Take a fresh look at your lifestyle.

ଜାଣନ୍ତୁ କିଏ କାହାର କପି, ଖୋଲିଲା ଓଡିଆ ଫିଲ୍ମ ର ରହସ୍ଯ ।

0 75

ଓଡିଶା ରେ ଆଜିକାଲି ହୋଇଚାଲିଥିବା ପ୍ରତ୍ୟେକ ଜିନିଷ ଆଜ୍ଞା ନକଲି , ବା କାହାର କପି । ଏହି କିଛି ଦିନ ତଳେ ଗୋଟିଏ ଟିଭି ସୋ ରେ ଭାଇରଲ୍ ହୋଇଥିଲା । ଯାତ୍ରା ପାର୍ଟି ର ତିନି ନାୟକ ନକଲି ସଲମାନ,ସାରୁଖ, ଓ ନକଲି ସଞୟ ଦତ୍ତ ଏପରି ଭାବେ ସେମାନେ ବି ଆଜି ଯାତ୍ରା ରେ ନିଜର ପରାକାଷ୍ଟା ଦେଖାଇ ଛନ୍ତି ଓ ଲୋକ ମାନେ ସେମାନଙ୍କୁ ବି ବହୁତ ପସନ୍ଦ କରୁଛନ୍ତି । କିନ୍ତୁ କେବଳ ଯାତ୍ରା ରେ ନୁହେଁ ଆଜ୍ଞା କଣ ଆପଣ ଜାଣିଛନ୍ତି କି । ଓଡିଆ ଫିଲ୍ମ ରେ ବି ଏହି ପରି ନକଲ୍ କରାଯାଉଛି । କିନ୍ତୁ ଆମେ ମାନେ ଏହି ପରି ନକଲ କୁ ବୁଝି ପାରୁନାହିଁ । ଓ ଏହାର ସମର୍ଥନ କରିଥାଉ । ଏହି ଗୁଡିକ ହେଲା ଆପଣ ନିଜର ପଇସା ଖର୍ଚ୍ଚ କରି ଦେଖିବା ପାଇଁ ଯାଉଥିବା ଫିଲ୍ମ ଗୁଡିକ । କଣ ଆପଣ ଜାଣିଛନ୍ତି କି ଓଡିଆ ରେ ହେଉଥିବା ଫିଲ୍ମ ଗୁଡିକ ର ଷ୍ଟୋରି ନିଜର ନଥାଏ ଓ ଏହାକୁ ନକଲ୍ କରାଜାଇଥାଏ । ତେବେ କିଛି ଏପରିି ଫିଲ୍ମ ବିଷୟ ରେ ଆମେ ଜାଣିବା ଯେଉଁ ଫିଲ୍ମ ଗୁଡିକୁ ସାଉଥ୍ ର କିଛି ଫିଲ୍ମ ରୁ ନକଲ କରାଯିବାର ପ୍ରମାଣ ମିଳିଛି । ଗୋଟିଏ ଫିଲ୍ମ କୁ ଆମେ ନକଲ କେତେ ବେଳେ କହିଥାଉ । ଯେତେ ବେଳେ ପୂର୍ବରୁ ଦେଖିଥିବା ଭଳି କିଛି ଫିଲ୍ମ ର ଷ୍ଟୋରି ସହିତ ଏବେ ର ଷ୍ଟୋରି ମେଚ କରୁଥାଏ ତାହାଲେ ତାହାଲେ ଆମେ ଏହାକୁ ନକଲ ବୋଲି କହିଥାଉ । ତେବେ ଲାଲନ୍ତୁ କିଛି ଏପରି ଫିଲ୍ମ ବିଷୟ ର େ ଜାଣିବା ଯେଉଁଟା କି ସାଉଥ ର କେଉଁ ଫିଲ୍ମ ରୁ ନକଲ କରାଯାଇଛି କହିବୁ ।

1. ଆପଣ ଙ୍କ ଅତି ପ୍ରିୟ ସୁନ୍ଦର ଗଡ ର ସଲମାନ ଖାନ , ଏହି ପିଲ୍ମ ଟି ସାଉଥ ର ଦେନିକାଇନା ରେଡି ଫିଲ୍ମ ରୁ ନକଲ କାରାଯାିଛି ।

2. ଦ୍ବିତୀୟ ରେ ରହିଛି । ବିଶ୍ବନାଥ 2018 ରେ ରିଲିଜ ହୋଇଥିବା ଏହି ଫିଲ୍ମ ଟି ସାଉଥ ର 2016 ଫିଲ୍ମ ମିର୍ଚି ରୁ ନକଲ କରାଯାଇଛି ।
3. ଓଡିଆ ନୂଆ ଫିଲ୍ମ ପ୍ରେମ୍ କୁମାର ସାଉଥ ର ଗୈତ୍ତମା ନନ୍ଦ ଫିଲ୍ମ ରୁ ନକଲ କରାଯାଇଛି । ଆପଣ ଏହି ଫିଲ୍ମ ନକଲ ହୋଇଥିବାର ପ୍ରମାଣ ଏହି ସବୁ ଫିଲ୍ମ ଗୁଡିକୁ ଦେଖିଲେ ହିଁ ଜାଣି ପାରିବେ । ଓ ଆମର ପୋଷ୍ଟର ଗୁଡିକୁ ଦେଖିଲେ ବହୁତ ଭଲ ଭାବରେ ଜାଣି ପାରିବେ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.