ଏହି 3ଟି ନାମର ଲୋକ ପୁରା ଜିବନ ଦୁଃଖରେ ରହିଥାନ୍ତି , ଆସନ୍ତୁ ଜାଣିବା ସେ ଭବିଷ୍ୟରେ

ଏ ଦୁନିଆରେ ସବୁ ଲୋକ ଚିନ୍ତାରେ ରୁହନ୍ତି। କିଏ ନିଜ କ୍ୟାରିୟର ବାବଦରେ ଚିନ୍ତାରେ ରୁହେ ତ କିଏ ନିଜ ଚାକିରୀ ବାବଦରେ ଚିନ୍ତାରେ ରୁହେ। କିଏ ନିଜ ପରିବାର ବାବଦରେ ଚିନ୍ତାରେ ରୁହେ ତ କିଏ ନିଜ ବ୍ୟବସାୟ ବାବଦରେ ଚିନ୍ତାରେ ରୁହେ। ଏହି ଦୁନିଆରେ ସବୁ ଲୋକଙ୍କର ଦୁଃଖ ରହିଛି। କାରଣ ଭଗବାନ ଆମକୁ ଏହି ଦୁନିଆକୁ ପଠେଇଛନ୍ତି ଆଉ ଆମକୁ ତାହା ସହ ସୁଖ ଦୁଃଖ ଦେଇକି ଛାଡିଛନ୍ତି ।

ଏହି ଦୁନିଆରେ ସୁଖ ଆଉ ଦୁଃଖ ଗୋଟେ କଏନ ର ଦୁଇ ପାର୍ଶ୍ଵ ପରି ହୋଇଥାଏ। ଆମେ ସନସ୍ତେ ତାକୁ ସାମ୍ନା କରିଥାଉ। ଆମେ ଦୁଃଖ ସାମ୍ନା କରୁ ଆଉ ଦୁଃଖ ପରେ ସୁଖ ସାମ୍ନା କରୁ ।

ଆମେ ସୁଖ ରେ ବହୁତ ପ୍ରସନ୍ନ ରହିଥାଉ ଆଉ ଦୁଃଖ ଆସିଲେ ଆମେ ଜୀବନ କୁ ହି ଖରାପ କହିଥାଉ। ମାତ୍ର ଆମେ ଭୁଲିଯାଉ କି ଆମକୁ ଦୁଃଖ ପରେ ସୁଖ ହି ସାମ୍ନା କରିବାର ଅଛି । ଏହା ସୃଷ୍ଟି ର ନିୟମ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକର ଜୀବନ ରେ ସୁଖ ତଥା ଦୁଃଖ ତାର ଭାଗ୍ୟ ଉପରେ ନିର୍ଭର କରେ ।

ଆଉ ତାର ଏହି ଭାଗ୍ୟ ତାର ପ୍ରଥମ ନାମ ଉପରେ ନିର୍ଭରଶୀଳ ହେଇଥାଏ। ଆଜି ଆମେ ଜାଣିବା ୩ଟି ଏମିତି ନାମ ଧାରୀ ବ୍ୟକ୍ତିଙ୍କ ବାବଦରେ ଯାହାଙ୍କ ଜୀବନ ସର୍ବଦା ଦୁଃଖରେ ଭାରି ରହିବ ଆଉ ସେମାନେ ଚିନ୍ତାରେ ରହିବେ ।

୧: S ନାମଧାରୀ ବ୍ୟକ୍ତି :-

ଏମାନେ ବହୁତ ପରିଶ୍ରମୀ ଆଉ ସଚୋଟ ହୋଇଥାନ୍ତି ମାତ୍ର ତାଙ୍କ ଭିତରେ ଲୋକପ୍ରିୟତା ର ଲୋଭ ଥାଏ। ସେମାନେ କାହାର ବି କ୍ଷତି କରନ୍ତି ନାହିଁ ମାତ୍ର ତାଙ୍କ ହୃଦୟ ବହୁତ କୋମଳ ଆଉ ନିର୍ମଳ ରହିଥାଏ। ସେମାନେ କେବେ ସତ ଭଲପାଇବା ପାଆନ୍ତି ନାହିଁ ମାତ୍ର ତାଙ୍କ ପ୍ରେମ କୁ ମନେ ପକାଇ ସର୍ବଦା କାନ୍ଦନ୍ତି। ତାଙ୍କ କୋମଳତା ର ଲୋକ ଫାଇଦା ଉଠାନ୍ତି ତେଣୁ ଏମାନେ ସର୍ବଦା ଦୁଖୀ ରୁହନ୍ତି ।

୨: P ନାମର ଲୋକ :-

ଏମାନେ ଏକ ଅଲଗା ପ୍ରକାର ଗୁଣ ର ଅଧିକାରୀ ହେଇଥାନ୍ତି। ଏମାନେ ସର୍ବଦା ନିଜ କାମ ରେ ଧ୍ୟାନ ଦିଅନ୍ତି ଆଉ ତାଙ୍କ ଲକ୍ଷ୍ୟ କୁ ପିଛା କରନ୍ତି। ଲଭ ନାମର ଶବ୍ଦ ଉପରୁ ହି ତାଙ୍କ ଭରସା ଉଠି ଯାଇଥାଏ ମାତ୍ର ସେମାନେ ଯାହାକୁ ବି ପ୍ରେମ କରନ୍ତି ତାକୁ ମନ ଦେଇ କରନ୍ତି। ତେଣୁ ଲୋକମାନେ ତାଙ୍କ ଫାଇଦା ଉଠାନ୍ତି। ସେଥିପାଇଁ ସେମାନେ ଦୁଃଖ ରେ ରୁହନ୍ତି ।

୩ :B ନାମଧାରୀ ବ୍ୟକ୍ତି :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମ ର ବ୍ୟାକ୍ତି ମାନେ ବହୁତ ପରିଶ୍ରମୀ ଆଉ ସଫଳ ହେଇଥାନ୍ତି। ତାଙ୍କୁ ସଫଳତା ସହଜରେ ମିଳିଯାଏ। ଏମାନେ ତାଙ୍କ ଖରାପ ଆଦତ ଯୋଗୁ ବହୁତ ଗର୍ବୀ ବି ହେଇଥାନ୍ତି ତେଣୁ ତାଙ୍କର ବେସି ସାଙ୍ଗ ନଥାନ୍ତି। ତେଣୁ ସେମାନେ ଦୁଖୀ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।