ଏହି ୪ଟି ପ୍ରାଣ ଭିତରୁ ଗୋଟିଏ ବାଛନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ

ମଣିଷର ଦୁଇଟି ମନ ରହିଥାଏ। ଚେତନ ଓ ଅବଚେତନ ମନ।ମଣିଷର ଚେତନ ମନ ଆମ ଭିତରେ ଥିବା ଅନେକ ଅନ୍ତର୍ନିହିତ ଗୁଣ ବା ଭାବନା କୁ ବୁଝିପାରେ। ଯାହା ଆମ ସାଧାରଣ ମନ ଓ ମସ୍ତିଷ୍କ ବୁଝି ପାରି ନଥାଏ ତାହା ଆମ ଅନ୍ତଚେତନା ବୁଝି ପାରି ଥାଏ ଆଉ ଅନୁଭବ କରିପାରେ। ବେଳେବେଳେ ମଣିଷର ସମସ୍ତ ସ୍ଥିତି ଖରାପ୍ ଥାଇ ମଧ୍ୟ ଆମକୁ ଭଲ ଲାଗି ଥାଏ ଓ କିଛି ବି ଠିକ୍ ନଥାଇ ମଧ୍ୟ ମନ ଅଶାନ୍ତି ରେ ରହିଥାଏ ଓ ଖରାପ୍ ଲାଗି ଥାଏ। ଆପଣଙ୍କୁ ଏକ ପିକ୍ଚର ଟେଷ୍ଟ ଦ୍ବାରା ଆମେ ଆଜି ଏହି ମନ କୁ ବୁଝାଇବା ପାଇଁ ସକ୍ଷମ କରିବୁ।

ଆପଣଙ୍କୁ ଏହି ଛବି ପରୀକ୍ଷା ଦ୍ବାରା ଆଜି ଆପଣଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ଅବଗତ କରେଇବୁ। ଆପଣଙ୍କୁ ୪ ଟି ଆତ୍ମା ର ରେଖା ଦେଖା ଦେଉଛି ,ଏଥିରୁ ଆପଣଙ୍କୁ ଗୋଟିଏ ଆତ୍ମା କୁ ବାଛିବାକୁ ପଡ଼ିବ।ଏହି ଚୟନ ଅନ୍ତର୍ମନ ରୁ ଭାବିବାକୁ ପଡ଼ିବ।ଏହି ଚୟନ ଦ୍ବାରା ଆପଣ ଆପଣଙ୍କ ବର୍ତ୍ତମାନ ର ସ୍ଥିତି ବିଷୟରେ ଅବଗତ ହୋଇ ପାରିବେ।

୧: ଏହି ଚୟନ ପ୍ରକ୍ରିୟା ରେ ଯଦି ଆପଣ ପ୍ରଥମ ଚିତ୍ର ଚୟନ କରିଛନ୍ତି ତେବେ ଆପଣ ବହୁତ୍ ଆତ୍ମବିଶ୍ବାସ ବିଶିଷ୍ଟ ଅଟନ୍ତି।ଆପଣଙ୍କର ନିଜ ଉପରେ ପୁରା ବିଶ୍ୱାସ ଅଛି। ଆପଣ ନିଜର ଭୁଲ୍ ଠିକ୍ କୁ ନିଜେ କଳନା କରି ପାରୁଛନ୍ତି।

୨: ଆପଣ ଯଦି ଦ୍ୱିତୀୟ ଚିତ୍ର ଚୟନ କରିଛନ୍ତି, ତେବେ ଆପଣ ଅନ୍ୟର ଅଭାବ ଅସୁବିଧା କୁ ଅନୁଭବ କରି ପାରୁଛନ୍ତି ଓ ନିଜକୁ ବହୁତ୍ ଏକୁଟିଆ ଭାବୁଛନ୍ତି,ଯେଉଁ କାରଣରୁ ଆପଣ ନିଜର ଜୀବନ ସହିତ ସନ୍ତୁଷ୍ଟ ନାହାନ୍ତି ଓ କିଛି କାରଣରୁ ଶାନ୍ତି ବି ପାଇ ପାରୁ ନାହାଁନ୍ତି।

୩.୩ୟ ଆତ୍ମାକୁ ଯଦି ଆପଣ ଚୟନ କରିଛନ୍ତି ତେବେ ଆପଣ ନିଜର ଦୁର୍ବଳତା କୁ ଜାଣି ପାରୁଛନ୍ତି। କିନ୍ତୁ ନିଜକୁ କମ୍ ଜୋର୍ ଭାବି ନିଜ ଭାଗ୍ୟ ଉପରେ ଓ ଭଗବାନ ଙ୍କୁ ସବୁ ଛାଡ଼ି ଦେବା କାରଣରୁ ଆପଣ ଜୀବନରେ ଦୁଃଖ ପାଇଥାନ୍ତି। ତେଣୁ କର୍ମ କରନ୍ତୁ ଓ ନିଜ ଉପରେ ବିଶ୍ୱାସ କରନ୍ତୁ।

୪. ଚତୁର୍ଥ ଛବି ଏହା ଦର୍ଶାଇଥାଏ କି ଆପଣ କୌଣସି ନିଷ୍ପତ୍ତି କୁ ପରାମର୍ଶ ସ୍ୱରୂପ କରି ନଥାନ୍ତି। ନିଜ ନିଷ୍ପତି କୁ ବେଶି ଗୁରୁତ୍ଵ ଦେଇଥାନ୍ତି। ନିଜକୁ ସବୁବେଳେ କାହା ସହ ତୁଳନା କରିବାକୁ ଆପଣ ଭଲ ପାଆନ୍ତି ନାହିଁ। ନିଜେ ନିଜ କାମରେ ସନ୍ତୁଷ୍ଟ ହୋଇଥାନ୍ତି।

ଦୁନିଆ ଆଗରେ ଭଲ ଦେଖାଇବା ପାଇଁ ଆପଣ କିଛି କରି ନଥାନ୍ତି। ନିଜ କର୍ମ କରି ଚାଲନ୍ତି। ବେଳେବେଳେ ଅସଫଳତା ପାଇଲେ ମଧ୍ୟ ଆପଣ କେବେ ହାର୍ ମାନନ୍ତି ନାହିଁ। ନିଜକୁ ଦୃଢ଼ ଭାବରେ ଗଢି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।