ଏହା କେବଳ ମହିଳା ମାନଙ୍କ ପାଇଁ, ପିରିୟଡ଼ ସମୟରେ କଷ୍ଟ ହେଉଛି କି ? ଏହି 3ଟି ଉପାୟରୁ ମିଳିବ ଆରାମ୍

ବର୍ତ୍ତମାନ ସମୟରେ ମହିଳା ଅନେକ ମହିଳା ମାନେ ଋତୁସ୍ରାଵ ଜନିତ ସମସ୍ୟା ଦେଖା ଦେଉଛି। ଯାହା ଫଳରେ ମହିଳା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଓ ଅନେକ କଷ୍ଟ ମଧ୍ୟ ପାଇ ଥାନ୍ତି। ତେବେ ଆସନ୍ତୁ ଜାଣିବା ଋତୁସ୍ରାଵ ଜନିତ ସମସ୍ୟା ଗୁଡିକ କର କାରଣ ଓ ଏହାର ନିରାକରଣ ବିଷୟରେ। ପ୍ରଥମ ରେ ମହିଳା ମାନଙ୍କ ର ମାସିକ ଋତୁସାଵ ବେଳେ ଯଦି ଅନିୟମିତତା ଦେଖା ଦେଉଛି ତେବେ ଏହା ର ଏକ ବହୁତ ବଡ଼ କାରଣ ହେଉଛି ଓଜନ ବୃଦ୍ଧି କିମ୍ବା ହ୍ରାସ ହେବା।

ଯଦି କୌଣସି ମହିଳା ଙ୍କର ଓଜନ ବହୁତ ବଢି ଯାଉଛି କିମ୍ବା ବହୁତ କମି ଯାଉଛି। ତାହାଲେ ମହିଳା ମାନଙ୍କ ର ମାସିକ ଋତୁସ୍ରାବ ରେ ଅସୁବିଧା ଦେଖା ଦେଇ ଥାଏ।

ଦ୍ୱିତୀୟ ରେ ଯଦି କୌଣସି ମହିଳା ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ କରୁଥାନ୍ତି ତେବେ ମଧ୍ୟ ସେମାନ ଙ୍କ ର ଋତୁସ୍ରବ ରେ ଅନିୟମିତତା ଦେଖା ଦେଇଥାଏ। ଫଳରେ ଠିକ ସମୟରେ ସେମାନ ଙ୍କ ର ମାସିକ ଋତୁସ୍ରାଵ ହୋଇ ନଥାଏ। ଯାହା ପାଇଁ ସେମାନେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି।

ତୃତୀୟ ରେ ହେଉଛି ଅଧିକ ଚିନ୍ତା କରିବା। ଯଦି ମହିଳା ମାନେ ଅଧିକ ଚିନ୍ତା କରୁଥାନ୍ତ ତାହାଲେ ମଧ୍ୟ ଏହା ର ପ୍ରଭଵ ସେମାନଙ୍କ ର ମାସିକ ଋତୁସ୍ରବ ଉପରେ ପଡିଥାଏ। ଯାହା ଫଳରେ ମହିଳା ମାନେ ବହୁତ କଷ୍ଟ ପାଇ ଥାନ୍ତି। ତେଣୁ ମହିଳା ମାନେ କେବେବି ଅଧିକ ଚିନ୍ତା କରିବା ଉଚିତ ନୁହଁ।

ଚତୁର୍ଥ ରେ ହେଉଛି ଗର୍ଭ ନିରୋଧକ ବଟିକା। ଯଦି ମହିଳା ମାନେ ଗର୍ଭ ନିରୋଧକ ବଟିକା ର ବ୍ୟବହାର କରୁଥାନ୍ତି ତେବେ ସେମାନ ଙ୍କ ର ମାସିକ ଋତୁସ୍ରାବ ରେ ଅସୁବିଧା ଦେଖା ଦେଇ ଥାଏ। ଯାହା ଫଳରେ ଠିକ ସମୟରେ ଋତୁ ଶ୍ରାବ ହୋଇ ନଥାଏ ଏବଂ ମହିଳା ମାନେ ଏହି ସମୟ ରେ ଅନେକ ଯନ୍ତ୍ରଣା ର ସମ୍ମୁଖୀନ ହୋଇ ଥାନ୍ତି।

ତେବେ ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ କଣ କରିବା ଦରକାର।

ଆପଣ ଙ୍କ ର ଯଦି ଏହି ସବୁ ସମସ୍ୟା ରହୁଛି ତେବେ ଆପଣ ନିୟମିତ ଭାବରେ ଗାଜର ରସର ସେବନ କରନ୍ତୁ। ଗାଜର ରସ ସେବନ କରିବା ଦ୍ୱାରା ମହିଳା ମାନଙ୍କ ଶରୀର ର ହର୍ମନ ଗୁଡିକ ଠିକ ମାତ୍ରା ରେ ରହିଥାଏ। ଯାହା ଫଳରେ ଆପଣ ଙ୍କ ମାସିକ ଋତୁସ୍ରବ ସଠିକ ସମୟରେ ହୋଇଥାଏ।

ଅଦା ରସ ସେବନ କରିବା ଦ୍ୱାରା ମଧ୍ୟ ଋତୁ ସ୍ରବ ଜନିତ ଯନ୍ତ୍ରଣା ଦୁର ହୋଇଥାଏ ଓ ଋତୁସ୍ରାଵ ଠିକ ସମୟରେ ହୋଇଥାଏ। ତେଣୁ ନିୟମିତ ଅଦା ରାଶ ର ସେବନ କଲେ ଏହି ସମସ୍ୟା ରୁ ନିଶ୍ଚୟ ମୁକ୍ତି ମିଳିବ।

କଦଳୀ ମଧ୍ୟ ଆପଣ ଙ୍କୁ ଋତୁସ୍ରାବ ଜନିତ ସମସ୍ୟା ରୁ ମୁକ୍ତି ଦେଇଥାଏ। ତେଣୁ ନିୟମିତ କଦଳୀ ସେବନ କରିବା ଉଚିତ। ଏହା ସହ କ୍ଷୀର ରେ ହଳଦି ମିଶାଇ ପାନ କଲେ ମଧ୍ୟ ଏହି ଦମସ୍ୟା ରୁ ମୁକ୍ତି ମିଳିଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।