ଦୀର୍ଘ ୩୫ ବର୍ଷ ପରେ କୋଟିପତି ହେବେ ଏହି ରାଶି । ଶନି ଦେବ ଦେଲେ ଶୁଭ ସଂକେତ

0

ଯଦି ରାଶି ମାନଙ୍କ ଦିସା ରେ ପରିବର୍ତ୍ତନ ହୋଇ ଥାଏ ତେବେ ଆମ ଜୀବନ ରେ କିଛି ଘଟି ଥାଏ କିନ୍ତୁ ଆମେ ଏହାକୁ ଜାଣି ପାରୁ ନାହିଁ।ତେବେ ପ୍ରତ୍ୟେକ ଗ୍ରହ ର ପ୍ରଭାବ ଆମ ଜୀବନ ବା ସେହି ରାଶି ମାନଙ୍କ ଉପରେ ପଡ଼ିଥାଏ। ମାତା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଏ।ତେବେ ଆଜି ଆମେ ଶନି ଗ୍ରହ ବିଷୟ ରେ କହିବାକୁ ଯାଉଛୁ ।ଶନି ଦେବ ଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ । ଯଦି କାହା ଉପରେ ଖୁସି ହୁଅନ୍ତି ତେବେ ସେ ତାଙ୍କ ଉପରେ ସେ ସୁଖ ର ବର୍ଷା କରି ଥାଆନ୍ତି । ଶନି ଦେବ ଙ୍କ ପ୍ରକୋପ ଠାରୁ ତାଙ୍କ କୃପା ଅଧିକ ହୋଇଥାଏ ।

ଶନି ଦେବ କାହାର ଶତ୍ରୁ ନୁହନ୍ତି ସମସ୍ତଙ୍କ ମିତ୍ର ଅଟନ୍ତି । ଶନି ଦେବ ନ୍ୟାୟ ପ୍ରିୟ ଦେବତା ଅଟନ୍ତି । ଯଦି କେହି ଅନୈତିକ କାର୍ଯ୍ୟ କରନ୍ତି ତେବେ ସେ ଶନି ଦେବା ଙ୍କ କ୍ରୋଧ ର ଶିକାର ହୋଇ ଥାଆନ୍ତି ।ଏମିତି ରେ ଶନି ଦେବ ଙ୍କ ପ୍ରଭାବ 12 ଟି ରାଶି ଉପରେ ରହିଥାଏ  ।

କିନ୍ତୁ କିଛି ଖାସ୍ ରାଶି ମାନଙ୍କ ଉପରେ ଏହି ମାସ ରୁ ଶନି ଦେବ ଙ୍କ ପ୍ରଭାବ ପଡ଼ିବା ପାଇଁ ଯାଉଚି। ଆଜି ଆମେ ସେହି କିଛି ରାଶି ମାନଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ଉପରେ ଶନି ଦେବ ଙ୍କ ପ୍ରଭାବ ଆଗାମୀ 21 ବର୍ଷ ଜାଏ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ।

ମେଷ ରାଶି – ଏହି ରାଶି ଉପରେ ଶନି ଦେବ ଙ୍କ କୃପା ପଡ଼ିବାକୁ ଯାଉଛି । ଏହି ରାଶି ଙ୍କୁ ଚିନ୍ତା କରିବାକୁ ଆଉ କିଛି ନାହି । ଏହି ରାଶି ଉପରେ ଶନି ଦେବ ଙ୍କ କୃପା ହେବ ତାହା ପୁଣି 21 ବର୍ଷ ପର୍ଯ୍ୟ୍ତ । ଏମାନଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି । ଏମାଙ୍କର ଆଉ କୌଣସି ଅଭାବ ରହିବ ନାହିଁ । ତେବେ ଏମାନଙ୍କ ପାଇଁ ଗୋଟିଏ ହିଁ ମାତ୍ର ସର୍ତ୍ ଅଛି ଯେ ଏମାନଙ୍କୁ ସମ୍ପୂର୍ଣ ଭାବେ ଶନି ଦେବ ଙ୍କ ଉପରେ ଭରସା କରିବାକୁ ପଡ଼ିବ ।

ସିଂହ ରାଶି – ଶନି ଦେବ ଙ୍କ କୃପା ଏହି ରାଶିରେ ମଧ୍ୟ ବର୍ଶିବ । ଏମାନଙ୍କ ର ଆତ୍ମବିଶ୍ଵାସ ରହିବ। ଏମାନଙ୍କ ର ସମସ୍ତ ମନସ୍କାମନା ଭଗବାନ ଶନି ଦେବ ପୂରଣ କରିବେ । କିନ୍ତୁ ଆପଣ ସମ୍ପୂର୍ଣ ମନ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ।

କନ୍ୟା ରାଶି – ଆପଣଙ୍କ ସବୁ ଇଛା ମଧ୍ୟ ଶନି ଦେବ ପୂରଣ କରିବେ । କିନ୍ତୁ ଆପଣଙ୍କ ପାଇଁ ଗୋଟିଏ ସର୍ତ ରହିଛି ଯେ ଆପଣ ଙ୍କୁ ଆପଣଙ୍କ ସମ୍ପୂର୍ଣ ଜୀବନ ସାଥି କୁ ଦେବାକୁ ପଡ଼ିବ। ତେବେ ଯାଇ ଆପଣ ସଫଳତା ପ୍ରାପ୍ତି କରିବେ ଓ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଯଦି ଆପଣ ଙ୍କ ର ବିବାହ ହୋଇ ନାହିଁ ତେବେ ଅଧିକ ସମୟ ମାତା ପିତା ଙ୍କ ସହିତ ବ୍ୟତୀତ କରନ୍ତୁ ।

ତୁଳା ରାଶି – ସଫଳତା ଆପଣ ଙ୍କ କବାଟ ସାମ୍ନା ରେ ଛିଡ଼ା ହୋଇଛି । ଆପଣ ଙ୍କୁ ଏତିକି କରିବାର ଅଛି ଯେ ଆପଣ ସବୁ ପ୍ରକାର କଳି ଝଗଡା ରୁ ଦୂରେଇ ରୁହନ୍ତୁ ତେବେ ଆପଣ ଙ୍କ କାର୍ଯ୍ୟ ସରଳ ରୂପେ ହୋଇ ଯିବା । ଆଗାମୀ 21 ବର୍ଷ ପର୍ଯ୍ୟ୍ତ ଆପଣ ଙ୍କ ଜୀବନ ରେ ସୁଖ ଲାଗି ରହିବ ।

କର୍କଟ ରାଶି – ଏମାନଙ୍କ ଉପରେ ଶନି ଦେବ ଙ୍କ କୃପା ରହିବ। ଶନି ଦେବ ଙ୍କ ଅସୀମ କୃପା ଆପଣଙ୍କ ଉପରେ ପଡ଼ିବ । ଏମାନଙ୍କୁ ଚିନ୍ତା କରିବାର କିଛି କଥା ନାହିଁ । ଏମାନଙ୍କୁ ଧନ ର ଅଭାବ ରହିବ ନାହିଁ । ଏମାନଙ୍କ ର ଅଟକି ରହିଥିବା କାର୍ଯ୍ୟ ବର୍ତ୍ତମାନ ପୂରଣ ହେବ ।

କୁମ୍ଭ ରାଶି – ଶନି ଦେବ ଙ୍କ କୃପା ରୁ ଆପଣ ଙ୍କ ଜୀବନ ସାଥି ସହିତ ଭଲ ସମୟ ବ୍ୟତୀତ କରିବେ । ନୂଆ ବାହାନ କିଣିବା ଯୋଗ ରହିଛି । ଧାର୍ମିକ ଯାତ୍ରା କରିବାର ଯୋଗ ରହିଛି। ଶନି ଦେବ ଙ୍କ କୃପା ରୁ ଧନ ସଂପତ୍ତି ର ଅଭାବ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.