ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ଏହାକୁ କେବଳ ଶୁଣିବାମାତ୍ରେ ହିଁ ଆପଣଙ୍କ ସବୁ ଇଚ୍ଛା ପୁରଣ ହେବ

ଆପଣ ମାନେ ଜାଣିଥିବେ ଭାରତୀୟ ପ୍ରାଚୀନ ଗନ୍ଥରେ ଏମିତି ବହୁତ ମନ୍ତ୍ର ରହିଛି ଯାହା , ସେହି ମନ୍ତ୍ର ସହାୟତାରେ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିହେବ । ଏହି ମନ୍ତ୍ରର ପ୍ରୟୋଗରେ ଯେକୌଣସି ସମସ୍ୟାର ସମାଧାନ କରିହେବ । ତାହା ସହିତ ଜନ୍ମଜନ୍ମାତର ବନ୍ଧନ ମଧ୍ୟ ମୁକ୍ତି ହୋଇଯିବ । ଆଜି ଆମେ ଆପଣ ମାନଙ୍କୁ ଏମିତି ଗୋଟିଏ ଶକ୍ତିଶାଳୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ମାତ୍ରେ ହିଁ ପାପ ଦୂର ହୋଇଯାଏ ।

ତେବେ ସହି ମନ୍ତ୍ରଟି ହେଲା 

ନମୋ ସ୍ତବନ ଅନନ୍ତାୟ ସହସ୍ର ମୁର୍ତୟେ ସହସ୍ର ପାଦାକ୍ଷି ସିରବୁ ବାହବେ ସହସ୍ର ନାମ୍ନୋ ପୁରୁଷାୟ ସ୍ବାଶତେ ସହସ୍ର କୋଟି ଯୁଗଧାରିତ ନମହ । ଜୀବନରେ ଆସୁଥିବା ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇିଁ ସବୁଦିନ ସକାଳୁ ଏହି ମନ୍ତ୍ରକୁ ଯପ କରନ୍ତୁ । ଏହି ମନ୍ତ୍ରକୁ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କର ପୂଜାରେ ବ୍ୟବହାର ହୋଇଥାଏ ।

ଏହି ମନ୍ତ୍ର ଅତ୍ୟନ୍ତ ଗୁରୁତ୍ବ ଅଟେ ତଥା ଏହା ସାମାନ୍ୟରେ ଏହା ଉଲ୍ଲେଖ କରାଯାଏ ନାହିଁ । ଏହି ମନ୍ତ୍ର ମହା ଭାରତର ଅନୁସାସନ ତଥା ପ୍ରାଚୀନ ଗନ୍ଥରେ ଲେଖାଯାଇଛି । ଏହାର ବ୍ୟବହାର ମଧ୍ୟ ବିଧିବଧ ଭାବରେ ଦେଖାଯାଇଛି ଏହା ଅତ୍ୟନ୍ତ ସରଳ ଅଟେ ଆଫଣ ଙ୍କୁ କେବଳ ଏତିକି କରିବାକୁ ପଡିବ ସବୁଦିନ ,ସକାଳୁ ଉଠି ସ୍ନାନ କରି ସଫା ପୋଷାକ ପିନ୍ଧି ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ ତାଙ୍କୁ ହଳଦିଆ ଫୁଲ ଏବଂ ପ୍ରସାଦ ସମର୍ପଣ କରନ୍ତୁ

ଏହି ମନ୍ତ୍ର ଯପ ଆରମ୍ବ କରିବା ପାଇିଁ ଆର୍ଶିବାଦ ନିଅନ୍ତୁ ଏହା ପରେ ଏକାନ୍ତରେ ବସି ସ୍ବଚ୍ଚ ଆସନରେ ବସି ଭଗବାନଙ୍କୁ ସ୍ମରଣ କରି ଏହି ମନ୍ତ୍ର ଗାନ କରନ୍ତୁ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଏହି ମନ୍ତ୍ର ଯପ କରନ୍ତୁ । ଏହା ପରେ ସତ୍ୟ ମନରେ ପ୍ରାର୍ଥନା କରି ନିଜ କାମରେ ଲାଗି ଯାଆନ୍ତୁ ଅବଶ୍ୟ ଆପଣ ଙ୍କର ଇଛା ପୂରଣ ହେବ

ଯଦି ଆପଣ ଏହି ଶକ୍ତିଶାଳୀ ମନ୍ତ୍ର କୁ ପ୍ରତିଦିନ ଯପ କରିବେ ତାହେଲେ ଆପଣ ଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ଆଉ ଆପଣ ଙ୍କର କେବେ ଧନର ଅଭାବ ହେବ ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।