ଏୟାରଫୋନ ଲଗାଉଛନ୍ତି ତ ସାବଧାନ ଭୁଲ ରେ ବି ଏହି ୩ ଟି ସମୟରେ କେବେ ବି ଏୟାରଫୋନ ଲାଗାନ୍ତୁନି

0

ଦୁନିଆରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର କାରଣ ଯୋଗୁଁ ସମସ୍ତ ଅସାଧ୍ୟ୍ୟ କାର୍ଯ୍ୟ ସମ୍ବବ ହୋଇପାରୁଛି କିନ୍ତୁ ସେହି ଉପକାର ମଧ୍ୟରେ ରହିଛି ଅପକାର ଯାହା ସମସ୍ତ ଙ୍କର ଅଜ୍ଞାତ ଅବସ୍ଥାରେ ରହିଥାଏ । ବିଜ୍ଞାନ ଦ୍ବାରା ଦୁନିଆରେ ଅନେକ ସୁବିଧା ହୋଇପାରିଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ବିଜ୍ଞାନ ର ଉପକାର ରହିଆସିଛି ତାହା ଦ୍ବାରା ଲୋକ ଆଜି ଉପକୃତ ହେଉଛନ୍ତି କିନ୍ତୁ ଉପକାର ସହ ରହିଛି ସମସ୍ୟା । ଅନେକ ଲୋକ ମୋବାଇଲ ବ୍ୟବହାର କରିବା ସମୟରେ ହେଡ୍ ଫୋନର ମଧ୍ୟ ବ୍ୟବହାର କରିଥାନ୍ତି ।

ପିଲା ଠାରୁ ବୁଡା ପର୍ଯ୍ୟନ୍ତ ସମସ୍ତେ ହେଡ୍ ଫୋନ୍ ବ୍ୟବହାର କରୁଛନ୍ତି କାରଣ ଏ ଆଧୁନିକ ଯୁଗରେ ଲୋକ ଙ୍କ ପାଖରେ ପହଞ୍ଚିପାରିଛି ଟେକନଲୋଜି ର ଉପଚାର । ହେ଼ଡ୍ ଫୋନ ବ୍ୟବହାର କରିଲେ ଆମେ ଆରାମ ରେ କଥା ହୋଇପାରୁ ସମସ୍ତ କଥା ଆମକୁ ଶୁଭାଯାଏ କିନ୍ତୁ ବାହ୍ୟ କଥା ସୁଣାଯାଏ ନାହିଁ ।

ଆପଣ ମାନେ ଜାଣନ୍ତି ଏହି ହେଡ୍ ଫୋନ ଆମକୁ ଯେତେ ସୁବିଧା ଦେଉଛି ତା ଠାରୁ ଦୁଇ ଗୁଣ ସମସ୍ୟା ରେ ପକାଉଛି ଯାହା 90 ପ୍ରତିଶତ ଲୋକ ଜାଣନ୍ତି ନାହିଁ ।
ଅନେକ ଯୁବପିଢି ମୋବାଇଲେ ଗୀତ ଶୁଣିବା ସମୟରେ ଅଧିକ ସାଉଣ୍ଡ ଦେଇ ଶୁଣିଥାନ୍ତି ।

ସେମାନେ ଯଦି ହେଡ୍ ଫୋନ ଲଗାଇ 90 ଡେସିବିଲରୁ ଅଧି୍କ ସାଉଣ୍ଡ ଦେଇ ଗୀତ ଶଣୁଛନ୍ତି ତେବେ ଆପଣ ଖୁବ୍ ଶିଘ୍ର ନିଜର ଶୁଣିବାର ଦକ୍ଷ୍ୟତା ହରାଇ ବସିବେ । ଯଦି ସେହି ସମୟରୁ ଆପଣ ହେଡଫୋନ ବ୍ୟବହାର କରିବା କମ କରିଦେବେ ତେବେ ବଦଳୁଥିବା ସମୟ ସହିତ ଏହି ବ୍ୟଥା ବି କମ ହୋଇଯିବ କିମ୍ବା ଏହି ସ୍ଥିତିରେ ଆପଣ ଡାକ୍ତରଙ୍କର ବି ପରାମର୍ଶ ନିଅନ୍ତୁ ।

ଆଉ ଗୋଟିଏ ବିଶେଷ କଥା ଯଦି ଆପଣ ହେଡ୍ ଫୋନ ବ୍ୟବହାର କରୁଛନ୍ତି ତେବେ ସେହି ହେଡ଼୍ ଫୋନ ଆଉ କାହାରିକୁ ଦିଅନ୍ତୁ ନାହିଁ କାରଣ ଏହା ଦେବା ଦ୍ବା୍ରା ଆପଣ ଙ୍କୁ ଭିବିନ୍ନ ମାରାତ୍ମ ରୋଗ ଆକ୍ରାନ୍ତ କରିପାରେ ।

ଯଦି ଭୁଲ ଆପଣ ଅନ୍ୟ କାହାର ହେଡ୍ ଫୋନ କୁ ବ୍ୟବହାର କରୁଛନ୍ତି ତେବେ ନିୟମିତ ଭାବେ କପଡାରେ ପୋଛି ବ୍ୟବହାର କରନ୍ତୁ । ଅଧିକ ସାଉଣ୍ଡ ଦେଇ ଗୀତ ଶୁଣିବା ପରେ ଆପଣ ଙ୍କର କାନ ଦରଜ ହୋଇପାରେ ପରେ ତାହା ବଡ ଧରଣ ର ରୋଗ ଆଡକୁ ଅଗ୍ରସର ହୋଇପାରେ ଏହା ଆମେ କହୁ ନାହୁଁ ବିଜ୍ଞାନ କହୁଛି ।

ଅଧି୍କ ସମୟ ହେଡ୍ ଫୋନ କାନରେ ପୁରି ରଖିଲେ ମୁଣ୍ଡ ବ୍ୟଥା ହେବା ସହ ଶୁଣିବାର କ୍ଷମତା ହରାଇ ବସିବେ ସବୁଦିନ ପାଇିଁ । ଅନେକ ଲୋକଙ୍କ ଏହି ଅଭ୍ୟାସ ରହିଛି ଯେଉଁ ମାନେ ହେଡ୍ ଫୋନ ବ୍ୟତିତ ଗୀତ ଶୁଣିପାରିବେ ନାହିଁ କିନ୍ତୁ କହୁରଖୁଛୁ କି ଏହି ହେଡ୍ ଫୋନ ଆପଣ ଙ୍କର ସ୍ବାସ୍ଥ ପ୍ରତି ବିପଦ ଜନକ ଅଟେ ।

ଆଜି ଠାରୁ ଆପଣ ନିଜ କାନ ପ୍ରତି ସଜାଗ ହୋଇ ଯାଆନ୍ତୁ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.