Loading...

ବିନା କୌଣସି ସର୍ତ୍ତରେ ଇସ୍ରାଇଲ, ଭାରତକୁ ଦେଲା ପୂର୍ଣ୍ଣ ସହଯୋଗ, ଦେଖନ୍ତୁ ହାତ ଯୋଡି କଣ କହିଲେ ଇସ୍ରାଇଲ ର ପ୍ରଧାନ ମନ୍ତ୍ରୀ ନିତ୍ୟାନାହୁ

Loading...

ଭାରତ ଉପରେ ପାକିସ୍ତାନ କରିଥିବା ଆତଙ୍କ ଆତ୍ମଘାତୀ ଆକ୍ରମଣ ରେ ଆମର 42ଜଣ ଯବାନ ପ୍ରାଣ ହରାଇଲେ ଯାହା ଭାରତରେ ସବୁଆଡେ ଆତଙ୍କ ଭରିଦେଇଥିଲା । ଆପଣ ଜାଣନ୍ତି ପାକିସ୍ତାନ ସବୁବେଳେ ଜୈଶ ମହମ୍ମଦ ଆତଙ୍କବାଦୀଙ୍କ ସହ ଘନିଷ୍ଟ ସମ୍ପର୍କ ରହିଆସିଛି ଯାହାଦ୍ବାରା ରାଜନୈତିକ ର ବିକେନ୍ଦ୍ରୀକରଣ କରୁଅଛି .ପାକିସ୍ତାନ ଏପରି ଏକ ଦେଶ ସେ ସବୁବେଳେ ଭାରତ ସହ ଆମଦାନୀ ଓ ରପ୍ତାନୀ କରି ଚଳିାସୁଥିଲା ତାହା ମଧ୍ୟ ପୁଲୱାମା ଆକ୍ରମଣ ପରେ ସପୂର୍ଣ୍ମ ବନ୍ଧହୋଇଯାଇଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟଯେ ଭାରତ ଉପରେ ଆତଙ୍କ ହାମଲାପରେ ଅନ୍ୟଦେଶ ଗୁଡିକ ମଧ୍ୟ ତିବ୍ର ନିନ୍ଦାକରିଛନ୍ତି ଏବଂ ଏହାର ଯବାବପାଇିଁ ସହଯୋଗର ହାତବଡେଇଛନ୍ତି ।ଭାରତକୁ ସୋପଟ୍ କରୁଥିବା ଦେଶଗୁଡିକ ଆମେରିକା . ଇରାନ . ସାଉଦିଆରବ . ରୁଷ .ଇତ୍ସାଇଲ । ଏହି ଦେଶଗୁଡିକ ମଧ୍ୟରୁ ଇତ୍ସାଇଲ ହେଉଛି ଅନ୍ୟତମ । ଇତ୍ସାଇଲ ଭାରତକୁ କୌଣସି ବିନା ସର୍ତ୍ତରେ କରିବ ସହଯୋଗ ବୋଲି କହିଛି ଏବଂ ସେ କହିଛନ୍ତି ଭାରତକୁ ମୁଁ ସପୂର୍ଣ୍ଣ ସହଯୋଗ କରିବି ।

Image result for israeli army

ଇତ୍ସାଇଲ ର ସରକାର ମଲକା ନିଜେ ଆତ୍ମପ୍ରକାଶ କରି କହିଛନ୍ତି ଯେ ଭାରତର ଏପରି ମୃହର୍ତ୍ତରେ ସହଯୋଗ କରିବା ପାଇିଁ କୌଣସି ବି ସର୍ତ୍ତ ରହିବ ନାହିଁ କାରଣ ସହଯୋଗର କୌଣସି ସୀମା ନଥାଏ । ସେ କହିଛନ୍ତି ଯେ ଆତଙ୍କବାଦୀ କେବଳ ଭାରତ ପାଇିଁ ସମସ୍ୟା ସୃଷ୍ଟିକରିବ ତାହା ନୁହେଁ ଏହା ସାରା ବିଶ୍ବର ସମସ୍ୟା ତେବେ ଏ ସମସ୍ୟାକୁ ଦୂର କରିବା ପାଇିଁଁ ଆମେ ଭାରତକୁ ସପୂର୍ଣ୍ଣ ସହଯୋଗର ହାତବଡାଇବୁ । ଇତସାଇଲ ଭାରତ ସହ ସହଯୋଗର ହାତ ବଡେଇ ମିତ୍ରତାକୁ ଆହୁରି ସମୃଦ୍ଦ କରିବାକୁ ଚାହାଁନ୍ତି ବୋଲି ତାଙ୍କ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି କି ଭାରତକୁ ମଜବୁତ କରି,ଇସ୍ରାଇଲ ପୃଥିବୀ ସ୍ଥିରତାରେ ଯୋଗଦାନ ଦେଉଅଛି । କାହିଁକିନା ପୃଥିବୀ ସ୍ଥିରତାରେ ଭାରତର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ” ଆମେ କେବଳ ବିଶ୍ଵରେ ବଞ୍ଚିବା ପାଇଁ ଇସ୍ରାଇଲର ଏକ ଭଲ ସ୍ଥାନ ବନାଇବା ପାଇଁ ଏହା କରୁଛୁ ।

Image result for israeli prime minister png

ତେଣୁ ସେ କହିଛନ୍ତି ଯେଉଁମାନେ ଆମର ରକ୍ଷକ ସାଜି ସୁରକ୍ଷା ଦେଇଆସୁଥିଲେ ତାଙ୍କ ଉପରେ ଆକ୍ରମଣ ଏହା ଦେଶ ଉପରେ ଆକ୍ରମଣ ଅଟେ ତେବେ ପାକିସ୍ତାନ ଆତଙ୍କବାଦୀର ମାଷ୍ଟରମାଇଣ୍ଡ ଜୈଶ ମହମ୍ମଦ ଅବଦୁଲ ଙ୍କୁ ଏହାର ଯାବାବ ନିଶ୍ଚିତ ମିଳିବା ଦରକାର । ଭାରତ ଏବେ ଆତଙ୍କବାଦୀ ଉପରେ ତଥା ପାକିସ୍ତାନ କୁ ଯବାବ ଦେବାର ଅସ୍ତ୍ର ତିଆରିହୋଇସାରିଛି ।

ଇତ୍ସାଇଲ ଭାରତକୁ ଯେତେ ଚାହିଁବ ସେତେ ସାହାର୍ଯ୍ୟ ମାଗିପାରିବ ବୋଲି ଦୃଡଘୋଷଣା କରିଛି । ସହଯୋଗ କରି ଆତଙ୍କବାଦମାନଙ୍କ ସହିତ ଲଢ଼ିବା ଆଉ ଏହାର ଅନ୍ତ କରିବା ଉଚିତ୍ ଯାହାଦ୍ବାରା ଆତଙ୍କ ହାମଲା କୌଣସିବି ଦେଶ ଉପରେ ପଡିବ ନାହିଁ ବୋଲି ଇତ୍ସାଇଲ କହିଛି ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...