ଏବେ ଏବେ ବଲିଉଡ୍ ରୁ ଆସିଚି ଆଉ ଦୁଃଖ ଖବର ।। ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ

0

ଆପଣ ମାନେ ଏହି ନିକଟରେ ଅତି ଅବିସ୍ମରଣୀୟ ଭାବରେ ଜଣେ ବଲିଉଡ ଅଭିନେତାଙ୍କୁ ଝୁରୁଥିଲେ l ଯିଏ କି ବିଲିଉଡ଼ର ସବୁଠୁ ପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ l ସେ ବହୁ କଳାକାର ମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ l ତାଙ୍କ ପାଇଁ କିଛି ଲୋକ ଝୁରି ଝୁରି ସ୍ତବ୍ଦ ହୋଇ ଗଲେଣି l ଏପରି କହିବାକୁ ଗଲେ ସୁଶାନ୍ତଙ୍କ କୁକୁର ମଧ୍ୟ ଏ ପର୍ଯ୍ୟନ୍ତ ଠିକରେ ଖାଦ୍ୟ ଖାଉନାହିଁ l ତେବେ ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି l ଯାହାକୁ ଜାଣିଲେ ଆପଣଙ୍କ ମନରେ ମଧ୍ୟ ବିଶାରଦ ସୃଷ୍ଟି କରିବ l ତେବେ ଆସନ୍ତୁ ଜାଣିବା ପ୍ରକୃତ ଖବର l

ସୂଚନା କ୍ରମେ ବଲିଉଡର ଆଉ ଜଣେ କୋରିୟ ଗ୍ରାଫର ଯାହାଙ୍କ ନାଁ ସରୋଜ ଖାଁ l ସେ ବଲିଉଡର ସବୁଠୁ ପ୍ରିୟ କୋରିୟ ଗ୍ରାଫର l ସେ ବଲିଉଡ ଜଗତରେ ସମସ୍ତଙ୍କୁ ନଚେଇଛନ୍ତି ଅର୍ଥାତ ସେ ଜଣେ ନୃତ୍ୟ ଶିଳ୍ପୀ ଭାବରେ ସମସ୍ତଙ୍କୁ ନାଚ ଶିଖାଉ ଥିଲେ l

ତାଙ୍କ ପାଖରୁ ଅନେକ କଳାକାର ନାଚ ଶିଖି ବଲିଉଡ ରେ ପ୍ରଦର୍ଶନ କରିଛନ୍ତି l ତେବେ ତାଙ୍କ ଜୀବନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ଯେ ସେ ଏବେ କେଉଁଠି ଅଛନ୍ତି l ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ଅଛି ନାଁ ନାହିଁ l ସେ ଜୀବିତ ତ ? ଏହି ଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି l

ପ୍ରକୃତ କଥା ହେଉଛି ସେ ଏବେ ଠିକ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନାହାନ୍ତି l ତେବେ ସେଥି ପାଇଁ ସେ ମୁମ୍ବାଇରେ ବାନ୍ଦ୍ରା ସହରରେ ଲୀଳାବତୀ ନାମକ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ତାଙ୍କ ଜୀବନ ଏବେ ଦୂ ଛକିରେ l କିଛି ବୁଦ୍ଧିଜୀବୀଙ୍କ ପ୍ରଶ୍ନ ଏହି ଯେ ସେ କାହିଁକି ନିଶ୍ୱାସ ପ୍ରଶ୍ୱାସ ନେଇ ପାରୁନାହାନ୍ତି? ତାଙ୍କୁ କାହିଁକି କରୋନା ଭୁତାଣୁ ଆକ୍ରାନ୍ତ କରି ନାହିଁତ?

କରୋନା ଭୁତାଣୁ ପାଇଁ ସନ୍ଦେହ କରି ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା l ଆଉ ସେଥିରେ ତାଙ୍କର ନେଗୀଟିବ ରକ୍ତ ନମୁନା ବାହାରିଥିଲା l ତେଣୁ ସେ କୋରାନରେ ଆକ୍ରାନ୍ତ ନାହାନ୍ତି ବୋଲି ଜଣା ପଡିଥିଲା l ସେ ସମ୍ପୂର୍ଣ ଭାବରେ ଏବେ ସେହି ହସ୍ପିଟାଲରେ ଚିକିତ୍ସା ଅଧୀନ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଆଗ ଅପେକ୍ଷା ଭଲ ଅଛି l

ତେଣୁ ଆମେ ଆଶା କରୁଛୁ କି ସେ ଖୁବ ଶୀଘ୍ର ତାଙ୍କ ରୋଗରୁ ମୁକ୍ତ ହୋଇ ନିଜ ଘରକୁ ଫେରି ଆସିବେ ବୋଲି l ସମସ୍ତ ବଲିଉଡ କଳାକାର ମାନେ ମଧ୍ୟ ତାଙ୍କ ପାଇଁ ଶୁଭ କାମନା କରି ଛନ୍ତି l ଆଶା କରୁଛୁ କି ଆମ ଆର୍ଟିକଲଟି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.