ଏହି ମନ୍ତ୍ରକୁ ୧ଥର ଜପ କରନ୍ତୁ, ତା ପରେ ଦେଖନ୍ତୁ ଚମତ୍କାର

0

ଭଗବାନ ମର୍ଯ୍ୟାଦା ପୁରୁଷ ରାମ ଙ୍କର ପ୍ରିୟ ଭକ୍ତ ବଜରଙ୍ଗ ଵାଲୀ ପ୍ରଭୁ ହନୁମାନ ଙ୍କର ଅପାର ଶକ୍ତି ଆଉ ଅପାର ମହିମା ଅଟେ l ହନୁମାନ କଳି ଯୁଗରେ ସବୁଠୁ ସକ୍ରିୟ ଦେବତା ଅଟନ୍ତି l ଯଦି କେହି ଭଗବାନ ସନ୍ତୁଷ୍ଟ ହୁଅନ୍ତି ତାଙ୍କ ଠାରୁ କମ ସମୟ ଭିତରେ ସନ୍ତୁଷ୍ଟ ହୋଇଥାନ୍ତି l ହନୁମାନ ଙ୍କର ଯେଉଁ ଭକ୍ତ ଉପରେ ନଜର ଅଥବା ଶୁଭ ଦୃଷ୍ଟି ପଡେ ସେହି ଭକ୍ତ ର ସମସ୍ତ ଦୁଃଖ ଦୂର ହୋଇ ଜୀବନ ର ଗତି ପଥ ବଦଳୀ ଯାଏ l କାଲି ଯୁଗରେ ଯଦି କେହି ଜୀବନ୍ତ ଦେବତା ଅଛନ୍ତି ସେ ହେଉଛନ୍ତି ଭଗବାନ ହନୁମାନ l

ହନୁମାନ ଅମର ଅଟନ୍ତି l ତେଣୁ କଳି ଯୁଗରେ ମଧ୍ୟ ହନୁମାନ ଅଛନ୍ତି l ସେ ତାଙ୍କର ସମସ୍ତ ଭକ୍ତ ଙ୍କୁ କେବେ ବି ବିପଦରେ ପଡିଥିବାର ଦେଖନ୍ତି ନାହିଁ l ମାତ୍ର ସେହି ମହାପୁରୁଷ ଙ୍କୁ ତାଙ୍କର ଭକ୍ତ ମାନେ ସନ୍ତୁଷ୍ଟ କରିବl

ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରନ୍ତି l କିନ୍ତୁ ଯେଉଁ ଭକ୍ତ ତାଙ୍କୁ ହୃଦୟ ସହିତ ଡାକନ୍ତି ସେ ତାଙ୍କର ଭକ୍ତିରେ ହନୁମାନ ଙ୍କୁ ସନ୍ତୁଷ୍ଟ କରିପାରନ୍ତି lହନୁମାନଙ୍କର ପ୍ରିୟ ବାର ମଙ୍ଗଳବାର କୁ ମନା ଯାଏ କାରଣ ହନୁମାନ ଏହିଦିନ ଜନ୍ମ ଗ୍ରହଣ କରିଥିଲେ l ଏହି ଦିନ ସେ ବହୁତ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି l ଭକ୍ତ ମାନେ ଏହି ଦିନ ହନୁମାନ ଙ୍କର ମୂର୍ତ୍ତି ପାଖରେ ବସି ହନୁମାନ ଜପ କରନ୍ତି l

ଏହି ବାରରେ ଯଦି କୌଣସି ଭକ୍ତ ହନୁମାନ ଙ୍କର ମୂର୍ତ୍ତି ରେ ସିନ୍ଦୁର ଲାଗନ୍ତି ତୋ ହନୁମାନ ସେମାନଙ୍କ ମନସ୍କାମନା ପୂରଣ କରନ୍ତି l ଏବଂ ଏହି ଦିନ ଯିଏ ହନୁମାନ ଙ୍କର ମୂର୍ତ୍ତି ପାଖରେ ରାମ ନାମ ଶହେ ଆଠ ଥର ଉଚ୍ଚାରଣ କରେ ତାଙ୍କ ଉପରେ ଭଗବାନ ହନୁମାନ ପ୍ରସନ୍ନ ହୁଅନ୍ତି l କାରଣ ଭଗବାନ ରାମଙ୍କର ଭକ୍ତ ହନୁମାନ ଅଟନ୍ତି l ହନୁମାନ ରାମ ନାମ ଯେଉଁଠି ଜପ ହୋଇଥାଏ ସେଇଠି ସେ ରହିଟନ୍ତି l

ଆପଣଙ୍କୁ ଆଜି ଏକ ଏମିତି ମହାମନ୍ତ୍ର ଟେ କହିବି ଯାହାକୁ ଜପ କଲେ ଭଗବାନ ଅତି ଶୀଘ୍ର ପ୍ରସନ୍ନ ହୁଅନ୍ତି l ଆଉ ଶ୍ରୀ ହନୁମାନ ଯାହାଙ୍କ ଉପରେ ଥରେ ମାତ୍ର ପ୍ରସନ୍ନ ହୁଅନ୍ତି ସେ ଜୀବନରେ ସବୁ ସୁଖ ଆଣି ଦିୟନ୍ତି lତାହା ହେଉଛି ଶ୍ରୀ ହନୁମାନ କବଚ ମନ୍ତ୍ର ଯାହାକୁ ଜପ କଲେ ଜୀବନ ରେ ଯେତେ ବଡ ବିପଦରେ, ସମସ୍ୟା ଆସିଲେ ତାହା ନଷ୍ଟ ହୋଇଯାଏ ତାହା ହେଉଛି –

                              ‘ହଂ ହନୁମନତେନମଃ ‘, ‘ଶ୍ରୀ ହନୁମନ୍ତେ ନମଃ 

ଏହି ଦୁଇଟି ମନ୍ତ୍ର ଜପ କଲେ ହନୁମାନ ଅତି ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି l ହନୁମାନ ସନ୍ତୁଷ୍ଟ ହୋଇ ଅତିଶୀଘ୍ର ସେହି ଭକ୍ତ ର ସମସ୍ତ ଦୁଃଖ କଷ୍ଟ ଦୂର କରନ୍ତି l ଅନ୍ୟ ଏକ ମନ୍ତ୍ର ହେଉଛି –

                  ମହାବଳlୟ ବୀରlୟ ଚିରଞ୍ଜୀବୀ ଉଦ୍ୟତି l
         ହରିଣୀ ବ୍ରଜ ବେହାୟ ଚୋଳନ ଗୀତମହାବ୍ୟୟୋ ll3ll

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.