ଏହି ୨ ଭାଇ ନାବାଳିକାର ଅଶ୍ଳୀଳ ଫୋଟୋ ଉଠାଇ ଯାହା କଲେ ଆପଣ ଜାଣିଲେ ଅବାକ ହଇଯିବେ

0

ଏମିତି ଏବେ ଏହି ଦୁନିଆ ପାଲଟି ଯାଇଛି ସତରେ ଯେମିତି ନର ରୂପୀ ରାକ୍ଷସଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି l ଆଉ ଏମାନଙ୍କ କୁକର୍ମ ପାଇଁ ସମାଜ ଏବେ ସମ୍ପୂର୍ଣ୍ଣ କଳୁଷିତ ହୋଇ ଗଲାଣି l କୌଣସି ପରିସ୍ଥିତିରେ ବି ନାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି l ସରକାରଙ୍କ ଏଥି ପ୍ରତି ଧ୍ୟାନ ଥିଲେ ମଧ୍ୟ ଏଥିରେ ବିଭିନ୍ନ ନିୟମକୁ କୋହଳ କରା ଯାଉଛି l

ଯାହା ଫଳରେ ଦିନକୁ ଦିନ ଏହି ପରି କାଣ୍ଡ ଘଟାଇବା ପାଇଁ କେହି ପଛ ଘୁଞ୍ଚା ଘୁଞ୍ଚା ହି ଦେଉନାହାନ୍ତି l ବାରମ୍ବାର ଦୁଷ୍କର୍ମ ପରେ ଦୁଷ୍କର୍ମ ରେ ଶିକାର ହେଉଛନ୍ତି ଏହି କୋମଳ ମତି ନାବାଳିକା ମାନେ l ଦୁର୍ବୃତ୍ତ ମାନେ ଏଭଳି ଏକ କାଣ୍ଡ ଘଟାଇ ଛନ୍ତି ମହାରାଷ୍ଟ୍ରର କୋଲ୍ହାପୁର ଅଂଚଳରେ l ଆସନ୍ତୁ ଜାଣିବା ସେହି ଘଟଣାର ପୁରା ରହସ୍ୟ l
ମହାରାଷ୍ଟ୍ରର କୁଲ୍ହାପୁର ଅଂଚଳରେ ଦୁଇ ଭାଇ ଜଣେ ନାବାଳିକାର କିଛି ଅଶ୍ଳୀଳ ଫୋଟୋ ଉଠାଇ ତାକୁ ଧମକ ଚମକ ଦେଉଥିଲେ l ଏହି ଫୋଟୋ ରଖି ସେହି ଦୁଇ ଭାଇ ଉକ୍ତ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିଲେ l ତେବେ ଏଥିରେ କିଛି ପ୍ରତିବାଦ କଲେ ସୋସିଆଲ ମିଡିଆରେ ଫୋଟୋ ଗୁଡିକ ଭାଇରଲ କରିଦେବାକୁ ଧମକ ମଧ୍ୟ ଦେଇଥିଲେ l

ଏହି ଘଟଣା 2017 ମସିହା ଠାରୁ ହୋଇ ଥିଲା l ଦୀର୍ଘ ତିନି ବର୍ଷ ଧରି ସେହି ନାବାଳିକାକୁ ବାରମ୍ବାର ବଳାତ୍କାର କରା ଯାଇଥିଲା l ଏହି ଦୁଇ ଅଭିଯୁକ୍ତ ସହ ଆହୁରି ଚାରି ଜଣ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ l ବାରମ୍ବାର ଏହି ପରି ଦୁଷ୍କର୍ମ କରିବା ଯୁଗୁ ନାବାଳିକା ଜଣଙ୍କ ଅତି ଅତିଷ୍ଠ ହୋଇ ପଡିଥିଲ l ତେଣୁ ସେ ତାଙ୍କ ମାକୁ ସବୁ ସତ କହିବାକୁ ସାହସ ବାନ୍ଧିଥିଲେ l

ତେବେ ସୂଚନା କ୍ରମେ ଜୁଲାଇ ମାସ 3 ତାରିଖରେ ନାବାଳିକା ଜଣଙ୍କ ସମସ୍ତ ତଥ୍ୟ ନିଜ ମା ପାଖରେ ଓଗାଳି ଥିଲେ l ଏହା ପରେ ମା ଓ ଝିଅ ଯାଇ ଥାନାରେ ଏକ FIR ଦାବି କରିଥିଲେ l

ପରେ ପୋଲିସ ଏସବୁ ବିଷୟରେ ତଦନ୍ତ ଜୋରଦାର ଆରମ୍ଭ କରିଥିଲେ l ତେବେ ପୂର୍ବ ସପ୍ତାହରେ ପୋଲିସ ସେହି ଦୁଇ ଅଭିଯୁକ୍ତଙ୍କ ସହ ଅନ୍ୟ ଚାରି ଜଣଙ୍କୁ ମିଶାଇ ମୋଟ ଛ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ତେବେ ଏହି ପରି ନିନ୍ଦନୀୟ ଘଟଣା ବାରମ୍ବାର ଘଟୁଥିବାରୁ ଲୋକମାନଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l ଏହି ସବୁ ଘଟଣା କେବେ ଲୋପ ପାଇବ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ ହୋଇ ରହିଛି l ବାସ୍ତବରେ ଏହି ଦିଗରେ ଆମ ସରକାର ଟିକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ଜନତାଙ୍କ ହିତ ସୃଷ୍ଟି କରି ପାରିବ l ଯାହl ଫଳରେ ଏଭଳି କାଣ୍ଡ ଘଟାଇବା ପାଇଁ ଅପରାଧୀ ମାନେ ଭୟ କରିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.