ଡାକ୍ତରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ । ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାର କରି ନ ଥିବାରୁ

ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ପକ୍ଷରୁ ସ୍ବାଗତମ୍ । ଆପଣ ମାନେ ଜାଣିଥିବେ ବିବାହ ପରେ ଦାମ୍ପତ୍ୟ ଜୀବନରେ ଗୋଟିଏ ନୂଆ ସମ୍ପର୍କ ତିଆରି ହୋଇଥାଏ , ସେମାନେ ଆଗାମୀ ଭବିଷ୍ୟତ ପିଢୀକୁ ଆଖି ଆଗରେ ରଖି ତଥା ସନ୍ତାନ ସନ୍ତପି ପାଇିଁ ଶାରିରୀକ ସମ୍ବନ୍ଧ ରଖିଥାନ୍ତି । ତେବେ କହିବାକୁ ଗଲେ ବିବାହ ପରେ ପତି ପତ୍ନୀ ଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରଖିବା ଆବଶ୍ୟକ ଏହା ଦ୍ବାରା ମାନସିକ ଏବଂ ଉଭୟ ଶାରିରୀକ ସ୍ବାସ୍ଥ ସଚେତ୍ ରହିଥାଏ ।

କିନ୍ତୁ ଆପଣ ମାନେ ଜାଣିଥିବେ ଶାରିରୀକ ସମ୍ବନ୍ଧ ରଖିବା ସମୟରେ କଣ୍ଡୋମ ର ବ୍ୟବହାରକୁ ବହୁତ ମାନ୍ୟ ତା ଦିଆଯାଇଥାଏ । କାରଣ ଖାଲି ଦାମ୍ପତ୍ୟ ଜୀବନରେ ଆଜିର ଯୁବପିଢୀ ମାନେ ଯୁବତୀ ମାନଙ୍କୁ ମିଛି ସତ କହି ତାଙ୍କ ସହମତି ଅନୁକ୍ରମେ ସମ୍ବନ୍ଧ ରଖିବା ପାଇିଁ ପ୍ରୟାସ କରିଥାନ୍ତି ।

ଯଦି ଶାରିରୀକ ସମ୍ବନ୍ଧ ସମୟରେ ଆଫଣ କଣ୍ଡୋମ ବ୍ୟବହାର କରୁନହାଁନ୍ତି ତେବେ ଆପଣ ବଡ ମାମଲାରେ ଫସି ଯାଇପାରନ୍ତି ଯାହା ଆପଣ ଙ୍କ ପାଇିଁ ବହୁତ ମହଙ୍ଗା ହେବ ।

ଆପଣ ମାନଙ୍କୁ କହିରଖୁଛୁ କି ଶାରିରୀକ ସମ୍ପର୍କ ରଖିବା ସମୟରେ କଣ୍ଡୋମ ର ବ୍ୟବହାର ବହୁତ ଉପଯୋଗ୍ୟ , କାରଣ ସେମିତି ଜଣେ ଡକ୍ଚର ଯାହାଙ୍କାର ନାମ ମେଥ୍ୟୁ ସେୱେଲ ଯାହାଙ୍କର ବୟସ ପାଖାପାଖ୍ 40 ହେବ , ସେ ବିନା କଣ୍ଡୋମ ବ୍ୟବହାର କରି ସମ୍ପର୍କ ରଖିଥିଲେ ଯାହା ଫଳରେ ମହିଳା ଜଣଙ୍କ ତାଙ୍କ ନାମରେ ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମହିଳା ଙ୍କର ଅଭିଯୋଗ ପାଇବା ପରେ ପୁଲିସ ଡାକ୍ଟରଙ୍କୁ ଗିରଫ କରିଥିଲା ।

ତେବେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁ ମାନେ କୌଣସି ପ୍ରକାର କଥା କହି ସେମାନଙ୍କୁ ମନେଇ , ଆଶା ଓ ଭରଷା ଦେଉ ସମ୍ପର୍କ ରଖିଥାନ୍ତି ,କିନ୍ତୁ ଯଦି କଣ୍ଡୋମ ବ୍ୟବହାର କରି ସମ୍ବନ୍ଧ ରଖାଯିବ ତେବେ ଏହା ଦୁଷ୍କର୍ମର ପ୍ରମାଣ ହେବ ନାହିଁ କିନ୍ତୁ ଯଦି ବିନା କଣ୍ଡୋମ ବ୍ୟବହାର କରି ସମ୍ବନ୍ଧ ରଖାଯିବ ତେବେ ଏହା ସୁପ୍ରିମକୋର୍ଟ ଅନୁସାରେ ସହମତି ଉଂଲଘନ ବୋଲି ବିଚାର କରାଯିବ ।

ମେଥ୍ୟୁ ମିଡଲସବ୍ରୋଗ ଜଣେ ସରକାରୀ ହସ୍ପିଟାଲରେ କାମ କରନ୍ତି । ସେ ଯେତେବେଳେ ମହିଳା ଙ୍କ ସହିତ ସମ୍ପର୍କ ରଖୁଥିଲେ ସେତେବେଳେ ମହିଳା ଙ୍କୁ ଜଣାଥିଲା କି ତାଙ୍କ ପାର୍ଟନର କଣ୍ଡୋମ ବ୍ୟବହାର କରିଛନ୍ତି କିନ୍ତୁ ସତ ଜଣାପଡିବା ପରେ ସେଥିପାଇଁ ଡାକ୍ତରଙ୍କ ବିରୋଧରେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। କାରଣ କଣ୍ଡୋମ ବ୍ୟବହାର କରୁନଥିବା କଥା ଜାଣି୍ନଥିଲେ ସେ ସହମତି ଦେଇନଥାନ୍ତେ ।

ଡାକ୍ଟର ଜଣଙ୍କ ଗିରଫ ହେବା ପରେ ତାଙ୍କର ସମସ୍ତ ଦୋଷକୁ ସ୍ବୀକାର କରିଥିଲେ ଏବଂ କହିଥିଲେ କି ସେ ମହିଳା ଙ୍କ ସହମତିରେ ଶାରିରୀକ ସମ୍ବନ୍ଧ ରଖିଥିଲେ । ତେଣୁ ଆପଣ ମାନଙ୍କୁ ସୁଚାଇ ଦେଉଛୁ କି ପାର୍ଟନର ସହିତ ସମ୍ବନ୍ଧ ରଖିୁଥିବା ସମୟରେ କଣ୍ଡୋମ ର ବ୍ୟବହାରକୁ ଆଦୁ ଭୁଲନ୍ତୁ ନାହିଁ ନଚେତ୍ ହୋଇପାରନ୍ତି ବଡ ଅପରାଧର ଶିକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।