ଏହି ୪ଟି ରାଶି ର ଝିଅ ବିବାହ ପରେ ସ୍ବାମୀ କୁ ନିଜ କଣ୍ଟ୍ରୋଲ ରେ ରଖନ୍ତି |

0

ବିବାହ କଥା ଯେବେ ପଡେ ତେବେ ଝିଅ ମାନେ ଭାବିଥାନ୍ତି କି ତାଙ୍କର ହେବାକୁ ଥିବା ଜୀବନ ସାଥି କିପରି ହେବ । ଝିଅ ମାନଙ୍କୁ ବାହା ହେବାର ବହୁତ ମତଲବ୍ ରହିଥାଏ ସେମାନେ ନିଜ ଘର ଛାଡି ଅନ୍ୟ ଘରକୁ ଯାଇଥାନ୍ତି ତେବେ ସେମାନେ ଏପରି ଭାବିବା ସ୍ବାଭାବିକ ଅଟେ । ସେମାନେ ଭାବିଥାନ୍ତି କି ତାଙ୍କ ସହିତ କିଏ ରହୁ ବା ନରହୁ କିନ୍ତୁ ତାଙ୍କ ସ୍ହାମୀ ତାଙ୍କ ସହ ରୁହନ୍ତୁ ।

କି୍ଛି ଝିଅ ବାହା ହେବା ପରେ ନିଜ ସ୍ବାମୀ ଙ୍କୁ କ୍ରୋଣ୍ଚଲ କରିବା ଆରମ୍ଭ କରିଦିଅନ୍ତି । କାରଣ ସେମାନଙ୍କ ରାଶିରେ ସେପରି ଗୁଣ ରହିଥାଏ ଏହି ଗୁଣ ତାଙ୍କ ମଧ୍ୟରେ ରହିଯାଏ ।

ସେମାନେ ତାଙ୍କ ସ୍ହାମୀ ଙ୍କୁ ଆୟତ କରିବା ବହୁତ ଭଲ ଭାବରେ ଜାଣନ୍ତି ଯାହା ଫଳରେ ଶାଶୁ ଘରେ ତାଙ୍କ ସ୍ବାମୀ ତାଙ୍କ ସହିତ ରହିଥାନ୍ତି । ଆସନ୍ତୁ ଜାଣିବା ସେହି ରାଶି ର ଝିଅ ମାନଙ୍କ ଉପରେ ।

1. ମେଷ ରାଶି

ଏହ ରାଶିକ ଝିଅ ମାନେ ତାଙ୍କ ସ୍ବାମୀ ଙ୍କୁ କଣ୍ଟ୍ରୋଲ କରି ରଖିଥାନ୍ତି , ସେମାନେ ଏପରି ବ୍ୟକ୍ତି ଙ୍କୁ ବାହା ହେବା ପାଇିଁ ଚାହିଁଥାନ୍ତି ଯେଉଁ ମାନେ ତାଙ୍କର ପୁରା ଯନ୍ତ୍ର ନିଅନ୍ତି , ସେମାନେ ତାଙ୍କ ସ୍ବାମୀ ଙ୍କୁ ପ୍ରେମ ଜାଲରେ ପକାଇ କାବୁ କରି ରଖିଥାନ୍ତି ,ସେମାନଙ୍କ ପାଖରେ କିଛି ଖାସ୍ ଗୁଣ ରହିଥାଏ । ଯାହା ଦ୍ବାରା ଏମାନେ ତାଙ୍କ ସ୍ହାମୀ ଙ୍କୁ ହାତ ମୁଠାରେ ରଖିଥାନ୍ତି

2. ବୃଷ ରାଶି

ଏହି ରାଶିର ଝିଅ ମାନେ ବହୁତ ରହସ୍ୟମୟ ହୋଇଥାନ୍ତି , ସେମାନେ ଭଲ ଭାବରେ ଜାଣିଥାନ୍ତି କି ତାଙ୍କ ସ୍ହାମୀ ଙ୍କ ମନରେ କଣ ଚାଲିଛି , ଏମାନେ ଦେଖିବାକୁ ସୁନ୍ଦରୀ ହୋଇଥିବାରୁ ତାଙ୍କ ସ୍ହାମୀ ତାଙ୍କର ସମସ୍ତ କଥା ମାନିଥାନ୍ତି , ସେମାନେ ତାଙ୍କ ସ୍ହାମୀ ଙ୍କୁ ଭୂୁଲରେ ବି କ୍ଷମା ଦିଅନ୍ତି ନାହିଁ ।

3. ସିଂହ ରାଶି

ଏହି ରାଶିର ଝିଅ ମାନେ କାହା ଉପରେ ଶିଘ୍ର ଭରଷା କରନ୍ତି ନାହିଁ ସେମାନେ ତାଙ୍କ ପାର୍ଟନର ଙ୍କ ଉପରେ ପୁରା ଭରଷା କରିଥାନ୍ତି କିନ୍ତୁ ତାଙ୍କ ଆଗରେ ତାଙ୍କ ସ୍ବାମୀ ଙ୍କ କଥା ଆଦୁ ଚାଲେ ନାହିଁ । ସେ ନିଜେ ତାଙ୍କ ସମ୍ପର୍କ କୁ ଦପି ରଖିଥାନ୍ତି ସେମାନେ ତାଙ୍କ ସ୍ବାମୀ ଙ୍କୁ କୈଣସି ମଉକା ଦିଅନ୍ତି ନାହିଁ ,ଏମାନଙ୍କୁ କୌଣସି ଜିନିଷର ଅଭାବ ରହିନଥାଏ ।

4. ମକର ରାଶି

ମକର ରାଶିର ଝିଅ ମାନେ ବହୁତ ସହାସୀ ହୋଇଥାନ୍ତି , ସେମାନେ ସମସ୍ତ ଅସୁବିଧାର ସାମ୍ମନା ନିଜେ କରିଥାନ୍ତି , ସେମାନେ ନିଜ ସାହାସ ସକାସେ କାହା ଆଗରେ ମୁଣ୍ଡ ନୁଆଁନ୍ତି ନାହିଁ । ଏହି କାରଣରୁ ତାଙ୍କ ସ୍ବାମୀ ତାଙ୍କ କଥା ମାନିଥାନ୍ତି । ତେବେ ଏହା ଥିଲା କେତୋଟି ରାଶିର ଝିଅ ମାନଙ୍କ ବିଷୟରେ ଯେଉଁ ମାନେ ତାଙ୍କ ସ୍ବାମୀ କୁ ନିଜ କଣ୍ଟ୍ରୋଲ ରେ ରଖନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.