Loading...

ପଡିଶା ଘର ଭାଉଜ ଙ୍କ ପାଖରେ କଥା ଅଛି ବୋଲି କହି ଦିଅର ଆସେ ପ୍ରତ୍ୟେକ ଦିନ ରାତି ରେ । ଦିନେ ଦେଖିନେଲେ

0 4,084

ଆଜିକା କ୍ଷେତ୍ରରେ ଲୋକଙ୍କୁ ଝିଅ ମାନଙ୍କ ନିସା ହିଁ ଘାରୁଛି । ଏମିତି ରେ କେବଳ ଝିଅ ନିସା ନୁହେଁ ବରଂ ଶାରୀରିକ ସଂମ୍ପର୍କ ହିଁ ବହୁତ ମାତ୍ରା ରେ ଝୁରାଉଛି ଲୋକ ମାନଙ୍କୁ । ଏମିତି ରେ ସେ କୈଣସି ପୋଡଶୀ ହେଉ ବା କୈଣସି ଘରର ଲୋକ । କଣ ଆପଣ ଆଶ୍ଚର୍ଯ୍ଯ ହେଲେ କି ଘର ଲୋକ କହିବାରୁ । ମୋଟେ ବି ଆସ୍ଚର୍ଯ୍ଯ ହୁଅନ୍ତୁ ନାହିଁ । ଆଜ୍ଞା କିଛି ଏମିତି ହିଁ ଘଟଣା ଘଟିଛି ବୋଲି ଆମେ ଆପଣଙ୍କୁ କହିବା କଥା । ତେବେ କଣ ରହିଛି କଥା ଟିକିଏ ଜାଣି ନେବା । ଏମିତି ରେ ଏହି ଘଟଣା ହେଉଛି ଉତ୍ତର ପ୍ରଦେଶ ର ରଙ୍ଗ ଡିହା ରେ ଘଟିଛି ।

ଘଟଣା ଅନୁଯାୟୀ ଭାଉଜ ଙ୍କ ପାଖରେ କଥା ଅଛି ବୋଲି କହି ଦିଅର ଆସେ ପ୍ରତ୍ୟେକ ଦିନ ରାତି ରେ ଆସେ ଓ ସବୁ ଦିନ ଭାଉଜ ଙ୍କ ସହିତ ଶାରୀରିକ ସଂମ୍ପର୍କ ରଖିଥାଏ । ଏମିତି ବେଳେ ବଡ ଭାଇ ଦୁଇ ବର୍ଷ ହେଲା ଦିଲ୍ଲୀ କାମ୍ କରିବା ପାଇଁ ଜାଇ ଥିବା ବେଳେ ସାନ ଭାଇ ଏହି ପରିସ୍ଥିତି ର ବହୁତ ମାତ୍ରା ରେ ଫାଇଦା ଉଠାଇ ଥିଲା ବୋଲି ଜଣା ପଡିଛି ।

ଏମିତି ରେ ଆଜି କାଲି ଶାରୀରିକ ସଂମ୍ପର୍କ ରଖିବା ପାଇଁ କେହିବି ମନା କରିବାରେ ଲାଗି ନାହାନ୍ତି । ତେବେ ଅସଲ ଘଟଣା ଟି ହେଲା ବଡ ଭାଇ ଦୁଇ ବର୍ଷ ହେଲା ବାହାରେ ଥିବା ବେଳେ ସାନ ଭାଇ ନିଜ ଭାଉଜଙ୍କୁ ଦେଖା କରିବ ବୋଲି କହି ପ୍ରତ୍ୟେକ ଦିନ ରାତି ରେ ଆସେ ବୋଲି ଜଣା ପଡି ଥିଲା । ଏମିତି ରେ ଭାଉଜ ଯେତେ ମନା କରିଲେ ବି ଦିଅର ଛାଡିବା ପାଇଁ ନାରାଜ ଓ ଏମିତି ସେ ବହୁତ ଶାରୀରିକ ସଂମ୍ପର୍କ ରଖିଛି ବୋଲି ନିଜେ ଦିଅର କହିଛି ।

ଘଟଣା ଅନୁସାରେ ବର୍ତ୍ତମାନ ସମୟ ରେ ଭାଉଜ ଏବେ ଗର୍ଭବତୀ ରହିଛନ୍ତି ଏପରି ପରିସ୍ଥିତି ରେ ଗତ ମାସ ରେ ଦିଲ୍ଲୀ ରୁ ଫେରି ଥିଲେ ଗୈତମ ନାମକ ଏହି ଯୁବକ ଜଣଙ୍କ ଆସି ଦେଖନ୍ତି ତ ସ୍ତ୍ରୀ ଆମର 4 ମାସ ର ଛୁଆ କୁ ପେଟରେ ଧରିଛନ୍ତି । ଏହା ପରେ ଗୈତମ ସ୍ତ୍ରୀ ଙ୍କୁ ପିଟା ମାରା କରିବା ପରେ ସେ ନିଜର ମୁହଁ ଖୋଲି ଥିଲେ ଓ ଜଣା ପଡି ଥିଲା କି ଅସଲ ରେ ଅପରାଧି ହେଉଛନ୍ତି ତାଙ୍କର ସାନ ଭାଇ ସମୀର ଏମିତି ରେ ଧରା ପଡିବା ପରେ ଏବେ ବଡ ଭାଇ ନେଇ ସାନ ଭାଇକୁ ଥାନା ରେ ଏଫାୟାର ଦେବା ସହିତ ସେ ତାଙ୍କୁ ଥାନା ରେ ଦେଇଛନ୍ତି ।

ବର୍ତ୍ତମାନ ସମୟ ରେ ଏମିତି ପରିସ୍ଥିତି ରେ ବଡ ଭାଇ ବିବାହ ର 10 ଦିନ ମଧ୍ଯ ରେ ବାହାର କୁ ଜାଇ ଥିଲେ ପରେ ଆସି ଦେଖିଲେ ତ ଏମିତି ହୋଇଛି । ତେବେ ବର୍ତ୍ତମାନ ସମୟ ରେ ଘର ଲୋକ କହଛନ୍ତି କି ସାନ ଭାଇ ର ବିବାହ ପୁଣି ଭାଉଜ ଙ୍କ ସହିତ ହେବ ବୋଲି । ଓ ବଡ ଭାଇ ର ବିବାହ ପୁଣି ଥରେ ହେବ ବୋଲି । ଏମିତି ରେ ଏହି ଘଟଣା ବହୁତ ମାତ୍ରୀ ଏବେ ଭାଇରଲ ହେବାରେ ଲାଗିଛି ।

Loading...
Loading...