Loading...

ବିରାଟଙ୍କ ସହ ଝଗଡା ପରେ ଦଳରୁ ବାହାରିଲେ ଧୋନି । ଧୋନିଙ୍କ ସ୍ଥାନ ନେବେ ଏହି ନୁଆ ଖେଳାଳି

0 232

ଗତ କାଲି ଭାରତୀୟ ଟିମ୍ ମେମ୍ବର ମାନେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଅଷ୍ଟେଲି୍ରଆ ବିପକ୍ଷ ରେ ଗୋଟିଏ ଟି-୨୦ ହେବ ବୋଲି ଗତ କାଲି ବିସିସିଆଇ ଘୋଷଣା କରିଛି । ଏପରି ବେଳେ ଏକ ବହୁତ ବଡ ଖବର ଆସି ପହଁଚିଛି କି ଏହି ମ୍ୟଚ ରେ ପୂର୍ବତନ କ୍ୟପଟେନ୍ ମହେନ୍ଦ୍ର ସିଂହ ଧୋନୀ ଙ୍କୁ ଭାଗ ନେବା ପାଇଁ ଦିଆ ଜାଇ ନାହିଁ । ଏମିତି ରେ ଗତ ଥର ଏମିତି ରାଜ କୋଟ ଠାରେ ହୋଇ ଥିବା ୱେଷ୍ଟଇଣ୍ଡିଜ ବନାମ ଭାରତ ମୁକାବିଲା ରେ ଭାରତ ର ପ୍ରଦର୍ଶନ ବହୁତ ଭଲ ଭାବେ କରିଥିଲା

ଏଥି ନେଇ ବର୍ତ୍ତମାନ ସମୟ ରେ ୱେଷ୍ଟଇଣ୍ଡିଜ ଭାରତ ଉପରୁ କେମିତି ଭାବେ ଏହାର ପ୍ରତଶଦ ନେବ ବୋଲି ଭାବି ଏଥର ବହୁତ କଡା କଡି ଭାବେ ତାର ଟିମ୍ କୁ ପ୍ରିପ୍ୟାରେସନ କରାଇଛି । ବୋଲି ଜଣା ପଡିଛି । ଏହା ପରେ ଅଷ୍ଟ୍ରେଲିଆ ବି ସେମିତି ଭାବେ ପ୍ରିପ୍ୟାରେସନ କରିଛି ବୋଲି ବିସିସିଆଇ କହିିଛି ଏପରି ବେଳେ କହିଛି କି ଅଷ୍ଟ୍ରେଲିଆ ର ଖେଳ ରେ ମହେନ୍ଦ୍ର ସିଂହ ଧୋନୀ ଙ୍କୁ ମଧ୍ଯ ଚୟନ କରାଯାଇ ନାହିଁ । ଏମିତି ବେଳେ ବିରାଟ କୋଇଲି ଙ୍କ ବଦଳ ରେ ଭାରତୀୟ ଦଳ ର କ୍ୟପଟେନ୍ ରଖାଯିବ ହିଟମ୍ୟାନ ରୋହିତ ଶର୍ମା ଙ୍କୁ ବୋଲି ଜଣା ପଡିଛି ।

ଏମିତି ରେ ବିସିସିଆଇ ଏହା ବି ସୂଚନା ଯୋଗ୍ୟ କରାଇଛି କି ଏଥ ବହୁତ ଦିନ ମଧ୍ଯ ପରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ରହିଥିବାରୁ ବହୁତ ଖେଳାଳି ମାନେ ବହୁତ ଖୁସି ଲାଗୁ ଥିବାର ଜଣା ପଡିଛି । ଏହି ସହିତ ଏହି ଟିମ୍ ରେ ପ୍ରଥମ ଦଳ ରେ ଶିଖର ଧୱନ, କେ.ଏଲ ରାହୁଲ, ଦିନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରିଷଭ ପନ୍ଥ ଓ ଖେଳ ର ଅଧିନାୟକ ରୋହିତ ଶର୍ମା ଦେଖିବା ପାଇଁ ମିଳିବେ ବୋଲି ଜଣା ପଡିଛି । ଏପରି ବେଳେ ଦ୍ବତୀୟ ପକ୍ଷ ରେ କୁର୍ଣ୍ଣାଲ ପାଣ୍ଡ୍ୟା,ୱାସିଂଟନ ସୁନ୍ଦର, ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ବୁମରାହ, ଖଲୀଳ ଅହମ୍ମଦ, ଉମେଶ ଯାଦବ, ଶାହାବାଜ ନଦୀମ ଭଳି ବହୁତ ବଡ ବଡ ଖେଳାଳି ଦେଖିବା ପାଇଁ ମିଳିବେ ବୋଲି କହିଛନ୍ତି ।

ଭାରତୀୟ ଦଳ ର କୋଟ । ଏପରି ଏହାବି ଜଣଆ ପଡିଛି କି ଏହି ଥର ଗୋଟିଏ ପରେ ଗୋଟିଏ ଖେଳ ଲାଗି ରହିବ ଏହି ବର୍ଷ ର ଶେଷ ପର୍ଯ୍ଯନ୍ତ ବୋଲି କହିଛନ୍ତି । ବିସିସିଆଇ ।ଏମିତି ରେ ଏହା ବି କହିଛନ୍ତି କି ଏଥର ଅଷ୍ଟ୍ରେଲିଆ ବିପକ୍ଷ ରେ ଦିନିକିଆ ମ୍ୟଚ ରହିବ କି ନାହିଁ କିଛି ବି ଭଲ ଭାବେ ଜଣା ପଡି ନାହିଁ ।
ଏପରି କ୍ଷେତ୍ରରେ ଆପଣ ମାନେ ଏହି ଖେଳ କୁ କେତେ ମାତ୍ରା ରେ ଅପେକ୍ଷା କରିଛନ୍ତି ଆମକୁ ଜଣାଇବାକୁ ଜମାରୁ ଭୁଲନ୍ତୁ ନାହିଁ ।

Loading...
Loading...