ଦୋକାନ ଏବଂ ବ୍ୟବସାୟ ଖାଲି ଲାଭ ଓ ଧନ ଏହି ଉପାୟ କରିଥାଏ ମାଲାମାଲ । ଏହା ବିଷୟରେ ଜାଣନ୍ତୁ

0 569

ଆପଣ ମାନେ ଜାଣିଥିବେ ପ୍ରାୟ ଲୋକଙ୍କର ଦୋକାନ କିମ୍ବା ବ୍ୟବସାୟ ଧିରେ ଧିରେ କମିବାରେ ଲାଗେ ଚିନ୍ତାରେ ସେମାନେ ରହିଥାନ୍ତି , ପରିବାରରେ କଳୋହ ସୃଷ୍ଟି ହୋଇଥାଏ ଆୟ ଘର ଶୂନ୍ୟ ହୋଇଗଲେ ପରିବାରରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଦେଖାଯାଏ .ଏଣୁ ଦୋକାନ ବା ବ୍ୟବସାୟରେ କିପରି ଗ୍ରାହକ ସଂଖ୍ୟା ବୃଦ୍ଧି ପାଇବ କିପରି ଭଲରେ ଚାଲିବ ଏହା ବିଷୟରେ ଆମେ ଏକ ଉପାୟ ମାଧ୍ୟମରେ ଜାଣାଇଦେବୁ ।

ଆପଣ ପ୍ରଥମେ ଏକ ହାଡୱାର୍କ ଦୋକାନ କୁ ଯାଆନ୍ତୁ , ଯେଉଁ ହାଡୱାର୍କ ରେ ଅଧିକ ବିକ୍ରି ହେଉଥିବ , ସେଠାକୁ ଯାଇ ଗୋଟିଏ ଲୁହା କଣ୍ଟା ଆଣନ୍ତୁ , ସେହି ଲୁହା କଣ୍ଚାକୁ ଗୋଟିଏ ଲୁହା କଣ୍ଟା ସେହି କାଚ ଜାର ରେ ଥିବା ବିରି ଉପରେ ରଖନ୍ତୁ ଏବଂ ଉପର ଖୋଳ ଦେଇ ଦୋକାନ ର କୌଣସି ସ୍ଥାନରେ ରଖିଦିଅନ୍ତୁ ।

ଆଫଣ ଯେଉଁ ଠାକୁର ପୂଜା କରୁଛନ୍ତି ଠାକୁର ଙ୍କ ପାଖାପାଖି୍ ରଖିଦିଅନ୍ତୁ । ଏହା ପ୍ରତି ଶନିବାର ଦିନ ସେହି ବିରି ଏବଂ ଲୁହା କଣ୍ଟା ରଖନ୍ତୁ ଏବଂ ଆସନ୍ତା ଶନିବାର ସେହି ବିରିକୁ ବୋତରାଇ ସୋରିଷ ତେଲ ଦେଇ ଭଲକରି ଭାଜନ୍ତୁ ଏବଂ କୌଣସି ଏକ କଭିକ୍ଷାରୀକୁ ଦେଇ ଦିଅନ୍ତୁ ଏବଂ କିଛି ଖାଇବାକୁ ଦିଅନ୍ତୁ ଏମିତି ପ୍ରତି ଶନିବାର କରନ୍ତୁ ଦେଖିବେ ଆପଣ ଙ୍କର ଦୋକାନ ବାଡି ସବୁ ଭଲ ଭାବରେ ଚାଲିବ । ଆଉ ଗୋଟିଏ ଉପାୟ ହେଉଛି -+-

ଆପଣ ସେହିପରି ଠିକ୍ ଶନିବାର ଦିନ ସକାଳୁ ଗାଧି କରି ଏକ ଅସ୍ତ ଗଛ ମୂଳକୁ ଯାଆନ୍ତୁ , ଗୋଟିଏ ଅସ୍ତ ପତ୍ର ଛିଣ୍ଡେଇ ଆଣିବେ ତାକୁ ଭଙ୍ଗା ପାତ୍ରରେ ଭଲ କରି ଧୋଇଦେବେ ଏବଂ ଗୋଟିଏ ପାତ୍ରରେ ଅସ୍ଚ ପତ୍ର ଥିବା ଥାଳିରେ ତାହା ରଖି ଠାକୁର ଙ୍କ ସାମ୍ମନାରେ ରଖି ଦିଅନ୍ତୁ ଏବଂ ସେହି ପତ୍ର କୁ ଚାହିଁକରି 21 ଥର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଗାୟତ୍ରୀ ମନ୍ତ୍ର ପାଠ କରି ସାରିବା ପରେ ସେହି ଅସ୍ତ୍ର ପତ୍ରକୁ ନେଇ ଆପଣ ସିନ୍ଧୂକ ବା ପଇସା ବାକ୍ସରେ ରଖିଦିଅନ୍ତୁ । ପ୍ରତି ଶନିବାର ଦିନ ଏହାକୁ ବଦଳାନ୍ତୁ ଏବଂ ନୂତନ ଏକ ପତ୍ର ଆଣି ଠିକ୍ ସେହିପରି କରନ୍ତୁ ତେବେ ଆପଣ 11 ସପ୍ତାହ ଶନିବାରରେ ପ୍ରତିଶନିବାରରେ ଗୋଟିଏ ପତ୍ର ଆଣି ତାକୁ ଗଙ୍ଗା ପାଣିରେ ଧୋଇଦେବେ ଗୋଟିଏ ଥାଳିରେ ରଖି ଠାକୁର ଙ୍କ ସାମ୍ମନାରେ ରଖିଦିବେ ।

ଯେତେବେଳେ 11 ପାଳି ପୁରଣ ହୋଇଯିବ ଆଫଣ ସେହି 11 ଟି ପତ୍ରକୁ ନେଇ ନଈରେ ଭସାଇ ଦେବେ । ଏହିପରି କରିବା ଦ୍ବାରା ଦୁଇ ରୁ ତିନି ସପ୍ତାହ ମଧ୍ୟରେ ବ୍ୟବସାୟ ଆପଣ ଙ୍କର ବଡିଯିବ ଦୋକାନ ଏବଂ ବ୍ୟବସାୟ ଖାଲି ଲାଭ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.