବି ମନା କରାଯାଇଛି ।

ଏହା ଆଞ୍ଚଳିକ ପାଣି ପାଗ ତରଫ ରୁ କୁହା ଯାଇଛି । ଯେପରି ଆପଣ ଜାଣିଥିବେ କି ଗତ ବର୍ଷା ରେ ଏହି ପରି ଭାବେ ଲୋକ ନ ମାନି ସମୂଦ୍ର କୁ ମାଛ ଧରିବା ପାଇଁ ଜାଇଥିବାରୁ ସେମାନଙ୍କୁ ଏହାର ବହୁତ ବଡ କର ଚୁକ୍ତା କରିବା ପାଇଁ ପଡିଥିଲା । ଏପରି ବହୁତ ଲୋକ ବୁଜୁଳୀ ଆଘାତ ରେ ମୃତ୍ୟୁ ହୋଇ ଥିବାର ଜଣା ପଡିଥିଲା ।

ସେହି ପରି ଭାବେ ଏଥର ବି କିଛି ସେହି ପରି ହେବାର ସମ୍ଭାବନା ବହୁତ ରହିଥିବା ବେଳେ । ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଗଞାମ ଓ ଗଜପତି ଭଳି ଜିଲ୍ଲା ରେ ଅଧିକ ରୁ ଅଧିକ ମାତ୍ରା ରେ ବର୍ଷା ହେବ ବୋଲି ଜଣା ପଡିଛି । ଓ ଏହା ସହିତ ବଜ୍ର ପାତ ହେବାର ବି ବହୁତ ସମ୍ଭାବନା ରହିଛି । ଓ ଏଇଥି ପାଇଁ ବି ମାଲକାନ ଗିରି , କୋରାପୋଟ, ରାୟଗଡା ପରି ଜିଲ୍ମା ରେ ବି ଏହାର ସୂଚନା ଦିଆଯାଇଛି ।

ଏହି ଖବରରୁ ଜଣା ପଡିଛି କି ଗତ ବୁଧବାର ଦିନ ଚାନ୍ଦବାଲି ରେ ସୋର୍ବଚ ତାପମାତ୍ରା 35 ଡିଗ୍ରୀ ରୁ ବି ବହୁତ ଅଧିକ ହୋଇ ଥିବା ବେଳେ ସୁନ୍ଦର ଗଡ ରେ ସର୍ବ ନିମ୍ନ ତାପମାତ୍ରା 18 ଡିଗ୍ରୀ ହୋଇ ଥିବାର ଜଣା ପଡିଛି । ତେଣୁ ଏହି ମୈଷୁମି ବାୟୁର ପ୍ରବାହ କରିବା ହେତୁ ଏହି ବର୍ଷା ହେବାର ସମ୍ଭାବନା ରହିଛି ।

Loading...
Loading...