Loading...

କଣ ପାଇଁ ଦୀପିକା ପାଦୁକୋନ ରନବିର କପୁରଙ୍କୁ ଗିଫ୍ଟରେ ମୁଁ କଣ୍ଡୋମ ପ୍ୟାକେଟ ଦେବାକୁ ଚାହାଁନ୍ତି । କହିଲେ କି … ବହୁତ

Loading...

ରଣବୀର କୋପୁର ଙ୍କ ସହିତ ବହୁତ ଦିନ ଡେଟିଂ ରେ ଥିବା ବେଳେ ଦୀପିକା ସବୁ ସଂମ୍ପର୍କ କୁ ପଛରେ ପକାଇ ଦେଇ ସେଷରେ ବ୍ରେକଅପ୍ କରି ଥିଲେ ଓ ପରେ ପରେ ସେ ରଣବୀର ସିହଂ ଙ୍କୁ ବିବାହ କରି ଥିବା ବେଳେ ଏହି ଦିନ ରେ ତାଙ୍କ ନେଇ ଏମିତି ଗୋଟିଏ ଘଟାଣା ସାମ୍ନା କୁ ଆସିବାରେ ଲାଗିଛି । ଯେଉଁଥି ପାଇଁ ଏବେ କେବଳ ଦୀପିକା ନୁହେଁ

ବରଂ ଏଥିରେ ସନୋମ୍ କୋପୁର ଓ କୋରନ୍ ଜୋହର୍ ବି ସାମିଲ୍ ରହି ଥିବା ବେଳେ ଏବେ ଏହି ଘଟଣା ଉପରେ କୋପୁର ଫେମିଲି ବହୁତ ପରିମାଣ ରେ ରାଗ ସୁଝାଇଛି । ବୋଲି ଦେଖିବା ପାଇଁ ମିଳିଛି । ଏମିତି ରେ ଯଦି ଆମେ ଏହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ କହିବା ତେବେ ଏହି ନୂତନ ବର୍ଷ ରେ ଷ୍ଟାରୱାଲ୍ଡ ରେ ହେଉ ଥିବା ବହୁତ ଲୋକ ପ୍ରିୟ ସୋ

Image result for deepika ranbir

Koffee With Karan ରେ ଏହି ଦିନ ରେ ଥିବା ସୋ ରେ ପ୍ରଥମେ ହାର୍ଦ୍ଧିକ୍ ପାଣ୍ଡିଆ ଓ କେଏଲ୍ ରାହୁଲ୍ ଙ୍କ ସହିତ ଏହି ସୋ ର ସୁଟିଂ ସରିବା ପରେ ପରେ ପୁଣି ଥରେ ମୂଖ୍ୟ ହୋଷ୍ଟ ଭାବେ କରନ ଜୋହର ପୂନର୍ବାର ଏହି ସୋ କୁ ସୁଟିଂ ପାଇଁ କହି ଥିବା ବେଳେ ସେହି ଦିନ ସୋ ରେ ମୂଖ୍ୟ ସେଲିବ୍ରେଟି ଭାବେ ସନୋମ୍ କୋପୁର ଓ ଦିପିକା ରହି ଥିବା ବେଳେ ସେହି ସୋ ସୁଟିଂ ବେଳେ କରନ ଜୋହର ରଣବୀର କୋପୁର ଙ୍କ ବିଷୟ ରେ ବହୁତ ସମୟ ରେ କଥା ପାଇ ଥିବା ଦେଖିବା ପାଇଁ ମିଳି ଥିଲେ ।

ଏମିତି ବେଳେ ସନୋମ୍ କୋପୁର କହି ଥିଲେ କି ବଗତ ଦିନ ରେ ସେ ରଣବୀର ଙ୍କ ସହିତ ଡେଟିଂ କରି ଥିଲେ ବୋଲି । ଓ ସେହି ସମୟ ରେ ଦିପିକା ବି ଏହି କଥା ର ଆଲୋଚନା କରି ଥିଲେ କି ସେ କେମିତି ଭାବେ ତାଙ୍କ ସହିତ ଗୋଟିଏ ଅସୁନ୍ଦର ବ୍ରେକଅପ୍ କରି ଥିଲେ ।

ତେବେ ପରେ ପରେ ରିପିଟ୍ ଫାୟାର୍ ରେ ଯେତେ ବେଳେ କରନ୍ ଜୋହର ଏହି କଥା କୁ ସାମ୍ନା କୁ ଆଣି ଥିଲେ କି ଯଦି ତମକୁ ବର୍ତମାନ ସମୟ ରେ ରଣବୀର ଙ୍କୁ କୈଣସି ଗ୍ଫଟ୍ ଦେବା ପାଇଁ କୁହାଯାଏ । ତେବେ ତୁମେ କଣ ଦେଭ । ତେବେ ବାଇ ମିସ୍ଟେକ୍ ହେଉ ବା ସଠିକି୍ ଭାବେ ଦିପିକା କହି ଥିବା ର ହେଉ । କିନ୍ତୁ ସେ କହି ଥୁଲେ କି ସେ ଗୋଟିଏ କଣ୍ଡମ ପ୍ୟକେଟ୍ ହିଁ ଦେବା ପାଇଁ ପସନ୍ଦ କରିବେ ବୋଲି ।

ଏମିତି ବେଳେ ବର୍ତମାନ ସମୟ ରେ ଏହି ଘଟଣା କୁ ନେଇ କୋପୁର ପରିବାର ର ସମସ୍ତେ ଏହି ତିନି ଜଣ ଓ ଖାସ୍ କରି ଦିପିକା ଙ୍କ ଉପରେ ଚଢି ପଡି ଥିବା ଦେଖିବା ପାଇଁ ମିଳିଛି । ଏମିତି ରେ ଦିପିକା ସେହି ଠାରେ ଏହାର ବିପରିତ ପ୍ରଶ୍ନ ର ଉତ୍ତର ଦେଇ କହି ଥିଲେ କି ରଣବୀର କଣ୍ଡମ ବହୁତ ଅଧିକ ବ୍ୟବହାର କରନ୍ତି ତ ସେଥି ପାଇଁ ଦେବି । ଏହି ନେଇ ବହୁତ ବିବାଦ ଦେଖି ଦେଇ ଥିବା ବେଳେ କରନ ଏଥି ପାଇଁ କ୍ଷେମା ମାଗି ଥିବା ବେଳେ । କୋପୁର ପରିବାର ଏମିତି ବି କହି ଥିବା ଦେଖିବା ପାଇଁ ମିଳିଛି କି ସେ ଏମିତି ପରିସ୍ଥିତି ରେ ଆଉ କରନ୍ ଙ୍କ ସହିତ କାମ କରିବେ ନାହିଁ । ବୋଲି ।

Loading...
Loading...