ଏହା ହେଉଛି ଦେଶର ସବୁଠୁ ବଡ଼ କ୍ୟାନ୍ସର ହସ୍ପିଟାଲ୍, ଯେଉଁଠି ଗୋଟିଏ ଥରରେ ହିଁ କ୍ୟାନ୍ସରର ଟ୍ୟୁମର୍ ପୁରାପୁରି ନଷ୍ଟ ହୋଇଯାଇପାରିବ ।

0

ଆପଣ ମା୍ନେ ଜାଣିଥିବେ କ୍ୟାନସର ଏପରି ଏକ ମାରାତ୍ମକ ରୋଗ ଯାହାକୁ ଭଲ କରିବା ବହୁତ ମୁସକିଲ । କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଦେଶରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି କାରଣ ଏହି ରୋଗର ନିରାକରଣ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । କ୍ୟାନ୍ସର ଆଗରେ ବେଳେ ବେଳେ ଡାକ୍ଟରୀ ପାଠ ଫେଲ ମାରୁଛି । ଆମ ଭାରତ ବର୍ଷରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଆଜି ପର୍ଯ୍ୟନ୍ତ କ୍ୟାନ୍ସର ରୋଗରେ ପିଡିତ ହୋଇ ମରଣ ସହ ଲଢେଇ କରୁଛନ୍ତି ।

ବାସ୍ତବରେ କହିବାକୁ ଗଲେ ଏହି କ୍ୟାନ୍ସର ରୋଗ ବିଶେଷ କରି ଖାଇବା ର ବିଳମ୍ବ ଖାଇବା ଲେଟ୍ ହେଲେ ପିତ ରସ ଝରି ଆଲସର ଆଡକୁ ନେଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ଆଡକୁ ଗତି କରେ । ଆଜି ଆମେ ଦୁନିଆରେ ଏମିତି ଏକ ବଡ କ୍ୟାନ୍ସର ହସ୍ପିଟାଲ କଥା କହିବା ଯେଉଁଠାରେ କ୍ୟାନ୍ସର ଏବଂ ଟ୍ୟୁମର ଭଳି ରୋଗ ଭଲ ହୋଇଯାଉଛି ।

Image result for top 10 hospitals in asia

ଆଜି ଆମେ ଯେଉଁ ହସ୍ପିଟାଲ ର କଥା ଚର୍ଚ୍ଚା ପ୍ରସଙ୍ଗକୁ ଆଣିଛେ ସେହି ହସ୍ପିଟାଲ ଟି ହେଉଛି ହରିୟାଣାର ବାଢ଼ସା ସ୍ଥିତ ନ୍ୟାସନାଲ୍ କ୍ୟାନ୍ସର ହସ୍ପିଟାଲ ।ଏହି ହସ୍ପିଟାଲରେ ଏବେ ନୂଆ ପଦ୍ଧତି ମାଧ୍ୟମରେ କ୍ୟାନ୍ସର ରୋଗକୁ ମୁକ୍ତ କରାଯାଉଛି । ଏହି ହସ୍ପିଟାଲ ଯେଉଁ ନୂଆ ପଦ୍ଧତି ଅବା ଟେକିନିକ ଅୟାରମ୍ଭ ହୋଇଛି ତାହା ଆମେରିକା ପରି ବଡ ଦେଶରେ ମଧ୍ୟ ଉପଲ୍ବଧି ହୋଇନାହିଁ ।

ଏହି ଟେକନିକ୍ ଟି କଣ ?

ଯେଉଁ ଟେକନିକ୍ ଏହି ହସ୍ପିଟାଲରେ ରହିଛି ତାହା ଦ୍ବାରା ନ୍ସର ଟ୍ୟୁମର ଉପରେ ପୁରା ଗ୍ୟାରେଣ୍ଟି ରହୁଛି ରୋଗୀ ଏଠାକୁ ଆସିବା ପରେ ସୁସ୍ଥ ସବଳ ହୋଇ ଫେରୁଛନ୍ତି ।ଏହି ହସ୍ପିଟାଲର ନାମ ଆୟନ ରେଡ଼ିଓଥେରାପି ଓ ଏହା ଏକ ପ୍ରୋଟିନ୍ ଥେରାପି ଅଟେ ଯାହା ଆଜିକା ଦୁନିଆରେ ଆତ୍ୟାଧୁନିକ ଟେକିନିକ ବାହାର କରି ଚର୍ଚ୍ଚାର ପ୍ରସଂଙ୍ଗ ହୋଇସାରିଛି ।

Image result for top 10 hospitals in asia

ସେଠାରେ ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ ଚିକିତ୍ସା ହେଉଚନ୍ତି । କ୍ୟାନ୍ସର କିମ୍ବା ଟ୍ୟୁମର ହୋଇଥିବା ବ୍ୟକ୍ତି ଙ୍କ ଉପରେ ବଞ୍ଚିବାର ଆଶଂଙ୍କା ରହୁନଥିଲା ଏବଂ ସେମାନେ ଭଲ ହୋଇ ପୁଣି ଘରକୁ ଫେରିବେ ତାହା ରୋଗୀ ଙ୍କ ପରିବାର ଲୋକ ହରାଇ ବସୁଥିଲେ କିନ୍ତୁ ଆୟନ ରେଡ଼ିଓଥେରାପି ହସ୍ପିଟାଲର ଟେକିନିକାଲ ପଦ୍ଧତି ଦ୍ବାରା ଏହି ମାରାତ୍ମକ ରୋଗ ନଷ୍ଟ ହୋଇପାରୁଛି । 50 ରୁ ଉର୍ଦ୍ଧ କ୍ଯାନ୍ସର ବେଡ୍ ର ସୁବିଧା ରହିଛି ଏବଂ ହରିୟାଣା .ପଞ୍ଜାବ . ତଥା ହାମାଞ୍ଚଳ ପ୍ରଦେଶ ର ଲୋକ ମାନଙ୍କୁ ଆଉ କ୍ୟାନ୍ସର ଚିକିତ୍ସା ହେବା ପାଇିଂ ଦିଲ୍ଲୀ ଯିବା ପାଇିଁ ପଡୁ ନାହିଁ ।

ପ୍ରତିଦିନ ୬୦ ଜଣ ରୋଗୀ କରୁଛନ୍ତି ରେଜିଷ୍ଟ୍ରେସନ୍ :

ଆଶା କରାଯାଉଛି ଭାରତର ଏହି ପଦ୍ଧତି ଆଉ ଦୁଇ ବର୍ଷ ପରେ ଅନ୍ୟ ଦେଶରେ ଅର୍ଥାତ୍ ଯାପାନ ଅମେରିକା . ଭୁଟାନ ଇତ୍ୟାଦି ଦେଶରେ ପ୍ରଚଳିତ ହେବ । ବିଶେଷ କଥା ରହିଛି ଏହି ହସ୍ପିଟାଲରେ ଆପଣ ମାନେ ଜାଣନ୍ତି ଏହି ହସ୍ପିଟାଲରେ ଥିବା ଏନସିଆଇ ପ୍ରତିବର୍ଷ ପ୍ରଧାନ ମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟିତ ହୋଇ ଆସୁଛି । ପ୍ରତିଦିନ ଏହି ହସ୍ପିଟାଲରେ 70 ରୁ ଉର୍ଦ୍ଧ ରୋଗୀ ଙ୍କ ପର୍ମ ରେଜିଷ୍ଟେସନ ହେଉଛି ।

ଏହି ହସ୍ପିଟାଲକୁ ବନାଇବା ପାଇିଁ ସରକାର ପ୍ରଯ୍ୟାପ୍ତ ପରିମାଣରେ ଅର୍ଥ ବ୍ୟୟ କରିଛନ୍ତି ।ଏତେ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ଅପେରସନର ସୁବିଧା ରହିନାହିଁ ତେଣୁ ଏଡମିଟ୍ ହେଉଥିବା ରେଗୀ ଙ୍କୁ ଦିଲ୍ଲୀ ଏମନ୍ସ ସ୍ତାନାନ୍ତରିତ କରାଯାଉଛି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.