Loading...

ବିଶ୍ବାସ ର ଅନ୍ୟ ନାମ ହେଉଛି କୁକୁର । ଜାଣି ହୃଦୟ କାନ୍ଦି ପକାଇବ । ଏକ ମାସ ବିତି ଗଲାଣି

0 488

କୁକୁର ଏକ ନାମ ଜାହାକୁ ମଣିଷ ଜାତି ମାନେ ବହୁତ ପରିଣାମ ରେ ଘୃଣଆ କରିବାରେ ଲାଗିଥାନ୍ତି । କିନ୍ତୁ ଦୁନିଆ ରେ ଏପରି କିଛି ପଶୁ ରହିଛନ୍ତି ଯେଉଁ ମାନେ ମଣିଷ ର ଯତ୍ନ ନେବା ସହିତ ବହୁତ ସାହାଯ୍ଯ କରିବାର ବି ଦେଖା ଦେଇଛନ୍ତି ।

ଏପରି ଗୋଟିଏ ପଶୁ ର ନାମ ହେଉଛି କୁକୁର ଆଜିକା କ୍ଷେତ୍ରରେ ପ୍ରୟ ତ ଲୋକ ମାନେ ବହୁତ ପରିଣାମ ରେ କୁକୁର ର ପାଳନ କରୁଛନ୍ତି । ଓ ତାହାକୁ ବଜାରରେ ବିକ୍ରି କରୁଛନ୍ତି ।

Image result for a dog wait for his honour in front of hospital

ତେବେ ସେହି କୁକୁର କୁ କେହି ନା କେହି କିଣିବା ପାଇଂ ଆସିଥାଏ । କିନ୍ତୁ କଣ ଆପଣ ଜାଣ ଛନ୍ତି କି । ମଣିଷ ର ପ୍ରକୃତ ବନ୍ଧୁ ହେଉଛି କୁକୁର । ଓ ସେ ତାର ବଫାଦାରୀ ନିଜର ମରିବା ପର୍ଯ୍ଯନ୍ତ କରିଥାଏ । ଏପରି ବି ରହିଛି । ସାଇବାବା ଙ୍କ ପ୍ରିୟ ବି ହେଉଛି କୁକୁର ଏବଂ ଏପରି ବି କୁହାଯାଇଛି କୁକୁର ତାର ମାଲିକ କୁ ହିଁ ଜୀବନ ସାରା ବହୁତ ଭଲ ପାଇଥାଏ ।

ତେବେ ଏପରି ଗୋଟିଏ ସ୍ଥାନ ରେ ଦେଖିବା ପାଇଁ ମିଳିଛି କି ଆଜକୁ ପ୍ରାୟ ତିନିମାସ ହେଲା ନିଜ ମାଲିକ କୁ ଝୁରି ଝୁରି ହସ୍ପିଟାଲ ଆଗରେ ବସିଛି ଏହି କୁକୁର ଟି । ଆଜ୍ଞା ଏହି କୁକୁର ଟି ତାର ମାଲିକ କିଛି ଦିନ ତଳେ ରାସ୍ତା ରୁ ଆଣି ନିଜ ଘରେ ସ୍ଥାନ ଦେଇଥିବା ବେଳେ । ସେହି ସମୟ ରେ ସେହି ବ୍ୟକ୍ତି ଜଣଙ୍କ ବହୁତ ବଡ ରୋଗ ର ଶୀକାର ହୋଇଥିଲେ ବୋଲି ଜଣା ପଡିଥିଲା ।

ତେବେ ତାଙ୍କୁ ଜଣା ଥିଲା କି ଏବେ ଆଉ ସେ ବଞ୍ଚିବେ ନାହିଁ ଓ ଏପରି କ୍ଷେତ୍ରରେ ସେତାଙ୍କର ସେହି କୁକୁର କୁ ବହୁତ ପରିଣାମରୋ ଭଲ ପାଉଥିଲେ ଓ ଏହି କିଛି ଦିନ ତଳେ କୁକୁର ର ମାଲିକ ର ସେଷରେ ହସ୍ପିଟାଲ ରେ ମୃତ୍ୟୁ ହୋଇଗଲା ତେଣୁ କୁକୁର ତାର ମାଲିକ ଏତେ ଭଲ ପାଉଥିଲା

କି ସେ ସେହି ଦିନରୁ ହିଁ ଆଜିଯାଏଁ ସେହି ହସ୍ପିଟାଲ ଆଗରେ ବସି ରହିଛି କି ଏହି ଆଶା ରେ ଦିନେ ନା ଦିନେ ତାର ମାଲିକ ସେହି ହସ୍ପିଟାଲ ରୁ ବାହାରି ବ ଓ ଆଉ ସେ ତା ସହିତ ଯିବ ବୋଲି ।

ତେଣୁ ଏପରି କ୍ଷେତ୍ରରେ ସେହି ବ୍ୟକ୍ତି ଙ୍କ ଜଣେ ସାଙ୍ଗ ବି ଆସି ସେହି କୁକୁର କୁ ନେଇଯିବା ପାଇଁ ଚେଷ୍ଟା ବି କରିଥିଲେ ହେଲେ ସେ ଯିବା ପାଇଁ ପ୍ରସ୍ତୁତ ନୁହେଁ ବୋଲି ଜଣା ପଡିଥିଲା କାରଣ ନେଇଯିବାର ଗୋଟିଏ ଦିନ ପରେ ପୁଣି ସେ ତାଙ୍କର ଘରୁ ବାହାରି ଆସି ସେ ପୁଣି ସେହି ହସ୍ପିଟାଲ ଆଗରେ ସୋଇଥିବାର ଜଣା ପଡିଥିଲା ।

ତେବେ ଆଜିକା କ୍ଷେତ୍ରରେ କୈଣସି ବି ବ୍ୟକ୍ତି ଅନ୍ୟ ବ୍ୟକି କୁ ସାହାଯ୍ଯ କରିବା ପାଇଁ ପ୍ରସ୍ତୁତ ନଥିବା ବେଳେ ଏବେ ଗୋଟିଏ ମାମୁଲି ଝିବ ଟେ ମଣିଷ କୁ ସାହାଯ୍ଯ କରିବା ଓ ଏପରି କି ତାର ବହୁତ ଭଲ ବନ୍ଧୁ ଟେ ହୋଇ ରହିବାରେ ଲାଗିଛି ।

Loading...
Loading...