Loading...

ଝିଲ୍ଲିକ୍ ଫେରିବେନି ଓଡିଶା,ଜାଣନ୍ତୁ କଣପାଇଁ

Loading...
0 5,681

ଓଲିଉଡ୍ କୁ ବହୁତ ହିଟ ଫିଲ୍ମ ଦେଇଥିବା ଝିଲ୍ଲିକ ଏବେ ଆଉ ଓଡିଶା ଫେରିବେନି । ବୋଲି ଜଣା ପଡିଛି ଓ ଏହାର କାରଣ ଜାଣିବା ପାଇଁ ଆପଣ ଏହି ଆର୍ଟିକାଲ ଟିକୁ ମୁଳ ଯାଏଁ ପଢନ୍ତୁ ।ବଙ୍ଗଳ ଅଭିନେତ୍ରୀ ଝିଲ୍ଲିକ ଓଡିଶା ରେ 2013 ମସିହା ରୁ ନିଜର ଫିଲ୍ମ ଆରମ୍ଭ କରିଥିଲେ । ଓ ଏଥିରେ ତାଙ୍କର ନାୟକ ଥିଲେ ଅମ୍ଳାନ ଓ ଏହା ପରେ ସେ ଅନୁଭବ , ବାବୁସାନ୍ ଓ ଏପରି ବହୁତ ଗୁଡିଏ ବଡ ବଡ ହିରୋ ମାନଙ୍କ ସହ ମିଶି ବହୁତ ଗୁଡିଏ ହିଟ୍ ହିଟ୍ ଫିଲ୍ମ ର ଅବଦାନ ଓଲିଉଡ କୁ ସେ ଦେଇଛନ୍ତି ।

ଏପରି କ୍ଷେତ୍ର ରେ ସବୁ ଲୋକ ମାନଙ୍କର ଅତି ପ୍ରିୟ ମଧ୍ଯ ହୋଇଛନ୍ତି ।

ବାବୁସାନ ଙ୍କ ସହ ହୋଇଥିବା ସୁପର ମିଛୁଆ ଓ ଅଖିରେ ଆଖିରେ ବହୁତ ପରିମାଣ ରେ ହିଟ ହୋଇଥିଲା । ଓ ଅନୁଭବ ଙ୍କ ସହ ଅଗସ୍ତ୍ଯା ଓ ଜଗା ହାତରେ ପଘା ଭଳି ଫିଲ୍ମ ସେ ଓଲିଉଡ କୁ ସେ ଅବଦାନ କରିଛନ୍ତି ।

ଅରବିନ୍ଦମ୍ ଙ୍କ ସହ ତାଙ୍କର ଫିଲ୍ମ ଲଭ ୟୁ ହମେସା ରେ ତାଙ୍କର କମାଲ୍ ସେ ଦେଖେଇଥନ୍ତି । ଓଲିଉଡ ଇଣ୍ଡଷ୍ଟ୍ରି କୁ ଏତେ ସବୁ ଫିଲ୍ମ ଦେବା ପରେ ଏକ ସୂଚନା ରୁ ଜଣା ପଡିଛି କି ଝିଲ୍ଲିକ ଆଉ ଓଡିଶା ଫେରିବେନି ।

ତେବେ ଆସନ୍ତୁ ଜାଣିବା ସେ କାହିଁକି ଫେରିବେନି ତାହାର କାରଣ ଜାଣିବା । ଆପମ ବହୁତ ଭଲ ଭାବରେ ଜାଣିଥିବେ କି ଗତ କିଛି ଦିନ ଦେଲା ଝିଲ୍ଲିକ୍ ଙ୍କୁ କିଛି ବି ଭଲ ଫିଲ୍ମ ମିଳୁନାହିଁ ।

ବଡ ବଡ ହିରୋ ମାନଙ୍କ ସହିତ ସେ ଫିଲ୍ମ କରିବା ପାଇଁ ବା ଭଲ ଷ୍ଟୋରି ବି କାମ କରିବା ପାଇଁ ମିଳି ନଥିବା ବେଳେ ଇତି ମଧ୍ଯ ରେ କଲିକତା ରୁ ଏକ ବଙ୍ଗଳା ଫିଲ୍ମ କରିବା ପାଇଁ ଅଫର୍ ମିଳିଥିଲା ।

ଓ ସେହି ଫିଲ୍ମ ରେ ସେ ବହୁତ ପରିଶ୍ରମ କରି ଦେଖେଇଥିଲେ । ଓ ଏବେ ସଫଳ ମଧ୍ଯ ହୋଇଛନ୍ତି । ସେଠାକାର ଦର୍ଷକ ମଧ୍ଯ ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରିଛନ୍ତି । ତେଣୁ ଆଗକୁ ତାଙ୍କ ହାତରେ ଭଙ୍ଗଳା ର 6 ଟି ଫିଲ୍ମ ରହିଛି ।

ଏପରି ପରିସ୍ଥିତି ରେ ସେ ଯଦି ଏହି ଫିଲ୍ମ ଗୁଡିକ ରେ କାମ କରୁଛନ୍ତି ତେବେ ସେ ପ୍ରାୟ ଦୁଇ ରୁ ତିନି ବର୍ଷ ପର୍ଯ୍ଯନ୍ତ ଓଡିଶା କୁ ଫେରି ପାରିବେ ନାହିଁ ଓ ଏହା ମଧ୍ଯ ସମ୍ଭବ କି ସେ ଆଉ ଓଡିଶା ଫେରି ବିନପାରନ୍ତି ।

ତେବେ ଏବେ କା ସମୟ ରେ ଓଡିଶା ରେ ହିରୋଇନ୍ ମାନଙ୍କ ନୁଆ ନୁଆ ଏଣ୍ଟ୍ରି ପାଇଁ ବାହାରର ବହୁତ ହିରୋଇନ୍ ମାନଙ୍କୁ ଫିଲ୍ମ ରେ କାମ କରିବା ପାଇଂ ସୁଯୋଗ ମିଳୁ ନାହିଁ । ତେବେ ଦେଖାଯାଉ ଆଗ ଭବିଶ୍ୟତ ରେ କଣ ହେଉଛି ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ

Loading...
Loading...