ଏହି ୩ଟି ରାଶିର ଝିଅ ବିବାହ ପାଇଁ ପରିପୂର୍ଣ।ନିଶ୍ଚୟ କରନ୍ତୁ ବିବାହ

ବର୍ତମାନ ର ଲୋକମାନେ ବିବାହ କୁ ନେଇ ଅତ୍ୟନ୍ତ ସିରିଅସ ଅଛନ୍ତି। ସେମାନେ ବିବାହ ପୂର୍ବରୁ ସବୁ ପ୍ରରକାର ର କଥା କୁ ଲକ୍ଷ କରି ବିବାହ କରୁଛନ୍ତି। ମୁଖ୍ୟତ ଜାତକ ଦେଖାଇ ସମସ୍ତେ ବିବାହ କରିବାକୁ ପସନ୍ଦ କରିଥାନ୍ତି। ଯଦି ଜାତକ ରେ କିଛି ଦୋଷ ଥାଏ ତେବେ ସେମାନେ ମଧ୍ୟ ଏହା ର ପ୍ରତିକାର କରାଇ ନିଅନ୍ତି।ପ୍ରଥମ ରେ ହଉଛି ମେଷ ରାଶି। ମେଷ ରାଶିର ଝିଅ ମାନଙ୍କୁ ବିବାହ କଲେ ଆପଣଙ୍କ ଜୀବନ ସର୍ବଦା ଖୁସିରେ କଟିଥାଏ। କାହିଁକି ମେଷ ରାଶିର ଝିଅ ମାନେ ହୃଦୟ ଓ ମସ୍ତିସ୍କ ରୁ ସମାନ ହୋଇଥାନ୍ତି।

ଏମାନେ ମନ ମଧ୍ୟରେ କୌଣସି ଜିନିଷ ଲୁଚାଇ ରଖନ୍ତି ନାହିଁ। ଏମାନେ ସର୍ବଦା ଭଲ କାମ କରିଥାନ୍ତି। ଯେତେ ବେଳେ ନିଜର ଜୀବନ ସଥିକୁ ସାହାଯ୍ୟ କରିବାର ସମୟ ଆସେ ସେତେବେଳେ ଏହି ରାଶିର ଝିଅ ଙ୍କ ଠୁ କେହି ବି ଅଧିକ କରିପାରିବେ ନାହିଁ।

ଆହୁରି ମଧ୍ୟ ଏମାନେ ନିଜ ର ପରିବାର ସ୍ୱାମୀ ପିଲାଛୁଆ ଓ ଶାଶୁ ଶଶୁର ମାନକର ସେବା କରିଥାନ୍ତି। ଏମାନେ ସର୍ବଗୁଣା ସମ୍ପର୍ଣ୍ଣ ହୋଇଥାନ୍ତି। ଏହି ରାଶିର ଝିଅ ମାନେ ଉଭୟ ପ୍ରେମ ବିବାହ ଓ ବ୍ୟବହୃତ ବିବାହରେ ଭଲ ଭାବରେ ନିଜର ବୈବାହିକ ଜୀବନକୁ ବିତାଇ ଥାନ୍ତି।

ତାପରେ ହଉଛି କର୍କଟ ରାଶି। ଏହି ରାଶିର ଝିଅ ମାନଙ୍କୁ ସବୁଠାରୁ ପରଫେକ୍ଟ ମାନଯାଏ। କାହିଁକି ନା ଏମାନେ ସବୁ ଗୁଣରେ ଭର ପୁର ଥାନ୍ତି। ଏମାନେ ରୂପ ରେ ବହୁତ ସୁନ୍ଦର ଏହା ସହ ଗୁଣ ରେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏମାନେ ଅନ୍ୟ ର ଇଛା କୁ ଜାଣି ପାରିଥାନ୍ତି।

ସେଠି ପାଇଁ ଏମାନେ ସ୍ୱାମୀ ପିଲାଛୁଆ ଓ ଅନ୍ୟାନ୍ୟ ପରିବାର ଲୋକଙ୍କ ର ମନ ମୁତାବକ କାର୍ଯ୍ୟ କରିଥାନ୍ତି। ଯାହା ଫଳରେ ସେହି ପରିବାର ଟି ବହୁତ ଖୁସି ପରିବାର ହୋଇଥାଏ। ସେହି ପବାରିବା ର ଲୋକ ବହୁତ ଭାଗ୍ୟ ବାନ ହୋଇଥାନ୍ତି। ସେପରି ବହୁ ଭାଗ୍ୟରେ ଥିଲେ ମିଳେ ବୋଲି କୁହାଯାଏ।

ତାପରେ ହଉଛି ସିଂହ ରାଶି ର ଝିଅ। ସିଂହ ରାଶିର ଝିଅ ମାନେ ବହୁତ ରାଗି ହୋଇଥାନ୍ତି। କିନ୍ତୁ ଏମାନ ଙ୍କୁ ଭୁଲ ବୁଝିବା ଜମା ବି ଠିକ ନୁହଁ। କାହିଁକି ନା ଏମାନେ ବହୁତ ଭଲ ହୋଇଥାନ୍ତା। ଏମାନଙ୍କ ମନରେ ଟିକେ ହେଲେ ବି ଗର୍ବ ଭାବ ନଥାଏ। ଏମାନେ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ କେବେବି ମନରେ ଅହଂକାର କରିନଥାନ୍ତି।

ମାନେ ସମସ୍ତଙ୍କ ସହ ଭଲ ସଂପର୍କ ରଖିବାରେ ସଫଳ ହୋଇଥାନ୍ତି। ଏମାନ ଙ୍କୁ ଯଦି ଯିଏ ବୁଝି ପାରିବ ତେବେ ତାର ଜୀବନ ରେ ସର୍ବଦା ସୁଖ ହିଁ ସୁଖ ଦେଖା ଦେଇଥାଏ। ତେଣୁ ଏହି ପରି ଝିଅ ନିଜର ପରିବାର ଲୋକଙ୍କ ସହ ଓ ବନ୍ଧୁ ବର୍ଗ ଙ୍କ ସହ ଭଲ ସଂପର୍କ ରଖିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।