Loading...

କଣ ଆପଣଙ୍କ ପାଖରେ ଏପରି ରସନ କାର୍ଡ । ଏବେ ରାଶନ କାର୍ଡଧାରୀଙ୍କୁ ମିଳିବ ଏହି ବଡ ସୁବିଧା , ଜାଣନ୍ତୁ କ’ଣ

Loading...

ଫ୍ରେଣ୍ଡସ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ତରଫରୁ ସ୍ବାଗତମ୍ । ଆପଣ ମାନେ ଜାଣିଥିବେ 2019 ଲୋକସଭା ନିର୍ବାଚନ ପରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଦିନ ପରେ ଦିନ ଗରିବ ସାଧାରଣ ଲୋକମାନଙ୍କ ପାଇିଁ କରିଚାଲିଛନ୍ତି ବିକାଶର ଉନ୍ମୋଚନା ଯାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତ ସରକାର ସବୁବେଳେ ଦେଶର ଆର୍ଥିକ ବିକାଶ ଏବଂ ସ୍ବଚ୍ଛତାକୁ ନେଇ ପ୍ରତିପ୍ରଗତି ରହିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥାକୁ ଦୃଡିଭୂତ କରିବା ପାଇିଁ ଭାରତ ସରକାର ସଦାସର୍ବଦା ଚେଷ୍ଟିତ । ପୁଣି ମାନ୍ୟବର ସରକାର ଗରିବ ରାଶନ କାର୍ଡଧାରୀ ମାନଙ୍କ ପାଇିଁ ଲାଗୁ କରିଛନ୍ତି ନୂଆ ନିୟମ ।

କିପରି ଗରିବ ସାଧାରଣ ଜନତା ଏହି ନିୟମ ରେ ଲାଭବାନ ହୋଇପାରିବେ ସେଥି ପ୍ରତି ଦୃଡପ୍ରତିକ୍ଷିପ୍ତ ରହିଛନ୍ତି । ଅନେକ ସରକାରୀ ସ୍କିମ ଗୁଡିକ ବାହାରୁଛି କିନ୍ତୁ ଜନତାଙ୍କ ପାଖରେ ତାହାର ସୁବିଧା ପହଞ୍ଚିପାରୁ ନାହିଁ ଯୋଜନା ନାରେ ରାଜ୍ୟ ସରକାର ନାରା ଦେଉଛନ୍ତି ହେଲେ ଜନତା ଏହାର ଲାଭ ପାଇପାରୁ ନାହାଁନ୍ତି ।

ତାହାକୁ ପାଥେୟ କରି ଭାରତ ସରକାର ଏବେ ନୂଆ ସ୍କିମ ବାହାର କରିଛନ୍ତି ରାଶନ କାର୍ଡଧାରୀ ମାନଙ୍କ ପାଇିଁ । ତେବେ ଏହି ମହତ୍ତୂପୂର୍ଣ୍ଣ ଯୋଜନା କଣ ତାହା ବିଷୟ ରେ ଆମେ ଆପଣ ମାନଙ୍କୁ ପୁରା ଡାଟା ଦେବୁ , ସେଥେ ପର୍ଯ୍ୟନ୍ତ ଆମର ଏହି ଆର୍ଟିକିଲ କୁ ପଡିଚାଲନ୍ତୁ ।

ବନ୍ଧୁଗଣ ଆପଣ ଙ୍କ ପାଖର୍ ରାଶନ କାର୍ଡ ଅଛିକି ? ଯଦି ଆପଣ ଙ୍କ ପାଖରେ ରାଶନ କାର୍ଡ ଅଛି କିମ୍ବା ନୂଆ ଏପ୍ଲାୟ କରିଛନ୍ତି ତେବେ ଆପଣ ମାନଙ୍କ ପାଇିଁ ଭାରତ ସରକାର ତରଫରୁ ବଡ ଧରଣର ଖୁସି ଖବର । ଆପଣ ମାନଙ୍କୁ ସରକାର ତାଙ୍କର ଯୋଗାନ୍ତକାରୀ ଯୋଜନା ମାଧ୍ୟମରେ ଏକ ଲାଭାଂଶ ଦେବାକୁ ଯାଉଛନ୍ତି , ଯେଉଁ ଯୋଜନା ମାଧ୍ୟମରେ ଆପଣ ମାଗଣାରେ ନିଜର ଆବଶ୍ୟକତା ଉପଲବ୍ଧି କରିପାରିବେ ।

ତେବେ ଏହି ନୂଆ ସ୍କିମ କୋଟି କୋଟି ଭାରତୀୟ ଙ୍କ ପାଇିଁ କହିଲେ ଯର୍ଥାତ ହେବ । ଯଦି ରାସନ କାର୍ଡ ଅଛି ତେବେ ଯୋଜନାରେ ଆଜି ହିଁ ଭାଗ ନିଅନ୍ତୁ । ତେବେ ଆପଣ ମାନଙ୍କୁ ସର୍ବ ପ୍ରଥମେ ସେହି ଯୋଜନା ସମ୍ପର୍କରେ କହିବୁ ।

ଭାରତର ସରକାର ଙ୍କର ଯୋଜନା ଅନୁସାରେ ଯେଉଁ ଗରିବ ବ୍ୟକ୍ତିଙ୍କ ପାଖରେ ରାଶନ କାର୍ଡ ଅଛି ସେମାନଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ଉପଲବ୍ଧି ହେବ । ରାଶନ କାର୍ଡଧାରୀ ମାନଙ୍କୁ ମାଗଣାରେ ଗ୍ୟାସ ସହିତ ଚୁଲା ଏବଂ ଲାଇଟର ମଧ୍ୟ ଫ୍ରି ରେ ପ୍ରଦାନ ହେବ ବୋଲି କେନ୍ଦ୍ର ସରକାର ବଡ ଘୋଷଣା ଜାରି କରିଛନ୍ତି ।

କେମିତି ଗରିବ ଲୋକଏହାର ଫାଇଦା ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବା ସହିତ କାର୍ଯ୍ୟକ୍ରମ ହାସ୍ତକ୍ଷେପ କରାଯାଇଛି ।

ପାଖରେ ରାଶନ କାର୍ଡ ଥିବା ସ୍ବତେ ଆପଣ ଗ୍ୟାସ କେନକେସ୍ନ ପାଇପାରୁ ନାହାଁନ୍ତି ତେବେ ଆଜି ହିଁ KYC ଫ୍ରମ ଭରି ନିକଟସ୍ଥ ଗ୍ରାହକ ରେ ଦିଅନ୍ତୁ । ଏହା ଦ୍ବାରା ଆପଣ ପୁରା ମାଗଣାରେ ଗ୍ୟାସ କନେକସନ ପାଇପାରିବେ ଏଥିରେ କୌଣସି ଦିମ୍ମତ ନାହିଁ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...