Take a fresh look at your lifestyle.

zoom କରି ଦେଖନ୍ତୁ କିପରି ଦେଲେ ଦଣ୍ଡ ସ୍କୁଲ ପିଲାଙ୍କୁ । Punishment ନା ପ୍ରେମ ଜାଣନ୍ତୁ ?

0 258

ଆଜିକାଲି ଜୀବନ ରେ ବହୁତ ଆଗୁକୁ ଆଗକୁ ବଢିବାରେ ଲାଗିଛି ତା ସହିତ ଜିଏ ତାଳ ଦେଇ ଚାଲି ପାରେ ସେହି ହିଁ ବହୁତ ଭଲ ଭାବରେ ଏହି ସଂସାରରେ ବଞ୍ଚି କରି ରହି ପାରିବ ।

ନଚେତ ସେ ଏତେ ପଛ କୁ ଚାଲି ଯିବ ଯେ ତାକୁ କେବେ ଖୋଜି କରି ଆପଣ ବାହାର କରି ପାରିବେ ନାହିଁ । ଆପଣ ଭାବୁଥିବେ କି ଆମେ ଏପରି କାହିକିଁ କହୁଛୁ ।

ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଏବେ କା ସମୟ ଦଣ୍ଡ ମୁକ୍ତ ବିଦ୍ୟାୟଳ ହୋଇସାରିଛି ଯେଉଁଥି ପାଇଁ ଗୋଟିଏ ଶିକ୍ଷକ ଗୋଟିଏ ପିଲାଙ୍କୁ ମାଡ ମାରି ତାଗିଦା କରି ପାରିବ ।

ସରକାର ଙ୍କ ନୂଆ ନିୟମ ରେ ବି ସବୁ ଶିକ୍ଷକ ମାନେ ଏବେ ପୂରା ବନ୍ଧା ହୋଇ ରହିଛନ୍ତି । ତେବେ ଏପରି କ୍ଷେତ୍ରରେ ଆପଣ ବହୁତ ଭଲ ଭାବରେ ଜାଣିଥିବେ କି ଗୋଟିଏ ପିଲା ର କେରିଅର ବା ତାକୁ ବହୁତ ଭଲ ଭାବରେ ଶିକ୍ଷ୍ୟା ଦେବା ପାଇଂ ତାକୁ ସାଶନ ର ଅାବସ୍ୟ କତା ରହିଛି ।

ଯଦି କେହି ଏପରି ରହିଛନ୍ତି କି ପିଲା ମାନଙ୍କୁ ସାସନ କରଛନ୍ତି ତ ତାଙ୍କ ଉପରେ କୋଠର କାର୍ଯ୍ଯ ଅନୁଷ୍ଟାନ ଗ୍ରହଣ କରାଯିବ । ତେଣୁ ଏପରି କ୍ଷେତ୍ରରେ ପିଲା ମାନଙ୍କୁ ଶାସନ କରିବା ପାଇଁ ଏବେ ଶିକ୍ଷକ ମାନେ ବହୁତ ନୂଆ ଭାବନା ଭାବେ ଏପରି ପିଲାଙ୍କୁ ପନିସ ମେଣ୍ଟେ ଦେବାରେ ଲାଗିଲେଣି କି ସାପ ମରିଯିବ ହେଲେ ବାଡି ଭାଙ୍ଗିବନି ।

ଏବେ କା ମତ ରେ ସରକାର ତ ପିଲାଙ୍କୁ ମାଡ ମାରିବା ପାଇଁ ମନା କରିଛନ୍ତି କିନ୍ତୁ ସେ ଅନ୍ୟ କିଛି ପନିସ୍ ମେଣ୍ଟେ ରୁ ତ ବଞ୍ଚିତ କରି ନାହାନ୍ତି ତେଣୁ । ଶିକ୍ଷକ ମାନେ ଏପରି ନୂଆ ଆଇଡିଆ ରେ ପିଲା ମାନଙ୍କୁ ପନିସ୍ ମେଣ୍ଟେ ଦେବାରେ ଲାଗିଛନ୍ତି ।

ଯେଉଁ ଥିରେ ରହିଛି କାନ ଧରି ଉଠାବସା , ଦୁହେଁ ଦୁହିଁଙ୍କ କାନ ଧରି ଛିଡା ହେବା ଏପରି କି ଆଣ୍ଠେଇବା ଓ ହାତ ଉପରକୁ କରି ଛିଡା ହେବା ପରି ପନିସ୍ ମେଣ୍ଟେ ରହିଛି କିନ୍ତୁ ଏପରି ପନିସ୍ ମେଣ୍ଟେ କୁ ଆଜି କାଲି ର ପିଲା ମାନେ ବହୁତ ଭଲ ଭାବରେ ନେବାରେ ଲାଗୁଛନ୍ତି ।

ଆପଣ ଭଲ ଭାବରେ ଦେଖି ପାରୁଥିବେ କି କିପରି ଭାରେ ପିଲା ମାନେ ପନିସ୍ ମେଣ୍ଟେ କୁ ଗ୍ରହଣ କରୁଛନ୍ତି । କିଛି ସ୍ଥାନ ରେ ପିଲା ମାନେ ଏପରି କହିଛନ୍ତି କି ସେମାନଙ୍କୁ ଏପରି ପନିସ୍ ମେଣ୍ଟ ନେବା ପାଇଁ ବହୁତ ମଜା ଲାଗୁଛି ବୋଲି ।

ତେଣୁ ଏପରି ପରିସ୍ଥିତି ରେ ଆପଣ କୁହନ୍ତୁ କି ଆଜି କାଲି ର ପଲା ମାନଙ୍କୁ କିପରି ପନିସ୍ ମେଣ୍ଟେ ଦେଲେ ସେମାନେ ଠିକ ଭାବେ ପାଠ ପଢିବେ ।

Leave A Reply

Your email address will not be published.