ଦେଖନ୍ତୁ ଭିଡ଼ିଓ । ଫେକ୍ ସୋନମ୍ କପୁର ଙ୍କ ମଜାଦାର କମେଡି କରୁଛନ୍ତି ଯୋନି ଲିଭର୍ ଙ୍କ ଝିଅ ଜାମି ଲିଭର । ଏହି ଭାଇରାଲ ଭିଡ଼ିଓ ଟି ଦର୍ଶକ ଙ୍କ ମହଲରେ ଚର୍ଚ୍ଚା

0

ବଲିଉଡ୍ ରେ ବିଭିନ୍ନ ପ୍ରକାରର ରଙ୍ଗ ଢ଼ଙ୍ଗ ଆପଣଙ୍କୁ ଦେଖିବାକୁ ମିଳିଥାଏ।ତା ଛଡା ଆପଣ ତ ଜାଣିଛନ୍ତି ସେଲେବ୍ରିଟି ମାନଙ୍କ ର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।ତେବେ ଆସନ୍ତୁ ଜାଣିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ଙ୍କ ଅବିକଳ ଅଭିନୟ କୁ ଆଉ ଜଣେ ଅଭିନେତ୍ରୀ କରୁଛନ୍ତି।ଯାହାକୁ ଦେଖି ଆପଣ ଦ୍ଵନ୍ଦ ରେ ପଡିଯିବେ ଯେ ଏହା ବାସ୍ତବରେ କିଭଳି ଭାବରେ ସମ୍ଭବ ହେଲା ଏବଂ ଏତେ ଅବିକଳ ଭାବରେ କେମିତି ଆଉ ଜଣେ ଏହାକୁ କରି ପାରୁଛନ୍ତି।

ଦେଖିବାକୁ ମିଳିଛି ଅଭିନେତ୍ରୀ ସୋନମ୍ କପୁର ଙ୍କ ମଜାଦାର କମେଡି କରୁଛନ୍ତି ଯୋନି ଲିଭର୍ ଙ୍କ ଝିଅ ଜାମି ଲିଭର।ଏହି ଭିଡିଓ ଏତେ ମଜାଦାର ହେଉଛି ଯେ ଏହାକୁ ଦେଖି କେହି ହସ କୁ ଅଟକାଇ ପାରୁ ନାହାନ୍ତି।

ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରା ରେ ସେୟାର ଓ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ଓ କଳାକାର ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି। ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ରହସ୍ୟ ରହିଥାଏ।

ସାମ୍ନା କୁ ଆସିଥିବା ଏହି ଭିଡିଓ ଟି ଏତେ ସୁନ୍ଦର ଭାବରେ ଜାମି ଲିଭର କରିଛନ୍ତି ଓ ଅବିକଳ ଭାବରେ ସନମ୍ କପୁର ଙ୍କ ଅଭିନୟ କୁ କରିଛନ୍ତି ଯେ ତାଙ୍କର ବେଶ ଭୂଷା ଓ ଅଭିନୟ ରୁ ଟିକେ ବି ଜାଣିବା ସମ୍ଭବ ନୁହେଁ।ତେବେ ଏହି କାରଣରୁ କଳାକାର ମାନେ ବି ବହୁତ୍ ସମୟ ଚର୍ଚ୍ଚାରେ ରହିଥାନ୍ତି  ।

ସେମାନଙ୍କ କାହାଣୀ, ଜୀବନ ଶୈଳୀ, ପ୍ରେମ କାହାଣୀ, ଡେଟିଂ ଇତ୍ୟାଦି କୁ ନେଇ।ତେବେ ଏହା ଏକ ଅଭିନବ ପ୍ରୟାସ ଏବଂ ଏଥିପାଇଁ ଲୋକେ ଯାମି ଲିଭାର୍ ଙ୍କୁ ବହୁତ୍ ପସନ୍ଦ କରୁଛନ୍ତି ଓ ତାଙ୍କର ଏହି ଭିଡିଓ କୁ ଲାଇକ ଏବଂ ସେୟାର କରୁଛନ୍ତି।

ସେ କରିଥିବା ଏହି ଭିଡିଓ ଲୋକପ୍ରିୟ ଅଭିନେତ୍ରୀ ଙ୍କ ଅବିକଳ ଅଭିନୟ କୁ ଆଉ ଜଣେ ଅଭିନେତ୍ରୀ କରୁଥିବା କାରଣରୁ ଏହା ପ୍ରଶଂସକ ମାନଙ୍କୁ ବହୁତ୍ ପସନ୍ଦ ଆସିଛି।ଯାହାକୁ ଦେଖି ଆପଣ ଦ୍ଵନ୍ଦ ରେ ପଡିଯିବେ ଯେ ଏହା ବାସ୍ତବରେ କିଭଳି ଭାବରେ ସମ୍ଭବ ହେଲା ଏବଂ ଏତେ ଅବିକଳ ଭାବରେ କେମିତି ଆଉ ଜଣେ ଏହାକୁ କରି ପାରୁଛନ୍ତି।ଏଥିରେ ଏମିତି ହାସ୍ୟାତ୍ମକ ଅଭିନୟ ରହିଛି ଯାହା ଆପଣଙ୍କୁ ହସିବାକୁ ବାଧ୍ୟ କରିବ।

ନିଜର ଅଭିନୟ ଶୈଳୀ ଏବଂ କଥା ବାର୍ତ୍ତା କୁ ସେ ସୁନ୍ଦର୍ ଭାବରେ ନିଜର ଭିଡିଓ ମାଧ୍ୟମରେ ଏମିତି ଅବିକଳ ଭାବରେ କରିଛନ୍ତି ଯେ ଏହା ବହୁତ୍ କୌତୁକିଆ ଏବଂ ମଜାଦାର ହୋଇଛି ଯାହା ସମସ୍ତଙ୍କ ପସନ୍ଦ କୁ ଆସିଛି ଓ ମନୋରଞ୍ଜନ ହୋଇ ପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.