ଏହି ୩୨ ବର୍ଷୀୟ ଯୁବକ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବି କରୁଛନ୍ତି….

ଆପଣ ମାନଙ୍କୁ ଆମର ର ଏହି ଆର୍ଟିକିଲ ତରଫରୁ ସ୍ବାଗତମ୍ । ଆପଣ ମାନେ ଜାଣିଥିବେ ଅନେକ ଥର ବଲିଉଡ୍ ଅଭିନେତ୍ରୀ ମାନଙ୍କ ବିଷୟରେ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଛି । କେଉଁ ଦିନ ତାଙ୍କର ସୁନ୍ଦର ଏକ୍ଟିଙ୍କ୍ କୁ ନେଇ ଆଲୋଚନା ହୋଇଛ ତ ଆଉ କେଉଁ ଦିନ ସେମାନଙ୍କର ବ୍ୟକ୍ତିଗତ କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବିତର୍କ ହୋଇଛି ।

ତେବେ ଆଜି ଆମେ ସେହିପରି ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏମିତି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଙ୍କ ପାଦ ତଳୁ ମାଟି ଖସି ପଡିବ ।

ରିପୋର୍ଟ ମୁତାବିକ୍ ଜଣେ ଅଜଣା ମହିଳା ନିଜକୁ ଅନୁରଧା ପଡ଼ଓ୍ବାଲଙ୍କ କନ୍ୟା ବୋଲି ଦାବି କରି ଯୁକ୍ତି ବାଢିଥିଲେ । ତେବେ ମହିଳାଙ୍କର ଏହି ଅଚାନକ୍ ଆଶ୍ଚର୍ଯ୍ୟ ଜନକ କଥା ଶୁଣି ସମସ୍ତଙ୍କୁ ଆଚମ୍ବିତ କରିଥିଲା ଯାହା ଫଳରେ ଏହି କଥା ସୋସିଆଲ ମିଡିଆରେ ଜୋରସୋର ଚାଲିଥିଲା ।

ତେବେ ଏତିକିରେ ବାକି ନାହିଁ ଏହା ଥିଲା ପୂର୍ବ ଘଟଣା ମହିଳାଙ୍କ ପରି ଆଉ ଜଣେ 32 ବର୍ଷୀୟ ଯୁବକ ମଧ୍ୟ ନିଜକୁ ହଟାତ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୁଅ ବୋଲି ସମ୍ଭୋଧନ କରି ମତପ୍ରକାଶ କରିଛନ୍ତି ।

ଯୁବକଙ୍କର ଏହି କଥା ଶୁଣି ଆପଣ ତ ନିଶ୍ଚିତ ପାଗଳ ହୋଇଯାଇଥିବେ କାରଣ ଜଣେ ସଫଳ ଅଭିନେତ୍ରୀଙ୍କ ପଛେ ଏତେ ବଡ ରାଜ୍ ଯଦି ଲୁଚି ରହିଥାଏ ତେବେ ତାଙ୍କ ପାଇିଁ ନିଶ୍ଚିତ ଅପମାନର ସୂଚକ । ଏହି 32 ବର୍ଷୀୟ ଯୁବକ ଙ୍କର ନାମ ହେଉଛି ସଙ୍ଗୀତ କୁମାର , ସଂଙ୍ଗୀତ କର୍ଣ୍ଣାଟକର ମେଙ୍ଗାଲୁର ବାସିନ୍ଧା ଅଟନ୍ତି ବୋଲି ତାଙ୍କ ପରିଚୟରୁ ଜଣାପଡିଛି ।

ସେ ଏହି ଭିଡିଓ ରୋ ଦାବି କରିହିଛନ୍ତି କି ସେ 1188 ମସିହାରେ ଲଣ୍ଡନରେ ଜନ୍ମ ହୋଇଥିଲେ କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ସେ ସମୟରେ ଐଶ୍ୱର୍ଯ୍ୟା ଙ୍କୁ ମାତ୍ର 15 ବର୍ଷ ହୋଇଥିଲା ।ଏହା ସହିତ ସଂଙ୍ଗୀତ କହିଛନ୍ତି କି ତାଙ୍କୁ ତାଙ୍କ ପିତା ୱଦିଭେଲୁ ରେଡ୍ଡୀ ବିଶାଖାପାଟଣା ନେଇଆସିଥିଲେ ଏବଂ ତାଙ୍କର ଭଲମନ୍ଦ ବୁଝାମଣା କରୁଥିଲେ ।

କିନ୍ତୁ ସଂଙ୍ଗାତ ଙ୍କର ଜନ୍ମଗତ ପ୍ରମାଣ ସାର୍ଟିପିକେଟ୍ ନଥିଲା ତାହା ଜାଣି ଚିରି ଦିଆଯାଇଥିଲା ବୋଲି ସେ କହିଛନ୍ତି । ତେଣୁ ସେ ମୁମ୍ବାଇ ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ସହିତ ରହିବାକୁ ଚାହୁଁଛନ୍ତି । ସଂଙ୍ଗାତ ଙ୍କର ଏହି କଥାକୁ ନେଇ ସୋସିଆଲ ମିଡିଆରେ ଅଟକ ରେ ରହିଛି କାରଣ ଏହା ପଛରେ କଣ ରହସ୍ୟ ଲୁଚି ରହିଛି ତାହା ଏତେ ପର୍ଯ୍ୟନ୍ତ ଜଣା ପଡିନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।