ମେ’ ୩୧ ରୁ ଜୁନ୍ ୪ ପର୍ଯ୍ୟନ୍ତ ଲଘୁଚାପ, ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷିବ । ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଲେ ସୂଚନା

0 9,060

କିଛି ଦିନ ପୂର୍ବରୁ ନିକଟ ଅତୀତ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ଘନୀଭୂତ ହୋଇ ଥିଲା । ତେବେ ଲଘୁଚାପ ଘନୀଭୂତ ହୋଇ ୱେଲ୍ମାର୍କ ଲୋ ପ୍ରେସର୍ ରେ ପରିଣତ ହୋଇ ଏହା ଏକ ବାତ୍ୟା ର ରୂପ ମଧ୍ୟ ଧାରଣ କରି ଥିଲା ଯାହାର ନାମ ଆମ୍ପାହ୍ନ ଥିଲା । ପୁଣି ମଧ୍ୟ ଓଡ଼ିଶା କୁ ସେହି ପରି ଏକ ବିପଦ ଆଶଙ୍କା ର ସୂଚନା ଆସୁ ଅଛି । ଏବେ ଏବେ ପାଣି ବିଭାଗ ପକ୍ଷରୁ ସୂଚନା ଆସିଛି ଯେ ଆସନ୍ତା ୩୧ ତାରିଖ ରୁ ଜୁନ ୧ ପର୍ଯ୍ୟନ୍ତ ଆରବ ସାଗର ରେ ଲଘୁଚାପ ସୃଷ୍ଟି ହେବା ର ସମ୍ଭାବନା ରହିଛି ।

ଏହି ଲଘୁଚାପ୍ ଯୋଗୁ ଲଘୁଚାପ ଜନିତ ବର୍ଷା ମଧ୍ୟ ହେବାର ଅଛି । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟ ରେ । କିପରି ରହିବ ଲଘୁଚାପ ର ପ୍ରଭାବ ଓ କଣ ହୋଇପାରେ ।

ପାଣି ପାଗ ବିଭାଗ ରୁ ସୂଚନା ଯୋଗ୍ୟ ଯେ ଏହି ଲଘଚାପ ପ୍ରଭାବ ରେ ଜୁନ୍ ୧ ସୁଧ ମୌସୁମୀ ବାୟୁ କେରଳ ଛୁଇଁବା ର ଆଶଙ୍କା ରଖା ଯାଇଛି । ଏବଂ ଏହା ର ପ୍ରଭାବ ରେ ପ୍ରାୟତଃ ଗୋଟିଏ ସପ୍ତାହ ରେ ଏହା ଓଡ଼ିଶା ଛୁଇଁବ ଯାହା ଫଳରେ ବର୍ଷା ହେବ । ଏହା ପୂର୍ବରୁ ଓଡ଼ିଶାର ଅନେକ ଜିଲ୍ଲା ରେ କାଳବୈଶାଖୀ ସହିତ ବର୍ଷା ମଧ୍ୟ ଲାଗି ରହୁଚି ।

ଆଜି ପ୍ରାୟ ୮ ଟି ଜିଲ୍ଲା ରେ ପ୍ରବଳ ବର୍ଷା ସହିତ ତୋଫାନ ପରି ପବନ ମଧ୍ୟ ବହୁ ଅଛି । ଆମେ ସମସ୍ତେ ଜାଣିଛ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ମାତ୍ରା ରେ ଜାରି ରହିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତି କିଛି ଅଲଗା ରହି ଅଛି । ବର୍ତ୍ତମାନ କାଳବୈଶାଖୀ ଆରମ୍ଭ ହେବା ପରେ ଯାହା ଜଣା ଯାଉଛି ପ୍ରାକ୍ ମୌସମ ବର୍ଷା ମଧ୍ୟ ଆରମ୍ଭ ହେବାକୁ ଯାଉଅଛି ।

ବର୍ତ୍ତମାନ ଆଞ୍ଚଳିକ ପାଣି ପାଗ ବିଭାଗ ର ସୂଚନା ଅନୁଯାୟୀ ରାଜ୍ୟ ରେ କିଛି ଦିନ ଜାଏ ତାପମାତ୍ରା ବଢିବା ର ସୁଯୋଗ ନାହିଁ । କେବଳ କେତୋଟି ଜିଲ୍ଲା ରେ ଏହା ୪୦ ଡିଗ୍ରୀ ରହି ପାରେ ।

ତେବେ କେତେଦିନ ଯାଏ ବର୍ଷା ଲାଗି ରହିବ ?

ପାଣି ପାଗ ବିଭାଗ ର ଆକଳନ ତଥ୍ୟ ଅନୁଯାୟୀ ରାଜ୍ୟ ରେ ପ୍ରାୟ ଜୁନ୍ ୨ ତାରିଖ ଜାଏ ଏହି ପରି ଭାବେ କାଳବୈଶାଖୀ ଲାଗି ରହିବ ବୋଲି ଅନୁମାନ କରାଯାଉଛି । ଏହା ର ପ୍ରଭାବ ରେ ତାପମାତ୍ରା ମଧ୍ୟ କମ୍ ରହିବ । ଏହା ସହିତ ଏହା ର ପ୍ରଭାବ ଯୋଗୁ ପବନ ର ବେଗ ମଧ୍ୟ ରହି ପାରେ ।

ତେବେ ପୂର୍ବାନୁମାନ ଅନୁଯାୟୀ ପବନ ର ବେଗ ୩୦-୪୦ କିଲୋମଟର ଘଣ୍ଟା ପ୍ରତି ରହି ପାରେ । ଏହା ର ପ୍ରଭାବ ରେ ଉପକୂଳ ଅଞ୍ଚଳ ମୁଖ୍ୟତଃ ପ୍ରଭାବିତ ହେବେ । ତେଣୁ ଉପକୂଳ ସମେତ କିଛି ସ୍ଥାନ ରେ ବିଜୁଳି ଘଡ ଘଡି ସହିତ ଲଗାତାର ବର୍ଷା ଲାଗି ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । inspair post from – prameyanews7

Leave A Reply

Your email address will not be published.