Loading...

ବିଜେପି ଉପରେ ରାଗି କଂଗ୍ରେସ ଭବନରେ ପହଞ୍ଚିଲେ ଡୁପ୍ଲିକେଟ ମୋଦି ! କହିଲେ, ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଅ

Loading...
0 180

ଗତ ବୁଧବାର ଦିନ କଂଗ୍ରେସ କମିଟି ର ମୂଖ୍ୟ କାର୍ଯ୍ଯାଳୟ ରେ ଗୋଟିଏ ଏମିତି କାଣ୍ଡ ହୋଇଥିଲା ଜାହାକୁ ଜାଣିବା ପାରେ ଆପଣ ହୁଏତ ବହୁତ ଆଶ୍ଚର୍ଯ୍ଯ ହୋଇ ଉଠିବେ । କାରଣ କାଣ୍ଡ ହିଁ ଏପରି କିଛି ହୋଇଛି । କଂଗ୍ରେସ କମିଟି ର ମୂଖ୍ୟ କାର୍ଯ୍ଯାଳୟ ରେ ପ୍ରାୟ 10 ଘଟିକା ସମୟ ରେ ହଠାତ ସମସ୍ତ କାର୍ଯ୍ଯ କର୍ତ୍ତା ମାନେ ଚମକି ପଡିଲେ ।

ବାହାରେ ଦେଖିଲେ କି ଆମ ଭାରତ ରେ ପ୍ରଧାନ ମନ୍ତ୍ରୀ ମହାଶୟ ଏହି କାର୍ଯ୍ଯଳୟ କୁ ଚାଲି ଚାଲି ଆସୁଛନ୍ତି । କିନ୍ତୁ ପରେ ଏହାର ପର୍ଦା ଫାସ ହେଲା କି କେବେବି ମୋଦି ଆସିଲେ ଏମିତି ଖରା ରେ ଚାଲିକି ଆସିବେ ନାହିଁ । ସେମିରେ ସେ କଂଗ୍ରେସ କମିଟି ର ମୂଖ୍ୟ କାର୍ଯ୍ଯାଳୟ କୁ ବି କାହିଁକି ଆସିବେ

ହେଲେ ପରେ ଜଣା ପଡିଲା କି ସେହି ଜଣଙ୍କ ମୋଦି ନୁହନ୍ତୁ ଅନ୍ୟ କେହି । ସେହି ସମୟ ରେ କେହି ଜଣେ ପଚାରିଥିଲେ କି ମୋ ଏକାଉଣ୍ଟ କୁ ଯେଉଁ 15 ଲକ୍ଷ ଟଙ୍କା ଆସିବାର ଥିଲା ସେ ଟଙ୍କା କେବେ ଆସିବ ବୋଲି ଆପଣ ଜାଣିଥିବେ କି କିଛି ଦିନ ତଳେ ନୋଟ ବନ୍ଧି ପରେ ମୋଦି କହିଥିଲେ କି ସବୁ କଳା ଟଙ୍କା ପାଇବା ପରେ କହିଥିଲେ କି ସମସ୍ତଙ୍କ ଏକାଉଣ୍ଟ କୁ 15 ଲକ୍ଷ ଟଙ୍କା ଦେବେ ବୋଲି ।

ଖାସ ସେଇଥଇ ପାଇଁ ଏପରି କହିଥିଲେ । କିନ୍ତୁ ଏତିକି ବେଳେ ମୋଦି ଙ୍କ ପରି ଦେଖା ଦେଉଥିବା ଏହି ଲୋକ ସ୍ଥର ଛିଡା ହୋଇଥିଲେ । ଓ କହିଥିଲେ କି ଖାସ ଏହି ପରି ପ୍ରଶ୍ନ ହିଁ ମତେ ଏହି କଂଗ୍ରେସ ପାର୍ଟି କୁ ଆସିବା ପାଇଁ ବାଧ୍ୟ କରାଇଛି । ଓ ଏପରି ବି ସେ କହିଥିଲେ କି ମୁଁ ସେଇଥି ପାଇଁ ବିଜେପି ବିରୁଦ୍ଧ ରେ ଆନ୍ଦୋଳନ କରିବା ପାଇଁ ଚାହେଁ ।

ସେ ଏହା ପରେ ଏପରି ବି କହିଛନ୍ତି କି ସେ 2015 ରେ ଓ 2017 ରେ ବହୁତ ଥର ସଭା ର ମୁଖ୍ୟ ହୋଇଛନ୍ତି ବୋଲି । ଓ ଏହା ସହିତ ସେ ଏହାବି କହିଛନ୍ତି କି 2019 ରେ ମୋଦି ଙ୍କ ବିରୁଦ୍ଧ ରେ ମୁଁ ଆନ୍ଦୋଳନ କରିବି ବୋଲି । କିନ୍ତୁ ଏହା ପରେ ସେ ଯେପରି ଆଶ୍ଚର୍ଯ୍ଯ ହୋଇ କହିଥିଲେ କି ମୁଁ ବାସ୍ତବ ରେ ମୋଦିଙ୍କୁ ପ୍ରସଂଶା କରେ ଓ ଏହି ପରି ଭାବେ କରୁଥିବି ବୋଲି ।

ମୁଁ ଆପଣଙ୍କୁ କହିଦେଉଛି କି ମୁଁ ବହୁତ ଥର ଏପରି ମୋଦି ଙ୍କୁ ଭେଟିଛି ଓ ଏପରି ମୋତେ ସେ ବହୁତ ପସନ୍ଦ ବି କରିଛନ୍ତି । କିନ୍ତୁ ସେ କଥା ରଖିବାରେ ବିଫଳ ହୋଇଛନ୍ତି । ତେଣୁ ମୁଁ ରାହୁଲ ଙ୍କ ସହିତ ମିଶି ତାଙ୍କ ବିପକ୍ଷ ରେ ଆନ୍ଦୋଳନ କରିବି । ବୋଲି କହିଥିଲେ ।

Loading...
Loading...