Loading...

ଷ୍ଟେସନ ରେ ୫୦ ଟଙ୍କାରେ ଦେହ ବିକୁଥିଲେ ,କଠିନ ପରିଶ୍ରମ ରେ ଲୋକ ଅଦାଲତର ଜଜ୍‌ ହେଲେ ସୁମୀ ଦାସ

Loading...
0 8,282

ଏ ଧରା ପୃଷ୍ଠରେ ଜନ୍ମ ନେଇଥିବା ମନୁଷ୍ୟ ସମାନ ନୁହଁନ୍ତି । କରଣ ଇଶ୍ବର ଯିଏ ଯାହାର କର୍ମ ଅନୁସାରେ ଏ ଧରାଧାମରେ ଜନ୍ମ ଦେଇଥାନ୍ତି । କେମିତି ଏ ସମାଜରେ ଜନ୍ମଗ୍ରହଣ କରିଥିବା ମଣିଷ ଆଉ ଗୋଟିଏ ମଣିଷ ପ୍ରତି ହିନ ଦୃଷ୍ଟି ପକାଇଥାଏ ଏହା କଣ ମନୁଷ୍ୟର ପରମ କର୍ତ୍ତବ୍ୟ ,। ପ୍ରତେକ ମଣିଷ ପରସ୍ପର ଶାରୀରିକ . ମାନସିକ , ସୁନ୍ଦରତା .ଦଷ୍ୟତା ,ପୋରଉପକାରିତା , ଇତ୍ୟାଦି ରେ ଭିନ୍ନ ହୋଇଥାନ୍ତି ।କେଉଁ ମଣିଷ ସୁନ୍ଦର ତ ଆଉ କେ ମଣିଷ ଦେଖିବା ପାଇିଁ ଅସୁନ୍ଦର ସେ ପୁରୁଷ ହେଉ କିମ୍ବା ନାରୀ କାହା ପ୍ରତି ଅନତି ବ୍ୟବହାର କରିବା ଅନୁଚିତ ।

କିନ୍ତୁ ଆଜିକାଲି ଦୁନିଆରେ ମଣିଷ ଅହଂକାରର ସୁତ୍ରପାତ ହୋଇସାରିଲେନି । ବିଶେଷ କରି ନାରୀମାନେ ଏ ପୁରୁଷ ସମାଜରେ ମୁଣ୍ଡ ଟେକି ବାଟରେ ଚାଲିବା ପାଇିଁ ସକ୍ଷମ ହୋଇପାରୁନାହାନ୍ତି । ଯେତେବେଳେ ଯେଉଁ ମାନବକୁ ବାଟରେ ଆଡିଦିଆଯାଏ ଦିନେ ସେହି ମାନବ ଅଳିଆରୁ ପଦ୍ମ ହୋଇଯାଏ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଥାନ୍ତି ତେବେ ଆସନ୍ତୁ ଆଜି ଏଭଳି ଏକ ଘଟଣା ସମ୍ପର୍କରେ ଯାହା ଶୁଣିଲେ ଆପଣ ବିଶ୍ବାସ କରିପାରିବେନି ।

ସୁମୀ ଦାସ ନାମ ଏକ ମହିଳା ସେ ସମସ୍ତ ମହିଳା ଙ୍କ ଠାରୁ ଥିଲେ ଭିନ୍ନ କାରଣ ସେ ଝିଅର ରୂପ ନେଇ ଜନ୍ମ ନେଇଥିଲେ ମଧ୍ୟ ତାଙ୍କ ଠାରେ ଥିଲା ପୁରୁଷତ୍ବ ରକିଛିି ରୂପ ଯାହା ତାଙ୍କୁ କିନ୍ନର ବନେଇ ଦେଇଥିଲା । ସୁମୀଙ୍କର ଏହି ରୂପ ସମୟକ୍ରମେ ପରିର୍ବତ୍ତନ ଦେଖାଦେଉଥିଲା ଏବଂ ସେ ନିଜକୁ ଧିରେ ଦିରେ ନାରୀର ବେଶରେ ସୌନ୍ଦଯ୍ଯ ଉପଭୋଗ କରିବା ପାଇିଁ ଚେଷ୍ଟା କରୁଥିଲେ ।

କେବେହେଳେ ସୁମିଙ୍କର ଏ ରୂପ ନେଇ କାହାରି କି ଦୋଷି ମାନିନାହାଁନ୍ତି ।ସେ ତାଙ୍କ ବାପାଙ୍କର ଥିଲେ ଏକ ମାତ୍ର ଅଲିଅଳି କିନ୍ତୁ ସମୟ ତାଙ୍କ ପାଖରୁ ସବୁ ଛଡିନେଲା ଯାହାର ପରିନାମ ସେ ଝିଅ ରୁ ପାଲଟିଗଲେ କିନ୍ନର ସୁମୀ ଦାସ।ତ ତାଙ୍କର ଏ କିନ୍ନର ହେବା ପଛରେ ପ୍ରକୃତ କାରଣ କଣ ଥିଲା ଆସନ୍ତୁ ଜଣିବା । ସ୍ବାମୀ ପୁଅ ର ବେଶ ସହ ତାଙ୍କ ପାଖରେ ଝିଆ ର ଅଂଶ ଥିଲା ଯାହାଦ୍ବାରା ସମସ୍ତ ପୁରୁଷ ଗଣ ତାଙ୍କ ପ୍ରତି ଆର୍କଶିତ ମନୋଭାବ ନଜର ପକାଇଲେ ଏବଂ ଏହି ଝିଅର ବେଶ ରେ ବଜାରରେ ନିଜର ଦେହକୁ 50ଟଙ୍କାରେ ବିକ୍ରି କରୁଥିଲେ ।

କିନ୍ତୁ ନିନ୍ଦନିୟ କାମ ଦ୍ବାରା ତାଙ୍କୁ ବିବେକ ବାଧାଦେଲା ଯାହା ଫଳରେ ସେ ଏଥିରୁ ଦୂରେଇ ଯାଇ ଏକ ସ୍ବେଚ୍ଛାଚାରୀ ସଂଗଠନ ରେ ନିଜକୁ ନିୟୋଜିତ କଲେ ଯାହାଥିଲା ଏଚ୍ .ଆଇ ଭି ପାଇିଁ କାମ କଲେ । ଲୋକଙ୍କୁ କଣ୍ଡୋମ ବିକି ସଚେତନ କରିବା ଥିଲା ତାଙ୍କର କାମ I କିନ୍ତୁ ଏହି କାମ ତାଙ୍କୁ କଣ୍ଡୋମ ମାଉସୀ ଭାବରେ ସମସ୍ତଙ୍କ ପାଖରେ ପରିଚିତ କରାଇଦେଇଥିଲା I କିନ୍ତୁ କିଛି ଅଲଗା କରିବା ଉଦ୍ୟମରେ ପୁଣିଥରେ ପାଠ ପଢିବା ଆରମ୍ଭ କରିଥିଲେ ସୁମି କିନ୍ତୁ ନିଜର ଏ କାମ ତାଙ୍କୁ ବେସିଦିନ ରଖିପାରିଲା ନାହିଁ ଯେଉଁଥିରେ ସେ ପାଠ ପ୍ରତି ଆକୃଷ୍ଟ ହେଲେ ।

ସେ ଏହି କାରର୍ଯ୍ୟରେ ନିଜକୁ ସଫଳ କରିବା ପାଇିଁ ଚାହୁଁlଥିଲେ ଏବଂ ସମାଜରେ ଏପରି ଭାବରେ ଗୋଡିତୋଳିବାକୁ ଚାହୁଁ ଥିଲେ । ଦିନ ଦିନ ପରେ ବିତି ଚାଲିବା ପରେ କିନ୍ନର ବୋଲା ଯାଉଥିବା ସୁମିଙ୍କର ଏକ ନୂତନ ରୂପ ଦେଖିବାକୁ ମିଳିଲା ଯାହା ଅଦାଲତର ବିଚାର ପତି । ସେ ବିଚାର ପତି ହେବା ପରେ ଦେଶର ତିବା ସମସ୍ତ କିନ୍ନର ଙ୍କୁ ନିଜର ହକ୍ ପାଇିଁ ତାଙ୍କୁ ଲୋକଲୋଚନକୁ ଆଣିପାରିଲେ ଯାହା ଫଳରେ ସୁମି ନିଜେ ଆଜି ସମାଜ କୁ ଦେଖେଇଦେଇଛନ୍ତି ଯେ ଜଣେ କିନ୍ନର ବି ହୋଇପାରେ ସମସ୍ତଙ୍କର ବିଚାରପତି .। ଯାହା ସୁମିଭଳି କର୍ମବୀର ଓପ୍ରତିଭାଶାଳୀ ପ୍ରମାଣ କରିବାରେ ସଫଳ ହୋଇଛନ୍ତି ।

ଯଦିଆପଣ ଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ।ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...