Take a fresh look at your lifestyle.

ଦେଖନ୍ତୁ ଭିଡିଓ : ସେନାର କାଶ୍ମୀର ଲୋକଙ୍କୁ ଖୋଲା ଧମକ । ଆତଙ୍କବାଦୀ ସନ୍ଦେହ ହେବାରୁ ଦେଖନ୍ତୁ କେମିତିକା ରାସ୍ତା ରେ ଘୋସାରିଲେ

0 1,514

ପୁଲବାମା ଆତଙ୍କ ଆକ୍ରମମ କୁ ନେଇ ସାରା ଭାରତବାସୀ ରାଗରେ ଅଛନ୍ତି ଏବଂ ତାହାର ପ୍ରତିଶୋଧ ନିମନ୍ତେ ସମସ୍ତ ଦେଶବାସୀ ଯବାବକୁ ଅପେକ୍ଷା କରିଛନ୍ତି କହାର ଭାଇ ପୁଣି କାହାର ସ୍ବମୀ ଓ କହାର ପୁଅ ତେବେ ତାଙ୍କର ଘରଲୋକଙ୍କୁ ଏପରି ସମସୟରେ କିଏ ସାହାରା ଦେବ ଅନ୍ଧାରରୁ ଆଲୋକିତ କରିମାର୍ଗ ଦେଖାଇବ ।କିଏ କାହାର ବାପାକୁ ହରାଛି ତ ଆଉକିଏ ତାହାର ଜରଗାରିଆ ପୁଅକୁ ହରାଇଛି । ଗତ ଶନିବାର ସହୀଦ ହୋଇଥିବା ଯବାନଙ୍କର ଅସ୍ତିତ୍ବ ଘରକୁ ଆସିଥିଲା ଯାହାଦ୍ବାରା ଘରେ ଭରିଦେଲା ଦୁଖଃର ଛାୟା ଏବଂ ଆକ୍ରୋଶ ।

କିନ୍ତୁ ଘରଲୋକ ପୁଅ କିମ୍ବା ସ୍ବାମୀଙ୍କର ସହୀଦକୁ ନେଇ ଦୁଖଃପ୍ରକାଶ କରିବା ସହ ପୁଣି ଗର୍ବର ସହ ସାଲାମ ଦେଇ ଅନ୍ତିମ ବିଦାୟ ଦେଉଛନ୍ତି । ସେସମୟ କେବଳ ପ୍ରତିଶୋଧର ନିଆଁଭରିଦେଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ସୈନୀଙ୍କର ପ୍ରାଣକୁ ଅନ୍ତିମ ସୁଭେଚ୍ଛା ଦେଇ କହିଛନ୍ତି ମୋର ବୀର ଯବାନଙ୍କର ସହୀଦ କୁ ନେଇ ମୁଁ ଦୁଖିତକିନ୍ତୁ ଏହାର ଯବାବ ବେକାର ହେବନାହିଁ । ଏବେ ପାକିସ୍ଥାନ ମଝି ନଈରେ ଅଛି କାରଣ ଭାରତ ସରକାର ପାକିସ୍ଥାନକୁ ଅନ୍ତରାଷ୍ଟ୍ରୀୟ କୁଟନୀତି , ବାଣିଜ୍ୟକ୍ଷେତ୍ରରେ ଚାପ . ରାଜନୈତିକ ଚାପ ପଡିବା ଦ୍ବାରା ପାକିସ୍ଥାନ ନିଜକୁ ଏ ଆକ୍ରମଣରେ ତାହାର କୌଣସି ହାତ ନାହିଁ ବୋଲି କହିଛି ।ନରେନ୍ଦ୍ରମୋଦୀ ଜି ଏହାର ଦୃଡତା ସହ ମତବ୍ୟକ୍ତ କରି ଭାରତୀୟ ସେନାଙ୍କୁ ପାକିସ୍ଥାନଉପରେ ଆତମଘାତୀ ଆକ୍ରମଣ ନିମନ୍ତେ ସଂପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ।

Related image

ପାକିସ୍ଥାନର ସମସ୍ତ ଅନୈତିକ କାର୍ଯ୍ୟ ତଥା ଆତଙ୍କର ସବୁଦିନ ପାଇିଁ ଭାରତ ଉପରେ ହାମଲାକୁ ଶେଷ କରିବା ପାଇିଁ ସେ ଅନ୍ତରାଷ୍ଟ୍ରୀୟ ଦେଶ ସହ ମିଶି ପାକିସ୍ଥାନକୁ ବଡ ସଂଙ୍କଟ ରେ ପକାଇଛି ଯାହା ଦ୍ବାରା ପାକିସ୍ଥାନ ଡରରେ ଥରି ତାର ଯବାନ ମାନଙ୍କୁ ଦେଲା ସୂଚନା ଆଦେଶଦେଇ କହିଛନ୍ତି ଯେ ଭାରତ ପ୍ରତି ଏତେ ବଡ ହାମଲା ଆଗରୁ କେବେବି ହୋଇନଥଲା

କିମ୍ବା ଏତେ ସୈନୀଙ୍କର ପ୍ରାଣଯାଇନଥିଲା ଯାହା ପୁଲବାମା ଆକ୍ରମଣରେ ହେଲା । ତେଣୁ ଏହାର ପ୍ରତିଶୋଧନେବାକୁ ଯାଇ ସେ ଅନ୍ୟ ଦେଶ ସହ ମିଶି ପାକିସ୍ଥାନକୁ ସଂପୂର୍ଣ୍ଣ ଧଂଶ କରିବାରେ ବସିଅଛି । ପାକିସ୍ଥାନ ଏପରି ଭୟ ସାରା ଭାରତବାସୀଙ୍କ ନରେ ଟିକିଏ ହସ ଫୁଟାଇପାରିଛି କିନ୍ତୁୱ ଏ ହସ ସଂପୂର୍ଣ୍ଣ ହେବା ଦରକାର ।

https://youtu.be/k2PdfG1-rZc

ଭାରତ ଶୁକ୍ରବାର ଦିନ ପରିସ୍କାର ଭାବ ରେ ପୁଲବାମା ରେ ହେଇଥିବା ଘଟଣା କୁ ନେଇ ପାକିସ୍ଥାନ କୁ ଦୋଷୀ କହିଛି । ତ କ୍ଷମା କରିଦେଲେ ଆତଙ୍କର ହାମଲା କମି ଯିବନାହିଁ ବରଂ ଏହାର ଯବାବ କୁଣ୍ଟାକୁ କଣ୍ଟାରେ କାଡିଲା ପରି ହେବା ଦରକାର ଯାହଫଳରେ ପାକିସ୍ଥାନ ଦ୍ବତୀୟ ଥର ଏପରି ହରକତ୍ କରିବା ର ଲାୟକ ହେବନାହିଁ ଏହା ଆମେ କହୁନାହୁଁ ସପୂର୍ଣ୍ଣ ହିନ୍ଧୁସ୍ଥାନ କହୁଛି ।

ଏବେ ପାକିସ୍ଥାନ ଏହି ଡରକୁ ଆମର ସେନା ଉଚିତ ମାର୍ଗରେ ଆଣିପାରିବେ ଏବଂ ଉଚିତ୍ ସବକ୍ ଶିକ୍ଷାଇପାରିବେ । ଯୟ ହିନ୍ଦ୍ ଯୟହିନ୍ଦ୍ ।
ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.