ଏହି ଭଳି ସିନ୍ଦୁର ଲଗାଉଥିଲେ ସାବଧାନ ,ଆପଣଙ୍କ ସ୍ୱାମୀଙ୍କ ସହ ହୋଇପାରେ ବଡ ଅନିଷ୍ଟ

0

ସିନ୍ଦୂର ପ୍ରେମ ଓ ପବିତ୍ରତା ର ପ୍ରତୀକ ।ଟୋପାଏ ସିନ୍ଦୂର ଟିଏ ପରିଚୟ ବଦଳାଇ ଦେଇଥାଏ କୁମାରୀ ରୁ ସ୍ତ୍ରୀ କୁ । ଶାସ୍ତ୍ର ଅର୍ଥ ଅନୁଯାୟୀ ପ୍ରତ୍ୟେକ ସଧବ ସ୍ତ୍ରୀ ମାନେ ଚାରିଟି ଜାଗାରେ ସିନ୍ଦୂର ଲଗାଇବା ଉଚିତ।ପ୍ରଥମତଃ ମା ମାନେ କପାଳରେ ଅର୍ଥାତ୍ ଆଞାଚକ୍ର ରେ ଟୋପାଏ ସିନ୍ଦୂର ଲଗାନ୍ତି ।

ଆଞାଚକ୍ର ରେ ସିନ୍ଦୂର ଲଗାଇବା ବେଳେ ମା ଚଣ୍ଡି ଙ୍କୁ ପ୍ରାଥନା କରି,କି ହେ ମାଆ ମୋ ସ୍ବାମୀ ଆୟୁ ଯଶ ର ସନ୍ତପତି ର ଦୀଘଦୀନ କାମନା କରି ଲଗାଇବା ଉଚିତ।ଦିତୀୟ ରେ ସିନ୍ତି ରେ ପୁଳାଏ ସିନ୍ଦୂର ଲଗାଇ ମା ସାଗର କନ୍ୟା ଯିଏ କି ମା ଲକ୍ଷ୍ମୀ,ତାଙ୍କୁ ପ୍ରାଥନା କରି ନିଜର ପତି ର ଧନ ଜୀବନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯୋଜନା କୁ ଦୃଷ୍ଟିରେ ରଖି ମା ଙ୍କୁ ପ୍ରାଥନା କରିବା ଉଚିତ। ସ୍ତ୍ରୀ ଟିଏ ନିଜ ସ୍ବାମୀ ର ଆୟର ସନ୍ତତି କାମନା କରି ମା ଲକ୍ଷ୍ମୀ ଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ୍ ।

ସ୍ତ୍ରୀ ଟିଏ ପାଇଁ ତାର ସ୍ବାମୀ ହିଁ ସବୁକିଛି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ସ୍ତ୍ରୀ ଟିଏ ପାଇଁ ତାର ସ୍ବାମୀ ଙ୍କୁ ନିଜ ମନରେ ଦେବତା ରୂପେ ପୂଜା କରିଥାଏ। ମା ଲକ୍ଷ୍ମୀ ଯେପରି ଯେପରି ତାଙ୍କ ଘର ସଂସାର ଓ ଧନ ଜୀବନ କୁ ସୁଖ ସନ୍ତପତି କୁ ବଞ୍ଚାଇ ରଖନ୍ତି ଏହା କାମନା କରି ସ୍ତ୍ରୀ ଟିଏ ତାର ସାମି ପାଇଁ ସିନ୍ତି ରେ ସିନ୍ଦୂର ଲଗାଇବା ଉଚିତ।

ତୃତୀୟ ରେ କଣ୍ଠଚକର ସ୍ତ୍ରୀ ଟିଏ ସିନ୍ଦୂର ଲଗାଇଥାଏ।କାହିଁକି କି ନା ଆମ ସମସ୍ତଙ୍କ କଣ୍ଠରେ ଶିବ ପର୍ବତି ବାସ କରିଥାନ୍ତି।ସି ଟିଏ ପ୍ରଭୁ ଙ୍କୁ ପ୍ରାଥନା କରିଥାଏ କି ହେ ପ୍ରଭୁ ଶଙ୍କର,ହେ ପ୍ରଭୁ ଦେବଦେବ ମହାଦେବ ତୁମେ ତ ସବୁବେଳେ ମା ପର୍ବତୀ ଙ୍କୁ ବହୁତ ଭଲପାଅ ନା ।

ତୁମ ପାଦ ରେ ଟୋପାଏ ସିଦୂର ମାରୁଚି ଠାକୁରେ, ଅର୍ଥାତ୍ ମୋ ସାମି ଙ୍କୁ ତୁମ ପାଦ ରେ ଲଗାଉଚି,ହେ ଈଶ୍ବର ହେ ଶଙ୍କର ତୁମେ ଯେମିତି ମା ପାର୍ବତୀଙ୍କୁ ବହୁତ ଭଲପାଅ ନା ମୋ ସ୍ବାମୀ ବି ଠିକ୍ ସେହିପରି ମୋତେ ଭଲପାଅନ୍ତୁ।

ଶେଷରେ ଶଂଖା ରେ ମାରଇ ସିନ୍ଦୂର।ଶଂଖା ରେ କାହିଁକି ମାରେ, ନା ପ୍ରତ୍ୟେକ ସଧବା ସ୍ତ୍ରୀ ମାନେ ତୁଳସୀ ଚଉରା ମୂଳରେ ସଂଜବତୀ ଟିଏ ଜାଳିଲା ବେଳେ କଣ ମାଗେ ନା,ହେ ମା ବୃଦାବତୀ ତେତେଦିନ ବଞ୍ଚିଚି ତ ବଞ୍ଚିଚି ଲ ମାଆ ଯେତେବେଳେ ମଶାଣିକୁ ଯିବି ନା ସେତେବେଳେ ଏ ଶଂଖା ଦିପଟ ଆଉ ସିନ୍ଦୂର ଟୋପେ ସାଂଗରେ ନେଇକି ଯାଏ।ଅର୍ଥାତ୍ ନିଜ ସ୍ବାମୀ ର ଆୟୁ ଯଶ କୁ ଦୃଷ୍ଟିରେ ରଖି ମା ବୃଦାବତୀ ଙ୍କୁ ପ୍ରାଥନା କରି ସ୍ତ୍ରୀ ଟିଏ ତାର ଶଂଖା ରେ ସିନ୍ଦୂର ଲଗାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.