Loading...

ଏହି ଦୁଇ ରେଳ ଧାରଣାରେ ଦୌଡିବ ଦେଶର ପ୍ରଥମ “ବେସରକାରୀ ଟ୍ରେନ୍” ! ଟ୍ରେନ୍ ଭିତରେ ବିମାନ ଭଳି ସବୁ ସୁବିଧା ପାଇବେ ଯାତ୍ରୀ ।

Loading...

ତେଜସ୍ ଏକ୍ସପ୍ରେସ୍ ଏବେ ଦୁନିଆର ପ୍ରଥମ ବେସରକାରୀ ଟ୍ରେନ ଭାବେ ପରିଚିତ । ଏହି ତେଜସ୍ ଏକ୍ସପ୍ରେସ୍ ଲକ୍ଷ୍ନୌ ରୁ ଦିଲ୍ଲୀ ଯାଇଥାଏ ଏହି ଟ୍ରେନର ସୁ ବ୍ୟବସ୍ଥା ଦେଖି ରେଳବାଈ ଏହାକୁ ବେସରକାରୀ ହାତରେ ସ୍ତାନାନ୍ତରିତ କରିଛି । ସୁଚନା ମୁତାବିକ୍ ତେଜସ୍ ଏକ୍ସପ୍ରେସ୍ କୁ ଦେଖିବା ପରେ ନିଶ୍ଚିତ ଆପଣ ମାଙ୍କର ମନ ଆକର୍ଷିତ ହେବ ସେହି ଟ୍ରନ ପ୍ରତି । ଏହି ଟ୍ରେନ୍ ରେ ସମସ୍ତ ଜନସାଧାରଣ ସୁବିଧା ପାଇପରିବେ । ଯାତ୍ରୀ ମାନଙ୍କ ପାଇିଁ ଏହା ମଧ୍ୟରେ ସମସ୍ତ ବ୍ୟବସ୍ଥା ରହିଛି । ରେଳ ବିଭାଗ ତରଫରୁ ନିର୍ଦ୍ଦେଶ ହୋଇଛି କି ଏହି ବେସରକାରୀ ଟ୍ରେନ ମଧ୍ୟରେ ତିନି ବର୍ଷ ପାଇିଁ ରେଳବାଇର ପର୍ଯ୍ୟଟ୍ଟନ ମାନଙ୍କୁ ସମସ୍ତ ଖାଦ୍ୟପେୟ ର ବ୍ୟବସ୍ଥା ଯୋଗାଇ ଦେବାକୁ ।

ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ୍ ତେଜସ୍ ଏକ୍ସପ୍ରେସ୍ ଏବଂ ଦିଲ୍ଲୀ-ଲକ୍ଷ୍ନୌ ତେଜସ୍ ଏକ୍ସପ୍ରେସ୍ କୁ ପାଇଲଟ୍ ପ୍ରୋଜେକ୍ଟରେ ଆଇଆରସିଟିସିକୁ ଦାୟିତ୍ୱ ପ୍ରଦାନ କରାଯିବ । ଏହି ଟ୍ରନ ମଧ୍ୟରେ ଯାତ୍ରୀ ମାନଙ୍କର ରକ୍ଷଣା ବେକ୍ଷଣ ବହୁତ ଉତ୍ତମ ଭାବରେ ରହିବ ।ଏବଂ ସେମାନଙ୍କପ ଟିକେଟ୍ ଯାଞ୍ଚ୍ ଅଫିସର ମାନଙ୍କ ଦ୍ବାରା ହେବ ନାହିଁ ରେଳବାଇ ତରଫରୁ ଦିଆଯାଇଥିବା ରିପୋର୍ଟ ରୁ ଜଣା ପଡିଛି ।

Image result for india hitech train ininterior

ଦୁଇଟି ଟ୍ରେନ ର ନମ୍ବର ଅଲଗା ଅଲଗା ଏବଂ ଏହାର ସୁ ପରିଚାଳନା ରେଲୱେ ଷ୍ଟାଫ୍ ଲୋଗୋ , ଗାର୍ଡ ଏବଂ ଷ୍ଟେସନ ମାଷ୍ଟରଙ୍କ ଦ୍ୱାରା ପରିଚାଳିତ କରାଯିବ । ଦୁଇ ଟ୍ରନ କୁ ବିଶେଷ ସୁବିଧା ଯୋଗାଇ ଦିଆଯିବ । ବେସରକାରୀ ଟ୍ରାନ ମଧ୍ୟରେ ଯାତ୍ରୀ ମାନେ ବିମାନ ଭଳି ସୁବିଧା ପାଇପାରିବେ । ଏହିୁ ତେଜ୍ ଏକ୍ସପ୍ରେସ ର ଲୋକର୍ପଣ 2016 ମସିହା ଠାରୁ ଅୟାରମ୍ଭ କରାଯାଇଥିଲା କିନ୍ତୁ ତାହା 2019 ରେ ପୁରା କାର୍ଯ୍ୟକାରୀ ହୋଇସାରିଛି ।

ତେଜ୍ ଏକ୍ସପ୍ରେସ ମଧ୍ୟରେ ଲଗୁଥିବା ଭଡା କୌଣସି ମହଙ୍ଗା ରହିବ ନାହିଁ ।ଆଇଆରସିଟିସି ଭଡା ର କାର୍ଯ୍ୟକାରୀ କରିବେ ।

ସରକାରୀ ଟ୍ରେନ ଭଳି ଏହି ଟ୍ରେନ ରେ କୈଣସି ଅପିରଷ୍କାର ଅପରିଛନତା ଦେଖିବାକୁ ପାଇବେ ନାହିଁ କିମ୍ବା କୌଣସି ଥକାପଣ ଭୋଗ କରିବେ ନାହିଁ । ଏହି ତେଜସ୍ ଏକ୍ସପ୍ରେସ୍ ରେ ଆପଣ ମାନେ ପାଇପାରିବେ ବମାନ ଭଳି ସୁବିଧା । ଆପଣ ଦେଖନ୍ତୁ ଏହି ଟ୍ରେନର ପ୍ରତ୍ୟେକ ଟି ସିଟ୍ ଟି ବହୁତ ମଜବୁତ ହୋଇଛି ଏବଂ ସିଟ୍ ର ଫଛରେ ଏଲସିଡି ସ୍କିନ ଲାଗିଛି । ପ୍ରତ୍ୟେକ ସିଟ୍ ଉପରେ ଏଲିଡି ବଲ ମଧ୍ୟ ଲାଗିଛି

Related image

।ଯଦି ଆପଣ ମାନଙ୍କୁ ଖାଇବା ଇର୍ଡର ଦେବାର ଅଛି ତେବେ ତାହା ମଧ୍ୟ ସୁବିଧା ରିହଛି ଯାହା ସିଟ୍ ରେ ବସି ଦେଇପାରିବେ କେବଳ ଏକ ଆଟେଣ୍ଡାଣ୍ଟ୍ ସୁଇଚ୍ ମାଧ୍ୟମରେ । ଆପଣ ମାନେ ସାଧାରଣ ଟ୍ରେନ ରେ ମୋବାଇଲ ଚାର୍ଜ କରିବା ପାଇିଁ ଇଲେକ୍ଚ୍ରି ବୋର୍ଡ ପାଉ ନଥିଲେ କେବଳ ସମସ୍ୟା ମଧ୍ୟରେ ରହୁଥିଲେ କିନ୍ତୁ ତେଜ୍ ଏକ୍ସପ୍ରେସ ରେ ତାହାର ସୁବିଧା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...