Loading...

ଧୋନୀଙ୍କ ମୃତ ପ୍ରେମିକା ପ୍ରିୟଙ୍କା ଝାଙ୍କ ଫଟୋ ଦେଖିଲେ ଆଖିରେ ପାଣି ଆସିଯିବ…

Loading...

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀଙ୍କୁ କିଏ ବା ନଜାଣେ। ତାଙ୍କ ପରିଚୟର ଆବଶ୍ୟକତା ନାହିଁ। ଧୋନୀ ନିଜ ଖେଳ ପାଇଁ ସାରା ବିଶ୍ବରେ ପରିଚିତ। ଆଜି ଆମେ ଏମିତି ଜଣେ ମହାନ ବ୍ୟକ୍ତି ଙ୍କ କଥା କହିବା ଯାହା ଙ୍କ ପାଖରେ କେବେଳ ଦେଶ ପ୍ରେମ ଦେଶଭକ୍ତି ଦେଶ ସେବା ଭଳି ମହାନ ଗୁଣ ରହିଛି । ଆପଣ ମାନେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଙ୍କୁ ବେଶ ଭଲଭାବରେ ଜାଣିଥିବେ ।

ଧୋନୀ ଙ୍କୁ ଆଜି ସାରା ଭାରତ ବର୍ଷ ବହୁତ ପ୍ରଶଂସା କରିଛନ୍ତି କାରଣ 370 ଧାରା ଉଠାଇବା ପରେ ସେ ଲଦାଖ ରେ ଭାରତୀୟ ଜଣ୍ଡା ଉଡାଇଥିଲେ ।

ଧୋନୀ କ୍ରିକେଟ୍ରୁ ଦୁଇ ମାସ ଛୁଟି ନେଇ ସେନାରେ ସାମିଲ ହୋଇଥିଲେ ଯାହା କିଛି ଦିନ ତଳେ ବହୁତ ଲୋକ ଚର୍ଚ୍ଚା ମାଧ୍ୟୟରେ ରହିଥିଲେ ମହେନ୍ଦ୍ର ସିଂ ଧୋନୀ । ଆଜି ଆମେ ଧୋନୀ ଙ୍କର ଦେଶଭକ୍ତି କଥା କୁ ଆଲୋଚନା କହିବା ନାହିଁ ଆଜି ଆମେ ତାଙ୍କ ବ୍ୟକ୍ତିଗତ କଥାକୁ କହିବା କୁ ଯାଉଛୁ ଯାହା ସୁଣିବା ପରେ ଆପଣ କାନ୍ଦି ଉଠିବେ


ମହେନ୍ଦ୍ର ସିଂ ଯେମିତି ଜଣେ ଭଲ କ୍ୟାପେଟନ ସେମିତି ଜଣେ ଭଲ ସ୍ବାମୀ ମଧ୍ଯ । ଧୋନୀ ଙ୍କର ପ୍ରତିଭା ଆଗରେ କୌଣସି ବି ଖେଳାଳୀ ହାର ମାନିଥାନ୍ତି । ଧୋନୀ ଙ୍କ ବ୍ୟକ୍ତିଗତ ଜୀବନୀ ବେଶ୍ ନିଡାମ୍ବର କିନ୍ତୁ ତାଙ୍କର ସେହି ଜୀବନ ମଧ୍ୟରେ ରହିଛି ଗୋଟିଏ ଦୁଖଃଦର କାହାଣୀ ଯାହା ଆଜି ପର୍ଯ୍ୟନ୍ତ ଧୋନୀ ଙ୍କ ଆଗରେ ପ୍ରତିଛବି ହୋଇ ରହିଯାଇଛି ।

ଧୋନୀ ପ୍ରଥମେ ଫିଲ୍ମ ଅଭିନେତା ତଥା ତାଙ୍କର ଅତିପ୍ରିୟତମା ପ୍ରେମିକା ପ୍ରିୟଙ୍କା ଝା ଙ୍କୁ ଭଲ ପାଇବସିଥିଲେ ତାଙ୍କର ଫିଲ୍ମ ଏମ୍ଏସ୍ ଲୋକପ୍ରିୟତା ହେବା ପରଠୁ । ଧୋନୀ ପ୍ରିୟଙ୍କା ଙ୍କୁ ବହୁତ ହୃଦୟ ରୁ ଭଲ ପାଉଥିଲେ ତାଙ୍କର ଭଲପାଇବା ଥିଲା ବହୁତ ସ୍ବଚ୍ଚା ତଥା ବାସ୍ତବତା । ସେ ଫିଲ୍ମ ରେ ପ୍ରିୟଙ୍କାର ଚରିତ୍ର ନେଇ ଅଭିନୟ କରୁଥିଲେ କିନ୍ତୁ ତାଙ୍କର ରିଏଲ ନାମ ଦିଶା ପଟ୍ଟନାୟକ ।

ତେବେ ଧୋନୀଙ୍କ ମୃତ ପ୍ରେମିକାଙ୍କ ଫଟୋ ଫିଲ୍ମ ରିଲିଜ ହେବା ପରେ ସାମ୍ନାକୁ ଆସିଥିଲା। ଧୋନୀଙ୍କର ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଥିଲା। ଏହି ଫିଲ୍ମରେ ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କ ବିଷୟରେ ମଧ୍ୟ ଦେଖାଯାଇଛି। ଫିଲ୍ମରେ ସାକ୍ଷୀଙ୍କ ଭୂମିକାରେ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିଥିଲେ।

ଫିଲ୍ମ ପୂର୍ବରୁ ପ୍ରିୟଙ୍କାଙ୍କ ବିଷୟରେ ଅଧିକାଂଶ ଲୋକେ ଜାଣିନଥିଲେ । ଯେବେ ଧୋନୀଙ୍କ ମୃତ ପ୍ରେମିକା ପ୍ରିୟଙ୍କା ଝାଙ୍କ ଫଟୋ ସାମ୍ମନା କୁ ଆସିଲା ଧୋନୀ ଙ୍କର ଏହି ଚ୍ଚଳଚିତ୍ର ବହୁତ ଅନକମ୍ କରିବା ସହିତ ବହୁତ ପପୁଲାରଟି ହୋଇପାରିଥିଲା । ଏହି ଫିଲ୍ମରେ ଧୋନୀ ଙ୍କ ର ପତ୍ନୀ ସାକ୍ଷୀ ଚରିତ୍ର ନେଇ କରିଥିଲେ କିଆରା ଆଡଭାନୀ

ତେବେ ଧୋନୀ ଏହି ଫଲ୍ମରେ ଉଭୟ ପ୍ରିୟଙ୍କା ଝାଙ୍କ ଏବଂ ସାକ୍ଷୀ ବ୍ୟତିତ ଧୋନୀ ଲକ୍ଷ୍ମୀ ରାୟଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...