ଏହି ୧୫ ଟି କାରଣ ଯୋଗୁ ଆପଣଙ୍କ ଘରେ ଆସିଥାଏ ଦରିଦ୍ରତା ଓ ଆର୍ଥିକ ସମସ୍ୟା

0

ପରିବାରରେ ଦାରିଦ୍ରତା କୁ ନେଇ ସମସ୍ତେ ଚିନ୍ତିତ ରହିଥାନ୍ତି । ଦାରିଦ୍ର କୁ ଦୂରିକରଣ କରିବା ପାଇିଁ ପ୍ରତ୍ୟେକ ବ୍ୟକ୍ତି ଦିନ ରାତି ପରିଶ୍ରମ କରିଚାଲନ୍ତି । ଅଭାବ ଏକ ମାତ୍ର ସମସ୍ୟା ତାହା ହେଉଛି ଆର୍ଥିକ ସ୍ବଚ୍ଚଳତା । ଅନେକ ବ୍ୟକ୍ତି ବ୍ୟବସାୟ ଠାରୁ ଆରମ୍ବ କରି ନାନା ପ୍ରକାର ବୃତ୍ତି ରେ ନିୟତ ରହିବା ପରେ ତାଙ୍କର ଆର୍ଥିକ ସମସ୍ୟା ଦେଖାଦିଏ । ଆର୍ଥି୍କ ଅଭାବ ତାଙ୍କୁ ତକିଚ କରିଦିଏ କାରଣ ସେମାନେ ଅନେକ ପରିଶ୍ରମ କରିବା ପରେ କେଉଁ କାରଣ ବସତ ଏହି ସମସ୍ୟା ଉପୁଜିଛି ତାହା ସେମାନେ ଜାଣିପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣ ଙ୍କ ସାମ୍ମାନାକୁ ଏହି ସମସ୍ୟା ର ସମାଧାନ ସମ୍ପର୍କ ରେ ଜଣାଇ ବୁନ ଯାହାଫଳରେ ଆପଣ ଘରେ ଆର୍ଥିକ ଓ ଦାରିଦ୍ରଚା ଦେକାଦେଉଛି । ସେତେ ପର୍ଯ୍ୟନ୍ତ ଆମର ଏହି ପୋଷ୍ଟକୁ ପଡିଚାଲନ୍ତୁ ।

( 1.ଆପଣ ଙ୍କ ଗୃହକୁ କେଇ ଜଣେ ଅତିଥି ଆସିବା ପରେ ତାଙ୍କ ଉପରେ ଅସନ୍ତୁଷ୍ଟତା ହେବା ଅବା ତାଙ୍କ ଉପରେ କ୍ରୋଧିତ ହେବା ) ( 2.ଦ୍ବିତୀୟ କାରଣ ହେଉଛି ଆମର ବଡପଣିଆ ଅର୍ଥାତ୍ ଆମର ଆୟକୁ ଲକ୍ଷ୍ୟ ନ କରି ବ୍ୟୟ କରିବା । ) ( 3.ଘରେ ଭାଙ୍ଗିଯାଇଥିବା ଜିନିଷର ପୁର୍ନବାର ବ୍ୟବହାର କରିବା )

( 4.ଦଳିତ ଜାତି ଜନଜାତି ମାନଙ୍କୁ ଘୃଣା କରିବା ) ( 5. ରାତିରେ ଶୋଇବା ପରେ ଉଲଟା ହୋଇ ଶୋଇବା । ଏପରି ଶୋଇବା ଦ୍ବାରା ଆମ ଶରୀର କୁ ରୋଗ ଗ୍ରାସି ଥାଏ ଯାହାଫଳରେ ଆମ ପିଛାରେ ଅର୍ଥର ବ୍ୟୟବହୁଳ ହେବା ଦ୍ବାରା ଦାରିଦ୍ରତା ଆସେ । )

( 6. ପ୍ରଭାତ ସମୟରେ ସୂର୍ଯ୍ୟଦେବତା ଙ୍କ ଆଡକୁ ମୁହଁ କରି ପରିତ୍ସା କରିବା ) ( 7. ସୂର୍ଯ୍ୟଙ୍କର ଆବାହନ ହେବା ପରେ ପର୍ଯ୍ୟନ୍ତ ବିଛଣା ଛାଡିବା ) ( 8. ଅନ୍ୟର ଅର୍ଥକୁ ଲୋଭ କରିବା ) ( 9. ଅନ୍ଧାରରେ ଖାଇବା ) ( 10. ଫାଟିଯାଇଥିବା କପଡା ପିନ୍ଧିବା )

( 11. ବ୍ୟବସାୟରେ ମିଥ୍ୟା ଆଚରଣ ଦେଖିବା ) ( 12. ରାତିରେ ଝାଡୁ ଲଗାଇବା । ) ( 13. ଖାଇବା ସମୟରେ କଥାବାର୍ତ୍ତା କରିବା । ) ( 14. ମନରୁ ଇଶ୍ବର ବିଶ୍ବାସୀ ଗୁଣ ହରେଇବା ) ( 15. ବାପା ମା’ଙ୍କର ଅପମାନ କରିବା )

ତେବେ ଏହି 15 ଟି କାରଣ ହେଉଛି ଆପଣ ଙ୍କ ଜୀବନର ବଡ ଅସଫଳତା ।ଏହି କାରଣ ବସତ ଆପଣ ଅଭାବ ମଧ୍ୟରେ ବୁଡୁ ରୁହନ୍ତି ଏବଂ ପରିବାରରେ ଅଭାବ ଦେଖାଦିଏ । ତେବେ ଏହି କାରଣ କୁ ପ୍ରତିକାର କରନ୍ତୁ ଦେଖିବେ ଆପଣ ଙ୍କ ଜୀବନରେ ପୁଣି ଥରେ ଗୋଟିଏ ନୂତନ ମୁଡ ନେଇ ଆସିବ ଯାହା କେବେ ଆପଣ କଳ୍ପନା କରିପାରିହବେନି ।
ଯଦି ଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.