Take a fresh look at your lifestyle.

ବାହାଘର ପରେ DEEPAK ଙ୍କ ନୂଆ ଫିଲ୍ମ ଜୋରକା ଝଟ୍କା । ଜାଣନ୍ତୁ ଏହି ନୂଆ ଫିଲ୍ମ ରେ କଣ ରହିଛି ଷ୍ଟୋରୀ ।

0 75

ଆପଣ ମାନଙ୍କ ପ୍ରିୟ ଓ ବହୁତ ଷ୍ଟାଇଲ୍ଷ୍ ଅଭିନେତା ଓ ଓଡିଆ ଚଳଚିତ୍ର ରେ ବହୁତ ପସନ୍ଦ କରାଯାଉଥିବା ହିରୋ ଦିିପକ୍ ଯେକି ଆମ ଓଡିଆ ସିନେମା ଦୁନିଆଁ ରେ ବହୁତ ନୂଆ ନୂଆ ଅଭିନୟ କରିବି ତାଙ୍କର ଜଲ୍ବା ଅଧିକ ଦେଖାଇ ପାରିଛନ୍ତି । ଆପଣ ବୋଧହୁଏ ଜାଣଇଥିବେ କି ସେ କିଛି ଦିନ ହେଲା ଫିଲ୍ମ ଦୁନିଆଁ ଠୁ ଦୁରେଇ ରହିଥିଲେ ।

ଓ ତାଙ୍କର ବିବାହ ନେଇ ବହୁତ ଚର୍ଚ୍ଚା ଲାଗିରହିଥିଲା । ଓ ତାଙ୍କର ଫେନ୍ ମାନେ ତାଙ୍କୁ ପୁଣି ଥରେ ଏକ ନୂଆ ଚଳଚିତ୍ରରେ ଦେଖିବା ପାଇଁ ଚାହୁଁଥିଲେ ତେଣୁ । ସେ କିଛି ଦିନ ଏପରି ତାଙ୍କର ବିବାହ କାର୍ଯ୍ଯ ରେ ବ୍ୟସ୍ତ ରହିବା ପରେ ସେ ପୁଣି ଥରେ ଓଡିଆ ସେନେମା ଜଗତକୁ ଫେରି ଆସିଛନ୍ତି । ଓ ଆସୁ ଆସୁ ନିଜର ନୂଆ ଫିଲ୍ମ ରେ ବହୁତ ଭଲ ଜଲ୍ବା ଦେଖାଇବା ପାଇଁ ସେ ପ୍ରସ୍ତୁତ ମଧ୍ଯ ହୋଇଗଲେଣି । ତେଣୁ ଆପଣ ବୋଧ ହୁଏ ଜାଣି ନଥିବେ କି ତାଙ୍କର ନୂଆ ଫିଲ୍ମ ଟି କମେଡି ଉପରେ ଆଧାରିତ ଓ ଏହାର ନାମ ରହିଛି ଜୋରକା ଝଟ୍କା ,ଏବଂ ଏହି ଫିଲ୍ମ ର ନିର୍ଦ୍ଧେଶକ ରହିଛନ୍ତି । ଅଶୋକ ପତି ଓ ଏବଂ ଏହି ଫିଲ୍ମ ରେ ଦିପକ୍ ଙ୍କ ସହିତ ବହୁତ ବଡ ବଡ କଳାକାର ମାନେ ଦେଖିବା ପାଇଁ ମିିଳିବ ।

ତେବେ ଏହି ଫିଲ୍ମ ଟି ପୂରା କମେଡ଼ି ଉପରେ ହୋଇଥିବା ହେତୁ ଏଥିରେ ଓଲିଉଡ ର ବହୁତ କମେଡି କଳାକାର ମାନଙ୍କୁ ଦେଖିବା ପାଇଁ ମିଳିଛି । ଓ ଏମାନେ ହେଲେ ମିହିର ଦାସ୍ , ହରିହର ସାମଲ, ସିରୁତମ୍ ଦାସ ଙ୍କ ଭଳି ବହୁତ ବଡ ବଡ ଅଭିନେତା ରହିଥିବା ବେଳେ ଆଗକୁ ଦେଖାଯାଉ ଏହି ଫିଲ୍ମ ଟି ସିନେମା ହଲ୍ ର କିପରି ଭାବେ ଚହଳ ସୃଷ୍ଟି କରିଛି । ଫିଲ୍ମ ର ଷ୍ଟୋରି କମେଡି ଥିବାରୁ ଲୋକ ମାନଙ୍କ ମନକୁ ଛୁଇଁବ ବୋଲି ନିର୍ଦ୍ଧେଶକ କହିଛନ୍ତି । ତେବେ ଏହି ଫିଲ୍ମ ଟି ଗଣେଶ ପୂଜା ବଜାରରେ ଚଡାଯିବ କି ଦଶହରା ବଜାରରେ ଛଡା ଯିବ ତାହେ ଏବେ ପର୍ଯ୍ଯନ୍ତ ଠିକ୍ ହୋଇ ନାହିଁ । ତେବେ ଏପରି ଭାବେ ନୂଆ ନୂଆ ଫଲ୍ମି ବିଷୟ ବସ୍ତୁ ଉପରେ କିଛିବି ନୂଆ ନ୍ୟୁଜ ପାଇବାର ଥିଲେ ଆପଣ ଆପଣ ଆମ ସହିତ ଯୋଡି ରୁହନ୍ତୁ । ଓ ନୂଆ ନୂଆ ଖବର ପାଇ ଚାଲନ୍ତୁ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.